Sign in
Sign in
Recover your password.
A password will be e-mailed to you.
ଆଜି ପ୍ରବାଦ ପୁରୁଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ…
ଭୁବନେଶ୍ୱର : ଆଜି ପ୍ରବାଦ ପୁରୁଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ । ଓଡ଼ିଆ ସ୍ୱାଭିମାନ ଓ ସଂକଳ୍ପର କିମ୍ବଦନ୍ତୀ ପୁରୁଷ। ୧୯୧୬ ମାର୍ଚ୍ଚ ୫ରୁ ୧୯୯୭ ଏପ୍ରିଲ ୧୭ ତାରିଖ ୮୧ ବର୍ଷର ଜୀବନ। ସମଗ୍ର ଜୀବନରେ ତାଙ୍କର ପ୍ରତିଟି ମୁହୂର୍ତ୍ତ ଥିଲା!-->…
ଗଞ୍ଜେଇ ସହ ବାଇକ ଜବତ : ଦୁଇ ମାଫିଆ ଗିରଫ…
ବାଲିଗୁଡ଼ା : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସକୁ ମିଳିଛି ଏକ ବଡ଼ ସଫଳତା ।ରାଜ୍ୟ ବାହାରକୁ ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡ଼ି ବସିଲା ପୋଲିସ୍ । ୪୧ କେଜି ୧୦୦ ଗ୍ରାମ ଓଜନର ବେଆଇନ୍ ଗଞ୍ଜେଇ ସହ ଗୋଟିଏ ବାଇକ କୁ ଜବତ କରିଛି ବାଲିଗୁଡ଼ା ପୋଲିସ୍ । ଘଟଣାରେ ସଂପୃକ୍ତ ଦୁଇ ଜଣ ମାଫିଆଙ୍କୁ!-->…
ବିଜୁବାବୁଙ୍କ ଶ୍ରାଦ୍ଧ ବାର୍ଷିକୀ ଅବସରରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର…
ବ୍ରହ୍ମପୁର : ପ୍ରବାଦ ପୁରୁଷ ବିଜୁବାବୁଙ୍କ ୨୬ତମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ମହାନଗର ବିଜୁ ଜନତା ଦଳ ଆନୁକୂଲ୍ୟରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି।
ମୁଖ୍ୟ ଅତିଥି ଭାବେ ସାଂସଦ ଚନ୍ଦ୍ର ଶେଖର ସାହୁ ଯୋଗଦେଇ ଶିବିରର ଶୁଭାରମ୍ଭ କରିଥିଲେ। ଅନ୍ୟତମ ଅତିଥିଭାବେ!-->!-->!-->!-->!-->…
ମୋହନା ନିର୍ବାଚନ ମଣ୍ଡଳୀରେ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ ପାଳିତ
ଗଜପତି //ମହୋନା : ଆଜି ଗଜପତି ଜିଲ୍ଲା ମୋହନା ସ୍ଥିତ ବିଜୁ କଲ୍ୟାଣ ମଣ୍ଡପ ଠାରେ ଜିଲ୍ଲା ମହିଳା ସଭାନେତ୍ରୀ ତଥା ରାୟଗଡ଼ ବ୍ଲକ ଅଧ୍ୟକ୍ଷ ଶ୍ରୀମତି ପୂର୍ଣ୍ଣବାସି ନାୟକଙ୍କ ସଭାପତିତ୍ଵ ରେ ଆୟୋଜିତ ସଭାରେ ରାଜ୍ୟ ଓବିସି ଉପଦେଷ୍ଟା ତଥା ଗଜପତି ଜିଲ୍ଲା ସହ - ପର୍ଯ୍ୟବେକ୍ଷକ ଶ୍ରୀ ପୃଥିବୀରାଜ!-->…
ହିଞ୍ଜିଳିକାଟୁରେ ବିଜୁ ବାବୁଙ୍କ ୨୬ତମ ତିରୋଧାନ ଦିବସ ପାଳନ…
ହିଞ୍ଜିଳିକାଟୁ (୧୭।୪) : ପ୍ରବାଦ ପୁରଷ ବିଜୁ ପଟ୍ଟନାୟକଙ୍କ ୨୬ ତମ ତିରୋଧାନ ଦିବସ ସୋମବାର ପାଳନ କଲା ହିଞ୍ଜିଳି ବିଜେଡି। ବିଜୁବାବୁଙ୍କ ତିରୋଧାନ ଦିବସ କୁ ଅତିନାରାଡମ୍ବର ଭାବରେ ପାଳନ କରୁଛି ଵିଜେଡି। ବିଜୁ ବାବୁଙ୍କ ପବିତ୍ର ଶ୍ରାଦ୍ଧ ଦିବସରେ ହିଂଜିଳିକାଟୁ ଵିଜେଡି ସଭାପତି ଭୀମସେନ!-->…
ରଣପୁର ନିର୍ବାଚନ ମଣ୍ଡଳୀରେ ମହାନ ଜନନାୟକ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୬ତମ ତିରୋଧାନ ଦିବସ ପାଳିତ
ରଣପୁର/ନୟାଗଡ : ନୟାଗଡ଼ ଜିଲ୍ଲା ରଣପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗୋପାଳପୁର ଗ୍ରାମ ପଂଚାୟତ ସ୍ଥିତ କଲ୍ୟାଣ ମଣ୍ଡପରେ ଆଜି ସ୍ବାଭିମାନୀ, ସାହସୀ, ଯୁଗ ସ୍ରଷ୍ଟା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଙ୍କ ମହାନ ଜନନାୟକ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଙ୍କ ୨୬ତମ!-->!-->!-->…
ଅସହାୟ ମହିଳା ହୋମଗାର୍ଡଙ୍କ ପରିବାରକୁ ସହାୟତା କଲା ହୋମଗାର୍ଡ ମହାସଂଘ…
ଫୁଲବାଣୀ : କନ୍ଧମାଳ ଜିଲ୍ଲାର ବର୍ତ୍ତମାନ ସୁବିଧା ଅସୁବିଧାରେ ସହଯୋଗୀ ସଂଘ ଭାବେ କାର୍ଯ୍ୟ କରି ଚାଲିଛନ୍ତି ହୋମ ଗାର୍ଡ ସଂଘ l ଆଜି ଫୁଲବାଣୀ ହୋମଗାର୍ଡ ମହାସଂଘ ଏପରି ଏକ ସହଯୋଗର ହାତ ବଢାଇ ସହିତ ଆର୍ଥିକ ସହାୟତା ପ୍ରଦାନ କରିଥିବା ଦେଖିବାକୁ ମିଳିଛି l ପ୍ରକାଶ ଥାଉ କି ଫୁଲବାଣୀ ଟାଉନ!-->…
ଛତ୍ରପୁରଠାରେ ବିଜେଡ଼ି ପକ୍ଷରୁ ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ ପାଳିତ…
ଛତ୍ରପୁର : ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ ଛତ୍ରପୁର ଠାରେ ମହାସମାରୋହ ରେ ପାଳିତ ହୋଇଯାଇଛି । ବିଜୁ ଜନତା ଦଳ ଛତ୍ରପୁର ନିର୍ବାଚନ ମଣ୍ଡଳୀ ପକ୍ଷରୁ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଙ୍କ ନେତୃତ୍ୱ ରେ ସ୍ଥାନୀୟ ଗୌରୀ ଶଙ୍କର!-->…
୬ ଗୋଟି ଜାତୀୟ ପୁରସ୍କାର ପାଇଲା ଗଞ୍ଜାମ ଜିଲ୍ଲା
ଗଞ୍ଜାମ ଜିଲ୍ଲା ଓଡ଼ିଶା ପାଇଁ ସୁନାମ ଆଣିଛି, ଜାତୀୟ ପୁରସ୍କାର ପାଇଲା ଜିଲ୍ଲା ପରିଷଦ ହିଂଜିଲିକାଟୁ ଦେଶର ଏକ ନମ୍ବର ବ୍ଲକ
ଛତ୍ରପୁର(୧୭.୦୪) : କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରଣାଳୟ ପକ୍ଷରୁ ସୋମବାର ଆୟୋଜିତ ସମାରୋହରେ ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ!-->!-->!-->!-->!-->!-->!-->…
ଐତିହାସିକ ବାଲିଯାତ୍ରା ଉଦ୍ଯାପିତ
ନନ୍ଦାହାଣ୍ଡି : ନବରଙ୍ଗପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନନ୍ଦାହାଣ୍ଡି ବ୍ଳକ ଖୁଣ୍ଟିଆ ଗ୍ରାମ ରେ ଆୟୋଜିତ "ବାଲିଯାତ୍ରା" କାର୍ଯ୍ୟକ୍ରମ ରେ ମାନ୍ୟବର ନବରଙ୍ଗପୁର ବିଧାୟକ ଶ୍ରୀ ସଦାଶିବ ପ୍ରଧାନୀ, ମାନ୍ୟବର ଡାବୁଗାଁ ବିଧାୟକ ଶ୍ରୀ ମନୋହର ରନ୍ଧାରୀ, ରାଜ୍ୟ ସ୍ୱତନ୍ତ୍ର ଉନ୍ନୟନ!-->…