Sign in
Sign in
Recover your password.
A password will be e-mailed to you.
ବ୍ରାହ୍ମଣୀଗାଁ ବଜାର ରାସ୍ତା ପ୍ରଶସ୍ତିକରଣ କାର୍ଯ୍ୟର ଶୁଭାରମ୍ଭ
ଦାରିଙ୍ଗବାଡି (୧୩/୦୪) : କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ଦ୍ଵିତୀୟ ବୃହତମ ବଜାର ବ୍ରାହ୍ମଣୀଗାଁ ଅଟେ। ଏହି ବଜାର ରାସ୍ତାର ପ୍ରଶସ୍ତି କରଣ ନେଇଁ ଆଜି ବ୍ରାହ୍ମଣୀଗାଁ ଗ୍ରାମ ପଞ୍ଚାୟତ ରାଜୀବ ଗାନ୍ଧୀ ସଭା ଗୃହରେ ବ୍ୟବସାୟୀ ଗୋଷ୍ଠୀକୁ ନେଇଁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ!-->…
ବିଭିନ୍ନ ଦାବିରେ ଶ୍ରମିକଙ୍କ ଆନ୍ଦୋଳନ
ଛତ୍ରପୁର : ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ଆଇଆର୍ଇ କମ୍ପାନୀ ପରିସରରେ ଥିବା ରିପ୍ ପ୍ଲାଣ୍ଟରେ କାର୍ଯ୍ୟ କରୁଥିବା ଶ୍ରମିକମାନଙ୍କ ବିଭିନ୍ନ ସମସ୍ୟା ଲାଗି ରହିଛି। ଏହି ଦାବି ପୂରଣ ନେଇ ପୂର୍ବରୁ ଆଇଆର୍ଇ କର୍ତ୍ତୃପକ୍ଷ ପ୍ରତିଶ୍ରୁତି ଦେଇଥିଲେ ମାତ୍ର ୩ ମାସ ପରେ ବି ଏହି ଦାବି ପୂରଣ!-->…
ପତ୍ର ଏବଂ କରପତ୍ର ମାଧ୍ୟମରେ ଦଣ୍ଡୁଆମାନଙ୍କୁ ସଚେତନ କରାଇଲା ଜାଗରଣ ମଂଚ…
ଫୁଲବାଣୀ : ଗତ କିଛିଦିନ ହେଲା ଫୁଲବାଣୀ ସହରରେ ଦଣ୍ଡନାଚ ସଂପ୍ରଦାୟ ସହରବାସୀଙ୍କ ମନୋରଞ୍ଜନ ତଥା ମାନସିକ ପୁରଣ ସକାସେ ଦଣ୍ଡନାଚ ପରିବେଶଣ କରିଚାଲିଛନ୍ତି । ଗତ ତା.୨୧/୦୨/୨୨- ୨୦ ୨୩ ରିଖରେ କନ୍ଧମାଳ ଜାଗରଣ ମଂଚ ଆୟୋଜନରେ ବୌଦ୍ଧ, ଦଶପଲ୍ଲା, କନ୍ଧମାଳର ଦଣ୍ଡୁଆ ଭାଇମାନେ ଏକତ୍ରିତ ହୋଇ!-->…
ତାପମାତ୍ରା ବୃଦ୍ଧି ଯୋଗୁଁ ସାଧାରଣ ଜୀବନ ଅସ୍ତବ୍ୟସ୍ତ
ବ୍ରହ୍ମପୁର : ସାରା ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ | ଦିନକୁ ଦିନ ବୃଦ୍ଧି ପାଉଛି ତାପମାତ୍ରା | ବ୍ରହ୍ମପୁର ସହରରେ ଅସ୍ତବ୍ୟସ୍ତ ହୋଇପଡୁଛି ସାଧାରଣ ଜୀବନ ଅଧିକାଂଶ ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ୩୫ ଡିଗ୍ରି ରୁ ଅଧିକା ରହିଛି । ଏହି ଗ୍ରୀଷ୍ମକୁ ନେଇ ଚିନ୍ତାରେ ଲୋକେ । ଚଳିତ!-->…
ଦେଢ କୁଇଣ୍ଟାଲ ଗଞ୍ଜେଇ ଜବତ…
ବ୍ରହ୍ମପୁର : ବ୍ରହ୍ମପୁର ଅବକାରୀ ଗୁଇନ୍ଦା ମିଳିଛି ବଡ଼ ସଫଳତା | ମୋହନାରୁ ଭୁବନେଶ୍ୱର କୁ ଗଞ୍ଜେଇ ଚୋରା ଚାଲାଣ ସମୟରେ ଦେଢ଼ କୁଇଣ୍ଟାଲ ଗଞ୍ଜେଇ ଜବତ ଜଣେ ଗିରଫ ହୋଇଛି।
ଆଜି ପୂର୍ବାହ୍ନ ରେ ବିଶେଷ ସୂତ୍ରରୁ ଖବର ପାଇଁ ବ୍ରହ୍ମପୁର ଫାଷ୍ଟ ଗେଟ ଅଞ୍ଚଳରେ ଯାଞ୍ଚ କରିଥିଲା ଅବକାରୀ!-->!-->!-->…
ବ୍ରହ୍ମପୁର ମହାନଗର ନିଗମର ସମସ୍ତ ଜଳାଶୟ ଗୁଡିକ ମିଶନ ଶକ୍ତି ସହଭାଗିତାରେ ହେବ ରୂପାନ୍ତରୀକରଣ…
ବ୍ରହ୍ମପୁର : ବ୍ରହ୍ମପୁର ମହାନଗର ନିଗମର ସମସ୍ତ ଜଳାଶୟ ଗୁଡିକ ମିଶନ ଶକ୍ତି ସହଭାଗୀତାରେ ହେବ ରୂପାନ୍ତରିକରଣ, ଏନେଇ ଦକ୍ଷତା ବୃଦ୍ଧି କର୍ମଶାଳା ଟାଉନ ହଲ ଠାରେ ଆୟୋଜିତ ହୋଇଯାଇଛି।
ବ୍ରହ୍ମପୁର ମହାନଗର ନିଗମ ମେୟର ସଂଘମିତ୍ରା ଦଳେଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ!-->!-->!-->!-->!-->…
ଜଙ୍ଗଲରେ କାଠ ସଂଗ୍ରହ ସମୟରେ ଜଙ୍ଗଲି ବାରା ଆକ୍ରମଣରେ ଗୁରୁତର…
ମାଲକାନଗିରି : ଜଙ୍ଗଲକୁ କାଠ ଆଣିବାକୁ ଯାଇ ଜଙ୍ଗଲି ବାରା ଆକ୍ରମଣରେ ଆହତ ଏପରି ଏକ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ବାଲିମେଳା ନିଳାଦିନଗର ପଞ୍ଚାୟତର ପରାଜାଗୁଡା ଗ୍ରାମରେ। ସୂଚନା ଅନୁଯାୟୀ ପରାଜାଗୁଡା ଗ୍ରାମର ନରସିଙ୍ଗ କାଡାମ ଗତକାଲି ସଖାଳ ୯ ଘଟିକା ସମୟରେ ସମୟରେ!-->!-->!-->…
ଗ୍ରୀଷ୍ମ ପ୍ରବାହର ମୁକାବିଲା ଓ ପଦକ୍ଷେପ ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା
ଭୁବନେଶ୍ୱର : ରାଜ୍ୟରେ ଗ୍ରୀଷ୍ମ ପ୍ରବାହର ମୁକାବିଲା ପାଇଁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ ବିଭିନ୍ନ ବିଭାଗ ସହ ଏକ ସମୀକ୍ଷା ବୈଠକ କରିଛନ୍ତି । ବୈଠକରେ ଗ୍ରୀଷ୍ମ ପ୍ରବାହର ମୁକାବିଲା ପାଇଁ କ୍ଷେତ୍ରୀୟ ସ୍ତରରେ ବ୍ୟାପକ ବ୍ୟବସ୍ଥା କରିବା ପାଇଁ ନିଷ୍ପତ୍ତି!-->…
ରାଜଧାନୀ ପ୍ରତିଷ୍ଠା ଦିବସ ଉପଲକ୍ଷେ ସ୍ୱତନ୍ତ୍ର ଫଟୋଚିତ୍ର ପ୍ରଦର୍ଶନୀ
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ୭୫ତମ ପ୍ରତିଷ୍ଠା ଦିବସ ଅବସରରେ ଆୟୋଜିତ ସ୍ୱତନ୍ତ୍ର ଫଟୋଚିତ୍ର ପ୍ରଦର୍ଶନୀ ଗୌରବମୟ ଅତୀତ ଓ ବର୍ତ୍ତମାନକୁ ଏକତି୍ରତ କରି ଭୁବନେଶ୍ୱରର ପ୍ରାଚୀନ ଐତିହ୍ୟ, ପ୍ରତିଷ୍ଠା, କ୍ରମବିକାଶ ଓ ସମୃଦ୍ଧିର ବାର୍ତ୍ତାବହନ କରିଛି। ମନ୍ଦିରମାଳିନୀ ଭୁବନେଶ୍ୱର ଆଜି!-->…
ଯୁଦ୍ଧ ପାଇଁ ପ୍ରସ୍ତୁତ ରୁହ: ଜିନପିଙ୍ଗ…
ତାଇଓ୍ଵାନ-ଚୀନ୍ ଭିତରେ ଘନେଇଲା ଯୁଦ୍ଧ ଆଶଙ୍କା । ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ ସେନାକୁ ନିର୍ଦ୍ଦେଶ ଦେଲେ ଚୀନ ରାଷ୍ଟ୍ରପତି ସି ଜିନ ପିଙ୍ଗ। ତାଇଓ୍ଵାନ ଓ ଫିଲିପାଇନ୍ସ ସୀମାରେ ଆମେରିକା ବେସ୍ କରୁଥିବାରୁ ଚିହିଙ୍କି ଉଠିଛି ବେଜିଂ । ଗତକାଲି ଜିନପିଙ୍ଗ ସଶସ୍ତ୍ର ବାହିନୀର ସାଉଥ!-->…