‘ଉତ୍ତର ପ୍ରଦେଶରେ ସୁରକ୍ଷା ବ୍ୟବସ୍ଥା ଶେଷ ହୋଇଯାଇଛି’: ବିରୋଧୀ ନେତା

ନୂଆଦିଲ୍ଲୀ: ଗଣମାଧ୍ୟମ ଓ ପୁଲିସ ଉପସ୍ଥିତିରେ ଗତ ଶନିବାର ରାତିରେ ଅତିକ ଅହମଦ ଓ ତାର ଭାଇ ଅସରଫଙ୍କୁ ତିନିଜଣ ଦୁର୍ବୃତ୍ତ ଗୁଳି କରି ହତ୍ୟା କରିଥିଲେ। ଏହି ଘଟଣା ପରେ ପ୍ରୟାଗରାଜରେ ଉତ୍ତେଜନା ପ୍ରକାଶ ପାଇଥିବାରୁ ୧୪୪ ଧାରା ଜାରି କରାଯାଇଛି। ଏହି ହତ୍ୟାଘଟଣାକୁ ନେଇ କ୍ରମାଗତ ଭାବେ

ପୂରା ଉତ୍ତର ପ୍ରଦେଶରେ ୧୪୪ ଧାରା ଜାରି…

ପ୍ରୟାଗରାଜ : ଅତିକ ଅହମଦ ଓ ତାଙ୍କ ଭାଇ ଅଶରଫଙ୍କୁ ଶନିବାର ରାତିରେ ପ୍ରୟାଗରାଜରେ ତିନି ଜଣ ଯୁବକ ହତ୍ୟା କରିବା ପରେ ପୂରା ଉତ୍ତର ପ୍ରଦେଶରେ ୧୪୪ ଧାରା ଜାରି କରାଯାଇଛି। ରାଜ୍ୟର ସବୁ ପୁଲିସ୍ କର୍ମଚାରୀମାନଙ୍କ ଛୁଟି ବାତିଲ କରାଯାଇଛି ଓ ତୁରନ୍ତ ଡ୍ୟୁଟିରେ ଯୋଗ ଦେବାକୁ ନିର୍ଦ୍ଦେଶ

ଫେମିନା ମିସ୍‌ ଇଣ୍ଡିଆ ୨୦୨୩ ବିଜୟିନୀ ହେଲେ ନନ୍ଦିନୀ ଗୁପ୍ତା…

ଇମ୍ଫାଲ୍‌: ଶନିବାର ଦିନ ମଣିପୁରର ଇମ୍ଫାଲ୍‌ସ୍ଥିତ ଖୁମାନ୍‌ ଲମ୍ପକ୍‌ ଇଣ୍ଡୋର୍‌ ‌ଷ୍ଟାଡିୟମ୍‌ରେ ଆୟୋଜିତ ୫୯ତମ ‘ଫେମିନା ମିସ୍‌ ଇଣ୍ଡିଆ ୱାର୍ଲଡ୍‌’ ପ୍ରତିଯୋଗିତାର ‘ଗ୍ରାଣ୍ଡ୍‌ ଫିନାଲେ’ରେ ରାଜସ୍ଥାନର ନନ୍ଦିନୀ ଗୁପ୍ତା ‘ଫେମିନା ମିସ୍‌ ଇଣ୍ଡିଆ ୱାର୍ଲଡ୍‌’ ମୁକୁଟ ବିଜୟିନୀ

ଅତିକ ଅହମଦ ଓ ଭାଇ ଅଶରଫଙ୍କୁ ଗୁଳି, ଉଭୟ ମୃତ…

ଲକ୍ଷ୍ନୌ : ଗ୍ୟାଙ୍ଗଷ୍ଟରରୁ ରାଜନେତା ବନିଥିବା ଅତିକ ଅହମଦ ଗୁଳିମାଡ଼ରେ ପ୍ରାଣ ହରାଇଛନ୍ତି। ଗୁଳିମାଡ଼ରେ ଅତିକ ଓ ତାଙ୍କ ଭାଇ ଅଶରଫଙ୍କ ମୃତ୍ୟୁ ଘଟିଛି। ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଏପରି ଘଟଣା ଘଟିଛି। ଉଭୟଙ୍କୁ କଡ଼ା ସୁରକ୍ଷା ବଳୟରେ ମେଡିକାଲ ଚେକଅପ୍‌ ପାଇଁ ନିଆ ଯାଉଥିବା ବେଳେ

ସମାନ କାମକୁ ସମାନ ଦରମା ଦାବିରେ ଜିଲ୍ଲା ସ୍ତରୀୟ ଗ୍ରାମ ପଞ୍ଚାୟତ ୪ର୍ଥ ଶ୍ରେଣୀ କର୍ମଚାରୀମାନଙ୍କ ସମ୍ମିଳନୀ…

ମାଲକାନଗିରି :ମାଲକାନଗିରି ଜିଲ୍ଲା ସିନ୍ଧ୍ରିମାଳ ଠାରେ ଆଜି ୪ର୍ଥ ଶ୍ରେଣୀ କର୍ମଚାରୀମାନଙ୍କ ସମ୍ମିଳନୀର ଆୟୋଜନ କରାଯାଇଥିଲା। ଏହି ସମ୍ମିଳନୀରେ ଜିଲ୍ଲାର ପ୍ରତ୍ୟକ ପଞ୍ଚାୟତରୁ ୪ର୍ଥ ଶ୍ରେଣୀ କର୍ମଚାରୀମାନେ ଯୋଗ ଦେଇଥିଲେ।ସର୍ବମୋଟ କର୍ମଚାରୀ ସଂଖ୍ୟା ୧୨୯ ଥିବା ବେଳେ ପିଅନ ୯୭

ଠକି ଚାଲିଛି ଠିକାଦାର ; ଅଘୋଷିତ ସମର୍ଥନ ଦେଉଛି କି ବ୍ଲକ୍ ପ୍ରଶାସନ…

ଧର୍ମକୁ ଆଖିଠାର ନୀତିରେ ଉର୍ଣ୍ଣୟନ ମୂଳକ କାମ ମାଲକାନଗିରି //କୋରୁକୋଣ୍ଡା:(୧୬/୦୪/୨୦୨୩)ନିର୍ବାଚନ ମାହୋଲ୍ ଯେତେ ନିକଟତର 5T ସରକାର, ମୋ ସରକାର ତା' ଠାରୁ ବହୁତ୍ ଅଧିକ ଭାବରେ ତତ୍ପର । ପ୍ରତ୍ୟେକ୍ଷ ଗଣତନ୍ତ୍ରରେ ନିର୍ବାଚିତ ଜନପ୍ରତିନିଧି ଅର୍ଥାତ୍ ବିଧାୟକ ଓ ସାଂସଦ ମାନେ ସତେ

ଅଡ଼ୁଆ ସୂତା ରେ ସୁନ୍ଦରଗଡ଼ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲରେ ନିଯୁକ୍ତି ନାମରେ ଠକେଇ ମାମଲା…

ସୁନ୍ଦରଗଡ଼ ଜିଲ୍ଲା ପ୍ରତିନିଧି ସୁନ୍ଦରଗଡ଼/୧୬/୦୪/୨୩: ସୁନ୍ଦରଗଡ଼ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲରେ ନିଯୁକ୍ତି ନାମରେ ଠକେଇ ମାମଲାରେ ଟାଉନ ଥାନା ପୁଲିସ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ମଧ୍ଯରେ ମେଡିକାଲ କର୍ମଚାରୀ କାଲୋବାହାଲର ଚୈତନ୍ଯ ତନ୍ତୀ, ମାମଲାର

ଅବକାରୀ ବିଭାଗର ବାର୍ଷିକ ସମୀକ୍ଷା :କଠୋର କାର୍ଯ୍ୟାନୁଷ୍ଠାନ ଯୋଗୁଁ ୬୧ହଜାରରୁ ଅଧିକ ମାମଲା ରୁଜୁ ଓ ୪୯ହଜାରରୁ ଅଧିକ…

ଝାରସୁଗୁଡା ଓ ଏହାର ଆଖପାଖରେ ନିୟମିତ ଚଢଉ ପାଇଁ ଅବାକରୀ କମିଶନରଙ୍କ ନିର୍ଦ୍ଦେଶ ଭୁବନେଶ୍ୱର, ୧୬/୦୪ : ଅବକାରୀ ବିଭାଗର କଠୋର କାର୍ଯ୍ୟାନୁଷ୍ଠାନ ଯୋଗୁଁ ୨୦୨୨-୨୩ ବର୍ଷରେ ରାଜ୍ୟରେ ବେଆଇନ୍‍ ନିଶା କାରବାର ଅଭିଯୋଗରେ ୬୧ହଜାରରୁ ଅଧିକ ମାମଲା ରୁଜୁ ହୋଇଥିବାବେଳେ ୪୯ ହଜାରରୁ ଅଧିକ ଲୋକ

ପୁଲିସ ବ୍ରଦରହୁଡ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜିତ…

ଫୁଲବାଣୀ:କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ମାଦିକୁନ୍ଦା ରିଜର୍ଭ ପଡିଆ ଠାରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଶୁଭେନ୍ଦୁ ପାତ୍ରଙ୍କ ତତ୍ତ୍ୱାବଧାନରେ ପୁଲିସ ବ୍ରଦରହୁଡ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଛି l ଏହି ଟୁର୍ଣ୍ଣାମେଣ୍ଟ ଜିଲ୍ଲାରେ କର୍ତ୍ତବ୍ୟରତ ବିଭିନ୍ନ ସୁରକ୍ଷା ବାହିନୀଙ୍କ

ପ୍ରସିଦ୍ଧ ଗାୟକ ମଣ୍ଟୁ ଛୁରିଆ ନାମରେ କୋରାପୁଟିଆ “ଝିଲକି ଝିପା ନନୀ” ପ୍ରସିଦ୍ଧ ଗୀତ ଚୋରି ଅଭିଯୋଗ…

ମାଲକାନଗିରି : ମାଲକାନଗିରି ଜିଲ୍ଲାର ଗଣପର୍ବ ମାଲ୍ୟବନ୍ତ ମହୋତ୍ସବ ସମୟରେ "ଆମର ଜିଲ୍ଲା ମାଲକାନଗିରି, ମାଲ୍ୟବନ୍ତ ଗିରି " ଗୀତ ଲେଖି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲେ ଜିଲ୍ଲାର ହାଡୁ ତଳିଆ । ଏହାସହ ଅନେକ ଗୀତକୁ ନିଜ କଳା ମାଧ୍ୟମରେ ଲେଖିଛନ୍ତି ହାଡୁ । ତେବେ ବର୍ତ୍ତମାନ