Sign in
Sign in
Recover your password.
A password will be e-mailed to you.
ଜାତିଭିତ୍ତିକ ଜନଗଣନା ଦାବି କରି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଚିଠି ଲେଖିଲେ ମଲ୍ଲିକାର୍ଜୁନ ଖଡ୍ଗେ
ନୂଆଦିଲ୍ଲୀ: ଜାତିଭିତ୍ତିକ ଜନଗଣନା ଦାବି କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଲେଖିଥିବା ଚିଠିକୁ ଆଜି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ସାମାଜିକ ଗଣମାଧ୍ୟମରେ ସେୟାର୍ କରିଛନ୍ତି।ଏପ୍ରିଲ୍ ୧୬ ତାରିଖ ଦିନ ଲିଖିତ ଉକ୍ତ ଚିଠିରେ ଖଡ୍ଗେ ମଧ୍ୟ ଦର୍ଶାଇଛନ୍ତି ଯେ, ପ୍ରତି ଦଶ!-->…
ଆଇନଗତ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବା ପାଇଁ ପ୍ରସ୍ତୁତ – କେ. ଅନ୍ନାମଲାଇ
ଚେନ୍ନାଇ: ଦଳର ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀ ଏମ୍. କେ. ଷ୍ଟାଲିନ୍ଙ୍କ ବିରୋଧରେ ଆଣିଥିବା ଦୁର୍ନୀତି ଅଭିଯୋଗ ପାଇଁ କ୍ଷମାଭିକ୍ଷା କରିବା ଏବଂ କ୍ଷତିପୂରଣ ବାବଦକୁ ୫୦୦ କୋଟି ଟଙ୍କା ଭରଣା କରିବା ପାଇଁ ‘ଲିଗାଲ୍ ନୋଟିସ୍’ ପାଇବା ପରେ ଆଜି ତାମିଲନାଡୁ ‘ବିଜେପି’ ନେତା କେ.!-->…
ମହାରାଷ୍ଟ୍ର ଭୂଷଣ ଆୱାର୍ଡ ଉତ୍ସବରେ ଅଂଶୁଘାତ, ୧୩ ମୃତ, ୬ଶହ ଅସୁସ୍ଥ
ରାୟଗଡ଼ : ମହାରାଷ୍ଟ୍ରର ରାୟଗଡ଼ ଜିଲ୍ଲାର ଖାରଘରରେ ଗତକାଲି ଆୟୋଜିତ ମହାରାଷ୍ଟ୍ର ଭୂଷଣ ଆୱାର୍ଡ ଉତ୍ସବର କାର୍ଯ୍ୟକ୍ରମରେ ଅଘଟଣ ଘଟିଛି। ଅତ୍ୟଧିକ ଖରାରେ ରୁଣ୍ଡ ହୋଇଥିବା ଲୋକଙ୍କ ମଧ୍ୟରୁ ହୃଦଘାତରେ ୧୩ ଜଣଙ୍କ ମୃତ୍ୟୁ ହୋଇଛି। ପ୍ରାୟ ୬୦୦ରୁ ଊର୍ଦ୍ଧ୍ୱ ହିଟ୍ଷ୍ଟ୍ରୋକ୍ର ଶିକାର ହୋଇ!-->…
ଅତିକ ଓ ଅସରଫର ବ୍ୟବଚ୍ଛେଦ ରିପୋର୍ଟ ଆସିଲା
ପ୍ରୟାଗରାଜ: ଉତ୍ତରପ୍ରଦେଶର ପ୍ରୟାଗରାଜରେ ଗ୍ୟାଙ୍ଗଷ୍ଟର ଅତିକ ଅହମଦ ଏବଂ ଭାଇ ଅସରଫ ଦୁଇଭାଇଙ୍କୁ ପୁଲିସ ମେଡିକାଲ ଯାଞ୍ଚ ପାଇଁ ନେଉଥିବା ବେଳେ ତାଙ୍କ ଉପରକୁ ୩ଜଣ ଯୁବକ ଆଖିବୁଜା ଗୁଳି ମାଡ଼ କରିଥିଲେ। ଫଳରେ ଘଟଣାସ୍ଥଳରେ ଅତିକ ଓ ଅସରଫଙ୍କ ମୃତ୍ୟୁ ହୋଇଯାଇଥିଲା। ଶନିବାର ଦୁଇଭାଇଙ୍କ ଶବ!-->…
ଭିଡିଓ ଭାଇାରଲ ହେବା ପରେ କ୍ଷମା ମାଗିଲେ ସ୍ୱର୍ଣ୍ଣ ମନ୍ଦିର କର୍ତ୍ତୃପକ୍ଷ…
ଚଣ୍ଡୀଗଡ଼ : ସ୍ୱର୍ଣ୍ଣ ମନ୍ଦିରରେ ଘଟିଥିବା ଏକ ଘଟଣାର ଭିଡିଓ ସୋମବାର ଭାଇରାଲ ହୋଇଛି। ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ ଜଣେ ମହିଳାଙ୍କୁ ସ୍ୱର୍ଣ୍ଣ ମନ୍ଦିରରେ ପ୍ରବେଶ କରିବାକୁ ବାରଣ କରାଯାଇଛି। ଜଣେ ବ୍ୟକ୍ତି ତାଙ୍କୁ ମନ୍ଦିରେ ପ୍ରବେଶ କରିବାକୁ ମନା କରିଥିଲେ। ଏହା ପରେ ଉକ୍ତ ମହିଳା!-->…
୬୫ ଘଣ୍ଟା ପଚରାଉଚରା କରିବା ପରେ ତୃଣମୂଳ କଂଗ୍ରେସ ବିଧାୟକଙ୍କୁ ଗିରଫ କଲା ସିବିଆଇ
କୋଲକାତା : ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ସିବିଆଇ ସୋମବାର ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସ ବିଧାୟକ ଜୀବନକୃଷ୍ଣ ସାହାଙ୍କୁ ଗିରଫ କରିଛି। ପ୍ରାୟ ୬୫ ଘଣ୍ଟା ପଚରାଉଚରା କରିବା ପରେ ସିବିଆଇ ତାଙ୍କୁ ଗିରଫ କରିଛି।ଶ୍ରୀ ସାହାଙ୍କୁ ସିବିଆଇ ମୁର୍ଶିଦାବାଦ ଜିଲ୍ଲା ସ୍ଥିତ ତାଙ୍କ ଘରେ!-->…
ବିଜେପି ଛାଡ଼ି କଂଗ୍ରେସରେ ମିଶିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ଶେଟ୍ଟାର
ବେଙ୍ଗାଲୁରୁ : କର୍ଣ୍ଣାଟକରେ ବିଜେପିକୁ ଲାଗିଛି ଝଟକା । ପଦ୍ମ ଛାଡ଼ି ହାତ ଧରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ଶେଟ୍ଟାର। ଚଳିତ ବିଧାନସଭା ନିର୍ବାଚନ ନିମନ୍ତେ ବିଜେପି ଶେଟ୍ଟାରଙ୍କୁ ଟିକେଟ ନଦେବାରୁ ସେ ଏମିତି ନିଷ୍ପତ୍ତି ନେଇଛନ୍ତି।ଆଜି ପୂର୍ବାହ୍ନ ୧୦ଟା ପରେ ଶେଟ୍ଟାର!-->…
ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା ଦଶମ ଶ୍ରେଣୀ ଝିଅର ମୃତଦେହ…
ମାଲକାନଗିରି : ମାଲକାନଗିରି ଜିଲ୍ଲା ସଦର ମହକୁମାରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା ଜଣେ ଦଶମ ଶ୍ରେଣୀ ପଢ଼ୁଥିବା ଝିଅର ମୃତଦେହ। ସୂଚନା ଅନୁଯାୟୀ ମାଲକାନଗିରି ପୌର ପରିଷଦ ଅନ୍ତର୍ଗତ ଏମଭି ୪୨ ଗାଁରେ ମିତ୍ରଭାନୁ ବିଶ୍ୱାସଙ୍କ ଝିଅ ବିନତି ବିଶ୍ୱାସ ଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ!-->…
ପଥରରେ ଯୁବକଙ୍କୁ ଆକ୍ରମଣ, ଜଣେ ଗିରଫ
ହିଞ୍ଜିଳିକାଟୁ (୧୬।୪) : କୂଳସଭାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ପଥରରେ ରେ ଆକ୍ରମଣ । ଗୁରୁତର ଅବସ୍ଥାରେ ଗ୍ରାମବାସୀ ଯୁବକଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ଓ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ!-->…
ଦିଅରର କାତି ଚୋଟରେ ଭାଉଜ ଆହତ
ହିଞ୍ଜିଳିକାଟୁ (୧୬।୪) : ହିଞ୍ଜିଳି ଥାନା ଅନ୍ତର୍ଗତ ମହୁଲପଲି ଗ୍ରାମରେ ଜଣେ ଯୁବକ ନିଜ ଭାଉଜକୁ କାତିରେ ମରଣାନ୍ତକ ଆକ୍ରମଣ କରିଥିବା ହିଞ୍ଜିଳି ଥାନାରେ ଅଭିଯୋଗ ହୋଇଛି । ପୁଲିସ୍ ଏନେଇ ୨୩୨।୨୩ରେ ମାମଲା ରୁଜୁ କରି ଅଭିଯୁକ୍ତ ଦିଅର ପ୍ରଦିପ ଦାଶ ୩୭ଙ୍କୁ ଗିରଫ କରିଛି । ତାଙ୍କ ବିରୋଧରେ!-->…