Sign in
Sign in
Recover your password.
A password will be e-mailed to you.
ଯାତ୍ରାର ସୁଯୋଗନେଇ ପେଟ୍ରୋଲ ଚୋରୀ ଘଟଣା ବଢୁଛି
ବ୍ରହ୍ମପୁର : ବ୍ରହ୍ମପୁର ମହାନଗରରେ ଠାକୁରାଣୀ ଯାତ୍ରା ସାଙ୍ଗକୁ ଦଣ୍ଡଯାତ୍ର ଚାଲିଥିବା ବେଳେ ବେଶ ଚଳଚଂଚଳ ହୋଇଛି ସହର, ଏହାର ଫାଇଦା ନେଇ ବିଭିନ୍ନ ଅଂଚଳରେ ପେଟ୍ରୋଲ ଚୋରଙ୍କ କାରନାମା ବୃଦ୍ଧି ପାଇଛି। ବ୍ରହ୍ମପୁର ସହରରେ ଦଣ୍ଡନାଚ ସାହି ଗଳିରେ ବେଶ ଧୁମଧାମରେ ରେ ଚାଲିଥିବା ବେଳେ ଏହାର!-->…
ବଦଳିଗଲା ଶବ..! ଅନ୍ୟ ଜଣକ ମୃତଦେହକୁ ନିଜର ଭାବି ଦାହ କରିଦେଲେ ପରିବାର ଲୋକେ
ସାଲେପୁର: ସରିଲା ଶେଷକୃତ୍ୟ। ଦେଖୁ ଦେଖୁ ପାଉଁଶ ହୋଇଗଲା ଶବ। ଭାଇ ବନ୍ଧୁ କୁଟୁମ୍ବ ଯିଏ ଯାହା ବାଟରେ ଚାଲିଗଲେ। ପରିବାର ଲୋକେ ବି ନିଜର ଲୋକକୁ ମନେପାକାଇ ଘର ଭିତରେ ଗୁମୁରି ଗୁମୁରି କାନ୍ଦୁଥାନ୍ତି। ହେଲେ ହଠାତ୍ ଆସିଲା ଫୋନ୍। ଜଣାପଡିଲା ପରିବାର ଲୋକେ ଯେଉଁ ଶବକୁ ପୋଡିଛନ୍ତି ସେ ଶବ!-->…
କଣମଣା ପଞ୍ଚାୟତ ପ୍ରାର୍ଥୀଙ୍କ ଯାଞ୍ଚ ତାଲିକାରେ ତାଳମେଳ ରହୁନି ; ତଦନ୍ତ ଦାବି
ୱାର୍ଡ ସଭ୍ୟ ନାମାଙ୍କନ ଦାଖଲ ନେଇ ବିବାଦ
ଛତ୍ରପୁର : ଗଞ୍ଜାମ ଜିଲ୍ଲାରେ ବିଭିନ୍ନ ବ୍ଲକରେ ଖାଲି ପଡିଥିବା ୪ ଟି ସରପଂଚ, ଜଣେ ସମିତିସଭ୍ୟ ଓ ୩୭୯ ଟି ୱାର୍ଡ ସଭ୍ୟ ପଦବୀ ପାଇଁ ଆସନ୍ତା ମେ ୨ ତାରିଖରେ ଉପନିର୍ବାଚନ ରହିଥିବା ବେଳେ ଗତ ୪ ତାରିଖରୁ ୬ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ପତ୍ର!-->!-->!-->…
ଆତଙ୍କବାଦୀ ଓ ଅନୁପ୍ରବେଶକାରୀଙ୍କୁ ପ୍ରତିରୋଧ ପାଇଁ ଆରମ୍ଭ ହେଲା ସମରାଭ୍ୟାସ
ପାରାଦୀପ: ଆରମ୍ଭ ହୋଇଛି ସମରାଭ୍ୟାସ । ୨୬.୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ପରେ ଉପକୂଳର ସୁରକ୍ଷା ପାଇଁ ଉଭୟ ରାଜ୍ଯ ସରକାର ଓ କେନ୍ଦ୍ର ସରକାରଙ୍କ ତରଫରୁ ପ୍ରତ୍ୟେକ ବର୍ଷ ଦୁଇଥର ଆୟୋଜିତ ହୋଇଥାଏ ମିଳିତ ସମରାଭ୍ଯାସ ସାଗର କବଚ। ତେବେ ଏ ବର୍ଷର ପ୍ରଥମ ସମରାଭ୍ଯାସ ସାଗର କବଚ OD -23!-->…
ବିଜୁ ଛାତ୍ର ଜନତାଦଳ ପକ୍ଷରୁ ସୋସିଆଲ ମିଡିଆ ପ୍ରଶିକ୍ଷଣ ଶିବିର
ଛତ୍ରପୁର : ଛତ୍ରପୁର ଉପକଣ୍ଠ ତାମ୍ପରା ହ୍ରଦ ଠାରେ ବିଜୁ ଛାତ୍ର ଜନତା ଦଳ ତରଫରୁ ଛତ୍ରପୁର ନିର୍ବାଚନ ମଣ୍ଡଳୀ ସ୍ତରୀୟ ସୋସିଆଲ ମିଡିଆ ଓ ଇନଷ୍ଟାଗ୍ରାମ ପ୍ରଶିକ୍ଷଣ ଶିବିର ଗଂଜାମ ଜିଲ୍ଲା ସଭାପତି ପ୍ରଶାନ୍ତ କୁମାର ପଣ୍ଡାଙ୍କ ସଂଯୋଜନା ଓ ଜିଲ୍ଲା ଉପସଭାପତି ଲିଙ୍ଗରାଜ ମହାପାତ୍ରଙ୍କ!-->…
ଆଜିଠୁ ଆରମ୍ଭ ହେଲା ସକାଳୁଆ ସ୍କୁଲ
ଭୁବନେଶ୍ୱର :ଆଜିଠାରୁ ପିଲାଙ୍କର ଆରମ୍ଭ ହୋଇଛି ସକାଳୁଆ ସ୍କୁଲ। ସକାଳ ୭ଟାରୁ ସାଢେ଼ ୧୧ ଟା ଯାଏ ଚାଲିବ କ୍ଲାସ୍ । ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା ହେଉଥିବା ରାଜ୍ୟର ସମସ୍ତ ସରକାରୀ ଓ ଘରୋଇ ସ୍କୁଲ ସକାଳ ୭ଟାରୁ ସାଢ଼େ ୧୧ଟା ପର୍ଯ୍ୟନ୍ତ ଚାଲିବ। ପ୍ରବଳ ଖରାକୁ ନଜରରେ ରଖି!-->…
କୋର୍ଟପେଟା କାଶୀ ବିଶ୍ୱନାଥ ବୋଲବମ ସଂଘ ପକ୍ଷରୁ ଦଣ୍ଡନୃତ୍ୟ
ବ୍ରହ୍ମପୁର : ବ୍ରହ୍ମପୁର ସହରର କୋର୍ଟପେଟା କାଶୀ ବିଶ୍ୱନାଥ ବୋଲବମ ସଂଘ ପକ୍ଷରୁ ଦଣ୍ଡନୃତ୍ୟ ଅନୁଷ୍ଠିତ ହୋଇଛି । ଗଞ୍ଜାମ ଜିଲ୍ଲାରେ ଚାତ୍ର ମାସରେ ପାରମ୍ପାରିକ ଦଣ୍ଡନୃତ୍ୟ ପରିବେଷଣ ହେଉଥିବା ବେଳେ ଗତ ୧୨ ବର୍ଷ ଧରି କ୍ରମାଗତ ଭାବରେ କୋର୍ଟପେଟା କାଶୀ ବିଶ୍ୱନାଥ ବୋଲବମ ସଂଘ ପକ୍ଷରୁ!-->…
ସୁନ୍ଦରଗଡ଼ ଜିଲ୍ଲାରେ ପଡ଼ିଆ ଜମିରେ ଫଳ ଚାଷକୁ ପ୍ରୋତ୍ସାହନ, ଜନଜାତି ବର୍ଗର ଚାଷୀଙ୍କୁ ଦୀର୍ଘସ୍ଥାୟୀ ଜୀବିକା…
ସୁନ୍ଦରଗଡ଼ (୧୧/୦୪) : ସୁନ୍ଦରଗଡ଼ ଜିଲ୍ଲାର ଜନଜାତି ବର୍ଗର ଚାଷୀମାନଙ୍କୁ ଦୀର୍ଘସ୍ଥାୟୀ ଜୀବିକା ଯୋଗାଇ ଦେବା ପାଇଁ ବିଭିନ୍ନ ପ୍ରକାରର ଫଳ ଚାଷ କରାଯାଉଛି। ଚାଷୀମାନେ ସେମାନଙ୍କ ପଡ଼ିଆ ଜମିରେ ଆମ୍ବ, କାଜୁ ଓ ଲେମ୍ବୁ ଆଦି ଚାରା ଲଗାଉଛନ୍ତି। ଏଥିପାଇଁ ସୁନ୍ଦରଗଡ଼ ସମନ୍ୱିତ ଆଦିବାସୀ ଉନ୍ନୟନ!-->…
ମର୍ଣ୍ଣିଂ ୱାକ ବେଳେ ବିଜେପି ନେତାଙ୍କୁ ହାଣିଲେ ଦୁର୍ବୃତ୍ତ
ବାଲେଶ୍ୱର : ବଲେଶ୍ୱର ଜିଲ୍ଲା ସୋର ପୌରପାଳିକା ନଗର ଉପସଭାପତି ଲୋକନାଥ ରାଉତଙ୍କ ଉପରକୁ ଆଜି ସକାଳୁ ମରଣାନ୍ତକ ଆକ୍ରମଣ ହୋଇଛି l ଆଜି ସକାଳେ ସେ ଲୋକନାଥ ମର୍ଣ୍ଣିଂ ୱାକ କରି ଫେରୁଥିବା ବେଳେ ସୋର ଥାନା ନିକଟରେ ଏହି ଆକ୍ରମଣ ହୋଇଛି l
ଲୋକନାଥ ଆଜି ସକାଳେ ମର୍ଣ୍ଣିଂ ୱାକ କରିବାକୁ ଘରୁ!-->!-->!-->…
ଆଜି ବିଶ୍ୱ ଛେନାପୋଡ଼ ଦିବସ: ଜିଆଇ ଟ୍ୟାଗ୍ ମାନ୍ୟତା ଦେବା ପାଇଁ ପ୍ରୟାସ…
ଭୁବନେଶ୍ୱର : ପ୍ରତ୍ୟେକଟି ଓଡ଼ିଆଙ୍କ ପ୍ରିୟ ମିଠା ଛେନାପୋଡ଼ । କେବଳ ଓଡ଼ିଶାରେ ନୁହେଁ ଦେଶବିଦେଶରେ ମଧ୍ୟ ରହିଛି ଛେନାପୋଡ଼ର ଚାହିଦା । ଛେନାପୋଡ଼କୁ ଲୋକାଭିମୁଖୀ କରିବାକୁ ଆଜି ପାଳନ ହେଉଛି ବିଶ୍ୱ ଛେନାପୋଡ଼ ଦିବସ । ତେବେ ଛେନାପୋଡ଼କୁ ଜିଆଇ ଟ୍ୟାଗର ମାନ୍ୟତା ଦେବା ପାଇଁ ନୟାଗଡ଼!-->…