ବିନାୟକ ଆଚାର୍ଯ୍ୟ ସ୍ମାରକୀ କ୍ରିକେଟ : ଦ୍ୱିତୀୟ ସେମିଫାଇନାଲରେ ଆସ୍କା ପାନାସୋନିକ କ୍ରିକେଟ କ୍ଲବ ବିଜୟୀ

ବ୍ରହ୍ମପୁର : ବିନାୟକ ଆଚାର୍ଯ୍ୟ କଲେଜ ପଡିଆ ଠାରେ ଜୁନିୟର କ୍ରିକେଟ କ୍ଲୁବ ପକ୍ଷରୁ ପଞ୍ଚମ ଜ଼ିଲ୍ଲାସ୍ତରୀୟ ବିନାୟକ ଆଚାର୍ଯ୍ୟ କ୍ରିକେଟ ଟୁର୍ନାମେଣ୍ଟର ଦ୍ୱିତୀୟ ସେମିଫାଇନାଲ ଆସ୍କା ପାନlସୋନିକ କ୍ରିକେଟ କ୍ଲୁବ ବନାମ ଲିଡସ ସ୍ପୋର୍ଟିଙ୍ଗ କ୍ଲୁବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା l ଆସ୍କା

ମା ଦଣ୍ଡକାଳୀଙ୍କ ଯାତ୍ରା ଉଦ୍‌ଯାପିତ…

ହିଞ୍ଜିଳିକାଟୁ (୧୪/୪) : ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ମା ଦଣ୍ଡ କାଳୀଙ୍କ ଦଣ୍ଡ ଯାତ୍ରା ୨୧ ଦିନିଆ ଦଣ୍ଡ ଯାତ୍ରା ମେରୁ ପର୍ବରେ ଉଦ୍ ଯାପିତ ହୋଇଯାଉଛି । ହିଞ୍ଜିଳିକାଟୁ ରେ ଥିବା ଦୁଇ ଗୋଟି ଦଣ୍ଡ ଯାତ୍ରା ଦଳ ବଡ ପୁଞ୍ଜା ଓ ସାନ ପୁଞ୍ଜାର ମେରୁ ପଡିଆ ସହ ତାରାତାରିଣୀ ରୋଡ କେନାଳ ରୋଡ ଓ

ପୌରପରିଷଦ ତରଫରୁ ହିଞ୍ଜିଳିକାଟୁରେ ଜଳଛତ୍ର

ହିଞ୍ଜିଳିକାଟୁ (୧୪/୪) : ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ନୁତନ ବସଟର୍ମୀନାଲ ପରିସରରେ ହିଞ୍ଜିଳିକାଟୁ ପୌରପରିଷଦ ତରଫରୁ ପାନୀୟ ଜଳସେବା ଯୋଗାଣ ଖୋଲାଯାଇ ପଣା ବଣ୍ଟନ ବ୍ୟବସ୍ଥା କରାଯାଇଛି। ହିଞ୍ଜିଳିକାଟୁ ପୌରପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଯୂବୁଲି ଚରଣ ବେହେରା ଙ୍କ

ରାଜ୍ୟରେ ଗ୍ରୀଷ୍ମପ୍ରବାହ ନେଇ ସତର୍କ ରହିବାକୁ ପରାମର୍ଶ ଦେଲେ ଏସଆରସି…

ଭୁବନେଶ୍ବର: ରାଜ୍ୟରେ ଗ୍ରୀଷ୍ମପ୍ରବାହ ନେଇ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ସ୍ବତନ୍ତ୍ର ରିଲିଫ୍ କମିସନର (ଏସଆରସି)। ସେ କହିଛନ୍ତି, ଅତି ଖରାବେଳେ ଶ୍ରମିକମାନେ କାମ କରନ୍ତୁ ନାହିଁ। ଠିକ୍ ସେହିପରି ଅତି ଆବଶ୍ୟକ ନ ପଡ଼ିଲେ ଘରୁ ନ ବାହାରକୁ ସେ ପରାମର୍ଶ ଦେଇଛନ୍ତି। ସୂଚନାଯୋଗ୍ୟ,

ଫାର୍ମରେ ଭୟଙ୍କର ବିସ୍ଫୋରଣ, ୧୮ ହଜାର ଗାଈ ମୃତ

ଟେକ୍ସାସର ସାଉଥଫର୍କ ଡାଏରୀ ଫାର୍ମରେ ବିସ୍ଫୋରଣ ଓ ଅଗ୍ନିକାଣ୍ଡ ଘଟି ୧୮ ହଜାରରୁ ଅଧିକ ଗାଈଙ୍କର ମୃତ୍ୟୁ ଘଟିଛି। ଗତ ମଙ୍ଗଳବାର ଏହି ଘଟଣା ଘଟିଛି। ଏହି ଡାଏରୀ ଫାର୍ମଟି ଏକ ପରିବାରର। ତେବେ କେଉଁ କାରଣରୁ ଫାର୍ମରେ ଏମିତି ଏକ ଅଘଟଣ ଘଟିଗଲା, ସେ ବିଷୟରେ କିଛି ଜଣାପଡ଼ି ନାହିଁ। ଫାର୍ମର

ବିଜେପି ଛାଡ଼ିଥିବା ଲକ୍ଷ୍ମଣ ଧରିବେ କଂଗ୍ରେସ ହାତ

ଟିକେଟ ନପାଇବା ଯୋଗୁ ଦୁଇ ଦିନ ତଳେ ବିଜେପିରୁ ଇସ୍ତଫା ଦେଇଥିବା କର୍ଣ୍ଣାଟକାର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ଲକ୍ଷ୍ମଣ ସାବାଡ଼ି କଂଗ୍ରେସରେ ଯୋଗ ଦେଇ ପାରନ୍ତି। ଶୁକ୍ରବାର ସକାଳେ ସେ କର୍ଣ୍ଣାଟକା କଂଗ୍ରେସର ମୁଖ୍ୟ ଡିକେ ଶିବକୁମାର ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କୁ ଭେଟିବା ପରେ

‘ଅଧର୍ମୀମାନେ କେବେ ରାଜଯୋଗର ସୁଯୋଗ ପାଇ ନ ଥାନ୍ତି’

‘ଅଧର୍ମୀମାନେ କେବେ ରାଜଯୋଗର ସୁଯୋଗ ପାଇ ନ ଥାନ୍ତି। ଯିଏ ଆମ ଚିନ୍ତା କରିଥାନ୍ତି, ଆମେ କିନ୍ତୁ ତାଙ୍କ କଥା ଚିନ୍ତା କରି ନ ଥାଉ। କାରଣ ଆମ ରକ୍ଷାକର୍ତ୍ତା ହେଉଛନ୍ତି ଖୋଦ ସୁଦର୍ଶନ ଚକ୍ରଧାରୀ।’ କାହାରି ନାଁ ନ ଧରି ବି ରାଜସ୍ଥାନର ପୂର୍ବତନ ଡେପୁଟି ସିଏମ୍‌ ସଚିନ ପାଇଲଟଙ୍କୁ ଆକ୍ଷେପ କରି

ଆମ୍ବେଦକର ଜୟନ୍ତୀ ବେଳେ ଅଘଟଣ; ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୨ ମୃତ, ୫ ଗୁରୁତର

ଆମ୍ବେଦକର ଜୟନ୍ତୀ ଶୋଭାଯାତ୍ରାରୁ ଘରକୁ ଫେରିବା ବେଳେ ଘଟିଲା ଅଘଟଣ। ଏକ ଟ୍ରାନ୍ସଫର୍ମର ସଂସ୍ପର୍ଶରେ ଆସି ୨ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ୫ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଏପରି ଏକ ଲୋମଟାଙ୍କୁରା ଘଟଣା ଗତ ରାତିରେ ମହାରାଷ୍ଟ୍ରର ପାଲଘର ଜିଲ୍ଲାରେ ଘଟିଛି।

ପୁଅକୁ ଶେଷ ଥର ଦେଖି ପାରିବେନି ଅତିକ ଅହମଦ, ମିଳିଲାନି ଅନୁମତି…

ଗ୍ୟାଙ୍ଗଷ୍ଟରରୁ ରାଜନେତା ବନିଥିବା ପୂର୍ବତନ ସାଂସଦ ଅତିକ ଅହମଦଙ୍କ ପୁଅ ଅସଦ ଅହମଦ ଗତକାଲି ପୁଲିସ୍‌ ଏନକାଉଣ୍ଟର ନିହତ ହୋଇଥିବା ଜଣାଯାଇଛି । ଅସଦ ଅହମଦଙ୍କ ସହଯୋଗୀ ମହମ୍ମଦ ଗୁଲାମ ମଧ୍ୟ ଏହି ଏନ୍‌କାଉଣ୍ଟରରେ ନିହତ ହୋଇଛନ୍ତି। ଉଭୟଙ୍କର ଗତକାଲି ବିଳମ୍ବିତ ରାତିରେ ଝାନସୀର ମହାରାଣୀ

ନାବାଳକଙ୍କୁ ବିବସ୍ତ୍ର କରି ଧାର୍ମିକ ସ୍ଲୋଗାନ ଦେବାକୁ ବାଧ୍ୟ କଲେ, ଚାପା ଉତ୍ତେଜନା

ମଧ୍ୟପ୍ରଦେଶର ଇନ୍ଦୋରରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଥିବା ବେଳେ ଏହାକୁ ନେଇ ବିବାଦ ତେଜିବାରେ ଲାଗିଛି। ଖେଳୁଥିବା ବେଳେ ଜଣେ ୧୨ ବର୍ଷୀୟ ନାବାଳକଙ୍କୁ ତାଙ୍କର କିଛି ସାଥୀ ନାବାଳକ ଜୋରଜବରଦସ୍ତ ବିବସ୍ତ୍ର କରି ଧାର୍ମିକ ସ୍ଲୋଗାନ ଲଗାଇବାକୁ ବାଧ୍ୟ କରିଛନ୍ତି। ଏହି