Sign in
Sign in
Recover your password.
A password will be e-mailed to you.
ଏନକାଉଣ୍ଟରରେ ଅତୀକ୍ ଅହମଦଙ୍କ ପୁଅ ନିହତ ହେବା ପରେ ପ୍ରତିକ୍ରିୟା ରଖିଲେ ଉମେଶ ପାଲଙ୍କ ପତ୍ନୀ ଓ ମା’
ନୂଆଦିଲ୍ଲୀ: ୨୦୦୫ରେ ବହୁଜନ ସମାଜ ପାର୍ଟିର ସାଂସଦ ରାଜୁ ପାଲ୍ଙ୍କ ହତ୍ୟାକାଣ୍ଡର ମୁଖ୍ୟ ସାକ୍ଷୀ ଥିଲେ ଉମେଶ ପାଲ୍। ଏଥିରେ ଅଭିଯୁକ୍ତ ଥିଲେ ଅତୀକ୍। ଫେବ୍ରୁଆରି ୨୪ ତାରିଖ ଦିନ ପ୍ରୟାଗରାଜ ବାସଭବନ ବାହାରେ ଉମେଶ ପାଲ୍ ଏବଂ ତାଙ୍କର ଦୁଇଜଣ ଅଙ୍ଗରକ୍ଷୀଙ୍କୁ ଗୁଳି କରି ହତ୍ୟା!-->…
ଦେଶରେ ୧୦ ହଜାର ଟପିଲା ଦୈନିକ କରୋନା ସଂକ୍ରମଣ
ନୂଆଦିଲ୍ଲୀ : ଦେଶରେ କରୋନା ବିସ୍ଫୋରଣ। ୧୦ ହଜାର ଟପିଲା ଦୈନିକ ସଂକ୍ରମଣ। ଗତ ୨୪ ଘଣ୍ଟାରେ ଦେଶରୁ ଚିହ୍ନଟ ହୋଇଛନ୍ତି ୧୦ହଜାର ୧୫୮ ପଜିଟିଭ୍ । ୭ ମାସରେ ସର୍ବାଧିକ ରହିଛି ଦୈନିକ କେସ୍। ଗତକାଲି ଏହି ସଂଖ୍ୟା ଥିଲା ୭ହଜାର ୮୩୦ । ସଂକ୍ରମଣ ସହ ଉପରମୁହାଁ କୋଭିଡ୍ ଆକ୍ଟିଭ୍ କେସ୍ ।!-->…
ଅସଦର ମିଛ ଏନକାଉଣ୍ଟର ହୋଇଛି : ଅଖିଳେଶ
ଲକ୍ଷ୍ନୌ : ଉତ୍ତରପ୍ରଦେଶର କୁଖ୍ୟାତ ମାଫିଆ ଓ ବାହୁବଳୀ ଅତୀକ୍ ଅହମ୍ମଦର ପୁଅ ଅସଦ ପୁଲିସ ଏନ୍ କାଉଣ୍ଟରରେ ନିହତ ହେବା ଘଟଣା ସମଗ୍ର ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ଏହାକୁ ନେଇ ରାଜନୀତି ମଧ୍ୟ ଆରମ୍ଭ ହୋଇଯାଇଛି ।
ସମାଜବାଦୀ ନେତା ଅଖିଳେଶ ଯାଦବ ଏହି ଏନକାଉଣ୍ଟରକୁ ଏକ ମିଛ!-->!-->!-->…
ଭାରତରେ ପ୍ରଥମ ଥର ପାଇଁ ନଦୀ ତଳେ ଚାଲିଲା ମେଟ୍ରୋ ଟ୍ରେନ୍
କୋଲକାତା: ଇତିହାସ ସୃଷ୍ଟି କଲା କୋଲକାତା ମେଟ୍ରୋ, ପ୍ରଥମ ଥର ଅଣ୍ଡର ୱାଟର ତଳେ ଚାଲିଲା ମେଟ୍ରୋ ଟ୍ରେନ୍। ଭାରତରେ ପ୍ରଥମ ଥର ପାଇଁ ନଦୀ ତଳେ ଚାଲିଲା ମେଟ୍ରୋ ଟ୍ରେନ୍। ବିଭିନ୍ନ ସହରରେ ଭୂମି ଉପରେ ଓ ଭୂମି ତଳେ ମେଟ୍ରୋ ଟ୍ରେନ୍ ଚାଲିବାର ବ୍ୟବସ୍ଥା କରାଯାଇଥିବା ବେଳେ କୋଲକାତାରେ!-->…
ରାଷ୍ଟ୍ରୀୟ ରୋଜଗାର ମେଳାରେ ଆଉ ୭୧ ହଜାର ପାଇଲେ ନିଯୁକ୍ତି ପତ୍ର
ନୂଆଦିଲ୍ଲୀ :ରାଷ୍ଟ୍ରୀୟ ରୋଜଗାର ମେଳାରେ ଆଜି ଆଉ ୭୧ ଜଣଙ୍କୁ ବିଭିନ୍ନ ବିଭାଗରେ ନିଯୁକ୍ତି ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଭିଡିଓ କନଫରେନ୍ସିଂ ଜରିଆରେ ଏହି ମେଳାରେ ଭାଗ ନେଇ ନିଯୁକ୍ତିପତ୍ର ବାଣ୍ଟିଛନ୍ତି। କେନ୍ଦ୍ର ସରକାର ବିଭିନ୍ନ ବିଭାଗରେ ସମସ୍ତଙ୍କୁ ନିଯୁକ୍ତି!-->…
ପୁଅର ଏନକାଉଣ୍ଟର ଖବର ଶୁଣି କୋର୍ଟରେ କାନ୍ଦିଲେ ଅତିକ ଅହମଦ
ନୂଆଦିଲ୍ଲୀ: ଏପ୍ରିଲ ୧୩ ତାରିଖରେ ଝାନ୍ସୀରେ ଉତ୍ତର ପ୍ରଦେଶର ‘ସ୍ପେସାଲ୍ ଟାସ୍କ୍ ଫୋର୍ସ’ର (ଏସ୍ଟିଏଫ୍) ଏନ୍କାଉଣ୍ଟର୍ରେ ଉମେଶ ପାଲ୍ ହତ୍ୟା ମାମଲାର ଅନ୍ୟତମ ଅଭିଯୁକ୍ତ ଅତୀକ୍ ଅହମଦ୍ଙ୍କ ପୁଅ ଅସଦ୍ ନିହତ ହୋଇଛନ୍ତି।
ପୁଲିସର କହିବା ଅନୁସାରେ, ଉତ୍ତର ପ୍ରଦେଶ!-->!-->!-->…
କର୍ଣ୍ଣାଟକା ବିଧାନସଭା ନିର୍ବାଚନ: ବିଜେପିରୁ ଇସ୍ତଫା ଦେଲେ ବିଧାୟକ ଏମ୍.ପି କୁମାରସ୍ୱାମୀ
କର୍ଣ୍ଣାଟକା ବିଧାନସଭା ନିର୍ବାଚନ ପାଇଁ ବୁଧବାର ରାତିରେ ବିଜେପି ତା’ର ଦ୍ୱିତୀୟ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏଥିରେ ୨୩ ଜଣଙ୍କ ନାଁ ରହିଛି। ତେବେ ଏହି ତାଲିକାରେ ନାଁ ନଥିବାରୁ ଦଳରୁ ଇସ୍ତଫା ଦେଇଛନ୍ତି ବିଧାୟକ ଏମ୍.ପି କୁମାରସ୍ୱାମୀ। ଏହା ସହିତ ସେ ବିଧାୟକ ପଦରୁ ମଧ୍ୟ ଇସ୍ତଫା!-->…
ଅସଦ ଅହମ୍ମଦର କାହାଣୀ : ୬ ମାସ ତଳେ ଅପରାଧ ସାମ୍ରାଜ୍ୟରେ ପ୍ରବେଶ କରିଥିଲା
ପ୍ରୟାଗରାଜ : ଉମେଶ ପାଲ ହତ୍ୟା କାଣ୍ଡରେ ୱାଣ୍ଟେଡ୍ ଥିବା ମାଫିଆରୁ ରାଜନେତା ପାଲଟିଥିବା ଅତୀକ୍ ଅହମ୍ମଦର ପୁଅ ଅସଦ ପୁଲିସ ଏନ୍ କାଉଣ୍ଟରରେ ନିହତ ହେବା ଘଟଣା ସମଗ୍ର ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି ।
କୁହାଯାଉଛି ଯେ ଅସଦ ମାତ୍ର ୬ ମାସ ତଳେ ଅପରାଧ ଦୁନିଆରେ ପାଦ ରଖିଥିଲା । ଉମେଶ!-->!-->!-->…
ରାହୁଲ୍ ଗାନ୍ଧୀଙ୍କର ଅପୂରଣୀୟ କ୍ଷତି ହୋଇଛି: ଶୁଣାଣି ବେଳେ ସୁରତ ଅଦାଲତଙ୍କୁ କହିଲେ ଓକିଲ
ସୁରତ: ମୋଦୀ ସାଙ୍ଗିଆ ମନ୍ତବ୍ୟ ଯୋଗୁଁ ଅପରାଧିକ ମାନହାନି ମାମଲାରେ ଦୋଷୀ ସାବ୍ୟସ୍ତ କରାଯିବାରୁ ରାହୁଲ୍ ଗାନ୍ଧୀଙ୍କର ଅପୂରଣୀୟ କ୍ଷତି ହୋଇଛି ବୋଲି ଆଜି ସୁରତ ଅଦାଲତରେ ତାଙ୍କ ଓକିଲ କହିଛନ୍ତି।
ଜିଲ୍ଲା ଅଦାଲତଙ୍କ ରାୟ ଉପରେ ରହିତାଦେଶ ଜାରି କରିବା ଲାଗି ରାହୁଲ୍ ଗାନ୍ଧୀ ଦାଏର!-->!-->!-->…
ଏନ୍କାଉଣ୍ଟର୍ରେ ଅତୀକ୍ ଅହମଦ୍ଙ୍କ ପୁଅ ଅସଦ୍ ନିହତ…
ନୂଆଦିଲ୍ଲୀ: ଆଜି ଝାନ୍ସୀରେ ଉତ୍ତର ପ୍ରଦେଶର ‘ସ୍ପେସାଲ୍ ଟାସ୍କ୍ ଫୋର୍ସ’ର (ଏସ୍ଟିଏଫ୍) ଏନ୍କାଉଣ୍ଟର୍ରେ ଉମେଶ ପାଲ୍ ହତ୍ୟା ମାମଲାର ଅନ୍ୟତମ ଅଭିଯୁକ୍ତ ଅତିକ୍ ଅହମଦ୍ଙ୍କ ପୁଅ ଅସଦ୍ ନିହତ ହୋଇଛନ୍ତି।
ଡେପୁଟି ଏସ୍.ପି. ନବେନ୍ଦୁ ଏବଂ ବିମଳଙ୍କ ନେତୃତ୍ବାଧୀନ ଉତ୍ତର!-->!-->!-->…