Sign in
Sign in
Recover your password.
A password will be e-mailed to you.
ହାତୀଗାଁରୁ ନୂତନ ପୋଲିସ କ୍ୟାମ୍ପକୁ ମାକପା (ମାଓବାଦୀ ) ମେନପୁର ଡିଭିଜନ ପକ୍ଷରୁ ବିରୋଧ
ଉମରକୋଟ : ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକର ହାତୀଗାଁ ପଞ୍ଚାଏତର ଚନ୍ଦନ ମଲ୍ଲିକ ମାଉବାଦୀଙ୍କ ଦ୍ଵାରା ହତ୍ୟା କରାଯିବା ପରେ ହାତୀଗାଁ ଠାରେ ନୂଆ କରି ସ୍ଥାପନ କରାଯାଇଥିବା ପୋଲିସ କ୍ୟାମ୍ପକୁ ବିରୋଧ କରି ମେନପୁର ଡିଭିଜନ ମାକପା ( ମାଓବାଦୀ) ଦ୍ଵାରା ଲିପ୍ଲେଟ୍ ଲଗାଇବା ଦୃଷ୍ଟି ଗୋଚର!-->…
ବିଜୁ ପଟ୍ଟନାୟକଙ୍କ ୨୬ ତମ ତିରଧାନ ଦିବସ ପାଳିତ
ଫୁଲବାଣୀ : ଓଡ଼ିଶାର ପ୍ରମୁଖ ରାଜନୈତିକ ବ୍ୟକ୍ତିତ୍ଵ ବିଜୁ ପଟ୍ଟନାୟକ ହେଉଛନ୍ତି ଅନ୍ୟତମ l ଓଡ଼ିଶାର ସମଗ୍ର ଯୁବ ପିଢ଼ି ତାଙ୍କ ଆଦର୍ଶ ଦ୍ଵାରା ଆକର୍ଷିତ । ଓଡ଼ିଶାକୁ ଏକ ବିଭବଶାଳୀ ରାଜ୍ୟରେ ପରିଣତ କରିବା ଏବଂ ଓଡ଼ିଶାରେ କଳକାରଖାନା ଓ ସ୍ଥାପିତ କରି ଯୁବ ପିଢି ଙ୍କୁ ସେଥିରେ ନିଯୁକ୍ତି!-->…
କନ୍ଧମାଳ ଜିଲାର କବି ଓ ଲେଖକ ଡ ନୃସିଂହାନନ୍ଦ ମହାପାତ୍ର ଓ ସମାଜସେବୀ ଭଗବାନ ଜେନା ସମ୍ବର୍ଦ୍ଧିତ…
ଫୁଲବାଣୀ : ସର୍ବୋଦୟ ବିକାଶ ମଞ୍ଚ ପକ୍ଷରୁ କନ୍ଧମାଳ ପାଇଁ ଗୌରବ ଆଣି ଦେଇଥିବା କନ୍ଧମାଳର କବି ଲେଖକ ଓ ସାହିତ୍ୟିକ ଡଃ ନୃସିଂହାନନ୍ଦ ମହାପାତ୍ର ଓ ବାଲିଗୁଡାର ବରିଷ୍ଠ ସମାଜସେବୀ ଶାନ୍ତୀମୈତ୍ରର ନିର୍ଦ୍ଦେଶକ ଭଗବାନ ଜେନାଙ୍କୁ ଜୟଦେବ ଭବନ ଭୁବନେଶ୍ୱର ଠାରେ ସମ୍ବର୍ଦ୍ଧିତ କରାଯାଇଛି ।!-->…
ଷ୍ଟ୍ରବେରି ଚାଷ ବୁଲି ଦେଖିଲେ ପଞ୍ଚାୟତ ପ୍ରତିନିଧି
ବାଲିଗୁଡା: କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ବ୍ଲକର ବିଭିନ୍ନ ପଞ୍ଚାୟତର ଲୋକପ୍ରତିନିଧି ମାଣିକେଶ୍ୱର ପଞ୍ଚାୟତ ପରିଦର୍ଶନରେ ଆସି ବରେପଙ୍ଗାରେ ହୋଇଥିବା ଷ୍ଟ୍ରବେରି ଚାଷ ବୁଲି ଦେଖିଛନ୍ତି। ଖୁବ୍ କମ୍ ସମୟ ମଧ୍ୟରେ ସ୍ବୟଂ ସହାୟିକା ଗୋଷ୍ଠୀର ମହିଳାମାନେ ଷ୍ଟ୍ରବେରି!-->…
ରଣଜୀ ଟ୍ରଫି ବିଜେତାଙ୍କୁ ମିଳିବ ୫ କୋଟି: ଘରୋଇ ପ୍ରତିଯୋଗିତାଗୁଡ଼ିକର ପୁରସ୍କାର ରାଶି ବଢ଼ିଲା
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ବୋର୍ଡ (ବିସିସିଆଇ) ରବିବାର ଘରୋଇ ପ୍ରତିଯୋଗିତାଗୁଡ଼ିକ ପାଇଁ ପୁରସ୍କାର ରାଶି ବୃଦ୍ଧି କରିଛି। ଏନେଇ ବିସିସିଆଇ ସଂପାଦକ ଜୟ ଶାହା ଘୋଷଣା କରିଛନ୍ତି। ବିସିସିଆଇର ଏହି ଘୋଷଣା ମୁତାବକ ଚଳିତ ବର୍ଷର ରଣଜୀ ଟ୍ରଫି ବିଜେତା ୫ କୋଟି ଟଙ୍କାର ପୁରସ୍କାର!-->…
ଦୁବାଇର ଏକ ବିଲ୍ଡିଂରେ ଭୀଷଣ ଅଗ୍ନିକାଣ୍ଡ; ୪ ଭାରତୀୟଙ୍କ ସମେତ ୧୬ ମୃତ
ଦୁବାଇ : ଦୁବାଇର ଏକ ବିଲ୍ଡିଂରେ ଭୀଷଣ ଅଗ୍ନିକାଣ୍ଡ ଘଟି ୪ ଭାରତୀୟଙ୍କ ସମେତ ୧୬ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ପାକିସ୍ତାନର ୩ ନାଗରିକ ଓ ନାଇଜେରିଆର ଜଣେ ମହିଳା ବି ସାମିଲ ଅଛନ୍ତି। ଏହି ଅଗ୍ନିକାଣ୍ଡରେ ୯ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।ଖାଲିଜ ଟାଇମ୍ସ ରିପୋର୍ଟ ମୁତାବକ,!-->…
ଅଭିଷେକ ବାନାର୍ଜୀଙ୍କୁ ଜେରା କରିବାକୁ ହାଇକୋର୍ଟ ଦେଇଥିବା ଆଦେଶ ଉପରେ ରହିତାଦେଶ ଜାରି କଲେ ସୁପ୍ରିମ୍ କୋର୍ଟ
ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ସ୍କୁଲ୍ ଶିକ୍ଷକ ଚୟନରେ ହୋଇଥିବା ଦୁର୍ନୀତି ଉପରେ ଚାଲିଥିବା ତଦନ୍ତରେ ‘ତୃଣମୂଳ କଂଗ୍ରେସ’ର ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀଙ୍କୁ ମଧ୍ୟ ଜେରା କରାଯାଉ ବୋଲି ‘ସିବିଆଇ’ ଓ ‘ପ୍ରବର୍ତ୍ତନ’ ନିର୍ଦେଶାଳୟଙ୍କୁ ହାଇକୋର୍ଟ ଦେଇଥିବା ଆଦେଶ ଉପରେ ଆଜି ସୁପ୍ରିମ୍!-->…
‘ବିଜେପିକୁ ଯିବନି ଏନସିପି, କିନ୍ତୁ ବିଧାୟକମାନେ ସେମାନଙ୍କ ନିଷ୍ପତ୍ତି ନେଇପାରିବେ’
ମୁମ୍ବାଇ : ଶିବସେନା (ଉଦ୍ଧବ ବାଲାସାହେବ ଠାକରେ) ସାଂସଦ ସଞ୍ଜୟ ରାଉତ ଦଳର ମୁଖପତ୍ର ସାମ୍ନାରେ ସାଂଘାତିକ ତଥ୍ୟ ଦେଇଛନ୍ତି। ଏନସିପି ଖୁବଶୀଘ୍ର ବିଜେପିରେ ସାମିଲ ହେବ ବୋଲି ଚର୍ଚ୍ଚା ଭିତରରେ ସାମ୍ନାରେ ଅତ୍ୟନ୍ତ ରୋଚକ କଥା ପ୍ରକାଶ ପାଇଛି। ଏପ୍ରିଲ ୧୧ରେ ଏନସିପି ସୁପ୍ରିମୋ ଶରଦ ପାୱାର!-->…
ସମଲିଙ୍ଗୀ ବିବାହକୁ ସୁପ୍ରିମ୍ କୋର୍ଟରେ ବିରୋଧ କଲେ କେନ୍ଦ୍ର ସରକାର
ନୂଆଦିଲ୍ଲୀ: ନୂଆ ସାମାଜିକ ଅନୁଷ୍ଠାନ ସୃଷ୍ଟି ନ୍ୟାୟିକ ନିର୍ଦ୍ଧାରଣ ପରିସର ବାହାରେ ହୋଇଥିବାରୁ ସମଲିଙ୍ଗୀ ବିବାହ ଅଧିକାରକୁ ସମ୍ମତି ଦେଇ ଅଦାଲତମାନେ ସମଗ୍ର ଆଇନ ଶାଖାର ପୁନର୍ଲିଖନ କରିପାରିବେ ନାହିଁ ବୋଲି ସମଲଙ୍ଗୀ ବିବାହକୁ ବିରୋଧ କରି କେନ୍ଦ୍ର ସରକାର ସୁପ୍ରିମ୍ କୋର୍ଟଙ୍କୁ!-->…
ବିଗିଡ଼ଗଲା ଆଜମ ଖାଁଙ୍କ ସ୍ବାସ୍ଥ୍ୟାବସ୍ଥା, ଦିଲ୍ଲୀ ହସପିଟାଲରେ ଭର୍ତ୍ତି
ନୂଆଦିଲ୍ଲୀ : ସମାଜବାଦୀ ପାର୍ଟିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଆଜମ ଖାନଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ୍ ଖରାପ ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସ୍ୱାସ୍ଥ୍ୟାବସ୍ଥା ହଠାତ୍ ଖରାପ ହେବାରୁ ତାଙ୍କୁ ସୋମବାର ଭୋର ପ୍ରାୟ ୩ଟା ବେଳେ ଦିଲ୍ଲୀର ସାର୍ ଗଙ୍ଗାରାମ!-->…