Sign in
Sign in
Recover your password.
A password will be e-mailed to you.
ଲଷ୍ମୀ ନୃସିଂହ ଠାକୁର ଯାତ୍ରା କମିଟିର ନୂତନ କର୍ମକର୍ତ୍ତା ଚୟନ ସଭାପତି ଶିଵଶଙ୍କର,ସମ୍ପାଦକ ଦାରୁଣ
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ସହର ସ୍ଥିତ ଜିରିଙ୍ଗିପଡା ଲଷ୍ମୀ ନୃସିଂହ ମନ୍ଦିର ଠାରେ ପ୍ରତ୍ୟେକ ବର୍ଷ ଭଳି ଏ ବର୍ଷ ମଧ୍ୟ ଓଁ ଶ୍ରୀ ଶ୍ରୀ ଲଷ୍ମୀ ନୃସିଂହ ନାଥ ଠାକୁର ଙ୍କର ୨୪ ତମ ଜନ୍ମତ୍ସବ ଚନ୍ଦନ ଯାତ୍ରା ପାଳନ ନିମନ୍ତେ ଗତକାଲି କାଲି ତା ୯ /୪/୨୦୨୩ ରିଖ ସନ୍ଧ୍ୟା ୭!-->!-->!-->…
୫ଟି ଛକା ମାରି ଅସମ୍ଭବକୁ ସମ୍ଭବ କରି ଦେଖାଇଥିବା ରିଙ୍କୁ ସିଂହ ଏକଦା ଗ୍ୟାସ ଗୋଦାମରେ ରହୁଥିଲେ
ନୂଆଦିଲ୍ଲୀ: ଗତ ରବିବାର ଗୁଜରାଟ ଟାଇଟନ୍ସ ବିପକ୍ଷରେ ମ୍ୟାଚ ଖେଳି ଅସମ୍ଭବକୁ ସମ୍ଭବ କରିଥିବା କୋଲକାତା ନାଇଟ ରାଇଡର୍ସର ବ୍ୟାଟର ରିଙ୍କୁ ସିଂହଙ୍କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି।କୋଲକାତାକୁ ମ୍ୟାଚ୍ ଜିତିବା ପାଇଁ ଶେଷ ୫ ବଲରେ ୨୮ ରନ ଦରକାର ଥିବା ବେଳେ ରିଙ୍କୁ କ୍ରମାଗତ ୫ଟି ଛକା!-->…
ମାଫିଆ ଅତୀକ ଅହମ୍ମଦର ପରିବାର ସହ ସଂପର୍କ ତୁଟାଇଲା ବିଏସପି, କଟିଲା ଶାଇସ୍ତା ପରବିନର ଟିକେଟ୍
ଲକ୍ଷ୍ନୌ : ଉମେଶ ପାଲ ହତ୍ୟା କାଣ୍ଡ ପରେ ମାଫିଆ ଅତୀକ ଅହମ୍ମଦ ଓ ତା ପରିବାରର ସମସ୍ୟା ବଢ଼ିବାରେ ଲାଗିଛି। ଏହା ପୂର୍ବରୁ ପ୍ରୟାଗରାଜ କୋର୍ଟ ରାଜୁ ପାଲ ଅପହରଣ ମାମଲାରେ ଅତିକ୍ ଅହମ୍ମଦକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ଏବେ ବହୁଜନ ସମାଜ ପାର୍ଟି (ବିଏସପି) ମଧ୍ୟ ଅତୀକ୍ ଅହମ୍ମଦ!-->…
ଫେକ୍ ସାର୍ଟିଫିକେଟ ଦେଇ ଚାକିରି କରିବା ମାମଲାର ତଦନ୍ତ ପାଇଁ ସିବିଆଇକୁ ଚିଠି ଲେଖିଲେ ମହାଡାକପାଳ…
ଭୁବନେଶ୍ୱର : ପୋଷ୍ଟାଲ ଡିପାର୍ଟମେଣ୍ଟରେ ଫେକ୍ ସାର୍ଟିଫିକେଟ ଦେଇ ଚାକିରି କରିବା ମାମଲାର ତଦନ୍ତ ପାଇଁ ସିବିଆଇକୁ ଚିଠି ଲେଖିଛନ୍ତି ମହାଡାକପାଳ। ଫେକ୍ ସାର୍ଟିଫିକେଟରେ ଏକାଧିକ ରାଜ୍ୟର ସଂପୃକ୍ତି ରହିଥିବାରୁ ସିବିଆଇ ତଦନ୍ତ ପାଇଁ ଚିଠି କରାଯାଇଥିବା ଜଣାପଡ଼ିଛି। ଜାଲ ସାର୍ଟିଫିକେଟ ଦେଇ!-->…
ଆଜି ଝାରସୁଗୁଡ଼ା ସବୁଠାରୁ ଉତ୍ତପ୍ତ ସହର
ଝାରସୁଗୁଡା : ଅସହ୍ୟ କଲାଣି ତାତି। ତା’ସାଙ୍ଗକୁ ଗୁଳୁଗୁଳି। ମଝିରେ ମଝିରେ ଝାଞ୍ଜି ବୋହୁଥିବାରୁ ଜୀବନ ଯାତ୍ରା ଅସ୍ତବ୍ୟସ୍ତ ହୋଇପଡ଼ିଛି। ସକାଳ ୧୦ଟା ପରେ ଘରୁ ବାହାରିବାକୁ ନିରାପଦ ମଣୁନାନ୍ତି। ଆଜି ଝାରସୁଗୁଡ଼ା ହେଉଛି ସବୁଠାରୁ ଉତ୍ତପ୍ତ ସହର। ଏଠି ତାପମାତ୍ରା ୪୦.୪ ଡିଗ୍ରୀ ରେକର୍ଡ!-->…
ଝାରସୁଗୁଡ଼ାରୁ ନିଖୋଜ ନାବାଳକକୁ ବିଳାସପୁରରୁ ଉଦ୍ଧାର କଲା ପୁଲିସ
ଝାରସୁଗୁଡ଼ା: ଝାରସୁଗୁଡ଼ାରୁ ନିଖୋଜ ନାବାଳକକୁ ଛତିଶଗଡ଼ର ବିଳାସପୁରରେ ଠାବ କରାଯାଇଛି। ଏନେଇ ଝାରସୁଗୁଡ଼ା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି। ପୁଲିସ କହିଛି ଯେ ଉକ୍ତ ନାବାଳକକୁ କେହି ଅପହରଣ କରି ନ ଥିଲେ, ବରଂ ସେ ନିଜ ଇଚ୍ଛାରେ ଟ୍ରେନରେ ଯାଉଥିଲା। ଏବେ ନାବାଳକକୁ ବିଳାସପୁରରୁ!-->…
ଆପକୁ ମିଳିଲା ଜାତୀୟ ଦଳ ମାନ୍ୟତା…
ନୂଆଦିଲ୍ଲୀ: ଆପକୁ ମିଳିଲା ଜାତୀୟ ଦଳ ମାନ୍ୟତା। ଆଜି ନିର୍ବାଚନ ଆୟୋଗ ଏହି ନିଷ୍ପତ୍ତି ନେଇଛନ୍ତି। ଆପକୁ ଜାତୀୟ ଦଳ ମାନ୍ୟତା ଦେଇ ଏନସିପି, ଟିଏମସି ଓ ସିପିଆଇ ଭଳି ଦଳଠାରୁ ନିର୍ବାଚନ ଆୟୋଗ ଜାତୀୟ ଦଳ ମାନ୍ୟତା ପ୍ରତ୍ୟାହାର କରି ନେଇଥିବା ଜଣାପଡ଼ିଛି।ଏହା ବ୍ୟତୀତ ନିର୍ବାଚନ ଆୟୋଗ!-->…
କରୋନା ମୁକାବିଲା ପାଇଁ ମକଡ୍ରିଲ୍…
ନୂଆଦିଲ୍ଲୀ :ପୁଣି ଥରେ ମୁଣ୍ଡ ଟେକିଲାଣି କରୋନା। ଡରାଇଲାଣି କରୋନାର ସବ୍ ଭାରିଆଣ୍ଟ XBB1.16 । ମହାମାରୀ ଏବେ ଉପରମୁହାଁ ଥିବା ବେଳେ ମାସେ ଭିତରେ ପିକ୍ ଆସିପାରେ ବୋଲି ଚେତାବନୀ ଦେଲେଣି ବିଶେଷଜ୍ଞ । ତେଣୁ ମୁକାବିଲା ପାଇଁ କେନ୍ଦ୍ର ଆଡଭାଇଜରି ଅନୁସାରେ ରାଜ୍ୟରେ ଆରମ୍ଭ ହେଲାଣି!-->…
ଝାରସୁଗୁଡା ଉପନିର୍ବାଚନ ପାଇଁ ତରୁଣ ପାଣ୍ଡେଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କଲା କଂଗ୍ରେସ…
ଝାରସୁଗୁଡା : ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ। ତରୁଣ ପାଣ୍ଡେଙ୍କୁ ପ୍ରାର୍ଥୀ କଲା ଦଳ । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେ ତରୁଣଙ୍କ ନାଁରେ ମୋହର ମାରିଛନ୍ତି। ଏନେଇ ଏଆଇସିସି ପକ୍ଷରୁ ସୂଚନା ଦିଆଯାଇଛି।
ଖୁବଶୀଘ୍ର ପ୍ରାର୍ଥୀ ଘୋଷଣା କରିପାରେ!-->!-->!-->…
ଭୁବନେଶ୍ୱର ସିବିଆଇ-୧ କୋର୍ଟରେ ହାଜର ହେଲେ ଅର୍ଚ୍ଚନା ଓ ଜଗବନ୍ଧୁ
ଭୁବନେଶ୍ବର: ଭୁବନେଶ୍ୱର ସିବିଆଇ-୧ କୋର୍ଟରେ ହାଜର ହେଲେ ଅର୍ଚ୍ଚନା ଓ ଜଗବନ୍ଧୁ । ଇଡି ଓ ଖଣ୍ଡଗିରି ଥାନା ମାମଲାରେ ସେମାନେ ହାଜର ହୋଇଛନ୍ତି । ଶ୍ରଦ୍ଧାଞ୍ଜଳି କାହିଁକି ହାଜର ହେଉନାହାନ୍ତି ବୋଲି କୋର୍ଟରେ ପ୍ରଶ୍ନ ଉଠାଇଛନ୍ତି ଅର୍ଚ୍ଚନା । ତାଙ୍କ ପାଇଁ କଣ ଆଇନ ଅଲଗା ବୋଲି କହିଲେ ଅର୍ଚନା!-->…