ସୁନ୍ଦରଗଡ଼ ଠାରେ ଡଃ ବି. ଆର୍. ଆମ୍ବେଦକରଙ୍କ ଜୟନ୍ତୀ ପାଳିତ

ସୁନ୍ଦରଗଡ଼-୧୪/୦୪/୨୩ ସୁନ୍ଦରଗଡ଼ ଜିଲ୍ଲା ସଦର ମହକୁମାଠାରେ ଜିଲ୍ଲାସ୍ତରୀୟ ଡଃ. ବି.ଆର୍. ଆମ୍ବେଦକରଙ୍କ ଜୟନ୍ତୀ ପାଳିତ ହୋଇଯାଇଛି I ସ୍ଥାନୀୟ ସଦଭାବନାଭବନ ଠାରେ ଆୟୋଜିତ ଏହି କାର୍ଯକ୍ରମରେ ଯୋଗ ଦେଇ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ରବି ନାରାୟଣ ସାହୁ ଭାରତୀୟ ସମ୍ବିଧାନ ପ୍ରତି

ବାଲିଗୁଡାରେ ମହାବୀର ଜୟନ୍ତୀ ଓ ପଣାସଂକ୍ରାନ୍ତି ପାଳିତ…

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ସହରର ବିଭିନ୍ନ ସ୍ଥାନରେ ଶୁକ୍ରବାର ହନୁମାନ ଜୟନ୍ତୀ ଉତ୍ସବ ଓ ମହାବିଷୁବ ସଂକ୍ରାନ୍ତି ପାଳିତ ହୋଇଯାଇଛି। ଓଡ଼ିଆ ନବବର୍ଷ ଉପଲକ୍ଷେ ଶ୍ରୀ ଜଗନ୍ନାଥ ମନ୍ଦିରରେ ଓଡ଼ିଆ ନୂଆ ପାଞ୍ଜି ଯଥା ଵିଧି ସହକାରେ ପୂଜା ଅର୍ଚନା କରାଯାଇ ଆରମ୍ଭ କରାଯାଇଥିଲା l

ପଣା ସଂକ୍ରାନ୍ତି , ହନୁମାନ ଜୟନ୍ତୀ ଓ ଓଡିଆ ନବବର୍ଷ ପାଳିତ

କାଶିପୁର : ରାୟଗଡା ଜିଲା କାଶିପୁର ବ୍ଳକ ଵିଭିନ ସ୍ଥାନରେ ଆଜି ପବିତ୍ର ପଣା ସଂକ୍ରାନ୍ତି, ପାଳିତ ହୋଇଯାଇଛି | ସେହିପରି ଆଜି ଏହି ଦିନଟି ଓଡ଼ିଆ ନବବର୍ଷ ରୂପେ ମଧ୍ୟ୍ୟ ପାଳନ କରାଯାଉଛି | ଟିକିରି ସ୍ଥିତ ଉଷାପଡା ତାରିଣୀ ମନ୍ଦିର ରେ ଯାତ୍ରାଆରମ୍ଭ ହୋଇଛି । ଆଜି ପବିତ୍ର ପଣାସଂକ୍ରାନ୍ତି

ଜିଲ୍ଲା ଅନୁସୂଚିତ ଜାତି ମୋର୍ଚ୍ଚା ତରଫରୁ ଆମ୍ବେଦକରଙ୍କ ଜୟନ୍ତୀ ପାଳିତ…

ଫୁଲବାଣୀ : ସମ୍ବିଧାନ ରଚନାର ମୁଖ୍ୟ ପୁରୋଧା ତଥା ସ୍ଵାଧୀନତା ସଂଗ୍ରାମୀ ଡ଼ଃ ଭୀମରାଓ ରାମଜୀ ଆମ୍ବେଦକରଙ୍କ ୧୩୨ ତମ ଜନ୍ମ ତିଥି ଅବସରରେ ଚକାପାଦ ଠାରେ ଜିଲ୍ଲା ଅନୁସୂଚିତ ଜାତି ମୋର୍ଚ୍ଚା ତରଫରୁ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଭାବେ ବରିଷ୍ଠ ଆଇନ୍ ଜୀବୀ ରମେଶ ଚନ୍ଦ୍ର ମହାନ୍ତି ଯୋଗ ଦେଇ

ବୌଦ୍ଧ ଜିଲ୍ଲାର ସମସ୍ତ ଗ୍ରାମପଲ୍ଲୀରେ ଦଣ୍ଡ ଓ ଝାମୁ ଯାତ୍ରା…

ବୌଦ୍ଧ : ଆଜି ବୌଦ୍ଧ ଜିଲ୍ଲାର ସମସ୍ତ ଗ୍ରାମପଲ୍ଲୀରେ ଝଲକି ଉଠିଛି ଝାମୁ ଯାତ୍ରା ଓ ଦଣ୍ଡ ନୃତ୍ୟ l ଏହି ଦଣ୍ଡ ଯାତ୍ରା ପ୍ରାୟ ୨୧ ଦିନ ଧରି ପ୍ରତ୍ୟେକ ଗାଁ ଗାଁ ରେ ଦେଖିବା କୁ ମିଳିଥାଏ l ଏହି ଦଣ୍ଡରେ ସମସ୍ତ ପ୍ରକାର ନୃତ୍ୟ ଯଥା ହର ସହିତ ପାର୍ବତୀ,ବୀଣାକାର ସଙ୍ଗେ କରାଣୀ, ଶାଳୀ ଭେନେଇ

ରୂପକ ସରକାରଙ୍କ ଅକାଳ ବିୟୋଗରେ ଦାରିଙ୍ଗବାଡ଼ିରେ ଶୋକର ଛାୟା

ଦାରିଙ୍ଗବାଡ଼ି, (୧୪/୦୪) : କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ତ୍ରିଶକ୍ତି କନଷ୍ଟ୍ରକସନ ପାର୍ଟନର ରୂପକ ସରକାରଙ୍କ ଗୁରୁବାର ବିଳମ୍ବିତ ରାତିରେ ଅକାଳ ବିୟୋଗ ହୋଇଛି। ଏହି ଖବରରେ ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ସୂଚନା ଗୁରୁବାର ରାତିରେ ଛାତି ବ୍ୟଥା ହେଲା,

ଉତ୍କଳ ବିଶ୍ବବିଦ୍ୟାଳୟରେ ଡ.ଆମ୍ବେଦକରଙ୍କ ୧୩୨ତମ ଜୟନ୍ତୀ ପାଳିତ

ଭୁବନେଶ୍ବର: ସାରା ବିଶ୍ୱରେ ଜ୍ଞାନାଲୋକର ପ୍ରତୀକ, ମହାମାନବ ତଥା ଭାରତରତ୍ନ ଡ. ଭୀମରାଓ ଆମ୍ବେଦକରଙ୍କ ନୀତି ଓ ଆଦର୍ଶ ପରିବ୍ୟାପ୍ତ ହେବାରେ ଲାଗିଛି। ଆଜି ପାଶ୍ଚାତ୍ୟ ଦେଶଗୁଡିକରେ ବାବାସାହେବଙ୍କ ଜ୍ଞାନ ଓ ଗାରିମାର ଭରପୁର ଚର୍ଚ୍ଚା ହେଉଥିବାବେଳେ ସମାଜର ସବୁ ପ୍ରକାର ବାଧାବିଘ୍ନକୁ ଏଡାଇ

ଭାରତରତ୍ନ ବାବାସାହେବ ଆମ୍ବେଦକରଙ୍କ ୧୩୨ତମ ଜୟନ୍ତୀ ପାଳନ

ବ୍ରହ୍ମପୁର ଇଞ୍ଜିନିୟରିଂ ସ୍କୁଲ ଛକରେ ପୂର୍ଣ୍ଣାଙ୍ଗ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ପୂଜ୍ୟପୂଜା ସମିତିର ଦାବୀ ବ୍ରହ୍ମପୁର (୧୪/୦୪) : ମାନବ ଅଧିକାର ସୁରକ୍ଷା ମଞ୍ଚର ସାଂସ୍କୃତିକ ବିଭାଗ ପୂଜ୍ୟପୂଜା ସମିତି ପକ୍ଷରୁ ଆଜି ଡ଼. ଭୀମରାଓ ଆମ୍ବେଦକରଙ୍କ ୧୩୨ ତମ ଜୟନ୍ତିରେ ଲାଞ୍ଜିପଲ୍ଲୀ

ଆମ୍ବେଦକରଙ୍କ ୧୩୨ ତମ ଜନ୍ମ ଜୟନ୍ତୀ ପାଳିତ

ଫୁଲବାଣୀ : ଅଲ ଇଣ୍ଡିଆ ଏସ ସି ଫେଡ଼ରେସନର ଆନୁକୁଲ୍ୟରେ ଜାଗ୍ରତ୍ କନ୍ଧମାଳର ପ୍ରତିଷ୍ଠାତା ତଥା ଆଇନଜିବୀ ସତ୍ୟ ନାରାୟଣ ବେହେରାଙ୍କ ନେତୃତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ଭାରତ ବର୍ଷର ସମ୍ବିଧାନ ପ୍ରଣେତା, ସର୍ବ ଶ୍ରେଷ୍ଠ ଆଇନଜ୍ଞ, ବିଶ୍ୱର ଭାଷା ବିତ ଡ଼ଃ ବାବା ସାହେବ ଭୀମରାଓ

ଅଟୋ ଦୁର୍ଘଟଣାରେ ୬ଜଣ ଆହତ…

ଦାରିଙ୍ଗବାଡ଼ି,୧୪/୪ : ଦାରିଙ୍ଗବାଡ଼ି ଥାନା ଦାରିଙ୍ଗବାଡ଼ି-ବ୍ରାହ୍ମଣୀଗାଁ ପୁର୍ତ୍ତ ବିଭାଗ ରୋଡ଼ ପାଙ୍ଗାଲୀ ସିଜିଗାଣ୍ଡା ଘାଟି ବୁଲାଣିରେ ଅଟୋ ଭାରସାମ୍ୟ ହରାଇ ୨୦ଫୁଟ ତଳକୁ ଖସି ଦୁର୍ଘଟଣା ଘଟିଛି। ଫଳରେ ଅଟୋରେ ବସିଥିବା ୬ଜଣ ଆହତ ହୋଇଥିଲେ। ଖବର ପାଇ ଦାରିଙ୍ଗବାଡ଼ି ପୋଲିସ ଘଟଣା