Sign in
Sign in
Recover your password.
A password will be e-mailed to you.
ଜନଗଣନା କର୍ମଚାରୀଙ୍କ ସୁରକ୍ଷା ପାଇଁ SOP: ବାଧା ଦେଲେ ଜୋରିମାନା ସହ ୩ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ
ଭୁବନେଶ୍ୱର : ୨୦୨୭ ଜନଗଣନାର ପ୍ରଥମ ପର୍ଯ୍ୟାୟ ପାଇଁ ଓଡ଼ିଶା ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଏକ ନୂଆ ମାର୍ଗଦର୍ଶିକା (SOP) ଜାରି କରିଛନ୍ତି । ନିକଟରେ ଘର ଘର ବୁଲି ତଥ୍ୟ ସଂଗ୍ରହ କରୁଥିବା କର୍ମଚାରୀଙ୍କ ସହ କିଛି ଅପ୍ରୀତିକର ଘଟଣା ଘଟିଥିବାରୁ,!-->…
ଖୋର୍ଦ୍ଧା ଜିଲ୍ଲାରେ ବଦଳିଲା ସ୍କୁଲ ସମୟ, ସକାଳ ସାଢ଼େ ୬ରୁ ସାଢ଼େ ୯ଟା ପର୍ଯ୍ୟନ୍ତ ହେବ ପାଠପଢ଼ା
ଭୁବନେଶ୍ୱର : ଡହଳ ବିକଳ କଲାଣି ଖରା । ଅଧିକାଂଶ ଜିଲ୍ଲାରେ ତାପମାତ୍ରା 40 ଡିଗ୍ରୀ ଟପିଲାଣି । ଏହି ସମୟରେ ପିଲେ ସ୍କୁଲ ଆସିବା କଷ୍ଟକର ହୋଇପଡିଛି । ଆଜି ଭୁବନେଶ୍ୱରରେ ତାପମାତ୍ରା 42 ଡିଗ୍ରୀ ଛୁଇଁଛି । ଏହାକୁ ଦୃଷ୍ଟିରେ ରଖି ସରକାର ବିଭିନ୍ନ ଜିଲ୍ଲାରେ ସ୍କୁଲ ବନ୍ଦ ଘୋଷଣା!-->…
ଆଗୁଆ ହେବ ଖରା ଛୁଟି, ଖୁବଶୀଘ୍ର ଚୂଡ଼ାନ୍ତ ନିଷ୍ପତ୍ତି
ଭୁବନେଶ୍ୱର : ଆଗୁଆ ହେବ ସ୍କୁଲ ଖରା ଛୁଟି । ଦିନେ ଦୁଇ ଦିନରେ ଚୂଡ଼ାନ୍ତ ନିଷ୍ପତ୍ତି । ରାଜସ୍ବ ବିଭାଗ ଓ ଗଣଶିକ୍ଷା ବିଭାଗ ଆଲୋଚନା ପରେ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେବେ । ଗଣଶିକ୍ଷା ବିଭାଗ, ରାଜସ୍ବ ବିଭାଗ ଏବଂ ଏସଆରସିଙ୍କ ମିଳିତ ବୈଠକ ହୋଇଛି । ମୁଖ୍ୟମନ୍ତ୍ରୀ ଦିନେ ଦୁଇ ଦିନ!-->…
ବେଆଇନ ଚାଲାଣ: ୨ ଟନରୁ ଅଧିକ କଇଁଛ ସହ ଅଭିଯୁକ୍ତକୁ କାବୁ କଲା ବନ ବିଭାଗ
କୋରାପୁଟ: ଦୁଇ ଟନରୁ ଅଧିକ କଇଁଛ ଜବତ । କୋରାପୁଟ ଜିଲ୍ଲା ମୋଟୁ ବନବିଭାଗକୁ ବଡ ସଫଳତା ମିଳିଛି !। ଆନ୍ଧ୍ରପ୍ରଦେଶରୁ ଓଡ଼ିଶାକୁ ଚାଲାଣ ବେଳେ ଚେକପୋଷ୍ଟରେ ମାଡ଼ି ବସିଲା ବନବିଭାଗ । ଚଢାଉରେ ଡ୍ରାଇଭରକୁ ଗିରଫ କରିବା ସହ ୭୬୧ଟି କଇଁଛ ଜବତ ହୋଇଛି । ଜବତ କଇଁଛ ଗୁଡ଼ିକର ଆନୁମାନିକ!-->…
ରାଜଧାନୀରେ ଟାଇଁ ଟାଇଁ ଖରା, ୪୨ ଡିଗ୍ରୀ ଛୁଇଁଲା ଭୁବନେଶ୍ୱରର ତାପମାତ୍ରା
ଭୁବନେଶ୍ୱର: ରାଜ୍ୟରେ ଅସମ୍ଭାଳ ତାତି ସାଙ୍ଗକୁ ଭୀଷଣ ଗୁଳୁଗୁଳି ଜାରି ରହିଛି । ଲଗାତାର ଭାବେ ତାତି ବୃଦ୍ଧି ଯୋଗୁଁ ଦିନ ୧୦ଟା ପରେ ରାସ୍ତାଘାଟ ଖାଁ ଖାଁ ହୋଇଯାଉଛି। ତାତିକୁ ଦୃଷ୍ଟିରେ ରଖି ରାଜ୍ୟର ଏକାଧିକ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା ହୋଇଯାଇଥିବା ବେଳେ ତାତିର ପ୍ରଭାବ ଅନ୍ୟ!-->…
ଜନଗଣନା କାର୍ଯ୍ୟକ୍ରମରେ ହେଉଥିବା ସମସ୍ୟାକୁ ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କଲେ ଜିଲ୍ଲା ପ୍ରାଥମିକ ଶିକ୍ଷକ…
ମାଲକାନଗିରି : ମାଲକାନଗିରି ଆଦ୍ୟ ତା 23/04/26/ରିଖ ମାଲକାନଗିରି ଜିଲ୍ଲା ଜନଗଣନା କାର୍ଯ୍ୟକ୍ରମରେ ସମ୍ମୁଖୀନ ହେଉଥିବା କିଛି ସମସ୍ୟା ଉପରେ ଜିଲ୍ଲା ପ୍ରାଥମିକ ସଂଘର ସଭାପତି ଶ୍ରୀ ତାରକ ମଣ୍ଡଳ ଓ ରାଜ୍ୟ ସଂଘ ଉପସଭାପତି ଶ୍ରୀ ରଂଜିତ କୁମାର ନାୟକଙ୍କ ତତ୍ୱାବଧାନରେ ଜିଲ୍ଲାପାଳ!-->…
ଶିକାର କରିବାକୁ ଯାଇ ଗୁଳିକାଣ୍ଡରେ ନାବାଳକ ମୃତ ଘଟଣାର ମୁଖ୍ୟ ଆସାମୀ ଗିରଫ
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ଥାନାର ଲାଇନପଡା ଫାଣ୍ଡି କୁସୁମେଣ୍ଡି ଗ୍ରାମପଞ୍ଚାୟତର ବୁଡ଼େଡି ଠାରେ ଚଳିତ ମାସ ୧୮ ତାରିଖରେ ଘଟିଥିବା ଗୁଳିକାଣ୍ଡରେ ନାବାଳକ ବିଭୁତି କହଁର(୧୬)ଙ୍କ ମୃତ ଘଟିଥିଲା I ଉକ୍ତ ଗୁଳିକାଣ୍ଡରେ ଦୁଇଜଣ ସମ୍ପୃକ୍ତ ଥିବା!-->…
ଘର ଢିଙ୍କି କୁମ୍ଭୀର: ବ୍ରହ୍ମପୁର ସୁଧୀର ପାତ୍ର ହତ୍ୟାକାଣ୍ଡ ପଛରେ ନିଜ ପୁତୁରା ଓ ଝିଆରୀ, ମୋଟ ୯ ଜଣଙ୍କୁ ଗିରଫ କରିଛି…
ବ୍ରହ୍ମପୁର: ବ୍ରହ୍ମପୁରର ବହୁଚର୍ଚ୍ଚିତ ଜମି ବ୍ୟବସାୟୀ ସୁଧୀର ପାତ୍ର ହତ୍ୟା ମାମଲାର ପର୍ଦ୍ଦାଫାଶ କରିଛି ପୁଲିସ। ଏହି ନାରକୀୟ ହତ୍ୟାକାଣ୍ଡର ଷଡ଼ଯନ୍ତ୍ର ପଛରେ କୌଣସି ବାହାର ଲୋକ ନୁହଁନ୍ତି, ବରଂ ସୁଧୀରଙ୍କ ନିଜ ପରିବାରର ସଦସ୍ୟ ଥିବା ଜଣାପଡିଛି। ପୁଲିସର ସୂଚନା ଅନୁସାରେ, ସୁଧୀରଙ୍କ!-->…
ପ୍ରଥମ ସ୍ତ୍ରୀ ଥାଇ ପୁଣି ବର ସାଜିଥିଲା ଯୁବକ; ବେଦିରୁ ଉଠାଇ ନେଲା ପୋଲିସ
ବଲାଙ୍ଗିର: ବେଦିରୁ ବରକୁ ଉଠାଇ ନେଲା ପୋଲିସ । ଅଧା ରହିଗଲା ବାହାଘର। ପ୍ରଥମ ସ୍ତ୍ରୀ ଥାଇ ପୁଣି ବର ସାଜିଥିଲା ଯୁବକ। ଅଭିଯୋଗ ପରେ ବିବାହ ବେଦିରୁ ଉଠାଇ ନେଲା ବଲାଙ୍ଗିର ପୁଇଁନ୍ତଳା ପୋଲିସ । ଯୁବକ ଜଣକ ହେଲେ ବଲାଙ୍ଗୀର ଜିଲ୍ଲା ପୁଇଁନ୍ତଳା ଥାନା ଗଣ୍ଡବହାଲ ଗାଁର ରୁକ୍ମଣ ମେସ୍ବା।!-->…
ଭିସୁଟରେ ରାଗିଂ, ୪ ସିନିଅର ଛାତ୍ରଙ୍କୁ ଅର୍ଥଦଣ୍ଡ
ସମ୍ବଲପୁର : ଭିସୁଟରେ ପୁଣି ରାଗିଂ ଅଭିଯୋଗ । ସମ୍ବଲପୁର ଭିସୁଟର ମେକାନିକାଲ ବିଭାଗର ଜଣେ ଛାତ୍ରଙ୍କୁ ରାଗିଂ ଅଭିଯୋଗ ହୋଇଛି । ରାଗିଂ ଅଭିଯୋଗରେ ୪ ଜଣ ସିନିଅର ଛାତ୍ରଙ୍କୁ ଗଠନ କରାଯାଇଥିବା ଫ୍ୟାକ୍ଟ ଫାଇଣ୍ଡିଂ ଟିମ ଛାତ୍ରମାନଙ୍କୁ ଆର୍ଥିକ ଦଣ୍ଡରେ ଦଣ୍ଡିତ କରିଛି । ଜଣେ ଛାତ୍ରଙ୍କୁ ୧୦!-->…