Sign in
Sign in
Recover your password.
A password will be e-mailed to you.
ବଡମାଧପୁରରେ ୨୨ତମ ପଞ୍ଚୁଦଣ୍ଡ ମହାମିଳନ
ଛତ୍ରପୁର : ଛତ୍ରପୁର ବ୍ଲକ ଅନ୍ତର୍ଗତ ବଡମାଧପୁର ଗ୍ରାମରେ ଦୀର୍ଘ ୨୨ ବର୍ଷ ଧରି ପ୍ରତି ବର୍ଷ ଏପ୍ରିଲ ୧୦ ତାରିଖରେ ପଞ୍ଚୁଦଣ୍ଡ ମହାମିଳନ ମହା ସମାରୋହରେ ଅନୁଷ୍ଠିତ ହୋଇଆସୁଅଛି । ଏଥିରେ ବେଲଗୁଣ୍ଠା, କବିସୂର୍ଯ୍ୟନଗର (ପରିଡା ପାର୍ଟି), ବାବନପୁର, ଶାଳବଣ ଓ ପୁରୁଷୋତ୍ତମପୁର (ତେଲି ପାର୍ଟି)!-->…
ଉଚ୍ଚଶିକ୍ଷା ବିଭାଗର ବ୍ୟବସାୟିକରଣ ନୀତିକୁ ମାନବ ଅଧିକାର ସୁରକ୍ଷା ମଞ୍ଚର ବିରୋଧ
ଶଶୀଭୂଷଣ ରଥ ମହାବିଦ୍ୟାଳୟରେ ବର୍ଦ୍ଧିତ ଶିକ୍ଷା ଫି ଛାଡ଼ କର: ଏମଏଏସଏମବ୍ରହ୍ମପୁର : ଚଳିତ ବର୍ଷ ବ୍ରହ୍ମପୁର ଶଶୀଭୂଷଣ ରଥ ମହାବିଦ୍ୟାଳୟରେ ନୂତନ ଭାବେ ଖୋଲିବାକୁ ଯାଉଥିବା ବିଜ୍ଞାନ ପିଜି ପାଠ୍ୟକ୍ରମ ପାଇଁ 60ହଜାର ଓ ବାଣିଜ୍ୟ, କଳା ପାଇଁ 40ହଜାର ଟଙ୍କା ଆଦାୟ କରିବାପାଇଁ ଉଚ୍ଚ!-->…
ରକ୍ତ ଜୁଡୁବୁଡୁ ଅବସ୍ଥାରେ ଶବ ଉଦ୍ଧାର ହତ୍ୟା ସନ୍ଦେହ
କାଶିପୁର : ରାୟଗଡା ଜିଲ୍ଲା କାଶିପୁର ବ୍ଲକ୍ ଟିକିରି ଥାନା ଅନ୍ତର୍ଗତ ଥୁଟିବର ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଗାଁର କିଛି ଦୂରରେ ଏକ ଶବ ଦେଖୁବାକୁ ମିଳିଛି । ସ୍ଥାନୀୟ ଲୋକ ସକାଳୁ ଗାଁ ର ନିକଟରେ ଏକ ଶୋବ ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ । ପରିବାର ଲୋକେ ଟିକିରି!-->…
ଭାରତୀୟ ଜାତୀୟ କଂଗ୍ରେସ ଦଳ ତରଫରୁ ବିଭିନ୍ନ ସମସ୍ୟା ନେଇ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ତହସିଲଦାର ମହାଶୟଙ୍କୁ ୧୦ ଦଫା…
ଉମରକୋଟ : ନବରଙ୍ଗପୁର ଜିଲ୍ଲାର ଉମରକୋଟ ସହର ଏକ ପ୍ରମୁଖ ବାଣିଜ୍ୟ କେନ୍ଦ୍ର, କିନ୍ତୁ ଏଠାକାର ଜନସାଧାରଣ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି | ସୂଚନା ପ୍ରକାରେ ଭାରତୀୟ ଜାତୀୟ କଂଗ୍ରେସ ଦଳର ପୂର୍ବତନ ବିଧାୟକ ଶ୍ରୀ ଭୁଜବଳ ମାଝି ଡାବୁଗାଁ, ନିର୍ଦେଶ କ୍ରମେ ରାଇଘର!-->…
କାର୍ଯ୍ୟବନ୍ଦ ଆନ୍ଦୋଳନ କରିବେ ବୋଲି ଡ଼ାକ୍ତର ମହାସଂଘର ଚେତାବନୀ
ଫୁଲବାଣୀ : ଗୁମାଗଡରେ କାର୍ଯ୍ୟରତ ଥିବା କନିଷ୍ଠ କିରାଣୀ ଦୀପ୍ତି ରଞ୍ଜନ ଜେନାଙ୍କ ଡାକ୍ତରଙ୍କୁ ଦୁର୍ବ୍ୟବହାର କରିବା ଘଟଣାକୁ ନିନ୍ଦା କରିବା ସହ ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବା ବେଳେ ଆଜି ତୁରନ୍ତ କନିଷ୍ଠ କିରାଣୀ ଦୀପ୍ତି!-->…
ଶଶୀଭୂଷଣ ରଥ ସରକାରୀ ସ୍ୱୟଂ ଶାସିତ ମହିଳା ମହାବିଦ୍ୟାଳୟ ୬୫ତମ ବାର୍ଷିକ ଉତ୍ସବ ପାଳିତ
ବ୍ରହ୍ମପୁର : ଶଶୀଭୂଷଣ ରଥ ସରକାରୀ ସ୍ୱୟଂ ଶାସିତ ମହିଳା ମହାବିଦ୍ୟାଳୟ ୬୫ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ମହାବିଦ୍ୟାଳୟ ଅଧକ୍ଷ ପ୍ରଫେସର କାହ୍ନୁ ଚରଣ ପାଢ଼ୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଉଚ୍ଚ ଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ ଯୋଗଦେଇ!-->…
ସଫା କରା ଯାଉ ନାହିଁ ଡ୍ରେନ, ଫେରି ଯାଉଛି ଟଙ୍କା, ଦୁର୍ଗନ୍ଧରେ ଅସହ୍ୟ ଲୋକେ
ଦାରିଙ୍ଗବାଡି (୧୦/୪) : ପ୍ରତି ପଞ୍ଚାୟତକୁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ବିଭିନ୍ନ ଯୋଜନା ମାଧ୍ୟମରେ ପ୍ରତି ବର୍ଷ ଲକ୍ଷ ଲକ୍ଷ ଟଙ୍କା ପ୍ରଦାନ କରୁଛନ୍ତି । ହେଲେ ପଞ୍ଚାୟତ ଦାୟୀତ୍ୱରେ ରହିଥିବା ସରକାରୀ ବାବୁଙ୍କ ଅବହେଳା ପାଇଁ ଟଙ୍କା ଖର୍ଚ୍ଚ ହୋଇପାରୁନାହି । ଅନ୍ୟ ପଟେ ଯେଉଁ ପ୍ରକଳ୍ପ!-->…
ସିମନବାଡ଼ି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ…
ଦାରିଙ୍ଗବାଡି (୧୦/୪) : ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ସିମନବାଡ଼ି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ବାର୍ଷିକ ଉତ୍ସବ ପାଳନ ହୋଇଯାଇଛି ।ଏହି ବିଦ୍ୟାଳୟ ୧୮୮୭ ମସିହାରେ ସ୍ଥାପିତ ହୋଇଥିଲା। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ବିଧାୟକ ସାଲୁଗା ପ୍ରଧାନ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା!-->…
ମାଓ ଅଧ୍ୟୁଷିତ ଅଞ୍ଚଳରେ ପହଞ୍ଚି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଲୋକଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇବା ସହ ଲୋକଙ୍କ ସମସ୍ୟା…
ମାଲକାନଗିରି (୧୦।୪) : ମାଓ ଅଧ୍ୟୁଷିତ ଦୁର୍ଗମ ଅଞ୍ଚଳରେ ପ୍ରଥମ ଥର ପାଇଁ ମିଳିତ ଭାବେ ପାଦ ଦେଇଛନ୍ତି ସ୍ବାସ୍ଥ୍ୟ ବିଭାଗ ଓ ଜନପ୍ରତିନିଧି ଟିମ୍ । ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅନ୍ତର୍ଗତ ଦୁର୍ଗମ ତୁଳସୀ ଗାଁରେ ସ୍ବାସ୍ଥ୍ୟ ବିଭାଗର ଟିମ ସହ ଜନପ୍ରତିନିଧି ପହଞ୍ଚି ଲୋକଙ୍କ ସମସ୍ୟା!-->…
ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ
ମାଲକାନଗିରି/ମାଥିଲି (୧୦।୪) : ମାଲକାନଗିରି ଜିଲ୍ଲାରେ ଆଜି ଭାରସାମ୍ୟ ହରାଇ ଏକ ଚାଉଳ ବୋଝେଇ ପିକପ ଗାଡି ଗଛରେ ପିଟିହୋଇ ଡ୍ରାଇଭରର ମୃତ୍ୟୁ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ ସୋମବାର ସକାଳେ ମାଲକାନଗିରି ଜିଲ୍ଲାରୁ ଚାଉଳ ବୋଝେଇ ଓଡି ୦୭ ଏସ ୩୩୫୮ ନମ୍ବର ଏକ ପିକଅପ ଭ୍ୟାନ!-->…