Sign in
Sign in
Recover your password.
A password will be e-mailed to you.
ଦାଦନ ଖଟିବାକୁ ଯାଇ ଯୁବକ ନିଖୋଜ : ନିଘୋଡ଼ ନିଦରେ ଜିଲ୍ଲା ଶ୍ରମ ଅଧିକାରୀ…!
କୁଆଁରମୁଣ୍ଡା-ରାଜ୍ଯର ଆଦିବାସୀ ଅଧ୍ୟୁଷିତ ଜିଲ୍ଲାଭାବେ ସୁନ୍ଦରଗଡ ଜିଲ୍ଲା ଅନ୍ୟତମ।ମୁଖ୍ୟତଃ କାମ ଧନ୍ଦା ନପାଇ ଦାଦନ ଖଟିବାକୁ ବାହର ରାଜ୍ୟକୁ ନିୟମିତ ଶ୍ରମିକ ମାନେ ଦେଖିବାକୁ ମିଳୁଛି l ସରକାର ବିଭିନ୍ନ ଯୋଜନା କରି ଶ୍ରମିକ ମାନଙ୍କୁ କମାଧନ୍ଦା ଯୋଗାଇ ଆସିଥାନ୍ତି କିନ୍ତୁ ଠିକାଦାର ମାନେ!-->…
ଏପ୍ରିଲ ୧୨ରୁ ୧୬ ଯାଏଁ ରାଜ୍ୟର ସବୁ ସ୍କୁଲ, ଅଙ୍ଗନବାଡ଼ି ଛୁଟି
ଭୁବନେଶ୍ୱର :ଆସନ୍ତାକାଲି ଠାରୁ ଏପ୍ରିଲ ୧୬ ପର୍ଯ୍ୟନ୍ତ ରାଜ୍ୟର ସବୁ ସ୍କୁଲ ଛୁଟି। ସ୍କୁଲ ସହ ଅଙ୍ଗନବାଡି କେନ୍ଦ୍ର ମଧ୍ୟ ବନ୍ଦ ରହିବ। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ଛୁଟି ଘୋଷଣା କରିଛନ୍ତି। ତେଣୁ ଆସନ୍ତା ୫ ଦିନ ସ୍କୁଲ ବନ୍ଦ ରହିବ ବୋଲି ସ୍ପଷ୍ଟ ହୋଇଛି।
!-->!-->!-->…
ଉପନିର୍ବାଚନ ପୂର୍ବରୁ ରାଜନୈତିକ ଵିଵାଦ,ପିତଳ ସରପଞ୍ଚଙ୍କୁ ଆକ୍ରମଣ : ଥାନାରେ ମାମଲା
ହିଞ୍ଜିଳିକାଟୁ (୧୧ା୨): ଶେରଗଡ଼ ବ୍ଳକ ତଥା ହିଞ୍ଜିଳି ଥାନା ପିତଳରେ ଗତ କିଛି ଦିନ ଧରି ରାଜନୈତିକ ବିବାଦ ଦେଖାଦେଇଛି । ପିତଳ ସରପଂଚ ରାମ ରାଘବ ପାତ୍ରଙ୍କ ଉପରେ ତାଙ୍କର ପ୍ରତିପକ୍ଷ ୨ଜଣ ଆକ୍ରମଣ କରି ଜୀବନରେ ମାରିଦେବା ଭଳି ଧମକ ଦେଇଥିବା ପାତ୍ର ସୋମବାର ଥାନାରେ ଅଭିଯୋଗ କରିଛନ୍ତି ।!-->…
ସମସ୍ତ ଜନ ପ୍ରତିନିଧି, ସରକାରୀ ପଦାଧିକାରୀମାନଙ୍କର ମିଳିତ ସହଯୋଗରେ ଜିଲ୍ଲାର ଉନ୍ନତି : ସାଂସଦ ଡଃ ଅଚ୍ୟୁତ ସାମନ୍ତ
ଫୁଲବାଣୀ : କନ୍ଧମାଳ ଜିଲ୍ଲାର ସମସ୍ତ ଜନ ପ୍ରତିନିଧି, ସରକାରୀ ପଦାଧିକାରୀ ମାନଙ୍କର ମିଳିତ ସହଯୋଗରେ ଜିଲ୍ଲାର ଉନ୍ନତି ହୋଇପାରିବ ବୋଲି ମାନନୀୟ କନ୍ଧମାଳ ସାଂସଦ ଅଚ୍ୟୁତାନନ୍ଦ ସାମନ୍ତ ଜିଲ୍ଲା ଉନ୍ନୟନ ସମନ୍ଵୟ ଏବଂ ମନିଟରିଂ କମିଟି (ତୃତୀୟ ଦିଶା) ବୈଠକରେ କହିଥିଲେ ।ସାଂସଦ!-->…
କନ୍ଧମାଳ ଜିଲ୍ଲା ପରିଷଦର ତୃତୀୟ ଅଧିବେଶନ ଅନୁଷ୍ଠିତ
ଫୁଲବାଣୀ : କନ୍ଧମାଳ ଜିଲ୍ଲା ପରିଷଦର ତୃତୀୟ ଅଧିବେଶନ ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ମାନନୀୟା ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ନନ୍ଦିନୀ ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ହୋଇଯାଇଛି । ସମସ୍ତ ଜନ ପ୍ରତିନିଧିମାନେ ଶାନ୍ତି ଶୃଙ୍ଖଳାର ସହିତ ଅଭିଯୋଗ ତଥା ସେମାନଙ୍କ!-->…
ନ୍ୟାୟନିଷ୍ଠ ଓ ସ୍ଥାୟୀ ସମାଜ ଗଠନ ଉପରେ ଜାତୀୟ ଆଲୋଚନାଚକ୍ର
ଫୁଲବାଣୀ: ଅପ୍ରେଲ୍ ୧୪ ଓ ୧୫ ତାରିଖ ଦୁଇ ଦିନ ବ୍ୟାପୀ କିଟ୍ ବିଶ୍ୱ ବିଦ୍ୟାଳୟରେ ୟୁଥ-୨୦ କନ୍ସଲଟେଟିଭ୍ ସମ୍ମିଳନୀ ଆୟୋଜନ ହେଉଥିବା ବେଳେ ଏହାର ଅବ୍ୟବହିତ ପୂର୍ବରୁ ଓଡ଼ିଶାର ବିଭିନ୍ନ ମହାବିଦ୍ୟାଳୟରେ କିଟ୍ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏହା ଉପରେ ଜାତୀୟସ୍ତରର ଆଲୋଚନାଚକ୍ରମାନ ଅନୁଷ୍ଠିତ!-->…
୪୦ ଡିଗ୍ରି ଉପରେ ୯ଟି ସହର; ବାରିପଦାରେ ୪୦.୬, ଭୁବନେଶ୍ବରରେ ପାରା ୪୦.୭ ଡିଗ୍ରି ରେକର୍ଡ
ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ମଙ୍ଗଳବାର ପ୍ରବଳ ଖରା ଓ ତାପମାତ୍ରା ଅନୁଭୁତ ହୋଇଛି। ରାଜ୍ୟର ୯ଟି ସହରର ତାପମାତ୍ରା ଆଜି ୪୦ ଡିଗ୍ରି ଅତିକ୍ରମ କରିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ବାରିପଦାରେ ଆଜି!-->…
ଓଡ଼ିଶାରେ ପ୍ରତିଷ୍ଠା ହେବ ଦେଶର ବୃହତ୍ତମ ଇସ୍ପାତ କାରଖାନା: ଶିଳ୍ପ ମନ୍ତ୍ରୀ
ଭୁବନେଶ୍ବର: ଜାପାନ ଗସ୍ତରୁ ରାଜ୍ୟକୁ ବଡ଼ ସଫଳତା ମିଳିଛି। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବ। ସେ କହିଛନ୍ତି, ଓଡ଼ିଶାରେ ଓଡ଼ିଶାରେ ଦେଶର ବୃହତ୍ତମ ଇସ୍ପାତ କାରଖାନା ପ୍ରତିଷ୍ଠା ହେବ। ମୁଖ୍ୟମନ୍ତ୍ରୀ ନିପନ ଷ୍ଟିଲ ବୁଲି ଦେଖିଛନ୍ତି। ୯ଦିନର ଗସ୍ତକୁ ବେଶ୍!-->…
ବିଜେଡି ନେତାଙ୍କ ସମ୍ପୃକ୍ତି ନଥିଲେ, ଏତେ ବର୍ଷ ଧରି କେମିତି ନକଲି ସାର୍ଟିଫିକେଟ କାରବାର ଚାଲିଲା: ମନମୋହନ ସାମଲ
ଭୁବନେଶ୍ବର: ନକଲି ସାର୍ଟିଫିକେଟ ଘଟଣାରେ ସିବିଆଇ ତଦନ୍ତ ଦାବି କରିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ। ଶ୍ରୀ ସାମଲ କହିଛନ୍ତି, ନକଲି ସାର୍ଟିଫିକେଟ ମାମଲାର ପୁଙ୍ଖାନୁପୁଙ୍ଖ ତଦନ୍ତ ହେଉ। ଦୋଷୀକୁ ଦୃଷ୍ଟାନ୍ତମୂଳକ ଦଣ୍ଡ ଦିଆଯାଉ। ଏଠି କିଛି ଲୋକ ପିଲାଙ୍କ ଜୀବନ ଓ ଓଡ଼ିଶାର ଭାଗ୍ୟ!-->…
ନିଆଁରେ ଚାଲିଲେ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର…
ପୂରୀ : ନିଆଁରେ ଚାଲିଲେ ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର। ପୁରୀ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ସମଙ୍ଗ ପଞ୍ଚାୟତର ରେବତୀ ରମଣ ଗାଁରେ ଝାମୁ ଯାତ୍ରାରେ ସେ ସାମିଲ ହୋଇଥିଲେ। ଝାମୁଯାତ୍ରାରେ ଦଣ୍ଡ ପାଟୁଆ ଓ ମାନସିକଧାରୀ ଝାମୁ ନିଆଁରେ ଚାଲିବା ଭଳି ସେ ମଧ୍ୟ ଚାଲିଥିଲେ।
ପରେ!-->!-->!-->…