ରେଡ଼ିଓ ଷ୍ଟେସନ ନିକଟରେ ଅଗ୍ନିକାଣ୍ଡ

ବ୍ରହ୍ମପୁର : ରେଡ଼ିଓ ଷ୍ଟେସନ ନିକଟରେ ଜୈନିକ ବ୍ୟକ୍ତିଙ୍କ ବାସଭବନରେ ଅଗ୍ନିକାଣ୍ଡ ଘଟିଛି। ଏସି ରୁ ସଟ ସର୍କିଟ ଯୋଗୁଁ ଲୋଚାପଡା ମୁଖ୍ୟ ରାସ୍ତା ରେଡ଼ିଓ ଷ୍ଟେସନ ନିକଟରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି।ସୌଣ୍ଢିକ ସମାଜର ପୂର୍ବତନ ସଭାପତି ପ୍ରଭାକର ସାହୁ ଙ୍କ ଘରେ ଅଗ୍ନିକାଣ୍ଡ ଘଟିଥିବା

ନକଲି ପାଠରେ ଅସଲି ଚାକିରୀ

ଜୟନ୍ତ ପଟ୍ଟନାୟକ ଆଜିକାର ଯୁଗ ନାଁ ସିନା ଡିଜିଟାଲ, ଆମେ ସେଇ ପ୍ରସ୍ତର ଯୁଗର ସଭ୍ୟତାରେ ରହି ଯାଇଛେ ଲାଗୁଛି । କାରଣ ଏବେ ବି ସେଇ ଭୂତ, ପ୍ରେତ, ଡାହାଣୀ, ଚିରୁଗୁଣୀ, ଗୁଣି,ଗାରେତି-ରେ ଆମର ଅଖଣ୍ଡ ବିଶ୍ଵାସ ! ଗାଁ ଗହଳି କଥା ଛାଡ,ସହରତଳି ଅଞ୍ଚଳରେ ମଧ୍ୟ ଗୁଣିଆ, ଚେଙ୍କ ବାଲା,ଠକ

ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୩ ଆହତ ୨ ଗୁରୁତର

ମାଲକାନଗିରି, ୧୨।୪ : ମାଲକାନଗିରି ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ପାଣ୍ଡରିପାଣି ଗ୍ରାମ ନିକଟସ୍ତ ପୂଜାରୀମୁଣ୍ଡାରେ ଏକ କାର ଦୁର୍ଘଟଣାଗସ୍ତ ହୋଇଥିବା ବେଳେ ଏଥିରେ ୨ ଜଣ ଗୁରୁତ୍ତର ଆହତ ହୋଇଛନ୍ତି ଓ ୩ ସାମାନ୍ୟ ଆହତ ହୋଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଆଜି ସନ୍ଧ୍ୟା ସମୟରେ

ହନୁମାନ ଜୟନ୍ତୀ ବାଇକ ରାଲି ସମୟରେ ପଥରମାଡ଼, ଏଏସ୍‌ପି, ଆଇଆଇସିଙ୍କ ସମେତ ୧୦ ଆହତ

ସମ୍ବଲପୁରରେ ହନୁମାନ ଜୟନ୍ତୀ ପାଇଁ ବାଇକ ରାଲି ବେଳେ ପଥର ମାଡ଼। ପଥର ମାଡ଼ରେ ଅତିରିକ୍ତ ଏସପି ଓ ଧନୁପାଲି ଆଇଆଇସିଙ୍କ ସମେତ ୧୦ ପୁଲିସ ଆହତ ହୋଇଛନ୍ତି। ଗୁରୁତର ଥିବା ଧନୁପାଲି ଆଇଆଇସିଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଧନୁପାଲି ଛକରୁ ରାଲି ଗଲା ବେଳେ

୪୩ ଡିଗ୍ରି ସହ ଝାରସୁଗୁଡ଼ା ଉତ୍ତପ୍ତ ସହର

ଭୁ‌ବନେଶ୍ବର: ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଆଜି ଝାରସୁଗୁଡ଼ାରେ ସର୍ବାଧିକ ତାପମାତ୍ରା ୪୩ ଡ଼ିଗ୍ରି ରେକର୍ଡ ହୋଇଛି। ଝାରସୁଗୁଡ଼ାବାସୀଙ୍କୁ ତାପମାତ୍ରା ଅଧିକ ଅସ୍ତବ୍ୟସ୍ତ କରିଛି। ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି।

ରାଜ୍ୟ ସରକାରଙ୍କୁ ଭର୍ତ୍ସନା କଲେ ସୁପ୍ରିମ୍‌କୋର୍ଟ, ବେଦାନ୍ତକୁ ୫ ଲକ୍ଷ ଟଙ୍କା ଜରିମାନା

ପୁରୀ-କୋଣାର୍କ ମେରାଇନ୍ ଡ୍ରାଇଭର ବେଲଦଳ ଅଞ୍ଚଳରେ ପ୍ରସ୍ତାବିତ ବେଦାନ୍ତ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ମାମଲାରେ ଓଡ଼ିଶା ହାଇକୋର୍ଟଙ୍କ ରାୟକୁ କାଏମ ରଖିଲେ ସୁପ୍ରିମକୋର୍ଟ। ବେଦାନ୍ତର ୧୦ ହଜାର ଏକର ଜମି ଅଧିଗ୍ରହଣକୁ ବେଆଇନ କହିଲେ ସୁପ୍ରିମକୋର୍ଟ। ଏଥିସହ ବେଦାନ୍ତକୁ ୫ ଲକ୍ଷ ଟଙ୍କା

ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ‘କୃତ୍ରିମ ବୁଦ୍ଧିମତା’ର ପ୍ରୟୋଗ ନେଇ ଭୁବନେଶ୍ୱର ଏମ୍ସ ଏବଂ ଆଇଆଇଟି ମଧ୍ୟରେ ବୁଝାମଣାପତ୍ର…

ଭୁବନେଶ୍ୱର: ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆଣିବା ତଥା ଏହି କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତା (ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ)ର ପ୍ରୟୋଗ କରି ଏକ ନୂତନ ସଂଚାର ସୃଷ୍ଟି ଲକ୍ଷ୍ୟରେ ଦୁଇ ପ୍ରମୁଖ ଜାତୀୟ ଅନୁଷ୍ଠାନ ଏମ୍‌ସ ଭୁବନେଶ୍ୱର ଏବଂ ଆଇଆଇଟି ଭୁବନେଶ୍ୱର ମଧ୍ୟରେ

‘ଗ୍ରୀଷ୍ମପ୍ରବାହ ମୁକାବିଲା ପାଇଁ ପଞ୍ଚାୟତିରାଜ ବିଭାଗ ପ୍ରସ୍ତୁତ, ଅଭିଯୋଗ ଥିଲେ ଟୋଲ୍ ଫି ନମ୍ବରରେ ଯୋଗାଯୋଗ କରନ୍ତୁ’

ଭୁବନେଶ୍ବର: ରାଜ୍ୟରେ ପ୍ରଚଣ୍ଡ ଖରା ଓ ତାପମାତ୍ରା ବଢ଼ି ଗରମ ହେବା ଆରମ୍ଭ ହୋଇ ଯାଇଥିବା ବେଳେ ଏହାକୁ ନେଇ ଚିନ୍ତା ବୃଦ୍ଧି ପାଇଛି। ସେଥିପାଇଁ ସରକାରଙ୍କ ପକ୍ଷରୁ ବଭିନ୍ନ ସୁବିଧା କରାଯାଉଛି। ଏ ନେଇ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ ଅମାତ ନିଜର ମତ ରଖି କହିଛନ୍ତି କି, ‘ଖରା ମୁକାବିଲା

ଧନୀ ମୁଖ୍ୟମନ୍ତ୍ରୀ ତାଲିକାର ତୃତୀୟ ସ୍ଥାନରେ ନବୀନ; ସବୁଠୁ ଆଗରେ ଆନ୍ଧ୍ରର ଜଗନ ରେଡ୍ଡି

ଭୁବନେଶ୍ବର: ଦେଶର କେଉଁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅଛି କେତେ ସଂପତ୍ତି? ଆପଣ ଜାଣନ୍ତି କି ସବୁଠାରୁ ଧନୀ ମୁଖ୍ୟମନ୍ତ୍ରୀ କିଏ? ଏନେଇ ଏଡିଆର୍‌ ରିପୋର୍ଟରେ ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ସଂପତ୍ତି ତାଲିକା ପ୍ରକାଶ ପାଇଛି। ଏହି ରିପୋର୍ଟ ଆଧାରରେ ଧନୀ ମୁଖ୍ୟମନ୍ତ୍ରୀଙ୍କ ତାଲିକାର

ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ସଂସଦରେ ଏକ ଆଇନ ଅଣାଯାଉ

ଫୁଲବାଣୀ : ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସଂସଦରେ ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ସଂସଦରେ ଏକ ଆଇନ ଆଣିବାକୁ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କନ୍ଧମାଳ ମାନ୍ୟବର ସାଂସଦ ଡ ଅଚ୍ୟୁତ ସାମନ୍ତଙ୍କ ଜରିଆରେ ଫୁଲବାଣୀ ଠାରେ କନ୍ଧମାଳ ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ପକ୍ଷରୁ ଏକ