Sign in
Sign in
Recover your password.
A password will be e-mailed to you.
ଭାରତରେ ମୁସ୍ଲମାନମାନେ ଅସୁବିଧାରେ ଥିଲେ କ’ଣ ସେମାନଙ୍କ ଜନସଂଖ୍ୟା ବୃଦ୍ଧି ପାଇଥାନ୍ତା?: ସୀତାରମଣ
ନୂଆଦିଲ୍ଲୀ: ବିଶ୍ବ ବ୍ୟାଙ୍କ୍, ଇଣ୍ଟର୍ନ୍ୟାସ୍ନାଲ୍ ମନିଟାରି ଫଣ୍ଡ୍, ଜି୨୦ ଅର୍ଥମନ୍ତ୍ରୀ ଏବଂ ସେଣ୍ଟ୍ରାଲ୍ ବ୍ୟାଙ୍କ୍ ଗଭର୍ଣ୍ଣର୍ସଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକରେ ଯୋଗ ଦେବା ପାଇଁ ଗତକାଲିଠାରୁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଯୁକ୍ତରାଷ୍ଟ୍ର ଆମେରିକା ଗସ୍ତ!-->…
IVRI ରିସର୍ଚ୍ଚରୁ ହେଲା ସ୍ପଷ୍ଟ, ଗୋ-ମୂତ୍ର ମଣିଷଙ୍କ ପାଇଁ ଠିକ ନୁହେଁ…
ନୂଆଦିଲ୍ଲୀ : ଗୋ-ମୂତ୍ରରେ ରହିଛି ମାରାତ୍ମକ ବାକ୍ଟେରିଆ। ଏହାକୁ ସିଧାସଳଖ ପାନ କରିବା ମଣିଷଙ୍କ ପାଇଁ ଠିକ୍ ନୁହେଁ। ରିସର୍ଚ୍ଚ ପରେ ଦେଶର ପ୍ରମୁଖ ପଶୁ ଗବେଷଣା ସଂସ୍ଥା ଆଇଭିଆରଆଇ (IVRI) ସ୍ପଷ୍ଟ କରିଛି। ବରେଲୀ ଭିତ୍ତିକ ଦେଶର ଏହି ପ୍ରମୁଖ ଗବେଷଣା ସଂସ୍ଥା ବେଶ କିଛି ଦିନ ଧରି!-->…
ସପ୍ତାହକ ଭିତରେ କରୋନା ସଂକ୍ରମଣ ୭୯% ବଢ଼ିଲାଣି
ନୂଆଦିଲ୍ଲୀ : ପୁଣିଥରେ ଦ୍ରୁତଗତିରେ ଲୋକଙ୍କୁ ସଂକ୍ରମିତ କରିବାରେ ଆରମ୍ଭ କଲାଣି ମହାମାରୀ କରୋନା। ସ୍ଥିତି ଏପରି ହୋଇଛି ଯେ ସମଗ୍ର ଦେଶରେ କରୋନା ସଂକ୍ରମଣ ସପ୍ତାହକ ମଧ୍ୟରେ ୭୯% ବୃଦ୍ଧି ପାଇଛି। ପୂର୍ବ ରବିବାର ଠାରୁ ଏଇ ରବିବାର ମଧ୍ୟରେ ୩୬ ହଜାରରୁ ଅଧିକ ଲୋକ କରୋନାରେ ସଂକ୍ରମିତ!-->…
ଆରଏସ୍ଏସ୍ ଶୋଭାଯାତ୍ରାକୁ ସୁପ୍ରିମକୋର୍ଟଙ୍କ ଅନୁମତି, ତାମିଲନାଡୁର ଆବେଦନ ଖାରଜ…
ଚେନ୍ନାଇ : ତାମିଲନାଡୁରେ ଶୋଭାଯାତ୍ରା କରିବାକୁ ଆରଏସଏସ୍କୁ ଅନୁମତି ଦେଇଛନ୍ତି ସୁପ୍ରିମକୋର୍ଟ। ଆରଏସଏସ୍ ପକ୍ଷରୁ ତାମିଲନାଡୁରେ ବିଶାଳ ଶୋଭାଯାତ୍ରା ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ କ୍ଷମତାସୀନ ଡିଏମକେ ସରକାର ଏହାକୁ ବିରୋଧ କରିଥିଲେ। ମାମଲା କୋର୍ଟରେ ପହଞ୍ଚିଥିବା ବେଳେ ଆଜି!-->…
କଂଗ୍ରେସର ‘ଦଳ ବିରୋଧୀ କାର୍ଯ୍ୟ’ ତାଗିଦ ସତ୍ତ୍ୱେ ଅନଶନ କଲେ ପାଇଲଟ୍
ଜୟପୁର : ନିଜ ସରକାର ବିରୋଧରେ ଅନଶନ ଆରମ୍ଭ କରିଛନ୍ତି ରାଜସ୍ଥାନ କଂଗ୍ରେସର ବରିଷ୍ଠ ନେତା ସଚିନ ପାଇଲଟ। ୨୦୧୮ ନିର୍ବାଚନ ବେଳେ କଂଗ୍ରେସ ଯେଉଁ ସବୁ ଦୁର୍ନୀତି ଅଭିଯୋଗ ପୂର୍ବତନ ବିଜେପି ସରକାର ବିରୋଧରେ ଆଣିଥିଲା, ତା’ର ତଦନ୍ତ କରାଯାଉ ନଥିବାରୁ ସଚିନ ପାଇଲଟ ଦିନିକିଆ ଅନଶନ ଆରମ୍ଭ!-->…
ମନ୍ଦିର ଉନ୍ନୟନ ପରିଷଦ ପକ୍ଷରୁ ସ୍ଵର୍ଣ୍ଣ କୁଣ୍ଡଳ ପ୍ରଦାନ…
ହିଞ୍ଜିଳିକାଟୁ ୧୧।୪ ସିଦ୍ଧେଶ୍ଵର ମନ୍ଦିର ଉନ୍ନୟନ ପରିଷଦ ପକ୍ଷରୁ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଈଯାଇଅଛି।ଏହି ସ୍ରମ୍ଭର୍ଦ୍ଧନା ସଭାରେ ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ମୋହନକଲୋନି ଵାସିନ୍ଦା ଜଣାଶୁଣା ଵିଦ୍ବାନ ପଣ୍ଡିତ ଶରତ ଚନ୍ଦ୍ର ଷଡ଼ଙ୍ଗୀ ଙ୍କୁ କଵିସୂର୍ଯ୍ୟନଗର ଅନ୍ତର୍ଗତ!-->…
ଜାଲ ପ୍ରମାଣପାତ୍ର ରେ ଅଙ୍ଗନବାଡି କର୍ମୀ ନିଯୁକ୍ତି ମାମଲା : ଜେଲ ଦଣ୍ଡ ସହ ଜରିମାନା
ବୌଦ୍ଧ : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ରେ ଜଣେ ଅଭିଯୁକ୍ତ ଜାଲ ପ୍ରମାଣପାତ୍ର ଦେଇ ଅଙ୍ଗନବାଡି କର୍ମୀ ନିଯୁକ୍ତି ହୋଇଥିବା ନେଇ ବିଚାରଧୀନ ମାମଲାର ରାୟ ପ୍ରକାଶ ପାଇଛି l ଅଭିଯୁକ୍ତକୁ ସୋମବାର ହରଭଙ୍ଗା ଜେଏମଏଫସି କୋଟ 3ବର୍ଷ ଜେଲ ଦଣ୍ଡ ସହ 5000ହଜାର ଟଙ୍କା ଜରିମାନା କରିଥିବା ସୂଚନା!-->!-->!-->…
ଦାରିଙ୍ଗବାଡ଼ି ପୋଲିସ ଦ୍ବାରା ଗଞ୍ଜେଇ ଜବତ, ଚାଲାଣକାରି ଗିରଫ
ଦାରିଙ୍ଗବାଡି,୧୦/୪ : ଦାରିଙ୍ଗବାଡ଼ି ପୋଲିସ ଆଜି ଏକ ବୋଲେର ପିକ୍ ଆପରୁ ୨୨କେଜି ୩୫୦ଗ୍ରାମ ଗଞ୍ଜେଇ ଜବତ କରିବା ସହିତ ଚାଲାଣ କାରିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ କୋୖସିକ ମାଝୀ ସୂଚନା ଦେଇଛନ୍ତି । କୋୖଣସି ସୂତ୍ରରୁ ବୋଲେର ପିକ୍ଆପରେ ଗଞ୍ଜେଇ ବାଲିଗୁଡା ଅଞ୍ଚଳରୁ!-->…
ଚୟନ ସ୍ଥାନରେ କାର୍ଯ୍ୟ ହୋଇନଥିବା ନେଇ ବିଡ଼ିଓଙ୍କୁ ଅଭିଯୋଗ କଲେ ଗ୍ରାମବାସୀ…
ଦାରିଙ୍ଗବାଡି,୧୦/୪ : ଚୟନ ହୋଇଥିବା ସ୍ଥାନରେ କାର୍ଯ୍ୟ ନହୋଇ ଅନ୍ୟ ସ୍ଥାନରେ କାମ ହୋଇଥିବା ନେଇ ଦାରିଙ୍ଗବାଡି ବିଡ଼ିଓ ଗଦାଧର ପାତ୍ରଙ୍କୁ ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଦାରିଙ୍ଗବାଡି ବ୍ଲକ୍ ଅନ୍ତର୍ଗତ ଦାସିଂବାଡି ପଞ୍ଚାୟତ କାଣ୍ଡାପା ଗ୍ରାମବାସୀ ଆଣିଛନ୍ତି କିଛି ଏଭଳି ଅଭିଯୋଗ ।!-->…
ସରକାର ଶୀଘ୍ର କେ.ଏଲ.ଡି.ବି. ବୈଠକ ଆହ୍ଵାନ କରି ବୋନସ, କନ୍ୟା ବିବାହ ସହାୟତା, ଦରମା ବୃଦ୍ଧି ଘୋଷଣା ପାଇଁ…
ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ଅନ୍ତର୍ଭୁକ୍ତ ଓ ଛାତ୍ର ବୃତ୍ତି ସମ୍ପର୍କୀୟ ଘୋଷଣାର ଅବହେଳାର ଦୃଢ ପ୍ରତିବାଦ, କେନ୍ଦ୍ର ଓ ରାଜ୍ୟ ସରକାର ଜି.ଏସ୍.ଟି. ଅର୍ଥ ଫେରସ୍ତ ଦାବୀ ପାଇଁ ଭୁବନେଶ୍ବରରେ ମୁଖ୍ୟମନ୍ତ୍ରୀ ଓ ଜଙ୍ଗଲ ମନ୍ତ୍ରୀଙ୍କୁ ଦାବୀ ପତ୍ର ପ୍ରଦାନ ପାଇଁ ସଂଘର ରାଜ୍ୟ!-->…