Sign in
Sign in
Recover your password.
A password will be e-mailed to you.
ଏପ୍ରିଲ ୩୦ରେ ସଲମାନ ଖାନ୍ଙ୍କୁ ହତ୍ୟା କରିବାକୁ ଧମକ…!
ମୁମ୍ବାଇ: ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇଠାରୁ ଅଭିନେତା ସଲମାନ ଖାନ୍ଙ୍କୁ ହତ୍ୟା ଧମକ ମିଳିବା ପରେ ସେ ଏକ ବନ୍ଧୁକ ଲାଇସେନ୍ସ ନେବା ସହ ଏକ ବୁଲେଟ୍ପ୍ରୁଫ୍ କାର୍ ବ୍ୟବହାର କରୁଛନ୍ତି। ଗତକାଲି ତାଙ୍କୁ ଆଉ ଏକ ହତ୍ୟା ଧମକ ମିଳିଛି।ତାଙ୍କୁ ଏପ୍ରିଲ ୩୦ ତାରିଖରେ ହିଁ ହତ୍ୟା କରିବାକୁ!-->…
ଅଧିକ ମାନବୀୟ ସହାୟତା ଲୋଡ଼ି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଚିଠି ଲେଖିଛନ୍ତି ଜେଲେନ୍ସ୍କି
ନୂଆଦିଲ୍ଲୀ: ଅଧିକ ମାନବୀୟ ସହାୟତା ନିମନ୍ତେ ଅନୁରୋଧ କରି ୟୁକ୍ରେନ୍ର ରାଷ୍ଟ୍ରପତି ଭୋଲୋଦିମିର୍ ଜେଲେନ୍ସ୍କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପତ୍ର ଲେଖିଥିବା କଥା ଆଜି ଭାରତର ବୈଦେଶିକ ମନ୍ତ୍ରାଳୟ କହିଛି।ଏ ସଂକ୍ରାନ୍ତରେ ଜାରି କରିଥିବା ବିବୃତିରେ ଭାରତର ବୈଦେଶିକ!-->…
ରାଜସ୍ଥାନର ଉମୈଦ୍ ଭବନ ପ୍ରାସାଦରେ ୫୦ତମ ଜନ୍ମଦିନ ପାର୍ଟିରେ ୨୨୦ କୋଟି ଟଙ୍କା ଖର୍ଚ୍ଚ କରିଥିଲେ ନୀତା ଅମ୍ବାନୀ
ନୂଆଦିଲ୍ଲୀ: ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ସ୍ତ୍ରୀ ତଥା ସାମାଜିକକର୍ମୀ ନୀତା ଅମ୍ବାନୀଙ୍କ ୫୦ତମ ଜନ୍ମଦିନ ଅବସରରେ ଆୟୋଜିତ ପାର୍ଟିରେ ୨୨୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିବା କଥା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟରୁ ଜଣାପଡ଼ିଛି।୨୦୧୩, ନଭେମ୍ବର ୧ ତାରିଖରେ ୫୦ ବର୍ଷରେ!-->…
ମିଆଁମାରରେ ସେନାର ଦମନଲୀଲା; ଆକାଶରୁ ହେଲା ବୋମା ମାଡ଼, ଶତାଧିକ ମୃତ
ରେଙ୍ଗୁନ : ମିଆଁମାରରେ ସେନା ରଚିଲା ଦମନଲୀଳା। ଆକାଶ ଉପରୁ କଲା ଆଖିବୁଜା ଗୁଳି ମାଡ଼। ଏଥିରେ ପ୍ରାୟ ଶତାଧିକ ସାଧାରଣ ଲୋକ ଅକାଳରେ ପ୍ରାଣ ହରାଇଥିବା ବେଳେ ସେଥିରେ ଛୋଟ ପିଲା, ମହିଳା ବି ସାମିଲ ଅଛନ୍ତି । ଏପରି ଏକ ଅମାନବୀୟ ଘଟଣା ମିଆଁମାର ସେନା ଗତକାଲି ଘଟାଇଥିବା ବେଳେ ଏହାକୁ ଜାତିସଂଘ!-->…
୨୨୩ ଦିନର ରେକର୍ଡ ଭାଙ୍ଗିଲା କରୋନା, ଦୈନିକ ସଂକ୍ରମଣ ୭ ହଜାର ଡେଇଁଲା
ନୂଆଦିଲ୍ଲୀ : ମହାମାରୀ କରୋନା ପ୍ରତିଦିନ ଲମ୍ବ ଡିଆଁ ମାରିବାରେ ଲାଗିଛି। କିଛି ଦିନ ତଳେ ପ୍ରଥମେ ୫ ହଜାର ପରେ ୬ ହଜାର ଡେଇଁଥିବା କରୋନାର ଦୈନିକ ସଂକ୍ରମଣ ଆଜି ସିଧା ୭ ହଜାର ପାର କରି ଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ସମଗ୍ର ଦେଶରୁ ୭,୮୩୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ଏହା ୨୨୩!-->…
ପ୍ରାର୍ଥୀ ତାଲିକା ପରେ ବିଜେପିରେ କମ୍ପନ, ଦଳ ଛାଡ଼ିଲେ ବରିଷ୍ଠ ନେତା…
ବେଙ୍ଗାଲୁରୁ : ଆସନ୍ତା ମାସରେ ହେବାକୁ ଥିବା କର୍ଣ୍ଣାଟକା ବିଧାନସଭା ନିର୍ବାଚନ ପାଇଁ ବିଜେପି ବହୁ ବିଳମ୍ବରେ ପ୍ରାର୍ଥୀ ତାଲିକା ଜାରି କରିଛି। ପ୍ରଥମ ପର୍ଯ୍ୟାୟରେ ୧୮୯ ଜଣଙ୍କୁ ଦଳୀୟ ଟିକେଟ ମିଳିଛି। ତେବେ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବା ପରେ ଦଳରେ କମ୍ପନ ସୃଷ୍ଟି ହୋଇଛି। ଟିକେଟ!-->…
ବୋମା ଧମକ ପରେ ଖାଲି ହେଲା ସ୍କୁଲ…
ନୂଆଦିଲ୍ଲୀ : ସ୍କୁଲ ଭିତରେ ବୋମା ଖଞ୍ଜା ଯାଇଥିବା ଧମକପୂର୍ଣ୍ଣ ଇ-ମେଲ ଆସିବା ପରେ ହଇଚଇ ସୃଷ୍ଟି ହୋଇଛି। ଦକ୍ଷିଣ ଦିଲ୍ଲୀର ଗୋଟିଏ ସ୍କୁଲକୁ ଏପରି ଧମକ ମିଳିବା ପରେ ତୁରନ୍ତ ଏହାକୁ ଖାଲି କରି ଦିଆଯାଇଛି। ଏଥିସହ ସମସ୍ତ ପ୍ରକାରର ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି।ପୁଲିସ କହିଛି!-->…
ରାଜସ୍ଥାନକୁ ମିଳିଲା ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ
ଜୟପୁର : ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଥିବା ରାଜସ୍ଥାନକୁ ମିଳିଛି ପ୍ରଥମେ ବନ୍ଦେ ଭାରତ ଏକ୍ସପ୍ରେସ। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟର ପ୍ରଥମ ତଥା ଦେଶର ୧୫ତମ ବନ୍ଦେ ଭାରତ ଏକ୍ସପ୍ରେସକୁ ଭିଡିଓ କନଫରେନ୍ସିଂ ଦ୍ୱାରା ଶୁଭାରମ୍ଭ କରିଛନ୍ତି। ଉଦଘାଟନୀ କାର୍ଯ୍ୟକ୍ରମକୁ!-->…
ମିଲିଟାରୀ ଷ୍ଟେସନରେ ଭୟଙ୍କର ଗୁଳିମାଡ଼, ୪ ମୃତ
ନୂଆଦିଲ୍ଲୀ : ପଞ୍ଜାବର ବଠିଣ୍ଡାରେ ଥିବା ମିଲିଟାରୀ ଷ୍ଟେସନ ଭିତରେ ଚାଲିଛି ଗୁଳି। ଭୟଙ୍କର ଗୁଳିମାଡ଼ରେ ୪ ଜଣଙ୍କ ମୃତ୍ୟୁ ଘଟିଛି। ବୁଧବାର ଭୋର ୪.୩୫ରେ ଗୁଳିମାଡ଼ ହୋଇଥିବା ଜଣାପଡ଼ିଛି। ଗୁଳିମାଡ଼ ପରେ ଷ୍ଟେସନରେ ଥିବା କୁଇକ ରିଆକ୍ସନ ଟିମ ଆଲର୍ଟ ମୋଡକୁ ଆସିବା ସହ ପୂରା ଅଞ୍ଚଳକୁ ସିଜ୍!-->…
ସରପଞ୍ଚ ଶ୍ରୀମତୀ ସୁନିତା ଗଣ୍ଡଙ୍କୁ ଅଯୋଗ୍ୟ ଘୋଷଣା କଲେ ମାନ୍ୟବର ଅଦାଲତ…
ଉମରକୋଟ : ୧୨/୦୪/୨୦୨୩ ନବରଙ୍ଗପୁର ଜ଼ିଲ୍ଲା ରାଇଘର ବ୍ଲକ ଅଧିନସ୍ତ କୁନ୍ଦେଇ ପଞ୍ଚାୟତ ସରପଞ୍ଚ ପ୍ରାର୍ଥୀନୀ ସୁନିତା ଗଣ୍ଡଙ୍କ ଗତକାଲି ରାଇଘର ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଧିକାରୀ ଅଯୋଗ୍ୟ ଘୋଷଣା କରି ରାୟ ପ୍ରଦାନ କରିଛନ୍ତି l ସୂଚନା ପ୍ରକାରେ ୨୦୨୨ ମସିହା ସରପଞ୍ଚ ପ୍ରାର୍ଥୀନୀ!-->…