Sign in
Sign in
Recover your password.
A password will be e-mailed to you.
ଝିଆରୀକୁ ଆକ୍ରମଣ କରି ବାପାପୁଅ ଗିରଫ
ହିଞ୍ଜିଳିକାଟୁ (୧୬।୪) : ଗତ ୧୫ ତାରିଖ ରେ ହିଞ୍ଜିଳି ଥାନା ଅନ୍ତର୍ଗତ ଖଣ୍ଡରା ଗ୍ରାମ ଖଦାଳ ସାହିରେ ଏକ ସାମାନ୍ୟ କାରଣକୁ ନେଇ ବୃନ୍ଦାବନ ଦାସ ଓ ଭାଇ ବାଵୁଲା ଦାସ ଙ୍କ ସହ ପାଟିତୁଣ୍ଡ ହୋଇଥିଲା।ସାନ ଭାଇ ବାବୁଲା ଦାସଙ୍କୁ ବଡ ଭାଇ ବୃନ୍ଦାବନ ଆକ୍ରମଣ କରିବା ବେଳେ ବାବୁଲାଙ୍କ ଝିଅ ଚିନା!-->…
ସମ୍ବଲପୁରରେ ବଢିଲା କର୍ଫ୍ୟୁ କୋହଳ ଅବଧି
ସମ୍ବଲପୁର: ସମ୍ବଲପୁରରେ ବଢିଲା କର୍ଫ୍ୟୁ କୋହଳ ଅବଧି । ଆସନ୍ତାକାଲିଠୁ ଅଧିକ ସମୟ କର୍ଫ୍ୟୁ କୋହଳ କଲା ଜିଲ୍ଲା ପ୍ରଶାସନ । ସକାଳେ ୪ ଘଣ୍ଟା ଓ ଅପରାହ୍ଣରେ ଅଢ଼େଇ ଘଣ୍ଟା କୋହଳ କରାଯାଇଛି । ସକାଳ ସାଢ଼େ ୭ଟାରୁ ୧୧ଟା ୩୦ ପର୍ଯ୍ୟନ୍ତ ଓ ଅପରାହ୍ଣରେ ସାଢ଼େ ୩ଟାରୁ ୬ଟା ପର୍ଯ୍ୟନ୍ତ!-->…
ଖଲ୍ଲିକୋଟ ଦଳ ଜିତିଲା ବିନାୟକ ଆଚାର୍ଯ୍ୟ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ
ବ୍ରହ୍ମପୁର : ବିନାୟକ ଆଚାର୍ଯ୍ୟ କଲେଜ ପଡିଆ ଠାରେ ଜୁନିୟର କ୍ରିକେଟ କ୍ଲୁବ ପକ୍ଷରୁ ପଞ୍ଚମ ଜ଼ିଲ୍ଲାସ୍ତରୀୟ ବିନାୟକ ଆଚାର୍ଯ୍ୟ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଉଦଯାପିତ ଉତ୍ସବରେ ଗଞ୍ଜାମ ଜ଼ିଲ୍ଲା କ୍ରିକେଟ ଆସୋସିଏସନ ସମ୍ପାଦକ ଅଶୋକ କୁମାର ସାହୁ ଉପସ୍ଥିତ ରହି ଖେଳକୁ ଆରମ୍ଭ କରିବା ସହ!-->…
୪୦ ଡିଗ୍ରି ଉପରେ ରାଜ୍ୟର ୨୨ ସହର, ଝାରସୁଗୁଡ଼ାରେ ସର୍ବାଧିକ ୪୩ ଡିଗ୍ରି
ଭୁବନେଶ୍ବର: ପ୍ରବଳ ଖରା ଓ ଗରମ ରାଜ୍ୟବାସୀଙ୍କୁ ଅସ୍ତବ୍ୟସ୍ତ କରୁଛି। ସକାଳ ୮ଟାରୁ ସୂର୍ଯ୍ୟଙ୍କ କୋପ ବଢ଼ିବାରେ ଲାଗୁଛି। ବିଗତ କିଛି ଦିନ ହେଲା ତାତିରୁ ନିସ୍ତାର ମିଳିପାରୁ ନାହିଁ। ଅପରାହ୍ଣ ପ୍ରାୟ ୪ଟା ପର୍ଯ୍ୟନ୍ତ ଏହା ଜାରି ରହୁଛି। ପଶ୍ଚିମଓଡ଼ିଶାରେ ସ୍ଥିତି ଆହୁରି ଖରାପ। ଆଜି!-->…
କେନ୍ଦୁପତ୍ର ତୋଳିବାକୁ ଯାଇ ସାପକାମୁଡ଼ାର ଶିକାର ହୋଇ ନାବାଳିକା ଗୁରୁତର
ମାଲକାନଗିରି ପଡିଆ, (୧୬/୦୪) : ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ଉଣ୍ଡୁରୁକୋଣ୍ଡା ପଞ୍ଚାୟତ ଅନ୍ତର୍ଗତ ଏମପିଭି ୫୨ ଗ୍ରାମରେ ଜଣେ ନାବାଳିକା ବିଡି ବାନ୍ଧିବା ପାଇଁ ଆବଶ୍ୟକୀୟ କେନ୍ଦୁପତ୍ର ତୋଳିବାକୁ ଯାଇ ସାପ କାମୁଡ଼ାର ଶିକାର ହୋଇ ଗୁରୁତର ହୋଇଥିବା ଜଣାପଡିଛି। ସୂଚନା ମୁତାବକ ଆଜି ସକାଳ!-->…
ଭୁବନେଶ୍ୱର ରେଳ ଷ୍ଟେସନରେ କୋଣାର୍କ ଏକ୍ସପ୍ରେସ୍ରୁ ବିସ୍ଫୋରକ ଜବତ ଘଟଣା: ଆରପିଏଫ୍ର ତଦନ୍ତ ଜାରି
ଭୁବନେଶ୍ୱର: ଭୁବନେଶ୍ୱର ରେଳ ଷ୍ଟେସନର କୋଣାର୍କ ଏକ୍ସପ୍ରେସ୍ ଟ୍ରେନ୍ରୁ ଶୁକ୍ରବାର ବିସ୍ଫୋରକ ଜବତ ଘଟଣା ନେଇ ଆରପିଏଫ୍ ତଦନ୍ତ ଜାରି ରଖିଛି। ଟ୍ରେନ ବଗିରେ ବିସ୍ଫୋରଣ ପାଇଁ ହୋଇଥିଲା କି ବଡ଼ ଯୋଜନା, ସେନେଇ ତନାଘନା ଆରମ୍ଭ କରିଛି RPF। କୋଣାର୍କ ଏକ୍ସପ୍ରେସଟି ମୁମ୍ବାଇ ଠାରୁ!-->…
ସମ୍ବଲପୁର ହିଂସା ଘଟଣା; ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି : ଏସିଏସ୍ ସତ୍ୟବ୍ରତ ସାହୁ
ସମ୍ବଲପୁର: ହନୁମାନ ଜୟନ୍ତୀ ପାଇଁ ଶୋଭାଯାତ୍ରା ସମୟରେ ପଥରମାଡ଼ ଘଟଣାକୁ ନେଇ ସମ୍ବଲପୁରରେ କର୍ଫ୍ୟୁ ବଳବତ୍ତର ଥିବା ବେଳେ ଆଜି ସନ୍ଧ୍ୟାରେ ରାଜସ୍ୱ ବିଭାଗ ଏସିଏସ୍ ସତ୍ୟବ୍ରତ ସାହୁ ଉଚ୍ଚସ୍ତରୀୟ ବୈଠକ ମାଧ୍ୟମରେ ସ୍ଥିତି ସମୀକ୍ଷା କରିଛନ୍ତି। ଉତ୍ତରାଞ୍ଚଳ ରାଜସ୍ବ କମିସନରଙ୍କ!-->…
ମେଡିକାଲ ଓ ଇଞ୍ଜିନିୟରିଂ କଲେଜରେ ନାମଲେଖା ନାଁରେ ସାଢ଼େ ୩ କୋଟି ଟଙ୍କା ଠକେଇ, ଭୁବନେଶ୍ୱରରୁ ୨ ଗିରଫ
ବାଲେଶ୍ୱର: ରାଜ୍ୟ ଓ ରାଜ୍ୟ ବାହାରେ ବିଭିନ୍ନ ମେଡ଼ିକାଲ କଲେଜ ଏବଂ ଇଞ୍ଜିନିୟରିଂ କଲେଜରେ ଆଡ଼ମିଶନ କରାଇ ଦେବାକୁ ପ୍ରଲୋଭନ ଦେଇ ଛାତ୍ରଛାତ୍ରୀଙ୍କ ଠାରୁ କୋଟି କୋଟି ଟଙ୍କା ଠକି ନେଉଥିବା ଗ୍ୟାଙ୍ଗ ବାଲେଶ୍ୱର ପୁଲିସ ହାତରେ ଧରାପଡ଼ିଛି। ଏମାନେ ପ୍ରାୟ ସାଢ଼େ ୩ କୋଟି ଟଙ୍କା ଠକି ନେଇଥିବା!-->…
ଜିଲ୍ଲାପାଳଙ୍କ ଘୋଷଣା, ସମ୍ୱଲପୁରରେ ଦୁଇ ଦିନ ବଢ଼ିଲା ସ୍କୁଲ୍ ଛୁଟି ଅବଧି
ସମ୍ୱଲପୁର: ସମ୍ୱଲପୁରରେ ଆଉ ଦୁଇ ଦିନ ବଢ଼ିଲା ସ୍କୁଲ୍ ଛୁଟି ଅବଧି। ଆସନ୍ତା ସୋମବାର, ମଙ୍ଗଳବାର ବନ୍ଦ ରହିବ ସ୍କୁଲ୍। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଏନେଇ ଘୋଷଣା କରିଛନ୍ତି। ରାଜ୍ୟରେ ଖରାର ପ୍ରକୋପ ଜାରି ରହିଥିବା ବେଳେ ଦିନ ସାଢେ ୨ଟା ସୁଦ୍ଧା ସମ୍ବଲପୁର!-->…
ଅଜଣା ରୋଗରେ ପୀଡିତ ଥିବା ଗରିବ ରୋଗୀଙ୍କୁ ସାହାଯ୍ୟ …
ଫୁଲବାଣୀ : ଗରିବ ରୋଗୀଙ୍କୁ ସାହାଯ୍ୟର ହାତ ବଢାଇଲେ ସାଂସଦ ପ୍ରତିନିଧି ପ୍ରମୋଦ କୁମାର ସାହୁ । ତୁମୁଡିବନ୍ଧ , ଦୀର୍ଘଦିନ ଧରି ଅଜଣା ରୋଗରେ ପୀଡିତ ଥିଲେ ତୁମୁଡିବନ୍ଧ ବ୍ଲକ ମାଲିପଡା ଗ୍ରାମର କାନ୍ଦୁଲ ବଡ଼ସେଠ । ରୋଗ ଭଲ କରିବା ପାଇଁ ତୁମୁଡିବନ୍ଧ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରୁ!-->…