Sign in
Sign in
Recover your password.
A password will be e-mailed to you.
କନ୍ଧମାଳ ଜିଲ୍ଲାକୁ ଆଉ ତିନୋଟି ଜାତୀୟ ରାଜପଥ ସଂଯୋଗ ପାଇଁ ପୂର୍ବତନ ବିଧାୟକଙ୍କ ଦାବୀ
ବାଲିଗୁଡ଼ା : କନ୍ଧମାଳ ଜିଲ୍ଲାକୁ ଜାତୀୟ ରାଜପଥ ସହ ଯୋଡିବା ପାଇଁ ବାଲିଗୁଡ଼ା ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀ କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କୁ ନୂଆଦିଲ୍ଲୀ ଲୋକସଭା ଭବନ ରେ ଭେଟିଛନ୍ତି। ଏହି ଜିଲ୍ଲା ଦେଇ ଏକ ମାତ୍ର ଜାତୀୟ ରାଜପଥ ରାୟପୁର ଠାରୁ ଗୋପାଳପୁର ୫୯ନଂ.!-->…
କନ୍ଧମାଳ ଜିଲ୍ଲାରେ ଆଠଟି ଏକଲବ୍ୟ ବିଦ୍ୟାଳୟ ସ୍ଥାପନ ହେବ…
ବାଲିଗୁଡ଼ା,: କନ୍ଧମାଳ ଜିଲ୍ଲା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ମଞ୍ଜୁର ହେଇଥିବା ଆଠଟି ଏକଲବ୍ୟ ଆବାସିକ ବିଦ୍ୟାଳୟ ଖୁବ୍ ଶିଘ୍ର ଭିତ୍ତପ୍ରସ୍ତର ଦେବା ପାଇଁ କେନ୍ଦ୍ର ଅନୁସୂଚୀତ ଜନଜାତି ମନ୍ତ୍ରୀ ବିଶ୍ୱେଶ୍ଵର ଟୁଡୁ ଙ୍କ ନିକଟରେ ଦାବୀ କରିଛନ୍ତି ବାଲିଗୁଡ଼ା ପୂର୍ବତନ ବିଧାୟକ କରେନ୍ଦ୍ର!-->…
ବିନାୟକ ଆଚାର୍ଯ୍ୟ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟର ବନ୍ଧୁତ୍ୱ ମ୍ୟାଚରେ ଲିଜେଣ୍ଟ ୱାରୀୟର ବିଜୟୀ
ବ୍ରହ୍ମପୁର -ବିନାୟକ ଆଚାର୍ଯ୍ୟ କଲେଜ ପଡିଆ ଠାରେ ଜୁନିୟର କ୍ରିକେଟ କ୍ଲୁବ ପକ୍ଷରୁ ପଞ୍ଚମ ଜ଼ିଲ୍ଲାସ୍ତରୀୟ ବିନାୟକ ଆଚାର୍ଯ୍ୟ କ୍ରିକେଟ ଟୁର୍ନାମେଣ୍ଟର ବନ୍ଧୁତ୍ୱ ମ୍ୟାଚରେ ଲିଜେଣ୍ଟ ୱାରୀୟର ବନାମ ଲିଜେଣ୍ଟ ଚମ୍ପିୟେନ ମଧ୍ୟରେ ଅନୁଷ୍ଠିତ ହୋଇଥିଲା l ଲିଜେଣ୍ଟ ଚମ୍ପିୟେନ ଟସ ଜିତି!-->…
କନ୍ଧମାଳ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ଜରୁରୀ କାଳୀନ ବୈଠକ
ଫୁଲବାଣୀ : ସ୍ଥାନୀୟ ନେତାଜୀ ପାଠାଗାର ଫୁଲବାଣୀ ଠାରେ କନ୍ଧମାଳ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଥିଲା l ଏହି ବୈଠକରେ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ସମସ୍ତ କର୍ମକର୍ତ୍ତା ସହ ପ୍ରତ୍ୟେକ ବ୍ଲକର କର୍ମକର୍ତ୍ତା ମାନେ ଯୋଗ ଦେଇଥିଲେ l ଏହି ବୈଠକ ପରେ!-->…
ବିଜୁ ପଟ୍ଟନୟକଙ୍କ ୨୬ ତମ ତିରୋଧାନ ଦିବସ ଉପଲକ୍ଷେ ପ୍ରସ୍ତୁତି ବୈଠକ
ଫୁଲବାଣୀ :କନ୍ଧମାଳ ଜିଲ୍ଲା ମହାନ ଜନନାୟକ ପ୍ରବାଦ ପୁରଷ ବିଜୁ ପଟ୍ଟନାୟକଙ୍କ ୨୬ ତମ ତିରୋଧାନ ଦିବସ ପାଳନ ଉପଲକ୍ଷେ ଆଜି ଫୁଲବାଣୀର ବିଜୁ ସ୍ମୃତି କଲ୍ୟାଣ ମଣ୍ଡପ ଠାରେ କନ୍ଧମାଳ ଜିଲ୍ଲା ସଭାପତି ସରୋଜ କର୍ଣ୍ଣଙ୍କ ସଭାପତିତ୍ବରେ ଫୁଲବାଣୀ ନିର୍ବାଚନୀ ମଣ୍ଡଳ ସ୍ତରୀୟ ପ୍ରସ୍ତୁତି ବୈଠକ!-->!-->!-->…
ମାଫିଆ ଫେରାର : ତିନି ବାଇକ୍ ସହ ୧୫୧ କେଜି ୨୦୦ ଗ୍ରାମ ଗଞ୍ଜେଇ ଜବତ
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅଧୀନରେ ଥିବା ବିଭିନ୍ନ ଜାଗାରେ କିଛିଦିନ ହେଲା ପୋଲିସ ଚଢାଉ କରି ବିପୁଳ ପରିମାଣର ଗଞ୍ଜେଇ ଜବତ କରିବା ସହ ଅନେକ ଗଞ୍ଜେଇ ମାଫିଆଙ୍କୁ ମଧ୍ୟ ଗିରଫ କରି କୋର୍ଟ ଚାଲାଣ କରିଚାଲିଛି । ତଥାପି ଏହି ଅଞ୍ଚଳରୁ ଗଞ୍ଜେଇ ଚାଲାଣ ଥମିବାର ନାଁ!-->!-->!-->…
ବଣ୍ଡା ଘାଟିରେ ନୂତନ ସୂର୍ଯ୍ୟ ଉଦୟ : ଦୁବାଇ ଯିବେ ବଣ୍ଡା ଯୁବତୀ…
ମାଲକାନଗିରି : ମାଲକାନଗିରି ଜିଲ୍ଲା ରେ ଦୀର୍ଘଦିନ ଧରି ଶିକ୍ଷା,ସ୍ୱାସ୍ଥ୍ୟ, ଗମନାଗମନର ବିପର୍ଯ୍ୟସ୍ତ କଳା ବାଦଲ ମଧ୍ୟରେ ନୂତନ ସୂର୍ଯ୍ୟ ଉଦୟ ହୋଇଛି ସୃଷ୍ଟିର ପ୍ରଥମ ଅଧିବାସୀ ଙ୍କ ବାସସ୍ଥଳୀ ବଂଦାଘାଟିରେ । ଜିଲ୍ଲା ଗଠନ ହେବାଠାରୁ ପ୍ରଶାସନ ର ଦୃଷ୍ଟି ଆଢୁଆଳରେ ରହିଯାଇଥିବା!-->!-->!-->…
ହିନ୍ଦୀ, ଇଂରାଜୀ ଏବଂ ଓଡ଼ିଆ ସମେତ ୧୩ ଆଞ୍ଚଳିକ ଭାଷାରେ ସିଏପିଏଫ କନେଷ୍ଟବଳ ଜିଡି ପରୀକ୍ଷା…
ନୂଅଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ହିନ୍ଦୀ ଏବଂ ଇଂରାଜୀ ବ୍ୟତୀତ ୧୩ ଟି ଆଞ୍ଚଳିକ ଭାଷାରେ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ (ସିଏପିଏଫ) ପାଇଁ କନେଷ୍ଟବଳ (ଜେନେରାଲ ଡ୍ୟୁଟି)!-->…
ପଶ୍ଚିମବଙ୍ଗରେ ୩୫ ଆସନ ପାଇଁ ଅମିତ ଶାହଙ୍କ ଆହ୍ବାନକୁ ସମାଲୋଚନା କଲା ତୃଣମୂଳ କଂଗ୍ରେସ
କୋଲ୍କାତା: ମମତା ବାନାର୍ଜୀଙ୍କୁ କ୍ଷମତାଚ୍ୟୁତ କରିବା ପାଇଁ ପଶ୍ଚିମବଙ୍ଗବାସୀଙ୍କୁ ୩୫ ଆସନ ଦେବା ପାଇଁ ଆହ୍ବାନ ଦେଇଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ତୀବ୍ର ସମାଲୋଚନା କରି ‘ତୃଣମୂଳ କଂଗ୍ରେସ’ କହିଛି ଯେ, ଏଥର ବି ‘ବିଜେପି’ ପୁଣି ହାରିବ।
ଶୁକ୍ରବାର ଦିନ ପଶ୍ଚିମବଙ୍ଗର!-->!-->!-->…
‘କ୍ଷେପଣାସ୍ତ୍ର ପ୍ରତିରକ୍ଷା ସମରାଭ୍ୟାସ’ କରିବେ ଆମେରିକା, ଜାପାନ ଓ ଦକ୍ଷିଣ କୋରିଆ
ସିଓଲ୍: ଉତ୍ତର କୋରିଆର ଆଣବିକ ଓ କ୍ଷେପଣାସ୍ତ୍ର ଧମକକୁ ମୁକାବିଲା କରି ବାଧା ଦେବା ପାଇଁ କ୍ଷେପଣାସ୍ତ୍ର ପ୍ରତିରକ୍ଷା ଓ ବୁଡ଼ାଜାହାଜ-ନିରୋଧୀ ସମରାଭ୍ୟାସ ନିୟମିତ କରିବା ଲାଗି ଆଲୋଚନା କରିଥିବା କଥା ଏକ ମିଳିତ ବିବୃତିରେ ଆମେରିକା, ଜାପାନ ଓ ଦକ୍ଷିଣ କୋରିଆ କହିଛନ୍ତି।
ଶୁକ୍ରବାର ଦିନ!-->!-->!-->…