ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ…

ବ୍ରହ୍ମପୁର : ସାମନ୍ତରାୟ ଏକାଡେମୀ ପକ୍ଷରୁ ମନୋନୀତ ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ଏହି ପରିପ୍ରେକ୍ଷୀରେ ଏକାଡେମୀର ନିର୍ଦ୍ଦେଶକ ଶ୍ରୀ ଦେବେଶ ସାମନ୍ତରାୟ ନିଜ ବକ୍ତବ୍ୟରେ କହିଛନ୍ତି ଯେ, କଠିନ ପରିଶ୍ରମ ଓ ଦୀର୍ଘ ଦିନର ସଂଘର୍ଷ ହିଁ ଆଜି

‘ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଜିଲ୍ଲାମାନଙ୍କୁ ପ୍ରସ୍ତୁତ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି’

ଭୁବନେଶ୍ବର: ରାଜ୍ୟରେ ପ୍ରଚଣ୍ଡ ଖରା ଜାରି ରହିଛି। ତାପମାତ୍ରା ବଢିବା ସହ ଗ୍ରୀଷ୍ମ ପ୍ରବାହ ତୀବ୍ର ହେଉଥିବା ବେଳେ ଏ ନେଇ ଜନସ୍ବାସ୍ଥ୍ୟ ବିଭାଗ ପ୍ରସ୍ତୁତି ଆରମ୍ଭ କରିଛି। ଏ ପ୍ରସଙ୍ଗରେ ନିଜର ମତ ରଖିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର। ସେ କହିଛନ୍ତି,

ବିନାୟକ ଆଚାର୍ଯ୍ୟ ସ୍ମାରକୀ କ୍ରିକେଟ ଚତୁର୍ଥ ଦିନ : ଆସ୍କାର ପାନାସୋନିକ କ୍ରିକେଟ କ୍ଲବ ବିଜୟୀ

ବ୍ରହ୍ମପୁର : ବିନାୟକ ଆଚାର୍ଯ୍ୟ କଲେଜ ପଡିଆ ଠାରେ ଜୁନିୟର କ୍ରିକେଟ କ୍ଲୁବ ପକ୍ଷରୁ ପଞ୍ଚମ ଜ଼ିଲ୍ଲାସ୍ତରୀୟ ବିନାୟକ ଆଚାର୍ଯ୍ୟ କ୍ରିକେଟ ଟୁର୍ନାମେଣ୍ଟର ଚତୁର୍ଥ ଦିନ ପାନାସୋନିକ କ୍ରିକେଟ କ୍ଲବ (ଆସ୍କା )ବନାମ ରାମେଶ୍ୱର ସ୍ପୋର୍ଟିଙ୍ଗି କ୍ଲୁବ (ବ୍ରହ୍ମପୁର )ମଧ୍ୟରେ ଅନୁଷ୍ଠିତ ହୋଇଥିଲା

ଏ ବର୍ଷ ହେବନି ପାୱାରକଟ : ଶକ୍ତି ମନ୍ତ୍ରୀ

ଭୁବନେଶ୍ବର: ଖରା ଦିନ ଆସିଲେ ଲୋକଙ୍କୁ ପାୱାର୍‌ କଟ୍‌ର ଚିନ୍ତା ଘାରେ। ପ୍ରଚଣ୍ଡ ଗରମରେ ବିନା କରେଣ୍ଟ୍‌ରେ ରହିବା ଅସମ୍ଭବ ମନେ ହେଉଥିବା ବେଳେ ‌ଏବେ ଆସିଥିବା ଖବରଟି ଆପଣଙ୍କୁ ଆଶ୍ବସ୍ତ କରିବ। ଲୋକଙ୍କୁ ଆଶ୍ବାସନା ଦେଇ ଏବର୍ଷ ରାଜ୍ୟରେ ପାୱାର କଟ୍‌ ହେବନି ବୋଲି ଶକ୍ତି ମନ୍ତ୍ରୀ

ବିଭିନ୍ନ କାର୍ଯ୍ୟର ଅଗ୍ରଗତି ଦେଖିବା ସହ ପାଠ ପଢାଇଲେ ସାଂସଦ ଡଃ ସାମନ୍ତ

ଫୁଲବାଣୀ : ତିନି ଦିନିଆ କନ୍ଧମାଳ ଗସ୍ତରେ ଆସିଥିବା ସାଂସଦ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ତଦାରଖ କରିଥିଲେ l ଫୁଲବାଣୀ ଠାରେ ମେଡିକାଲ କଲେଜ ନିର୍ମାଣ ଅଗ୍ରଗତି କାର୍ଯ୍ୟ ବୁଲି ଦେଖିଲେ ସାଂସଦ ଡ଼. ଅଚ୍ୟୁତ ସାମନ୍ତ । ତାଙ୍କ ସହ କନ୍ଧମାଳ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ସାହୁ ଓ

ଠିକା ଡାଟା ଏଣ୍ଟ୍ରି ଅପରେଟରଙ୍କୁ ସ୍ଥାୟୀ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ: ଠିକା ଡାଟା ଏଣ୍ଟ୍ରି ଅପରେଟରଙ୍କ ପାଇଁ ଖୁସି ଖବର। ବିଭିନ୍ନ ତହସିଲରେ କାର୍ଯ୍ୟରତ ୬୦୦ ଠିକା ଡାଟା ଏଣ୍ଟ୍ରି ଅପରେଟରଙ୍କୁ ସ୍ଥାୟୀ କରିବାକୁ ଓଡିଶା ହାଇକୋର୍ଟ ଆଜି ନିର୍ଦ୍ଦେଶ ଦେଇଛନ୍ତି। ୩ ମାସ ମଧ୍ୟରେ ନିର୍ଦ୍ଦେଶ କାର୍ଯ୍ୟକାରୀ କରିବାକୁ ରାଜ୍ୟ ସରକାରଙ୍କୁ କୋର୍ଟ ନିର୍ଦ୍ଦେଶ

ବେଦାନ୍ତ ଫେକର କମ୍ପାନି ଆଗରେ ୧୪୪ ଧାରା ଲାଗୁ , ମୁମ୍ବାଇ ଏୟାରଲିଫ୍ଟ ହେଲେ ୨ ଗୁରୁତର ଶ୍ରମିକ

ଭଦ୍ରକ ଜିଲ୍ଲା ରାନ୍ଦିଆସ୍ଥିତ ବେଦାନ୍ତ ଫେକର କମ୍ପାନିରେ ଗତକାଲି ଘଟିଥିବା ଏକ ଦୁର୍ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଏହି ଦୁର୍ଘଟଣାରେ ୨ ଜଣ ଶ୍ରମିକ ଗୁରୁତର ହୋଇ ପଡ଼ିଛନ୍ତି। ସେମାନଙ୍କୁ ଚିକିତ୍ସା ନିମନ୍ତେ ଏୟାରଲିଫ୍ଟ କରାଯାଇ ମୁମ୍ବାଇ ସ୍ଥାନାନ୍ତର

ଜିଲ୍ଲା ସଂସ୍କୃତି ଅଧିକାରୀ ଭାବେ ରବି ନାରାୟଣ ବେହେରାଙ୍କ ଅତିରିକ୍ତ ଦାୟିତ୍ବ ଗ୍ରହଣ

ଛତ୍ରପୁର : ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡାଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା ଜିଲ୍ଲା ସଂସ୍କୃତି ଅଧିକାରୀ ଭାବେ ଅତିରିକ୍ତ ଦାୟିତ୍ବ ଗ୍ରହଣ କରିଛନ୍ତି । ଆଜି ପୂର୍ବାହ୍ନରେ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଜିଲ୍ଲା

ନୟାପଲ୍ଲୀ ଜମି ଦଖଲ ମାମଲା: ମାଟିରେ ମିଶିଲା ମୁଖ୍ୟ ଅଭିଯୁକ୍ତ ରାଘବ ଜେନାର ଘର

ଭୁବନେଶ୍ୱର: ନୟାପଲ୍ଲୀ ଜମି ଜବରଦଖଲ ମାମଲା । ମାଷ୍ଟର ମାଇଣ୍ଡ ରାଘବ ଜେନାର ଘରେ ବୁଲ ଡୋଜର ବୁଲାଇଛି ପୋଲିସ।ଏଥିସହିତ ସରକାରୀ ଜମିରେ ଗଢି ଉଠିଥିବା ୩୦ ରୁ ଉର୍ଦ୍ଧ୍ବ ଘର ଭଙ୍ଗାଯାଇଛି । ଝାରପଡ଼ା ମେଳଣ ପଡ଼ିଆ ନିକଟରେ ଥିବା ସରକାରୀ ଜମିରେ ପ୍ରାୟ ୩୦ରୁ ଅଧିକ ଘର କରି ଭଡ଼ାରେ

ସୁନା ଚେନ ଝାମ୍ପିନେଲେ ଲୁଟେରା…

ଭୁବନେଶ୍ୱର: ମୁଖାପିନ୍ଧା ଯୁବକଙ୍କ ଆତଙ୍କ। ପୁଣି ରାଜଧାନୀରେ ନିଜ ଦବଦବା ଜାହିର କରିଛନ୍ତି ଲୁଟେରା ଗ୍ୟାଙ୍ଗ। ସାମ୍ନାକୁ ଆସିଲା ଲୁଟ ବେଳର ସିସିଟିଭି ଭିଜୁଆଲ। କଳା ପଲସରରେ ଆସିଲେ ଆଉ ମହିଳାଙ୍କ ବେକରୁ ଝାମ୍ପିନେଲେ ସୁନା ଚେନ । ପିଲାଙ୍କୁ ଟ୍ୟୁସନ ନେବାବେଳେ ମହିଳାଙ୍କୁ