ଗଞ୍ଜାମରେ ପୁଣି ପ୍ରଥମ କରୋନା ପଜିଟିଭ୍‌ ଚିହ୍ନଟ

ଛତ୍ରପୁର : ଗଞ୍ଜାମ ଜିଲାବାସୀଙ୍କୁ ପୁଣିଥରେ କରୋନା ଭୟ ଘାରିଛି। ଦୀର୍ଘଦିନ ପରେ ମଙ୍ଗଳବାର ଜିଲାରେ ପ୍ରଥମ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଯାହାକି ଚଳିତ ବର୍ଷର ଜିଲାରେ ପ୍ରଥମ ପଜିଟିଭ୍‌ ବୋଲି କୁହାଯାଉଛି। ସେ ଜଣେ ସରକାରୀ କର୍ମଚାରୀ ବୋଲି ଜଣାପଡ଼ିଛି। ତାଙ୍କର ସାମାନ୍ୟ ଲକ୍ଷଣ

ସେଣ୍ଟ୍ରାଲ ଫୋରେନସିକ୍‌ ଲାବ୍‌ ଯିବ ନାଗ-ଚାନ୍ଦ ଦମ୍ପତିଙ୍କ ମୋବାଇଲ୍‌ ଫୋନ୍‌…

ଭୁବନେଶ୍ଵର: ସେଣ୍ଟ୍ରାଲ ଫୋରେନସିକ୍‌ ଲାବ୍‌ ଯିବ ନାଗ-ଚାନ୍ଦ ଦମ୍ପତିଙ୍କ ମୋବାଇଲ୍‌ ଫୋନ୍‌ । ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ୩ଟି ମୋବାଇଲ୍‌ ଫୋନକୁ ଯାଞ୍ଚ ପାଇଁ କୋଲକାତା ସ୍ଥିତ CFSL ପଠାଯିବ । ଏଥିପାଇଁ ନିର୍ଦ୍ଦେଶ ଦେଇଛନ୍ତି ଭୁବନେଶ୍ୱର ସିବିଆଇ କୋର୍ଟ-୧ । ଭୁବନେଶ୍ୱର SFSLରୁ ଏହି

ଭଉଣୀ-ଭଉଣୀ ମଧ୍ୟରେ ସାମାନ୍ୟ ବଚସାରୁ ଜୀବନ ହାରିଲା ନାବାଳିକା

ଆନନ୍ଦପୁର: ଭଉଣୀ-ଭଉଣୀ ମଧ୍ୟରେ ସାମାନ୍ୟ ବଚସାକୁ ନେଇ ନାବାଳିକାଙ୍କ ଆତ୍ମହତ୍ୟା । ଆନନ୍ଦପୁର ଥାନା ମଲାରପଦା ଗାଁରେ ଘଟିଛି ଅଭାବନୀୟ ଘଟଣା। ଗାଁର ଉଲ୍ଲା ହୋଙ୍କ ବଡ଼ଭାଇଙ୍କ ଶୁଦ୍ଧି କ୍ରିୟା ଚାଲିଥିବା ବେଳେ ଉଲ୍ଲାଙ୍କ ତିନି ଝିଅ ଓ ତାଙ୍କ ବଡ଼ ଭାଇଙ୍କ ଦୁଇ ଝିଅ ଘରେ ଥିଲେ ।

ଗ୍ରୀଷ୍ମ ପ୍ରବାହକୁ ମୁକାବିଲା ପାଇଁ ସବୁ ଜିଲ୍ଲାପାଳଙ୍କୁ ଏସଆରସିଙ୍କ ଚିଠି

ଭୁବନେଶ୍ୱର: ହିଟ୍‌ ୱେଭ୍‌ ନେଇ ରାଜ୍ୟ ସରକାରଙ୍କ ମିଶନ ଜିରୋ କାଜୁଆଲ୍‌ଟି । ହାଇ ଆଲର୍ଟରେ ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀ ସ୍ଥିତିର ସମୀକ୍ଷା କରିଛନ୍ତି । ଏହାପରେ ଗ୍ରୀଷ୍ମ ପ୍ରବାହ ସତର୍କତା ନେଇ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ SRC ସତ୍ୟବ୍ରତ ସାହୁ । ସେ କହିଛନ୍ତି, ଜିରୋ

ଅସଞ୍ଜତ ଅବସ୍ଥାରେ ପ୍ରେମିକ ସହ ଧରାପଡ଼ି ବିବାହିତ ମହିଳା : ସ୍ୱାମୀ ଓ ସାହି ବାସିନ୍ଦା କରାଇଲେ ବାହା ଘର…

କୁଆଁରମୁଣ୍ଡା- କୁଆଁରମୁଣ୍ଡା ବ୍ଳକ ପଦ୍ମପୁର ପଞ୍ଚାୟତରେ ଏକ ଅଭାବନୀୟ ଘଟଣା ଘଟିଯାଇଛି।ପଦ୍ମପୁୁର କିସାନଟୋଲିର ଅନୀତା କିସାନ 20 ବିନୋଦ କିସାନ 24କୁଁ ବିବାହ କରିଥିଲେ । ଗତ କାଲି ବିନୋଦ ଘରେ ନଥିଲା ସମୟରେ ଅନୀତାଙ୍କ ପ୍ରେମିକ ରତନ ଖଡିଆ22 କୁଆଁରମୁଣ୍ଡା ବାସିନ୍ଦା ବିନୋଦ କିସାନ ଙ୍କ

ବାପାଙ୍କ ସନ୍ଦେହ ଜନକ ମୃତ୍ୟୁ କୁ ନେଇ ଅଭିଯୋଗ ଆଣିଲା ପୁଅ…

ମାଲକାନଗିରି : ବାପାଙ୍କ ସନ୍ଦେହ ଜନକ ମୃତ୍ୟୁ କୁ ନେଇ ଅଭିଯୋଗ ଆଣିଲେ ପୁଅ ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲାର ଏମ୍ଭି ୨୬ ଗ୍ରାମରେ। ବାପାଙ୍କ ଏପରି ସନ୍ଦେହ ଜନକ ମୃତ୍ୟୁ କୁ ବିଶ୍ୱାସ କରିପାରୁନାହିଁ ପୁଅ । ପୁଅଙ୍କ କହିବା ଅନୁଯାୟୀ ବାପା

ସୁନ୍ଦରଗଡ଼ ସରକାରୀ ମେଡିକାଲ କଲେଜରେ ଠକେଇ ରାକେଟ୍ : ଜିଲ୍ଲା ବିଜୁ ଜନତା ଦଳର କ୍ରାଇମ୍ ବ୍ରାଞ୍ଚ ତଦନ୍ତ ଦାବୀ…

ସୁନ୍ଦରଗଡ଼ - ୧୨/୦୪/୨୩ ସୁନ୍ଦରଗଡ଼ ସରକାରୀ ମେଡିକାଲ କଲେଜରେ ଚାକିରି ଦେବା ନାଆଁରେ ଠକେଇ ରାକେଟ୍ ର ପର୍ଦ୍ଦାଫାସ ନିମନ୍ତେ କ୍ରାଇମ୍ ବ୍ରାଞ୍ଚ ତଦନ୍ତ ଏବଂ କଡା କାର୍ଯ୍ୟାନୁଷ୍ଠାନ ପାଇଁ ସୁନ୍ଦରଗଡ ଜିଲ୍ଲା ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଜିଲ୍ଲା ସଭାପତି ସୟଦ ସେହବାଜ ହୁସେନଙ୍କ

ଆଇପିଏଲ ରୋମାଞ୍ଚ ଜାରି : ଶେଷ ବଲରେ ବାହାରିଲା ରେଜଲ୍ଟ

ଚଳିତ ଆଇପିଏଲରେ ପ୍ରତିଦିନ କ୍ରିକେଟ ପ୍ରେମୀ ରୋମାଞ୍ଚକର ମ୍ୟାଚ୍‌ ଦେଖିବାରେ ଲାଗିଛନ୍ତି। ପୁଣିଥରେ ଗୋଟିଏ ମ୍ୟାଚ୍‌ର ରେଜଲ୍ଟ ଶେଷ ବଲରେ ବାହାରିଛି। ପ୍ରଥମେ କୋଲକାତା ନାଇଟ ରାଇଡର୍ସ ପରେ ଲକ୍ଷ୍ନୌ ସୁପର ଜାଏଣ୍ଟସ ନିଜ ନିଜର ମ୍ୟାଚ୍‌ ଶେଷ ବଲରେ ବେଶ ଚମତ୍କାର ଢଙ୍ଗରେ ଜିତିଥିଲେ। ଏହି

ପୁଣି ବିରୋଧୀଙ୍କୁ ଏକାଠି କରିବାକୁ ଦିଲ୍ଲୀରେ ନୀତୀଶ କୁମାର

ନୂଆଦିଲ୍ଲୀ : ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପୁଣିଥରେ ବିଜେପି ବିରୋଧୀ ଦଳଗୁଡ଼ିକୁ ଏକାଠି କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି। ମଙ୍ଗଳବାର ସେ ଦିଲ୍ଲୀରେ ପହଞ୍ଚିବା ସହ ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କୁ ଭେଟିଛନ୍ତି। ତାଙ୍କ ସହ ସେ ଢେର ସମୟ ରୁଦ୍ଧଦ୍ୱାର ବୈଠକ କରି ବିଭିନ୍ନ

ରୁଷୀୟ ସୈନିକମାନେ ଘରକରଣା ସାମଗ୍ରୀ ସମେତ ‘ଟଏଲେଟ୍‌ ବାଉଲ୍‌’ ମଧ୍ୟ ଚୋରି କରିଛନ୍ତି : ୟୁକ୍ରେନ୍‌ ଉପବୈଦେଶିକ…

ନୂଆଦିଲ୍ଲୀ: ୟୁକ୍ରେନ୍‌ରେ ରୁଷୀୟ ସୈନିକମାନେ ବିଭିନ୍ନ ଘରକରଣା ସାମଗ୍ରୀ ଏମିତିକି ‘ଟଏଲେଟ୍‌ ବାଉଲ୍‌’ (ପାନ୍‌) ଚୋରାଇ ନେଉଥିବା କଥା ନିଜ ନିଜର ସ୍ତ୍ରୀ ଓ ମା’ଙ୍କୁ ଫୋନ୍‌ରେ କହିଥିବା କଥା ଭାରତ ଗସ୍ତରେ ଥିବା ୟୁକ୍ରେନର ଉପବୈଦେଶିକ ମନ୍ତ୍ରୀ ଏମାଇନ୍‌ ଜାପାରୋଭା ମଙ୍ଗଳବାର ଦିନ