Sign in
Sign in
Recover your password.
A password will be e-mailed to you.
ଛୁରାମାଡ଼ରେ ଭିଣୋଇ ମୃତ, ବଞ୍ଚାଇବାକୁ ଯାଇ ଶଳା ଗୁରୁତର…
କେନ୍ଦ୍ରାପଡା : ଛୁରାମାଡ଼ରେ ଭିଣୋଇ ମୃତ । ଭିଣୋଇକୁ ବଞ୍ଚାଇବାକୁ ଯାଇ ଶଳା ଗୁରୁତର । କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକ୍ ଦହିଅଣ୍ଟା ଗାଁର ଘଟଣା। ବିଳମ୍ବିତ ରାତିରେ ଭୋଜି ଖାଇ ଫେରିଲାବେଳେ ଆକ୍ରମଣ ହୋଇଥିଲା । ମୃତକ ସହିରା ଗାଁର ଅମିତ କୁମାର ପାତ୍ର।
ଗତକାଲି ଦହିଅଣ୍ଟା ଗାଁରେ!-->!-->!-->…
ଆଜି ଚାଲିଛି ରାଜ୍ୟ ଆଇନଜୀବୀ ପରିଷଦ ନିର୍ବାଚନ…
କଟକ :ଆଜି ରାଜ୍ୟ ଆଇନଜୀବୀ ପରିଷଦ ନିର୍ବାଚନ। ପରିଷଦର ମୋଟ ୨୫ଟି ସଦସ୍ୟ ପଦବୀ ପାଇଁ ରାଜ୍ୟର ୩୪ ହଜାର ୯୦୮ ଜଣ ଆଇନଜୀବୀ ଭୋଟ ଦେବେ। ଏହି ୨୫ଟି ସଦସ୍ୟ ପଦବୀ ପାଇଁ ବିଭିନ୍ନ ବାର ଆସୋସିଏସନରୁ ୯୬ ଜଣ ଆଇନଜୀବୀ ପ୍ରତିଦ୍ୱନ୍ଦିତା କରୁଛନ୍ତି ।
ପରିଷଦ ସହ ଅନୁବନ୍ଧିତ ୧୮୨ ଟି ବାର!-->!-->!-->…
ସମ୍ବଲପୁରରେ ଯୁବକଙ୍କୁ ହତ୍ୟା ଅଭିଯୋଗ…
ସମ୍ବଲପୁର: ଯୁବକଙ୍କୁ ହତ୍ୟା ଅଭିଯୋଗ । ସମ୍ବଲପୁର ଟାଉନ ଥାନା ଦଳେଇପଡା ଅଞ୍ଚଳର ଘଟଣା । କେଉଁ କାରଣରୁ ଏହି ହତ୍ୟାକାଣ୍ଡ ଘଟିଛି ତାହା ସ୍ପଷ୍ଟ ଜଣା ପଡ଼ିନାହିଁ।ମୃତକ ଜଣକ ବୁର୍ଲା ଥାନା ଝାରମୁଣ୍ଡା ଅଞ୍ଚଳର। ଏହି ଘଟଣାରେ ଆଉ ଜଣେ ଯୁବକ ମଧ୍ୟ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ!-->…
ଆଜିଠାରୁ ନଦୀ ମୁହାଣ ଓ ସମୁଦ୍ରରେ ମାଛଧରା ନିଷେଧ
ଆଜିଠାରୁ ନଦୀ ମୁହାଣ ଓ ସମୁଦ୍ରରେ ମାଛଧରା ନିଷେଧ । ଏପ୍ରିଲ ୧୫ରୁ ଜୁନ୍ ୧୪ ତାରିଖ ଯାଏ ୬୧ ଦିନ ପାଇଁ ଓଡ଼ିଶା ଉପକୂଳ ସମେତ ଦେଶର ପୂର୍ବତଟ ରାଜ୍ୟ ଗୁଡିକରେ ଲାଗୁ ହୋଇଛି ଏହି କଟକଣା।
ମତ୍ସ୍ୟ ପ୍ରଜନନ, ମତ୍ସ୍ୟ ସଂରକ୍ଷଣ ଏବଂ ସାମୁଦ୍ରିକ ନିରାପତ୍ତା ଉଦ୍ଦେଶ୍ୟରେ ଉଭୟ କେନ୍ଦ୍ର ଓ!-->!-->!-->…
ଦେଶରେ ୨୪ ଘଣ୍ଟା ମଧ୍ୟରେ ୧୦,୭୫୩ କରୋନା ସଂକ୍ରମଣ ଚିହ୍ନଟ
ନୂଆଦିଲ୍ଲୀ: ଆଜି ଦେଶରେ କୋଭିଡ୍-୧୯ ସଂକ୍ରମଣ ସଂଖ୍ୟା ୧୦,୭୫୩ ଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୫୩,୦୦୦ ଟପି ଯାଇଥିବା କଥା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନାରୁ ଜଣାପଡ଼ିଛି।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ଶନିବାର ସକାଳ ୮ଟା ସୁଦ୍ଧା ସମଗ୍ର!-->!-->!-->…
କ୍ୟାପିଟାଲ ହସପିଟାଲରେ ଖୋଲିଲା ‘ଅଂଶୁଘାତ ଓ୍ୱାର୍ଡ’
ଭୁବନେଶ୍ବର: କିଛି ଦିନ ହେବ ରାଜ୍ୟବାସୀଙ୍କୁ କଲବଲ କରୁଛି ତାତି। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସହ ଅସହ୍ୟ ତାତିରେ ଆଉଟୁପାଉଟୁ ହେଉଛନ୍ତି ରାଜ୍ୟବାସୀ। ସକାଳ ୮ଟାସୁଦ୍ଧା ତାପମାତ୍ରା ୩୦ ଡିଗ୍ରୀ ପାର କରି ଯାଉଛି। ଯାହାଫଳରେ ଘରକୁ ବାହାରିବା କଷ୍ଟକର ହୋଇପଡ଼ୁଛି। ପ୍ରଚଣ୍ଡ ଗ୍ରୀଷ୍ଣପ୍ରବାହ!-->…
ରାସ୍ତା ତଳକୁ ଖସିଲା ଯାତ୍ରୀବାହୀ ବସ, ଅଳ୍ପକେ ବର୍ତ୍ତିଲେ ୨୦ରୁ ଅଧିକ ଯାତ୍ରୀ
କାମାକ୍ଷାନଗର : ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିଲା ଯାତ୍ରୀବାହୀ ବସ। ଅଳ୍ପକେ ବର୍ତିଲେ ଯାତ୍ରୀ। ରୋଡମାଷ୍ଟର ନାମକ ଯାତ୍ରୀବାହୀ ବସ ପାଲହଡାରୁ ଯାତ୍ରୀନେଇ ଭୁବନେଶ୍ୱର ଯାଉଥିବାବେଳେ ବିଜାଡିହ ଛକନିକଟରେ ରାସ୍ତାତଳକୁ ଖସିଯାଇଥିଲା। ବସରେ ୨୦ରୁ ଅଧିକ ଯାତ୍ରୀ ଥିବା ଅନୁମାନ!-->…
ପିକଅଫ ଭ୍ୟାନ୍ ଧକ୍କାରେ ଭିଣେଇ ମୃତ, ଶଳା ଓ ଶାଳି ଗୁରୁତର
ବରଗଡ଼: ପିକଅଫ ଭ୍ୟାନ୍ ଗାଡି ଧକ୍କାରେ ଭିଣେଇ ମୃତ, ଶଳା ଶାଳି ଗୁରୁତର । ବରଗଡ଼ ସହର ବ୍ଲକ ପଥର୍ଲା ଛକରେ ଏଭଳି ହୃଦୟ ବିତାରକ ଦୃଶ୍ୟ ଦେଦିବାକୁ ମିଳିଛି । ପଥର୍ଲା ଗ୍ରାମର ସ୍ୱସ୍ତିକ ସାହୁ ତାଙ୍କ ଶଳା ଓ ଶାଳିଙ୍କ ସହିତ ମୋଟର ସାଇକେଲ ଯୋଗେ ଯାଉଥିବା ବେଳେ ଏକ ପିକଅଫ ଭ୍ୟାନ୍ ଗାଡି!-->…
ଜାପାନ ପ୍ରଧାନମନ୍ତ୍ରୀଙ୍କ ଭାଷଣ ଦେବା ସମୟରେ ବିସ୍ଫୋରଣ
ନୂଆଦିଲ୍ଲୀ : ଜାପାନ ପ୍ରଧାନମନ୍ତ୍ରୀଙ୍କ ଉପରେ ସ୍ମୋକ୍ ବମ୍ ହମ୍ଲା । ଫୁମିଓ କିଶିଦା ଭାଷଣ ଦେବା ସମୟରେ ବିସ୍ଫୋରଣ ହୋଇଛି । ଏଥିରେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିିଶିଦା । ସଭାସ୍ଥଳରୁ ସୁରକ୍ଷିତ ଭାବେ ତାଙ୍କୁ ଉଦ୍ଧାର କରାଯାଇଛି। ଘଟଣାରେ ପୋଲିସ!-->…
ସମ୍ବଲପୁର ଜିଲ୍ଲାରେ ଆଉ ଦୁଇଦିନ ଲାଗି ଇଣ୍ଟରନେଟ୍ ସେବା ବନ୍ଦ…
ସମ୍ବଲପୁର: ହନୁମାନ ଜୟନ୍ତୀ ଶୋଭାଯାତ୍ରା ସମୟରେ ସମ୍ବଲପୁର ସହରରେ ଘଟିଥିବା ବ୍ୟାପକ ହିଂସାକାଣ୍ଡକୁ ନିୟନ୍ତ୍ରଣ କରିବା ପାଇଁ ବନ୍ଦ ଥିବା ଇଣ୍ଟରନେଟ୍ ସେବା ଅବଧି ପୁଣି ବଢିଛି। ଆଉ ୪୮ ଘଣ୍ଟା ଲାଗି ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଛି। ଏନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ!-->…