କାଠ ପାଦ ନୃତ୍ୟଶିଳ୍ପୀ ଶିବାନୀ ସ୍ୱାଇଁଙ୍କୁ ସମ୍ବର୍ଦ୍ଧନା…

ଛତ୍ରପୁର : ଭୁବନେଶ୍ୱର ଠାରେ ଜି ସାର୍ଥକ ଚ୍ୟାନେଲ ଦ୍ୱାରା ଆୟୋଜିତ ଦିଦି ନମ୍ବର 1 ସିଜେନ 2 ର ବିଜେତା ଛତ୍ରପୁର ର ଶିବାନୀ ସ୍ବାଇଁକୁ ଶନିବାର ଛତ୍ରପୁରର ଅଗ୍ରଣୀ ନୃତ୍ୟ ଅନୁଷ୍ଠାନ ସମୀର ନୃତ୍ୟ କେନ୍ଦ୍ର ଠାରେ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି l ଏଥିରେ ଅତିଥି ଭାବେ ଛତ୍ରପୁର

ଉତ୍କଳ ବିଶ୍ବବିଦ୍ୟାଳୟରେ ସମ୍ପୂର୍ଣ୍ଣ ସ୍ବୟଂଚାଳିତ ପରିଜା ପାଠାଗାର ଓ ଡିଜିଟାଲ ପାଠାଗାର ଉଦ୍ଘାଟିତ…

ଭୁବନେଶ୍ୱର: ସମ୍ପୂର୍ଣ୍ଣ ସ୍ବୟଂଚାଳିତ ପରିଜା ପାଠାଗାର ସହ ଡିଜିଟାଲ ପାଠାଗାରକୁ ଆଜି ପରିଜା ପାଠାଗାର ଇତିହାସରେ ଏକ ମାଇଲଖୁଣ୍ଟ ବୋଲି କୁହାଯାଇପାରେ। କୁଳପତି ପ୍ରଫେସର ସବିତା ଆଚାର୍ୟ୍ୟ ସମ୍ପୂର୍ଣ୍ଣ ସ୍ବୟଂଚାଳିତ ପରିଜା ପାଠାଗାରକୁ ଉଦ୍ଘାଟନ କରିଥିଲେ। ଏହି ପାଠାଗାରରେ ବର୍ତମାନ ଆର.

ଜଗଦୀଶପୁର ନାଳରୁ ଅଜଣା ବୃଦ୍ଧଙ୍କ ମୃତ ଦେହ ଉଦ୍ଧାର…

କୁଆଁରମୁଣ୍ଡା : ଆଜି କୁଆଁରମୁଣ୍ଡା ବ୍ଲକ ଅନ୍ତର୍ଗତ ଜଗଦିଶପୁର ନାଳରେ ଏକ ବୃଦ୍ଧଙ୍କ ଶବ ଭାସୁଥିବାର ଗ୍ରାମର କିଛି ଲୋକ ଦେଖିବାକୁ ପାଇ କୁଆଁରମୁଣ୍ଡା ଫାଣ୍ଡିରେ ଜଣାଇ ଥିଲେ । କୁଆଁରମୁଣ୍ଡା ଫାଣ୍ଡି ଅଧିକାରୀଙ୍କ ସମେତ କିଛି କନେଷ୍ଟବଳ ଘଟଣାସ୍ଥଳକୁ ଯାଇ ଶବଟିକୁ ପାଣିରୁ ଉଦ୍ଧାର କରି

ଏମକେସିଜି ମେଡିକାଲରେ ବର୍ଣ୍ଣ କେୟାର ୟୁନିଟ ଖୋଲିବା ଦାବିରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର

ବ୍ରହ୍ମପୁର : ବ୍ରହ୍ମପୁର ଏମକେସିଜି ମେଡିକାଲରେ ବର୍ଣ୍ଣ କେୟାର ୟୁନିଟ ଖୋଲିବା ଦାବିରେ ରାଜ୍ୟପାଳ ଙ୍କ ଉଦ୍ଦେଶ୍ୟ ରେ ଏକ ସ୍ମାରକପତ୍ର ଉପଜିଲ୍ଲାପାଳ ଙ୍କୁ ପ୍ରଦାନ କରାଯାଇଛି । ଦକ୍ଷିଣ ଓଡ଼ିଶାର ପ୍ରାଣକେନ୍ଦ୍ର ବ୍ରହ୍ମପୁର ଏମକେସିଜି ମେଡ଼ିକାଲ ରହିଥିବା ବେଳେ ଏହି ମେଡ଼ିକାଲ ଉପରେ

ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ବହିଷ୍କାର ଦାବିକଲା ବିଜେପି

ବ୍ରହ୍ମପୁର : ଯୌନ କେଳେଙ୍କାରି ଲିପ୍ତ ଥିବା ବିଜୁ ଜନତା ଦଳ ସରକାରର ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ବହିଷ୍କାର ଦାବି କରିଛି ବିଜେପି ଗଞ୍ଜାମ ଜିଲ୍ଲା ଯୁବମୋର୍ଚ୍ଚା। ଏହି ପରିପ୍ରେକ୍ଷୀରେ କମ୍ମପଲ୍ଲୀ ଛକଠାରେ ଜିଲ୍ଲା ଯୁବମୋର୍ଚ୍ଚା ତରଫରୁ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ

ବାଇକ୍ ଅଛି କନ୍ଧମାଳ ସିମନବାଡ଼ିରେ ଚାଲାଣ କଟୁଚି ଝାରସୁଗୁଡ଼ାରେ.. !

ଦାରିଙ୍ଗବାଡି,(୧୫/୪) : ବେଆଇନ ଭାବେ ଚାଲାଣ କାଟୁଚି ଝାରସୁଗୁଡ଼ା ଟ୍ରାଫିକ ପୋଲିସ । ବାଇକ୍ ଟି ଦାରିଙ୍ଗବାଡି ଥାନା ଅନ୍ତର୍ଗତ ସିମନବାଡ଼ି ରେ ରହିଥିବା ବେଳେ ଚାଲାଣ କଟିଚି ଝାରସୁଗୁଡ଼ା ସ୍ଥିତ ୪୯ନଂ ଜାତୀୟ ରାଜପଥ ସ୍ଥିତ ପୁରାନି ବସ୍ତି ଠାରେ । ଆଉ ଏହି ଚାଲାଣ କାଟିଛି ଝାରସୁଗୁଡ଼ା

ରାଜ୍ୟ ବାର କାଉନସିଲ ସଦସ୍ୟତା ପାଇଁ ନିର୍ବାଚନ ଅନୁଷ୍ଠିତ

ବ୍ରହ୍ମପୁର : ରାଜ୍ୟ ବାରୋ କାଉନୋସିଲର ସଦସ୍ୟତା ପଦ ପାଇଁ ଆଜି ସକାଳ ୧୦ ଘଣ୍ଟ ଠାରୁ ସଂଧ୍ୟା ୫ ମଧ୍ୟରେ ମତଦାନ ବ୍ରହ୍ମପୁର ଜିଲ୍ଲା ଓ ଦୌରାଜଜଙ୍କ କୋର୍ଟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ବାର କାଉନ୍ସିଲ ର ୨୫ଟି ପଦବୀ ପାଇଁ ୯୬ଜଣ ଆଶାୟୀ ପ୍ରତିଦ୍ବନ୍ଦୀ ନିର୍ବାଚନ ଲଢ଼ୁଛନ୍ତି।

କର୍କଟ ରୋଗ ସଚେତନତା ସହ ବିଶାଳ ମାନବ ଶୃଙ୍ଖଳ ଆୟୋଜିତ

ବ୍ରହ୍ମପୁର (୧୫.୦୪) : କ୍ୟାନ୍ସର ପୀଡ଼ିତ ରୋଗୀମାନଙ୍କ ପାଇଁ ସମସ୍ତ ସାହାଯ୍ୟ, ସହଯୋଗ ପ୍ରଦାନ କରିବା । ଓଡ଼ିଶାର ଚାରୋଟି ମୁଖ୍ୟ ହସ୍‌ପିଟାଲ୍‌ରେ କାଉନ୍‌ସିଲର୍‌ଙ୍କୁ ନିଯୁକ୍ତି କରି ରୋଗୀମାନଙ୍କ ଜୀବନରେ ଆଶା ଓ ବିଶ୍ୱାସ ବୃଦ୍ଧି କରିବା ସଙ୍ଗେ ସଙ୍ଗେ ସମସ୍ତ ପ୍ରକାର ସାହାଯ୍ୟ କରିବା ।

ବ୍ରହ୍ମପୁର ସରକାରୀ ପଲିଟେକନିକଦ୍ୱାରା ଚାଲିଥିବା ଗ୍ରୀଷ୍ମକାଳୀନ ଶିବିର ଉଦଯାପିତ…

ବ୍ରହ୍ମୁପର : ଓଡ଼ିଶା ସରକାରଙ୍କ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗ ନିର୍ଦ୍ଦେଶକ୍ରମେ ପାଞ୍ଚ ଦିନ ଧରି ବ୍ରହ୍ମପୁର ସରକାରୀ ପଲିଟେକନିକଦ୍ୱାରା ଚାଲିଥିବା ଗ୍ରୀଷ୍ମକାଳୀନ ଶିବିର ଶୁକ୍ରବାର ଉଦଯାପିତ ହୋଇଯାଇଛି। ଓଡ଼ିଶା ସରକାରଙ୍କ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗ

ବାଲ୍ୟ ବିବାହ ପୂର୍ବରୁ ନାବାଳିକା ଉଦ୍ଧାର

ଦାରିଙ୍ଗବାଡି(୧୪/୪) : ଦାରିଙ୍ଗବାଡି ଥାନା ଅଂଚଳର ଜଣେ ନାବାଳିକା କୋଟଗଡ ଥାନା ଅନ୍ତର୍ଗତ ପକାରି ସ୍ଥିତ ମାର୍ଦିଗଣ୍ଡା ଅଞ୍ଚଳରେ ବିବାହ ପାଇଁ ଯାଇଥିଲେ । ପ୍ରଶାସନ ପାଖରେ ଏହି ଖବର ପହଞ୍ଚିବାରୁ ଦାରିଙ୍ଗବାଡି ସିଡ଼ିପିଓ ଅଞ୍ଜଳି ମହାପାତ୍ର ଙ୍କ ନେତୃତ୍ୱରେ ପ୍ରେମ ଅନୁଷ୍ଠାନ