Sign in
Sign in
Recover your password.
A password will be e-mailed to you.
ଓଡ଼ିଶା ବିଧାନସଭା ପରିଦର୍ଶନ କଲେ ଭାରତ ଗସ୍ତରେ ଆସିଥିବା ୮ଟି ଦେଶର ପ୍ରତିନିଧି…
ଭୁବନେଶ୍ୱର: ଓଡ଼ିଶା ବିଧାନସଭା ପରିଦର୍ଶନ କରିଛନ୍ତି ଭାରତ ଗସ୍ତରେ ଆସିଥିବା ୮ଟି ଦେଶର ପ୍ରତିନିଧୀ । ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା ସମ୍ପର୍କରେ ଅଧିକ ଉପଲବ୍ଧି ନିମନ୍ତେ ଭାରତ ଗସ୍ତରେ ଆସିଥିବା ପ୍ରତିନିଧୀମାନେ ବିଧାନସଭା ବୁଲି ଦେଖିଛନ୍ତି । ଓଡ଼ିଶାରେ ଗଣତାନ୍ତ୍ରିକ ପରମ୍ପରା!-->…
ଉପନିର୍ବାଚନ ପାଇଁ ବିଜେଡି ସୁପ୍ରିମୋଙ୍କ ଠାରୁ ଦଳୀୟ ଟିକେଟ ନେଲେ ଦୀପାଳି
ଭୁବନେଶ୍ୱର : ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ ପାଇଁ ଆଜି ବିଜେଡି ପ୍ରାର୍ଥୀ ଦୀପାଳି ଦାସ ନବୀନ ନିବାସରୁ ଟିକେଟ ନେଇ ଫେରିବା ପରେ ଦୀପାଳିଙ୍କ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ମୁଁ ମୁଖ୍ୟମନ୍ତ୍ରୀଙ୍କ ଆର୍ଶୀବାଦ ନେଇଛି । ବିଜୟ ନେଇ ମୁଁ ସମ୍ପୂର୍ଣ୍ଣ ଆଶାବାଦୀ । ଯେଉଁମାନେ!-->…
ହନୁମାନ ଜୟନ୍ତୀରେ ଟେକା ମାଡ଼କୁ ଓଡ଼ିଶାବାସୀ ବରଦାସ୍ତ କରିବେନି : ଗିରିରାଜ
ଭୁବନେଶ୍ୱର : ଓଡ଼ିଶା ଏକ ଶାନ୍ତିପ୍ରିୟ ଓ ସଂସ୍କୃତିସମ୍ପନ୍ନ ରାଜ୍ୟ। ମାତ୍ର ଏଠାରେ କଠୋରପନ୍ଥୀ ମୁଣ୍ଡ ଟେକୁଛନ୍ତି। ସମ୍ବଲପୁରରେ ହନୁମାନ ଜୟନ୍ତୀ ଶୋଭାଯାତ୍ରାରେ ଟେକାମାଡ଼ ହୋଇଛି। ଏହାକୁ ଓଡ଼ିଶାବାସୀ ବରଦାସ୍ତ କରିବେ ନାହିଁ କି ଦେଶ ଗ୍ରହଣ କରିବ ନାହିଁ ବୋଲି କେନ୍ଦ୍ର ଗ୍ରାମ୍ୟ!-->…
ସମ୍ବଲପୁର ହିଂସାକୁ ନେଇ ଡିଜିପିଙ୍କ ସୂଚନା : ଗଣ୍ଡଗୋଳକାରୀଙ୍କ ବିରୁଦ୍ଧରେ ନିଆ ଯିବ କଡ଼ା କାର୍ଯ୍ୟାନୁଷ୍ଠାନ
ସମ୍ବଲପୁର: ସମ୍ବଲପୁରରେ ଶାନ୍ତି ଫେରାଇ ଆଣିବା ପାଇଁ ସବୁ ଉଦ୍ୟମ ହୋଇଛି । ଉତ୍ତେଜନାକୁ ଦୃଷ୍ଟିରେ ରଖି ଅଧିକ ଫୋର୍ସ ମୁତୟନ ହୋଇଛନ୍ତି । ଏହି ସୂଚନା ଦେଇଛନ୍ତି ପୋଲିସ ଡିଜି ସୁନୀଲ ବଂଶଲ । ସମ୍ବଲପୁରରେ କିଛି ଅପ୍ରିୟ ଘଟଣା ଘଟିଛି । ଗ୍ରାଉଣ୍ଡରେ ସିନିୟର ଅଫିସର ଅଛନ୍ତି ।!-->…
ରାଜ୍ୟରେ ଗତ ୨୪ ଘଣ୍ଟାରେ ୨୦୪ କରୋନା ପଜିଟିଭ ଚିହ୍ନଟ
ଭୁବନେଶ୍ୱର : ଓଡ଼ିଶାରେ ବି ବଢୁଛି କରୋନା ସଂକ୍ରମଣ । କିନ୍ତୁ ସ୍ଥିତି ନିୟନ୍ତ୍ରଣରେ ରହିଛି । ଗତକାଲି ଅପେକ୍ଷା ସଂକ୍ରମଣ କମିଛି । ଗତ ୨୪ ଘଣ୍ଟାରେ ରାଜ୍ୟରୁ ବାହାରିଛନ୍ତି ୨୦୪ ଆକ୍ରାନ୍ତ ।
ଗତକାଲି ଏହି ସଂଖ୍ୟା ଥିଲା ୨୫୮ । ଗତ ୨୪ ଘଣ୍ଟାରେ ରାଜ୍ୟରେ ମୋଟ୍ ୫ହଜାର ୮୨୪!-->!-->!-->…
ଅଜଣା ଗାଡି ଧକ୍କାରେ ଯୁବକଙ୍କ ମୃତ୍ୟୁ…
ଭଦ୍ରକ : ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଜଗନ୍ନାଥ ପ୍ରସାଦ ପଞ୍ଚାୟତ ପାଇକସାହି ଛକ ନିକଟରେ ଅଜଣା ଗାଡି ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଆନ୍ଦୋଳା ପଞ୍ଚାୟତ ଜୁରାଗଡ଼ିଆ ଗ୍ରାମର କଟିଆ ବାରିକଙ୍କ ୨୬ ବର୍ଷୀୟ ପୁଅ ତନୁଜ ବାରିକ ବୋଲି ଜଣା ପଡିଛି।
ତନୁଜ ନିଜ ଭଉଣୀ!-->!-->!-->…
ସମ୍ବଲପୁର ଜିଲ୍ଲାର ସମସ୍ତ ସୀମା ସିଲ୍: ଅନିର୍ଦ୍ଧିଷ୍ଟ କାଳପାଇଁ କର୍ଫ୍ୟୁ…
ସମ୍ବଲପୁର: ହନୁମାନ ଜୟନ୍ତୀ ଶୋଭାଯାତ୍ରା ସମୟରେ ସମ୍ବଲପୁର ସହରରେ ଘଟିଥିବା ବ୍ୟାପକ ହିଂସାକାଣ୍ଡକୁ ନିୟନ୍ତ୍ରଣ କରିବା ପାଇଁ ଆଉ ଏକ ବଡ଼ ପଦକ୍ଷେପ ନେଇଛି ପ୍ରଶାସନ। ସମ୍ବଲପୁର ଜିଲ୍ଲାର ସମସ୍ତ ସୀମାକୁ ସିଲ୍ କରାଯାଇଛି। ଏନେଇ ଏସପି ବି ଗଙ୍ଗାଧର ସୂଚନା ଦେଇଛନ୍ତି। ଏଣେ ସ୍ଥିତିକୁ ଦେଖି!-->…
ବିଜେପି ନେତାଙ୍କୁ ଗୁଳି କରି ହତ୍ୟା…
ବିଜେପି ନେତାଙ୍କୁ ଗୁଳି କରି ହତ୍ୟା। ଏପରି ଏକ ଚାଞ୍ଚଲ୍ୟକର ଘଟଣା ଗତ କାଲି ସନ୍ଧ୍ୟାରେ ଦ୍ୱାରକାରେ ଘଟିଛି। ମୃତ ନେତାଜଣକ ହେଲେ ନଫଜଗଡ଼ ଅଞ୍ଚଳର ଭାଜପା କିଷାନ ମୋର୍ଚ୍ଚାର ଅଧ୍ୟକ୍ଷ ସୁରେନ୍ଦ୍ର କୁମାର ମଟିୟାଲା । ବିନ୍ଦାପୁର ଥାନା ଅଞ୍ଚଳରେ ଏହି ଘଟଣା ଘଟିଛି।
ଗତକାଲି ରାତି ପ୍ରାୟ!-->!-->!-->…
ଜୁଲାଇ ୧ରୁ ଆରମ୍ଭ ହେବ ଅମରନାଥ ଯାତ୍ରା…
ବାର୍ଷିକ ଅମରନାଥ ଯାତ୍ରା କେବେ ଠାରୁ ଆରମ୍ଭ ହେବ, ତା’ର ତାରିଖ ଆଜି ଘୋଷଣା କରାଯାଇଛି। ଜୁଲାଇ ୧ରୁ ବାବା ଅମରନାଥଙ୍କ ଯାତ୍ରା ଆରମ୍ଭ ହେବ। ଦୀର୍ଘ ୬୦ ଦିନ ଧରି ଏହି ଯାତ୍ରା ଚାଲିବ। ଏହି ଅବସରରେ ଦକ୍ଷିଣ କଶ୍ମୀରରେ ଥିବା ଗୁମ୍ପାକୁ ଯାଇ ଶ୍ରଦ୍ଧାଳୁମାନେ ବାବା ଅମରନାଥଙ୍କ ଦର୍ଶନ!-->…
ପୁଅର ଶେଷକୃତ୍ୟ ସମ୍ପନ୍ନ କରିଥିବା ପାଦ୍ରୀଙ୍କୁ ଭେଟିବା ପରେ ଲୁହ ଛଳଛଳ ହୋଇଗଲା ଜୋ ବାଇଡେନ୍ଙ୍କ ଆଖି…
ବାଲିନା (ଆୟର୍ଲାଣ୍ଡ୍): ପୁଅ ବିୟୁର ଶେଷକୃତ୍ୟ ସମ୍ପନ୍ନ କରିଥିବା ଜଣେ ଆଇରିସ୍ ଗୀର୍ଜାର ପାଦ୍ରୀଙ୍କ ସହିତ ଶୁକ୍ରବାର ଦିନ ହଠାତ୍ ଭେଟ ହେବା ବେଳେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ କାନ୍ଦି ପକାଇଥିବା କଥା ‘ରଏଟର୍ସ’ ରିପୋର୍ଟ କରିଛି।
ଆୟର୍ଲାଣ୍ଡ୍ ଗସ୍ତରେ ଥିବା!-->!-->!-->…