ଝାରସୁଗୁଡ଼ା ଉପନିର୍ବାଚନ: ଆଜି ପ୍ରାର୍ଥୀପତ୍ର ଦାଖଲ କଲେ କଂଗ୍ରେସର ତରୁଣ

ଝାରସୁଗୁଡ଼ା: ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ତାରିଖ ଘୋଷଣା ପରଠାରୁ ସମଗ୍ର ନିର୍ବାଚନ ମଣ୍ଡଳୀରେ ରାଜନୈତିକ ଗତିବିଧି ସରଗରମ ହେବାରେ ଲାଗିଛି। ମେ ୧୦ ତାରିଖରେ ହେବାକୁ ଥିବା ଏହି ଉପନିର୍ବାଚନ ପାଇଁ ଆସନ୍ତା ୧୩ ତାରିଖରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଆଜିଠାରୁ ଝାରସୁଗୁଡାରେ

ରାଉରକେଲାରେ ‘ଆଇପିଏଲ୍‌ ଫ୍ୟାନ୍‌ ପାର୍କ‌’

ରାଉରକେଲା : ବଡ଼ ପରଦାରେ ଆଇପିଏଲ୍‌ ମ୍ୟାଚ୍‌ର ସିଧା ପ୍ରସାରଣ ହେବ। ଲାଇଭ୍‌ ମ୍ୟାଚ୍‌ର ମଜା ନେବାର ସୁଯୋଗ ପାଇବେ କ୍ରିକେଟପ୍ରେମୀ। ଷ୍ଟାଡିୟମରେ ବସି ମ୍ୟାଚ୍‌ ଦେଖିବା ଭଳି ଅନୁଭୂତି ପାଇବେ। କ୍ରିକେଟ୍‌ପ୍ରେମୀଙ୍କୁ ଏସବୁ ସୁବିଧା ଯୋଗାଇବାକୁ ଖୋଦ୍‌ ବିସିସିଆଇ ପକ୍ଷରୁ ‘ଫ୍ୟାନ୍‌

ଶ୍ରମମନ୍ତ୍ରୀଙ୍କ ବିରୋଧରେ ସଂଗୀନ ଅଭିଯୋଗ ପରେ ବଦଳିଗଲା ପୀଡ଼ିତାଙ୍କ ସ୍ବର

ଭୁବନେଶ୍ବର : ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ବିରୋଧରେ ସଂଗୀନ ଅଭିଯୋଗ ନେଇ ଦିନ ତମାମ ରାଜଧାନୀ ଉଠିଲା ପଡ଼ିଲା। ପୀଡ଼ିତା ସିଧାସଳଖ ମନ୍ତ୍ରୀଙ୍କ ନାମ ନେଇ ବି ଗଣମାଧ୍ୟମରେ କହିଲେ। ମନ୍ତ୍ରୀଙ୍କ ବିରୋଧରେ ମାମଲା ରୁଜୁନେଇ ପୁଲିସ ଏକ ପ୍ରକାର ହରଡ଼ ଘଟଣାରେ ପଡ଼ିଥିଲା। ଗୁରୁବାର ସକାଳୁ

ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କୁ ବରଖାସ୍ତ କର : ବିଜେପି

ଭୁବନେଶ୍ୱର :ବିଜୁ ଜନତା ଦଳ ହେଉଛି ଅପରାଧୀ ଓ ଯୌନ କେଳେଙ୍କାରୀ କରିଥିବା ବ୍ୟକ୍ତିମାନଙ୍କ ଦଳ । ସମାଜର ଯେତେ ଅସାମାଜିକ, ଅପରାଧୀ ବ୍ୟକ୍ତି ଯେମିତି ଖୋଜି ଖୋଜି ବିଜେଡିରେ ସାମିଲ ହୋଇଛନ୍ତି ବୋଲି ବିଜେପି କଡ଼ା ଭାଷାରେ ସମାଲୋଚନା କରିବା ସହ ଯୌନ ଦୁଷ୍କର୍ମ ଅଭିଯୁକ୍ତ ଶ୍ରମ ମନ୍ତ୍ରୀ

ନିର୍ବାଚନ ପୂର୍ବରୁ ଅଟୋରୁ ମିଳିଲା କୋଟିଏ ଟଙ୍କା

ବେଙ୍ଗଲୁରୁ : ଗାଡ଼ି ଦାମ ସେତିକି ନୁହେଁ ଯେତିକି ଟଙ୍କା ମିଳିଲା ସେଥିରୁ । ଗୋଟିଏ ଅଟାରିକ୍ସାରୁ ଜବତ ହୋଇଛି କୋଟିଏ ଟଙ୍କା । ଗତକାଲି ବେଙ୍ଗାଲୁରୁ ସିଟି ମର୍କେଟରୁ ଏହି ଅଟୋକୁ ଜବତ କରିଛି ସ୍ଥାନୀୟ ପୋଲିସ୍‌ । ଏହି ଘଟଣାରେ ସୁରେଶ ଓ ପ୍ରବୀଣ ନାମକ ଦୁଇ ଜଣଙ୍କୁ ପୋଲିସ୍‌ ଗିରଫ କରି

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ସିବିଆଇର ସମନ୍‌…

ନୂଆଦିଲ୍ଲୀ : କେଜ୍ରିଓ୍ଵାଲଙ୍କୁ ସିବିଆଇର ସମନ୍‌ । ପଚରାଉଚରା ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ସମନ୍‌ । ଦିଲ୍ଲୀ ସରକାରଙ୍କ ଅବକାରୀ ନୀତି ମାମଲାରେ କେଜ୍ରିଓ୍ଵାଲଙ୍କୁ ସମନ କରିଛି ସିବିଆଇ । ୧୬ ତାରିଖରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି । ଦିନ ୧୧ଟାରେ

ଖାଇକୁ ଖସିଲା ଯାତ୍ରୀବାହୀ ବସ୍‌, ୧୩ ମୃତ, ୨୫ରୁ ଊର୍ଦ୍ଧ୍ବ ଆହତ…

ମୁମ୍ବାଇ :ଆଜି ସକାଳୁ ମୁମ୍ବାଇ- ପୁଣେ ପୁରୁଣା ରାଜପଥରେ ଏକ ଭୟଙ୍କର ଦୁର୍ଘଟଣା ଘଟି ଅକାଳରେ ଚାଲି ଯାଇଛି ୧୩ ଜୀବନ । ଏକ ଯାତ୍ରୀବାହୀ ବସ୍‌ ୧୫୦ ଫୁଟ ଗଭୀର ଖାଇରେ ପଡ଼ିଯିବାରୁ ଏହି ଦୁର୍ଘଟଣା ଘଟିଛି। ଗୋରେଗାଓଁ ଅଞ୍ଚଳର ଏକ ସଂଗଠନ ସହ ଜଡିତ ପ୍ରାୟ ୪୦ ଜଣ ଏକ କାର୍ଯ୍ୟକ୍ରମରେ ଯୋଗ

ମାମଲା ଜିଣିଲେ ମେହୁଲ୍‌ ଚୋକ୍‌ସି…

ରୋଜ: ୧୩୦୦୦ କୋଟି ଟଙ୍କା ବ୍ୟାଙ୍କ୍‌ ଠକେଇ ମାମଲାରେ ଭାରତ ଖୋଜୁଥିବା ହୀରା ବ୍ୟବସାୟୀଙ୍କ ସପକ୍ଷରେ ଶୁକ୍ରବାର ଦିନ ହାଇକୋର୍ଟ ରାୟ ଦେଇଥିବାରୁ ତାଙ୍କୁ ଆଣ୍ଟିଗୁଆ ଓ ବାରବୁଡ଼ରୁ ହଟାଯାଇ ପାରିବନାହିଁ ସମ୍ବାଦ ସରବରାହ ସଂସ୍ଥାନ ‘ପିଟିଆଇ’ ରିପୋର୍ଟ କରିଛି। ଡୋମିନିକାରୁ ପ୍ରକାଶିତ

ଚୀନ ମାଞ୍ଜା ସୂତା ଉପରେ ଲାଗିବ ରୋକ୍‌

ନୂଆଦିଲ୍ଲୀ : ଚୀନ ମାଞ୍ଜା ସୂତା ଜନିତ ଦୁର୍ଘଟଣାକୁ ରୋକିବା ପାଇଁ କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ପକ୍ଷରୁ ବିଶେଷ ଅଭିଯାନ ଆରମ୍ଭ ହୋଇଛି। ଏଥି ପାଇଁ ସିପିସିବି ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳଙ୍କୁ ଚୀନ ମାଞ୍ଜାର ପ୍ରସ୍ତୁତି, କିଣାବିକା, ଭଣ୍ଡାରଣ ଓ ବ୍ୟବହାର

ବାବା ଭୀମରାଓ ଅମ୍ବେଦକର ଙ୍କ ୧୩୨ ତମ ଜୟନ୍ତୀ ପାଳିତ…

ରାଉରକେଲା :୧୪/୪/୨୩: ଜିଲ୍ଲା ସୂଚନା ଓ ଲୋକ ସଂପର୍କ କାର୍ଯ୍ୟାଳୟ ଓ ଅମ୍ବେଦକର ସ୍ମୃତି କମିଟିର ମିଳିତ ଆନୁକୂଲ୍ୟରେ ଡ଼ଃ.ଭୀମରାଓ ଅମ୍ବେଦକରଙ୍କ ୧୩୨ତମ ଜୟନ୍ତୀ ଆଜି ରାଉରକେଲାରେ ମହା ସମାରୋହରେ ପାଳିତ ହୋଇ ଯାଇଛି।ଉଦିତନଗର ସ୍ଥିତ ଡ଼ଃ.ଅମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ରାଉରକେଲା