ଜେଜେବାପାଙ୍କ ପାର୍ଶ୍ୱରେ ଅସଦ ଅହମଦଙ୍କୁ ଦିଆଯିବ ସମାଧି

ଉମେଶ ପାଲ ହତ୍ୟାକାଣ୍ଡରେ ସମ୍ପୃକ୍ତ ମାଫିଆ ଅତିକ୍‌ ଅହମଦଙ୍କ ପୁଅ ଅସଦ ଅହମଦଙ୍କୁ ଗୁରୁବାର ୟୁପି ଏସଟିଏଫ ଏନ୍‌କାଉଣ୍ଟର କରିଥିଲା। ଆଜି ପ୍ରୟାଗରାଜର କସାରୀ ମସାରୀରେ ଥିବା କବରସ୍ଥାନରେ ଅସଦଙ୍କୁ ସମାଧି ଦିଆଯିବ। ଅସଦଙ୍କୁ ତାଙ୍କ ଜେଜେବାପାଙ୍କ ସମାଧି ନିକଟରେ ସମାଧି ଦେବା ପାଇଁ

ଆସାମରେ ‘ଏମ୍‌ସ୍‌-ଗୌହାଟି’ ଓ ୩ଟି ମେଡିକାଲ୍‌ କଲେଜ୍‌ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ

ଗୌହାଟି: ପବିତ୍ର ବିହୁ ଉତ୍ସବ ଅବସରରେ ଆସାମ ଓ ସମଗ୍ର ଉତ୍ତରପୂର୍ବ ‘ଏମ୍‌ସ୍‌’ ଏବଂ ଅନ୍ୟାନ୍ୟ ସ୍ବାସ୍ଥ୍ୟ ସେବା ଭିତ୍ତିଭୂମି ପ୍ରକଳ୍ପ ପାଇଛନ୍ତି ବୋଲି ଆଜି ଆସାମର ଗୌହାଟିରେ ‘ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ’, ବା ‘ଏମ୍‌ସ୍‌-ଗୌହାଟି’କୁ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରି

ହାଇଦ୍ରାବାଦରେ ୧୨୫ ଫୁଟ୍‌ ଉଚ୍ଚ ଆମ୍ବେଦକର ପ୍ରତିମୂର୍ତ୍ତି ଉନ୍ମୋଚନ କରିବେ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ‘କେସିଆର୍‌’

ହାଇଦ୍ରାବାଦ: ଭାରତୀୟ ସମ୍ବିଧାନର ପ୍ରଣେତା ବି. ଆର୍‌. ଆମ୍ବେଦକର୍‌ଙ୍କ ୧୩୨ତମ ଜୟନ୍ତୀ ପାଳନ ଅବସରରେ ଆଜି ହାଇଦ୍ରାବାଦ୍‌ରେ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ତାଙ୍କର (ଆମ୍ବେଦକର୍‌) ୧୨୫ ଫୁଟ୍‌ ଉଚ୍ଚ ବ୍ରୋଞ୍ଜ୍‌ ପ୍ରତିମୂର୍ତ୍ତି ଉନ୍ମୋଚନ କରିବେ। ହାଇଦ୍ରାବାଦରେ

ଗୁପ୍ତ କାଗଜପତ୍ର ଲିକ୍‌ ଘଟଣାରେ ‘ନ୍ୟାସ୍‌ନାଲ୍‌ ଗାର୍ଡସ୍‌ମ୍ୟାନ୍‌’ଙ୍କୁ ଗିରଫ କଲା ଆମେରିକା…

ୱାସିଂଟନ୍‌: ଅତ୍ୟନ୍ତ ଗୋପନୀୟ ସେନା କାଗଜପତ୍ର ଲିକ୍‌ ଘଟଣାରେ ଗୁରୁବାର ଦିନ ‘ଦି ଫେଡେରାଲ୍‌ ବ୍ୟୁରୋ ଅଫ୍‌ ଇନ୍‌ଭେଷ୍ଟିଗେସନ୍‌’ (ଏଫ୍‌ବିଆଇ) ‘ୟୁଏସ୍‌ ଏୟାର୍‌ ନ୍ୟାସ୍‌ନାଲ୍‌ ଗାର୍ଡ’ର ୨୧ ବର୍ଷିୟ ସୈନିକ ଜ୍ୟାକ୍‌ ଡଗ୍‌ଲାସ୍‌ ଟିଜିରାଙ୍କୁ ଗିରଫ କରିଛି। ମାସାଚ୍ୟୁସେଟ୍‌ ଅନ୍ତର୍ଗତ

ଦୀର୍ଘ ୭ ଘଣ୍ଟା କାଳ ଠକେଇ ମାମଲା ପ୍ରଶ୍ନର ଉତ୍ତର ଦେଲେ ଟ୍ରମ୍ପ୍‌…

ନ୍ୟୁୟର୍କ: କମ୍ପାନି ବ୍ୟବସାୟ ଠକେଇ ମାମଲାରେ ଗୁରୁବାର ଦିନ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌ ପ୍ରାୟ ୭ ଘଣ୍ଟା ଧରି ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ। ନିଜ ମାଲିକାନାରେ ଥିବା କମ୍ପାନିର ବ୍ୟବସାୟ ସଂକ୍ରାନ୍ତରେ ଚାଲିଥିବା ମାମଲାର ଏହା ଥିଲା ଦ୍ବିତୀୟ

୨୪ ଘଣ୍ଟାରେ ସାରା ଦେଶରୁ ୧୧ହଜାର ୧୦୯ ପଜିଟିଭ୍‌ ଚିହ୍ନଟ

ନୂଆଦିଲ୍ଲୀ : ଦେଶରେ ବଢୁଛି ଦୈନିକ କରୋନା ସଂକ୍ରମଣ । ଦୈନିକ ସଂକ୍ରମଣ ୧୧ ହଜାର ପାର କରିଛି । ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୧୧ହଜାର ୧୦୯ ପଜିଟିଭ୍‌ । ଗତକାଲି ଏହି ସଂଖ୍ୟା ଥିଲା ୧୦ହଜାର ୧୫୮ ପଜିଟିଭ୍‌ । ବିଶେଷ କରି ୫ଟି ରାଜ୍ୟରେ ଦ୍ରୁତ ବଢୁଛି ସଂକ୍ରମଣ । ଗତ

ଆମ୍ବ ଚୋରି କରିବାରୁ ପିଲାଙ୍କୁ ନିସ୍ତୁକ ମାଡ଼, ମେଡିକାଲରେ ଭର୍ତ୍ତି

ଭଦ୍ରକ : ବାଡିରୁ ଆମ୍ବ ତୋଳି ଖାଇବାରୁ କୁନି କୁନି ପିଲାଙ୍କୁ ନିସ୍ତୁକ ମାଡ଼ । ଆମ୍ବ ବଗିଚା ମାଲିକଙ୍କ ମାଡ଼ରେ ଲହୁଲୁହାଣ ହୋଇଛନ୍ତି ୫ ଜଣ ପିଲା । ଭଦ୍ରକ ଗ୍ରାମାଞ୍ଚଳ ଥାନା ଜଳଙ୍ଗା ଗାଁରେ । ଅସୁସ୍ଥ ପିଲାଙ୍କୁ ଚିକିତ୍ସା ପାଇଁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନା

ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଆବାସ ଆବଣ୍ଟନର ଯାଞ୍ଚ ହେବ: କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ଗିରିରାଜ ସିଂ

ଭୁବନେଶ୍ବର: ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଆବାସ ଆବଣ୍ଟନ ପ୍ରକ୍ରିୟାକୁ ନେଇ ଆପତ୍ତି ଉଠାଇଛନ୍ତି କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ଗିରିରାଜ ସିଂ। ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ମନ୍ତ୍ରୀ ଗିରିରାଜ ସିଂକହିଛନ୍ତି, ଯୋଗ୍ୟ ଲୋକଙ୍କୁ ଆବାସ ଦେବା ପାଇଁ ଓଡ଼ିଶା ସରକାର ପ୍ରତିଶ୍ରୁତି

ତେଲେଙ୍ଗାନାରେ ପୁଣି ଓଡ଼ିଆ ଦାଦନ ଶ୍ରମିକଙ୍କ ମୃତ୍ୟୁ…

ପାଟଣାଗଡ: ଧର୍ଯ୍ଯହରା ମା। ସମ୍ଭାଳି ପାରୁନି ନିଜ କୋହକୁ। ଏ ବୟସରେ ପୁଣି ପୁଅର ମୃତ୍ୟୁ ଖବର! କେମିତି ବା ସହିବ। ବୟସର ଅପରାହ୍ନରେ ଦଇବ ଦେଲା ଏଡେ ବଡ କଷ୍ଟ। ନିଜେ ଦମ୍ଭ ଧରି ନା ଛିଡା ହୋଇପାରୁଛି ନା ବସି ପାରୁଛି। ଚାଲିବାକୁ ଗୋଡ ଉଠୁନି। ଚାରି ପାଞ୍ଚ ଜଣ ଧରିବାକୁ ପଡୁଛି।

ଆଜି ବାବାସାହେବ ଭୀମରାଓ ଆମ୍ବେଦକରଙ୍କ ଜୟନ୍ତୀ, ଶ୍ରଦ୍ଧାଞ୍ଜଳି ଦେଲେ ରାଜ୍ୟପାଳ

ଭୁବନେଶ୍ୱର : ଆଜି ବାବାସାହେବ ଭୀମରାଓ ଆମ୍ବେଦକରଙ୍କ ଜୟନ୍ତୀ । ଭାରତୀୟ ସମ୍ବିଧାନର ପ୍ରଣେତା ତଥା ଭାରତରତ୍ନ ଆମ୍ବେଦକରଙ୍କୁ ସାରା ଦେଶ ଶ୍ରଦ୍ଧାଞ୍ଜଳି ଜଣାଉଛି । ଏହାସହ ତାଙ୍କର ଅବଦନାକୁ ମନେ ପକାଉଛି । ସମ୍ବିଧାନର ପ୍ରତିଷ୍ଠାତାଙ୍କ ଜୟନ୍ତୀରେ ଆଜି ରାଜଧାନୀ ସ୍ଥିତ ବାବା ସାହେବଙ୍କ