Sign in
Sign in
Recover your password.
A password will be e-mailed to you.
ଗାଁ ସୀମାକୁ ନେଇ ଗୋଷ୍ଠୀ ସଂଘର୍ଷ, ଦୁଇଟି କାର ଓ ବାଇକ୍ରେ ନିଆଁ ଲଗାଇ ଦେଲେ ଦୁଇ ଉତ୍ତେଜନାକାରୀ
ଆନନ୍ଦପୁର: ସୀମା ବିବାଦକୁ କେନ୍ଦ୍ର କରି ଦୁଇ ଗାଁରେ ଗଣ୍ଡଗୋଳ। ଆନନ୍ଦପୁର ଭଦ୍ରକ ରାସ୍ତାର ଓରାଳି ଛକରେ ସୀମା ବିବାଦକୁ ନେଇ ସଂଘର୍ଷ ଘଟିଛି। ଏଥିରେ ୧୦ରୁ ଉର୍ଦ୍ଧ୍ୱ ଆହତ ହୋଇଥିବାବେଳେ ଦୋକାନ, ଦୁଇଟି କାର ଓ ବାଇକ୍ରେ ନିଆଁ ଲଗାଇ ଦେଇଛନ୍ତି । କେନ୍ଦୁଝର ଜିଲ୍ଲା ଆନନ୍ଦପୁର-ଭଦ୍ରକ!-->…
ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ୧୪ ଦେଶର ପ୍ରତିନିଧି
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ୧୪ଟି ଦେଶର ମନ୍ତ୍ରୀ, ସାଂସଦ, ନୀତି ପରାମର୍ଶଦାତା ଓ କୂଟନୀତିଜ୍ଞ। ଲୋକସେବା ଭବନର କନଭେନସନ ସେଣ୍ଟରରେ ସାକ୍ଷାତ ଆଲୋଚନା ହୋଇଥିଲା। ଅତିଥିଙ୍କୁ ସ୍ୱାଗତ କରି ମୁଖ୍ୟମନ୍ତ୍ରୀ କହିଥିଲେ, ଭାରତ ସାର୍ବଭୌମ ଗଣତନ୍ତ୍ର ରାଷ୍ଟ୍ର। ୭୫!-->…
ପୁଲିସକୁ ସଫଳତା: ନାଶିକରୁ ଗିରଫ ହେଲା ଗୁଡୁ ମୁସଲିମ୍
ପ୍ରୟାଗରାଜ : ଉମେଶ ପାଲ ହତ୍ୟାକାଣ୍ଡରେ ଉତ୍ତର ପ୍ରଦେଶ ପୁଲିସ୍କୁ ମିଳିଛି ବଡ଼ ସଫଳତା। ହତ୍ୟାକାଣ୍ଡ ପରଠାରୁ ଫେରାର ଥିବା ଅତିକ ଅହମଦ ଗ୍ୟାଙ୍ଗର ଗୁଡୁ ମୁସଲିମକୁ ଆଜି ଉତ୍ତର ପ୍ରଦେଶ ପୁଲିସ୍ର ଏସଟିଏଫ ମହାରାଷ୍ଟ୍ରର ନାଶିକରୁ ଗିରଫ କରିଛି।ଉମେଶ ପାଲ ହତ୍ୟାକାଣ୍ଡ ପରେ ଗୁଡୁ ମୁସଲିମ!-->…
କେଜ୍ରିୱାଲଙ୍କ ବିରୋଧରେ ମାନହାନି ମାମଲା ରୁଜୁ କଲା ଗୁଜରାଟ ବିଶ୍ୱବିଦ୍ୟାଳୟ
ଅହମଦାବାଦ: ଅବକାରୀ ଦୁର୍ନୀତି ମାମଲାରେ ସିବିଆଇ ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ପଚରାଉଚରା କରିଛି। ଏମଧ୍ୟରେ କେଜ୍ରିୱାଲଙ୍କୁ ଆଉ ଏକ ସମନ ଜାରି କରାଯାଇଛି। ଅହମଦାବାଦ କୋର୍ଟ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ଆପ୍ ନେତା ସଞ୍ଜୟ ସିଂଙ୍କୁ ମାନହାନି!-->…
ପ୍ରାତଃଭ୍ରମଣବେଳେ ବ୍ୟକ୍ତିଙ୍କୁ ଝୁଣି ମାରିଦେଲେ ବୁଲା କୁକୁର
ଆଲିଗଡ଼ : ପୁଣିଥରେ ସାମ୍ନାକୁ ଆସିଛି ବୁଲା କୁକୁରଙ୍କ ଦୌରାତମ୍ୟ। ପୂର୍ବରୁ ବିଭିନ୍ନ ସ୍ଥାନରେ ବୁଲା କୁକୁର କେମିତି ଛୋଟ ପିଲାଙ୍କୁ ଝୁଣି ମାରି ଦେଉଥିଲେ, ତା’ର ଖବର ଆସୁଥିଲା। ହେଲେ ଏବେ ଜଣେ ବ୍ୟକ୍ତି ବୁଲା କୁକୁରଙ୍କ ମିଳିତ ଆକ୍ରମଣରେ ପ୍ରାଣ ହରାଇଛନ୍ତି। ଉତ୍ତର ପ୍ରଦେଶର ଆଲିଗଡ଼!-->…
ପଶ୍ଚିମବଙ୍ଗରେ କାଲିଠାରୁ ସପ୍ତାହେ ସ୍କୁଲ ଛୁଟି
କୋଲକାତା : ଓଡ଼ିଶା ସମେତ ସମଗ୍ର ଦେଶର ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଏହାକୁ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ଖରାକୁ ଦେଖି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆସନ୍ତା ସପ୍ତାହକ ଯାଏ ରାଜ୍ୟରେ ଥିବା ସମସ୍ତ ଶିକ୍ଷାନୁଷ୍ଠାନକୁ ଛୁଟି ଘୋଷଣା!-->…
ସଡକ ଦୁର୍ଘଟଣାରେ ପ୍ରାଣ ହରାଇଲେ ପାକିସ୍ତାନର କେନ୍ଦ୍ର ମନ୍ତ୍ରୀ ଅବଦୁଲ ଶକୁର
ଲାହୋର: ଏକ ସଡକ ଦୁର୍ଘଟଣାରେ ପାକିସ୍ତାନର କେନ୍ଦ୍ର ମନ୍ତ୍ରୀ ମୁଫତି ଅବଦୁଲ ଶକୁରଙ୍କର ମୃତ୍ୟୁ ହୋଇଛି। ସେ ଧାର୍ମିକ ବ୍ୟାପାର ମନ୍ତ୍ରୀ ଥିଲେ। ଏହି ସଡକ ଦୁର୍ଘଟଣା ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଘଟିଛି। ଏହି ଦୁର୍ଘଟଣା ସମ୍ପର୍କରେ ପୁଲିସ କହିଛି ଯେ ଶନିବାର ସନ୍ଧ୍ୟାରେ!-->…
ଆମେ ଅତିକ-ଅସରଫ ଗ୍ୟାଙ୍ଗକୁ ହଟାଇବାକୁ ଚାହୁଁଥିଲୁ
ପ୍ରୟାଗରାଜ : କୁଖ୍ୟାତ ଗ୍ୟାଙ୍ଗ୍ଷ୍ଟର ତଥା ପୂର୍ବତନ ସାଂସଦ ଅତିକ ଅହମଦକୁ ଶନିବାର ରାତିରେ ଗୁଳି କରି ହତ୍ୟା କରାଯାଇଛି। ପୁଲିସ ଏନ୍କାଉଣ୍ଟରରେ ଗତ ଗୁରୁବାର ଦିନ ପୁଅର ମୃତ୍ୟୁ ଘଟିଥିବା ବେଳେ ପ୍ରୟାଗରାଜରେ ଶନିବାର ରାତିରେ ଅତିକ ମଧ୍ୟ ଦୁର୍ବୃତ୍ତଙ୍କ ଗୁଳି ମାଡ଼ରେ ପ୍ରାଣ ହରାଇଛି।!-->…
ଅତିକଙ୍କ ହତ୍ୟା: ସାମ୍ବାଦିକଙ୍କ ପାଇଁ ଏସ୍ଓପି ଜାରି କରିବ କେନ୍ଦ୍ର
ନୂଆଦିଲ୍ଲୀ : ଫିଲ୍ଡରେ ରିପୋର୍ଟିଂ କରୁଥିବା ସାମ୍ବାଦିକମାନଙ୍କ ସୁରକ୍ଷା ପାଇଁ କେନ୍ଦ୍ର ସରକାର ଗୋଟିଏ ଏସ୍ଓପି ଆଣିବାକୁ ନିଷ୍ପତ୍ତି ନେଇଛନ୍ତି। ସାମ୍ବାଦିକ ବେଶରେ ଆସି ୩ ଜଣ ଯୁବକ କ୍ୟାମେରା ସାମ୍ନାରେ ମାଫିଆରୁ ରାଜନେତା ବନିଥିବା ଅତିକ ଅହମଦ ଓ ତାଙ୍କ ଭାଇ ଅଶରଫଙ୍କୁ ଗୁଳି କରି!-->…
ଅତିକ ଓ ଅଶରଫଙ୍କୁ ହତ୍ୟା କରିଥିବା ୩ ଯୁବକ ଅଭ୍ୟାସଗତ ଅପରାଧୀ
ପ୍ରୟାଗରାଜ : ଗ୍ୟାଙ୍ଗଷ୍ଟରରୁ ରାଜନେତା ପାଲଟିଥିବା ଅତିକ ଅହମଦ ଓ ତାଙ୍କ ଭାଇ ଅଶରଫ ଅହମଦଙ୍କୁ ହତ୍ୟା କରିଥିବା ୩ ଯୁବକଙ୍କ ସଂପର୍କରେ ସୂଚନା ଦେଇଛି ଉତ୍ତର ପ୍ରଦେଶର ପ୍ରୟାଗରାଜ ପୁଲିସ।ଗିରଫ ହୋଇଥିବା ଏହି ୩ ଯୁବକ ହେଉଛନ୍ତି- ଲବଲେଶ ତିୱାରୀ, ସନ୍ନି ସିଂହ ଓ ଅରୁଣ ମୌର୍ଯ୍ୟ। ସେମାନଙ୍କ!-->…