Sign in
Sign in
Recover your password.
A password will be e-mailed to you.
ଆସନ୍ତାକାଲି ଜାପାନରୁ ଫେରିବେ ମୁଖ୍ୟମନ୍ତ୍ରୀ…
ଭୁବନେଶ୍ୱର : ଆସନ୍ତାକାଲି ଜାପାନରୁ ଫେରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜାପାନ କ୍ୟୋଟୋରେ ଓଡ଼ିଶାରେ ପର୍ଯ୍ୟଟନ କ୍ଷେତ୍ରରେ ବହୁ ସୁଯୋଗ ଥିବା ନେଇ ଅବଗତ କରାଇଛନ୍ତି ମୁଖ୍ୟମନ୍ତ୍ରୀ । ଓଡ଼ିଶାର ସମୃଦ୍ଧ ବୌଦ୍ଧ ପରମ୍ପରା ବହନ କରୁଛି। ତେଣୁ ଓଡ଼ିଶା-ଜାପାନ ମଧ୍ୟରେ ବୌଦ୍ଧ ସଂସ୍କୃତିର!-->…
ଫୁଲ ତୋଳୁଥିବା ବେଳେ ଦଳିଦେଲା ଦନ୍ତା: ଜଣେ ମୃତ, ଜଣେ ଗୁରୁତର
ଖୋର୍ଦ୍ଧା: ଫୁଲ ତୋଳୁଥିବା ବେଳେ ଦଳିଦେଲା ଦନ୍ତା । ଜଣେ ମୃତ, ଜଣେ ଗୁରୁତର। ଖୋର୍ଦ୍ଧା ଟାଉନ୍ ପାନବରଜ ଗାଁରେ ଅଭାବନୀୟ ଘଟଣା । ମୃତ ମହିଳା ହେଲେ କିରଣବାଳା ମାନଧାତା । କିରଣବାଳା ଆଜି ସକାଳେ ଫୁଲ ତୋଳୁଥିବା ବେଳେ ହାତୀ ହାବୁଡରେ ପଡିଯାଇଥିଲେ ।
ସେହିପରି ଟାଙ୍ଗିଆପଡାର!-->!-->!-->…
ସର୍ବ ଭାରତୀୟ ଅବସରପ୍ରାପ୍ତ ସଂଘ-ଗଂଜାମ ଶାଖା ତରଫରୁ ଧାରଣା : ଜିଲ୍ଲା ପାଳଙ୍କ ଜରିଆରେ ଦାବୀ ପତ୍ର ପ୍ରଦାନ…
ଛତ୍ରପୁର : ସର୍ବ ଭାରତୀୟ ପେନସନରସ୍ ମହାସଂଘର ନିଷ୍ପତ୍ତି ଓ ନିର୍ଦ୍ଦେଶ ତଥା ଓଡିଶା ସେବା ନିବୃତ୍ତ କର୍ମଚାରୀ ଓ ଶିକ୍ଷକ ବିକାଶ ମଞ୍ଚର ଆହ୍ବାନ କ୍ରମେ ଏବଂ ଦେଶର ସମସ୍ତ ଜିଲ୍ଲାରେ ଧାରଣା ପ୍ରଦାନ ପରିପ୍ରେକ୍ଷୀରେ ଗଂଜାମ ଜିଲ୍ଲା ଶାଖା ପକ୍ଷରୁ ବିଭିନ୍ନ ଦାବି ସମ୍ବଳିତ ସ୍ମାରକପତ୍ର!-->!-->!-->…
କନ୍ଧମାଳ ଜିଲ୍ଲାର ୨ଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଜାତୀୟ ଗୁଣାତ୍ମକ ମାନକ ସାର୍ଟିଫିକେଟ ପାଇବାକୁ ଯୋଗ୍ୟ…
ଫୁଲବାଣୀ :- କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକର ଗୋଛପଡା ଓ ଖଜୁରୀପଡା ବ୍ଲକର ବାରିକୁମ୍ପା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପ୍ରଥମ ଥର ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାତୀୟ ଗୁଣାତ୍ମକ ମାନକ ସାର୍ଟିଫିକେଟ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି।ଗତ!-->!-->!-->…
ମଙ୍ଗଳମ ଟିମ୍ବର ଫେକ୍ଟ୍ରିରେ ସେଣ୍ଟର ମେସିନ ର ବେଲ୍ଟ ଛିଣ୍ଡି ଶ୍ରମିକ ମୃତ…
ନବରଙ୍ଗପୁର : ନବରଙ୍ଗପୁର ସହର ବାଇପାସ ରାସ୍ତା କଡରେ ଥିବା ମଙ୍ଗଳମ୍ ଟିମ୍ବର ଫେକ୍ଟ୍ରି ରେ କାମ କରୁଥିବା ବେଳେ ଜଣେ ଯୁବକଙ୍କ ଘଟଣା ସ୍ଥଳରେ ମୃତ୍ୟ କୁ ନେଇ ଟିମ୍ବର ମୁଖ୍ୟ ଫାଟକ ନିକଟରେ ଚାପା ଉତ୍ତେଜନା ଦେଖାଦେଇଛି l କ୍ଷତିପୂରଣ ଦାବି ରେ ବିକ୍ଷୋଭ କରୁଛନ୍ତି ମୃତ ଶ୍ରମିକ ଙ୍କ ପରିବାର!-->…
ବିଜେଡିର ଚାଣକ୍ୟ ସାନଦେଓଙ୍କ ସ୍ମୃତିସଭା…
ଚିକିଟୀ : ଗଞ୍ଜାମ ଜିଲ୍ଲା ଚିକିଟୀ ନିର୍ବାଚନ ମଣ୍ଡଳୀରେ ଚାଣକ୍ୟ ଭାବେ ପରିଚିତ ପୂର୍ବତନ ନଗରପାଳ ଦୁର୍ଗାପ୍ରସାଦ ଦେଓ (ସାନଦେଓ)ଙ୍କ ଗୁରୁବାର(୩୦.୦୩.୨୦୨୩)ମଧ୍ୟରାତ୍ରରେ ବିୟୋଗ ଘଟିଥିଲା । ଏହି ମହାନ ଆତ୍ମାର ସଦଗତି ନିମନ୍ତେ ରବିବାର( ୦୯.୦୪.୨୦୨୩)ସଂଧ୍ୟା ୬ଘଣ୍ଟା ସମୟରେ ଚିକିଟୀ!-->…
୫ମ ତମ ଜ଼ିଲ୍ଲାସ୍ତରୀୟ ବିନାୟକ ଆଚାର୍ଯ୍ୟ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ମ୍ୟାଚରେ, ଖଲ୍ଲିକୋଟ ଦଳ…
ବ୍ରହ୍ମପୁର : ବିନାୟକ ଆଚାର୍ଯ୍ୟ କଲେଜ ପଡିଆ ଠାରେ ଜୁନିଅର କ୍ରିକେଟ କ୍ଲୁବ (jcc) ପକ୍ଷରୁ ଜ଼ିଲ୍ଲା ସ୍ତରୀୟ ୫ମ ତମ ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟ ଉଦଘାଟିତ ହୋଇଯାଇଛି l ଏହି ଟୁର୍ନାମେଣ୍ଟ ୯ ତାରିଖ ଠାରୁ ଆରମ୍ଭ ହୋଇ ୧୬ ତାରିଖ ରେ ଶେଷ ହେବ, ଦୀର୍ଘ ୮ ଦିନ ଏହି ଖେଳ ଅନୁଷ୍ଠିତ ହେବ!-->…
ମାଲକାନଗିରି ଜିଲ୍ଲାରେ ପୁଷ୍ପା-୨ ଚଳଚିତ୍ରର ସୁଟିଂ ପାଇଁ ଜିଲ୍ଲାପାଳ ଓ ଏସ୍.ପି.ଙ୍କ ଠାରୁ ଅନୁମତି ଲୋଡିଲେ ପ୍ରଯୋଜକ
ମାଲକାନଗିରି : ସାରା ଦେଶର ଚଳଚିତ୍ର ଜଗତରେ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଦକ୍ଷିଣ ଭାରତର ପ୍ରସିଦ୍ଧ ସିନେମା ପୁଷ୍ପାର ଦ୍ଵିତୀୟ ଭାଗ କେବେ ଆସିବ ସେନେଇ ଦର୍ଶକ ଅପେକ୍ଷା କରିଥିବା ବେଳେ ଏହି ଚଳଚିତ୍ରର ଶୁଟିଙ୍ଗ ପାଇଁ ମାଲକାନଗିରି ଜିଲ୍ଲାକୁ ମନୋନୀତ କରିଛନ୍ତି ଏହାର ପ୍ରଯୋଜକ!-->…
୩୪ ତମ ବାର୍ଷିକ ତେରଦଣ୍ଡର ମହାମିଳନ ସମାରୋହ ଉଦଯାପିତ : ହଜାରହଜାର ଭକ୍ତଙ୍କ ସମାଗମ
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡାରେ ପୂର୍ବବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବାଲିଗୁଡା ସହରରେ ସ୍ଥାନୀୟ ପଞ୍ଚୁଦଣ୍ଡ ପରିଚାଳନା ସମିତି ଆନୁକୂଲ୍ୟରେ ୩୬ ବର୍ଷ ପୂର୍ତ୍ତି ଅବସରରେ ୩୪ ତମ ବାର୍ଷିକ ତେର ଦଣ୍ଡର ମହାମିଳନ ସମାରୋହ ବିପୁଳ ଉତ୍ସାହ ଉଦ୍ଦୀପନାର ସହ ଆୟୋଜିତ ହୋଇଯାଇଛି l!-->…
ଜାତୀୟ ପଞ୍ଚାୟତ ପୁରସ୍କାର ୨୦୨୨ : ଗଞ୍ଜାମ ଜିଲା ପରିଷଦ ଏବଂ ହିଞ୍ଜିଳିକାଟୁ ବ୍ଲକ ଦେଶରେ ୧ ନମ୍ବର ସ୍ଥାନ ଅଧିକାର କଲା
ଛତ୍ରପୁର (୦୯.୦୪) : ଗ୍ରାମାଞ୍ଚଳରେ ସ୍ଥାନୀୟ ସ୍ୱୟଂ ଶାସନ ପାଇଁ ପ୍ରଭାବଶାଳୀ ତଥା ଦକ୍ଷ ଅନୁଷ୍ଠାନ ଭାବରେ କାର୍ଯ୍ୟ କରିବା ପାଇଁ ପଞ୍ଚାୟତରାଜ ପ୍ରତିଷ୍ଠାନ ବାଧ୍ୟତାମୂଳକ । ଫ୍ଲାଗସିପ୍ ସ୍କିମ୍ ଗୁଡିକର ପ୍ରଭାବଶାଳୀ କାର୍ଯ୍ୟାନ୍ୱୟନରେ ମଧ୍ୟ ସେମାନେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା!-->…