Sign in
Sign in
Recover your password.
A password will be e-mailed to you.
ସରିଲା କ୍ୟାବିନେଟ ବୈଠକ, ୮ଟି ପ୍ରସ୍ତାବକୁ ମଞ୍ଜୁରି
ଭୁବନେଶ୍ୱର : ସରିଲା କ୍ୟାବିନେଟ ବୈଠକ ୮ଟି ପ୍ରସ୍ତାବରେ ବାଜିଲା ମୋହର । ଶିଳ୍ପରୁ ଆରମ୍ଭ କରି ଡିଜିଟାଲ୍ ଗଭର୍ନାନ୍ସ, ପରିବହନରୁ ଲୋକସେବା ସମସ୍ତ କ୍ଷେତ୍ରରେ ନିଆଯାଇଛି ପଦକ୍ଷେପ। ବଲାଙ୍ଗୀରରେ ସୁତା ଉତ୍ପାଦନ କାରଖାନା ସ୍ଥାପନକୁ ମଞ୍ଜୁରି । M/s Shree Ambica Cotspin Pvt.!-->…
ହାତୀ ଆକ୍ରମଣରେ ମାଆ-ପୁଅ ମୃତ
ଆଠଗଡ଼: ଶୌଚ ହେବାକୁ ଯାଇଥିବା ବେଳେ ମା’,ପୁଅଙ୍କୁ ଦଳି ଦେଲା ହାତୀ । ମୃତକ ହେଳେ ନରସିଂହପୁର ବ୍ଲକ ଅନ୍ତର୍ଗତ ଦେବଭୂଇଁ ନୂଆଗାଁ ଗ୍ରାମର ସସ୍ମିତା ନାଏକ ଏବଂ ତାଙ୍କ ପୁଅ ପ୍ରିୟାଂଶୁ ନାଏକ । ନରସିଂହପୁର ବ୍ଲକ ଦେବଭୂଇଁ ନୂଆଗାଁ ଗ୍ରାମରେ ଏହି ଅଭାବନୀୟ ଘଟଣା ଘଟିଛି ।
ସୂଚନା ଅନୁସାରେ,!-->!-->!-->…
ମେ’ ୧୫ରୁ ସିବିଏସଇ ଦଶମ ଶ୍ରେଣୀ ୨ୟ ବୋର୍ଡ଼ ପରୀକ୍ଷା
ଭୁବନେଶ୍ୱର: ପ୍ରକାଶ ପାଇଲା ସିବିଏସଇ ଦଶମ ଶ୍ରେଣୀ ଦ୍ଵିତୀୟ ବୋର୍ଡ଼ ପରୀକ୍ଷା ତାରିଖ। ମେ’ ୧୫ରୁ ୨୧ ତାରିଖ ଯାଏଁ ଚାଲିବ ପରୀକ୍ଷା। ସକାଳ ୧୦ଟା ୩୦ରୁ ୧ଟା ୩୦ ଯାଏଁ ଚାଲିବ ପରୀକ୍ଷା। ଚଳିତ ବର୍ଷ ପ୍ରଥମ ଥର ସିବିଏସଇ ପକ୍ଷରୁ ଦ୍ଵିତୀୟ ବୋର୍ଡ଼ ପରୀକ୍ଷା ନିଷ୍ପତ୍ତି ନିଆଯାଇଛି। ଏହା!-->…
ନୂତନ ୩୩କେଭି ଫିଡର ସହ ରାୟଗଡ଼ା ଜିଲ୍ଲାର ବିଦ୍ୟୁତ ଭିତ୍ତିଭୂମିକୁ ସୁଦୃଢ କରିଲା ଟିପିଏସ୍ଓଡିଏଲ୍
ପ୍ରାୟ ୮ହଜାରରୁ ଉର୍ଦ୍ଧ୍ବ ଉପଭୋକ୍ତା ଉପକୃତ
ବ୍ରହ୍ମପୁର, ଅପ୍ରେଲ: ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ (ଟିପିଏସ୍ଓଡିଏଲ୍) ରାୟଗଡ଼ା ଜିଲ୍ଲାର ବିଦ୍ୟୁତ ଭିତ୍ତିଭୂମିକୁ ସୁଦୃଢ କରିଛି। ଏହି କ୍ରମରେ ନୂତନ ୩୩କେଭି ଫିଡର ଲାଇନ ପ୍ରତିଷ୍ଠା ହେବା ସହ କାର୍ଯ୍ୟକ୍ଷମ!-->!-->!-->!-->!-->…
ଦୁର୍ଘଟଣା ପରେ ଗାର୍ଡୱାଲରେ ଝୁଲିଲା ହାଇୱା
ବାଲିଗୁଡା(୨୩/୦୪): ଭାରସାମ୍ୟ ହରାଇ ଗାର୍ଡୱାଲ ରେ ଝୁଲିଲା ଚିପ୍ସ ବୋଝେଇ ହାଇୱା l ଗୁରୁବାର ଅପରାହ୍ନ ରେ ବାଲିଗୁଡା ଥାନା ୪୧ ନଂ. ରାଜ୍ୟ ରାଜପଥ ର ମୁଖ୍ୟ ରାସ୍ତା ର ଗଟାଙ୍ଗୀ ନିକଟରେ ଘଟିଛି ଦୁର୍ଘଟଣା l ତେବେ ଦୁର୍ଘଟଣା ରେ ଅଳ୍ପକେ ମୃତ୍ୟୁ ମୁଖରୁ ବର୍ତିଲେ ହାଇୱା ଡ୍ରାଇଭର l ତେବେ!-->…
ପଶ୍ଚିମବଙ୍ଗରେ ଖାତା ଖୋଲିପାରିବନି କଂଗ୍ରେସ, ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରି କହିଲେ ଅମିତ ଶାହ
ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ଦମଦମ୍ରେ ଏକ ନିର୍ବାଚନୀ ରାଲିରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କଂଗ୍ରେସ ଦଳ ଉପରେ ବର୍ଷିଛନ୍ତି। ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରି ସେ କହିଥିଲେ ଯେ ଏଥର କଂଗ୍ରେସ ଦଳ ବଙ୍ଗଳାରେ ତା’ର ଖାତା ମଧ୍ୟ ଖୋଲିପାରିବ ନାହିଁ। ତାଙ୍କ ଭାଷଣରେ ଅମିତ!-->…
ହର୍ମୁଜ୍ ପ୍ରଣାଳୀ ଦେଇ ଭାରତରେ ପହଞ୍ଚିଲା “ଦେଶ ଗାରିମା”
ନୂଆଦିଲ୍ଲୀ : ହର୍ମୁଜ୍ ପ୍ରଣାଳୀ ଦେଇ ଭାରତରେ ପହଞ୍ଚିଛି ଭାରତୀୟ ତୈଳ ଟ୍ୟାଙ୍କର୍ “ଦେଶ ଗାରିମା” । ଦେଶ ଗାରିମା ଅଶୋଧିତ ତୈଳ ଟ୍ୟାଙ୍କର୍ ବିପୁଳ ପରିମାଣର ତେଲ ନେଇ ଭାରତରେ ପହଞ୍ଚିଛି କିନ୍ତୁ ବର୍ତ୍ତମାନ ସମୁଦ୍ରରେ ଲଙ୍ଗର ଲାଗିଛି । ହେଲେ ମୁମ୍ବାଇ ଉପକୂଳରୁ କିଛି ନଟିକାଲ୍ ମାଇଲ୍!-->…
ଅପହରଣକାରୀଙ୍କ ଟେର ପାଇ ପାରିଲାନି ପୋଲିସ, ମୁଣ୍ଡ ଜାମିନରେ ଲାଗିଗଲା ଯୁବକଙ୍କ ଜୀବନ ବାଜି…
ପୋଲିସ ର କାର୍ଯ୍ୟ ଦକ୍ଷତା ଉପରେ ଉଠିଲା ଆଙ୍ଗୁଠି...
IRS ଅଧିକାରୀଙ୍କ ଝିଅକୁ ଦୁଷ୍କର୍ମ ପରେ ତଣ୍ଟି ଚିପି ହତ୍ୟା
ନୂଆଦିଲ୍ଲୀ : ଆଇଆରଏସ ଅଧିକାରୀଙ୍କ ଝିଅକୁ ହତ୍ୟା । ଦୁଷ୍କର୍ମ ପରେ ଚାର୍ଜର କେବୁଲରେ ତଣ୍ଟି ଚିପି ହତ୍ୟା । ଏଭଳି ଏକ ଘଟଣା ରାଜଧାନୀ ଦିଲ୍ଲୀର ଦକ୍ଷିଣ-ପୂର୍ବ ଅଞ୍ଚଳରେ ଥିବା ଅମର କଲୋନୀରେ ଘଟିଛି । ପୋଲିସ ତଦନ୍ତ ଜାରି ରଖିଥିବା ବେଳେ ପ୍ରାରମ୍ଭିକ ତଦନ୍ତ ଅନୁସାରେ, ଚାକର ଉପରେ!-->…
ଭାରତ ଆସୁଥିବା ଜାହାଜକୁ ଗୁଳିମାଡ଼ ସହ ଜବତ କରି ନେଲା ଇରାନ ସେନା
ନୂଆଦିଲ୍ଲୀ : ଇରାନ ରିଭୋଲ୍ୟୁଶନରୀ ଗାର୍ଡ କପର୍ସ (IRGC) ଦୁଇଟି ଜାହାଜ ଉପରେ ଗୁଳିମାଡ଼ କରିବା ସହିତ ନିଜ କବଜା କରିଛି । ଏଥିରୁ ଗୋଟିଏ ଜାହାଜ ଭାରତକୁ ଆସୁଥିଲା ବୋଲି ଜଣାପଡିଛି । ଦୁବାଇରୁ ଗୁଜରାଟର ମୁନ୍ଦ୍ରା ବନ୍ଦରକୁ ଆସୁଥିଲା । ହର୍ମୁଜ ପ୍ରଣାଳୀ ଅତିକ୍ରମ କରିବା ପରେ!-->…