ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସ୍ଥିତ ବର୍ଜ୍ୟବସ୍ତୁ ପରିଚାଳନା ଗୃହରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ରୋଗୀ

ଗଜପତି : ଗଜପତି ଜିଲ୍ଲା ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସ୍ଥିତ ଅସ୍ତ୍ରୋପଚାର ଗୃହ ନିକଟରେ ଥିବା ବର୍ଜ୍ୟବସ୍ତୁ ପରିଚାଳନା ଗୃହରେ ଅଗ୍ନିକାଣ୍ଡ ଘଟି ବ୍ୟାପକ ସାମଗ୍ରୀ ନଷ୍ଟ ହୋଇଛି । ଆଜି ସକାଳେ ଗୃହ ରୁ ଧୂଆଁ ବାହାରୁଥିବା ଦେଖି ସ୍ୱାସ୍ଥ୍ୟ କେନ୍ଦ୍ର କର୍ମଚାରୀ ମାନେ ଅଗ୍ନିଶମ

ରାଜ୍ୟରେ ଗତ ୨୪ ଘଣ୍ଟାରେ ନୂଆ ୨୫୮ ପଜିଟିଭ ଚିହ୍ନଟ, ଜଣେ ମୃତ…

ଭୁବନେଶ୍ୱର : ରାଜ୍ୟରେ ଦିନକୁ ଦିନ ପୁଣି ବଢୁଛି କରୋନା ସଂକ୍ରମଣ । କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଥିବା ବେଳେ ଗତ ୨୪ ଘଣ୍ଟାରେ ନୂଆ ୨୫୮ ପଜିଟିଭ ଚିହ୍ନଟ ହୋଇଛି । ସେପଟେ କରୋନାରେ ଆକ୍ରାନ୍ତ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । କଟକ scb ବଡ଼ ମେଡ଼ିକାଲରେ

ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ବିରୁଦ୍ଧରେ ଦୁଷ୍କର୍ମ ଅଭିଯୋଗ…

ଭୁବନେଶ୍ୱର : ରାଜ୍ୟ ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ବିରୁଦ୍ଧରେ ଦୁଷ୍କର୍ମ ଅଭିଯୋଗ ଆଣି ଶାସକ ବିଜେଡିର ଜଣେ ନେତ୍ରୀ ଆଜି ଦିନତମାମ ଭୁବନେଶ୍ୱରସ୍ଥିତ ମହିଳା ଥାନାରେ ଜିଦ୍ ଧରି ବସିଥିବା ସୂଚନା ମିଳିଛି । ମୁଖ୍ୟମନ୍ତ୍ରୀଙ୍କ ନିଜ ଜିଲ୍ଲା ଗଞ୍ଜାମରୁ ପ୍ରତିନିଧିତ୍ୱ କରୁଥିବା

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କଲେ ଦୁଇ ଦୁର୍ବୃତ୍ତ

ଗଂଜାମ: ବାଇକ୍ ରେ ଆସି ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ କଲେ ଦୁଇ ଦୁର୍ବୃତ୍ତ । ଗଂଜାମ ଜିଲ୍ଲା ତାରାସିଙ୍ଗି ଥାନା ଅନ୍ତର୍ଗତ ବଦାଙ୍ଗି ଗାଁର ବିଲେଇସାହିରେ ଘଟିଛି ଏଭଳି ଘଟଣା । ଆହତ ଯୁବକ ଜଣକ ସନ୍ତୋଷ କୁମାର ବେହେରା । ଆକ୍ରମଣ ଘଟଣାର କାରଣ ଅସ୍ପଷ୍ଟ ଥିବା ବେଳେ ପୂର୍ବ

ଗୋଟିଏ ସ୍ଥାନରେ ଏକକାଳୀନ ୩ ଟି ମୋଟରସାଇକେଲ ଦୁର୍ଘଟଣା ଘଟି ୫ ଜଣ ଆହତ

ଭଞ୍ଜନଗର : ଗୋଟିଏ ସ୍ଥାନରେ ଏକକାଳୀନ ୩ ଟି ମୋଟରସାଇକେଲ ଦୁର୍ଘଟଣା ଘଟି ୫ ଜଣ ଆହତ ହୋଇଛନ୍ତି । ଗଂଜାମ ଜିଲ୍ଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ଘୁମୁସର ନୂଆଗାଁ ନିକଟ ବଡନଦୀ ସେତୁ ଉପରେ ଘଟିଛି ଏଭଳି ଘଟଣା । ଉଭୟ ଭଂଜନଗର ଏବଂ ବେଲଗୁଣ୍ଠା ପଟୁ ଆସୁଥିବା ବାଇକ୍ ଏବଂ ବୁଲେଟ ମଧ୍ୟରେ

୧୫ରେ ରାଜ୍ୟ ଆଇନଜୀବୀ ପରିଷଦ ନିର୍ବାଚନ, ଛୁଟି ରହିବ ସବୁ ଅଦାଲତ

କଟକ : ଏପ୍ରିଲ ୧୫ରେ ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦ ନିର୍ବାଚନ ଅନୁଷ୍ଠିତ ହେବ। ‌୩୦ଟି ଜିଲ୍ଲାର ବିଭିନ୍ନ ସ୍ଥାନରେ ୧୬୭ଟି ବୁଥ୍‌ରେ ଭୋଟ ଗ୍ରହଣ ହେବ। ରାଜ୍ୟ ଆଇନଜୀବୀ ପରିଷଦର ୨୫ଟି ସଦସ୍ୟ ପଦ ପାଇଁ ଅନୁଷ୍ଠିତ ହେବାକୁ ଥିବା ଏହି ନିର୍ବାଚନରେ ୩୪ହଜାର ୯୦୮ଜଣ ଆଇନଜୀବୀ ମତ ଅଧିକାର

ଗ୍ରୀଷ୍ମ ପ୍ରବାହର ମୁକାବିଲା ପାଇଁ ଓୟୁଏଟିର ହେଲ୍ପ ଲାଇନ ନମ୍ବର ଜାରି

ଭୁବନେଶ୍ବର : ରାଜ୍ୟରେ ବର୍ତ୍ତମାନ ସର୍ବୋଚ୍ଚ ତାପମାତ୍ରା ସ୍ବାଭାବିକ ଠାରୁ ୩ରୁ୪ ଡିଗ୍ରି ଅଧିକ ରହୁଛି। ଯାହା ଫସଲକୁ ପ୍ରଭାବିତ କରିବା ନେଇ ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ଓୟୁଏଟି ପକ୍ଷରୁ ଚାଷୀମାନଙ୍କ ପାଇଁ ହେଲ୍ପ ଲାଇନ ନମ୍ବର ଜାରି କରାଯାଇଛି। ୧୩ରୁ ଆସନ୍ତା ୨୦ ତାରିଖ

ଆଜି ହନୁମାନ ଜୟନ୍ତୀ : ପୋଲିସ ଛାଉଣିରେ ପୂରା ସମ୍ବଲପୁର; ୧୪୪ ଧାରା ସତ୍ତ୍ୱେ ଶାନ୍ତିଶୃଙ୍ଖଳାରେ ହେବ ଶୋଭାଯାତ୍ରା

ସମ୍ବଲପୁର : ହନୁମାନ ଜୟନ୍ତୀ ବାଇକ୍‌ ରାଲି ଗଣ୍ଡଗୋଳ ପରେ ସମ୍ବଲପୁରକୁ ଫେରୁଛି ସ୍ୱାଭାବିକ ସ୍ଥିତି । ସଦର ଅଞ୍ଚଳରେ ବଳବତ୍ତର ରହିଛି ୧୪୪ ଧାରା । ପୋଲିସ ଛାଉଣୀରେ ରହିଛି ସମ୍ବଲପୁର । ୧୪୪ ଧାରା ସତ୍ତ୍ୱେ ଆଜି ଶାନ୍ତିଶୃଙ୍ଖଳାରେ ବାହାରିବ ହନୁମାନ ଜୟନ୍ତୀ ଶୋଭାଯାତ୍ରା ।

ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତି, ଶ୍ରୀମନ୍ଦିରରେ ପାଳନ ହେବ ସ୍ୱତନ୍ତ୍ର ନୀତିକାନ୍ତି

ପୁରୀ : ପବିତ୍ର ମହାବିଷୁବ ସଂକ୍ରାନ୍ତି ଅବସରରେ ଶ୍ରୀମନ୍ଦିରରେ ପାଳନ ହୋଇଛି ସ୍ୱତନ୍ତ୍ର ନୀତିକାନ୍ତି। ସକାଳ ଧୂପ ନୀତି ସରିବା ପରେ ଦକ୍ଷିଣ ଘରେ ଥିବା ଶ୍ରୀହନୁମାନଙ୍କୁ ରତ୍ନ ସିଂହାସନକୁ ଅଣାଯାଇ ଆଜ୍ଞାମାଳ ପ୍ରଦାନ କରାଯାଏ। ଏହାପରେ ମୁକ୍ତିମଣ୍ଡପ ତଳେ ଥିବା ବିମାନରେ ବସାଇ ବିେଜ

ଓଡ଼ିଆ ନବବର୍ଷ ଉପଲକ୍ଷେ ଦେଶବାସୀଙ୍କୁ ଆନ୍ତରିକ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ : ପବିତ୍ର ମହାବିଷୁବ ସଂକ୍ରାନ୍ତି ଏବଂ ଓଡ଼ିଆ ନବବର୍ଷ ଉପଲକ୍ଷେ ଦେଶବାସୀଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଟ୍ଵିଟ୍‌ କରି ରାଜ୍ୟବାସୀଙ୍କୁ ପଣାସଂକ୍ରାନ୍ତି ଓ ଓଡ଼ିଆ ନବବଷର୍ର ଶୁଭେଚ୍ଛା ଜଣାଇଛନ୍ତି।