ପୋଖରୀ ହିଡରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ପାଟଣାଗଡ : ପୋଖରୀ ହିଡରୁ ଯୁବକଙ୍କ ମୃତଦେହ ଉଦ୍ଧାର । ପାଟଣାଗଡ ଉପଖଣ୍ଡ ଲରମ୍ଭା ଥାନା ଅନ୍ତର୍ଗତ ଗଭରା ଗାଁର ପୋଖରୀ ହିଡରେ ସେହି ଗାଁର ବିନୋଦ ବରିହା ନାମକ ଜଣେ ଯୁବକଙ୍କ ମୃତଦେହ ଠାବ ହୋଇଛି । ପାରିପାର୍ଶ୍ବିକ ପରିସ୍ଥିତିରୁ ଏକ ହତ୍ୟାକାଣ୍ଡ ବୋଲି ଅନୁମାନ କରାଯାଉଛି । ଗତକାଲି

ଝାରସୁଗୁଡା ଉପନିର୍ବାଚନ : ଟଙ୍କଧର ବିଜେପି ବିଧାୟକ ପ୍ରାର୍ଥୀ ଘୋଷଣା

ଝାରସୁଗୁଡ଼ା: ଆଜି ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ। ଏନେଇ ଗତକାଲି ବିଜେପି ମଧ୍ୟ ତା ପ୍ରାର୍ଥୀର ନାମ ଘୋଷଣା କରିଛି। ବିଜେପି ପକ୍ଷରୁ ଟଙ୍କଧର ତ୍ରିପାଠୀ ଙ୍କୁ ରାଜ୍ୟ ବିଜେପି ବିଧାୟକ ପ୍ରାର୍ଥୀ ଭାବେ ଚୟନ ଗତକାଲି ବିଧିବଦ୍ଧ ଭାବେ ଘୋଷଣା କରିଛି। ଅନେକ

ଶୋଇଥିବା ବେଳେ ଏସି ସଟ୍‌ସର୍କିଟରୁ ଲାଗିଲା ନିଆଁ : ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଲୋଚାପଡା ମୁଖ୍ୟ ରାସ୍ତା ରେଡ଼ିଓ ଷ୍ଟେସନ ନିକଟରେ ଘଟିଛି ଅଗ୍ନିକାଣ୍ଡ। ଏସି ସଟ୍‌ସର୍କିଟ୍‌ ଯୋଗୁ ଚାଲିଗଲା ମହିଳାଙ୍କ ଜୀବନ । ମାତ୍ର ମହିଳାଙ୍କ ସ୍ୱାମୀ ଏହି ଅଘଟଣରୁ ବର୍ତ୍ତି ଯାଇଥିବା ବେଳେ ତାଙ୍କ ଅବସ୍ଥା ଗୁରୁତର ଥିବା ଜଣାଯାଇଛି। ମୃତା ମହିଳା

ସମ୍ବଲପୁର ପଥର ମାଡ ଘଟଣାରେ ୨୫ ଅଟକ…

ସମ୍ବଲପୁର : ଗତକାଲି ସମ୍ବଲପୁରରେ ହନୁମାନ ଜୟନ୍ତୀ ବାଇକ୍‌ ରାଲି ବେଳେ ୨ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳରୁ ପଥର ମାଡ଼। ଗୋବିନ୍ଦତଲାରୁ ବିଶାଳ ବାଇକ ଶୋଭାଯାତ୍ରା ବାହାରିଥିବା ବେଳେ ମୋତିଝରଣ ନିକଟରେ ଅନ୍ୟ ଏକ ଗୋଷ୍ଠୀ ପଥର ମାଡ଼ କରିଥିଲେ। ପୋଲିସ କର୍ମଚାରୀଙ୍କ ଉପରେ ମଧ୍ୟ ପଥର ମାଡ଼

ରାଜଧାନୀ ପ୍ରତିଷ୍ଠା ଦିବସ ସମାରୋହ, ଆଜି ଭୁବନେଶ୍ୱର ପାଳୁଛି ପ୍ଲାଟିନମ୍‌ ଜୁବ୍‌ଲି…

ଭୁବନେଶ୍ବର: ୭୫ ବର୍ଷରେ ପାଦ ଥାପିଛି ରାଜ୍ୟ ରାଜଧାନୀ ଭୁବନେଶ୍ବର। ୭୫ତମ ପ୍ରତିଷ୍ଠା ଦିବସ ଅବସରରେ ଗୁରୁବାର ଭୁବନେଶ୍ବର ପାଳୁଛି ପ୍ଲାଟିନମ ଜୁବଲୀ। ଏହି ଅବସରରେ ବିଧାନସଭା ସୌଧ ସମ୍ମୁଖରେ ଥିବା ରାଜଧାନୀ ପ୍ରତିଷ୍ଠା ଫଳକରେ ପୁଷ୍ପଗୁଚ୍ଛ ଅର୍ପଣ କରାଯାଇଛି। ମୁଖ୍ୟ ଅତିଥି ଭାବେ ଯୋଗ ଦେଇ

ସରୋଜ କର୍ଣ୍ଣ ହେଲେ କେନ୍ଦୁପତ୍ର କର୍ମଚାରୀ ସଂଘ ରାଜ୍ୟ ଉପସଭାପତି…

ଫୁଲବାଣୀ : କନ୍ଧମାଳ ବିଜେଡି ଜିଲ୍ଲା ସଭାପତି ସରୋଜ କର୍ଣ୍ଣ ରାଜ୍ୟ କେନ୍ଦୁପତ୍ର କର୍ମଚାରୀ ରାଜ୍ୟ ଉପସଭାପତି ଭାବେ ମନୋନୀତ ହୋଇଛନ୍ତି। ସମ୍ବଲପୁରରେ ଗତ ୧୦ ତାରିଖ ଦିନ ଆୟୋଜିତ ସଙ୍ଘର ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ସରୋଜଙ୍କୁ ଏହି ପଦ ନିମନ୍ତେ ସର୍ବସମ୍ମତି କ୍ରମେ

ଜି ୨୦ ସମୀକ୍ଷକ ଙ୍କ କେନ୍ଦ୍ରୀୟ ବିଦ୍ୟାଳୟ ପରିଦର୍ଶନ…

ମାଲକାନଗିରି :ସ୍ଥାନୀୟ କେନ୍ଦ୍ରୀୟ ବିଦ୍ୟାଳୟ କୁ ଜି୨୦ ସମୀକ୍ଷକ ଇନ୍ଦିରା ଠାକୁର (ମ୍ୟାନେଜର, ଜାତୀୟ କୌଶଳ ବିକାଶ ନିଗମ) ଓ ଶୁଭଶ୍ରୀ ସାହୁ (ମହାତ୍ମା ଗାନ୍ଧୀ ଜାତୀୟ ଫେଲୋ) ପରିଦର୍ଶନ କରିଥିଲେ l ସ୍ଥାନୀୟ ନୋଡାଲ ଅଫିସର ଡ଼ ରଞ୍ଜନ କୁମାର ସ୍ୱାଇଁ ଏହି ପରିଦର୍ଶନ ରେ ସହଯୋଗ କରିଥିଲେ

ସୁନ୍ଦରଗଡ଼ ବିଜେଡି ପ୍ରତିନିଧି ମଣ୍ଡଳୀର ଅବସର ପ୍ରାପ୍ତ ସରକାରୀ କର୍ମଚାରୀଙ୍କ ପେନସନ ପାଇଁ ଜିଲ୍ଲା ଅଡିଟ ଅଧିକାରୀଙ୍କ…

ସୁନ୍ଦରଗଡ଼ :- ରାଉରକେଲା ମହାନଗର ନିଗମରେ ପୂର୍ବରୁ କାର୍ଯ୍ୟ କରୁଥିବା ଅବସରପ୍ରାପ୍ତ କର୍ମଚାରୀଙ୍କ ପେନସନ ପାଇଁ ଆବଶ୍ୟକ ନଥିପତ୍ର ସବୁର ନିରୀକ୍ଷଣ ପାଇଁ ସୁନ୍ଦରଗଡ଼ ଜିଲ୍ଲା ଅଡିଟ ଅଧିକାରୀଙ୍କ ପାଖକୁ ମ୍ୟୁନିସିପାଲ କର୍ପୋରେସନ କମିଶନର ଗତ ଜୁଲାଇ ୨୫ ତାରିଖ ଦିନ ଚିଠି ନମ୍ବର ୯୬୮୯

ଛେଳି ବେପାରୀଙ୍କୁ ଗୁଳି ମାରି ଲୁଟିନେଲେ ୯ ଲକ୍ଷ..

ସୁନ୍ଦରଗଡ଼/ଲେଫ୍ରିପଡା- ୧୩/୦୪/୨୩ ଆଜି ସକାଳେ ଲେଫ୍ରିପଡା ଥାନା ଛଟେନପାଲି ତାରିଣୀ ମନ୍ଦିର ନିକଟରେ ଏକ ଗୁଳିକାଣ୍ଡ ଘଟିଛି। ଅଜ୍ଞାତ ଦୁର୍ବୃତ୍ତମାନେ ଏକ ଛେଳି ବେପାରୀଙ୍କୁ ଗୁଳି ମାରି ହତ୍ଯା କରି ପ୍ରାୟ ୯ ଲକ୍ଷ ଟଙ୍କା ଲୁଟି ଫେରାର ହୋଇଯାଇଥିବା କୁହାଯାଉଛି। ମୃତକ ଭଷ୍ମା ଥାନା

ଓଡ଼ିଶା ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଓରିଏଣ୍ଟେସନ୍ କର୍ମଶାଳା

ବ୍ରହ୍ମପୁର : ଓଡ଼ିଶା ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଆନୁକୂଲ୍ୟରେ ପାଞ୍ଚଟି ଜିଲ୍ଲାର ସହରାଞ୍ଚଳ ଅଧିକାରୀ ଙ୍କୁ ନେଇ ଓରିଏଣ୍ଟେସନ୍ କର୍ମଶାଳା ଏମ୍ .କେ.ସି.ଜି ପ୍ରେକ୍ଷାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଏଜେଣ୍ଡା ପ୍ରସ୍ତୁତ କରିଛି ନଗର