ସୋର ଟ୍ରକ୍ ଧକ୍କାରେ ଜଣେ ମୃତ, ଜଣେ ଗୁରୁତର

ସୋର : ଟ୍ରକ୍ ଧକ୍କାରେ ଜଣେ ମୃତ ଜଣେ ଗୁରୁତର । ସୋର ୧୬ ନମ୍ବର ଜାତୀୟ ରାଜପଥ ତଳନଗର ଛକ ନିକଟରେ ଦୁର୍ଘଟଣା । ବାଲିଆପାଳରୁ କଟକ ଯାଉଥିବା କ୍ଷୀର ଗାଡିର ଡ୍ରାଇଭର ଓ ହେଲପର୍‌ ଗାଡିରୁ ଓହ୍ଲାଇ ତଳେ ଠିଆ ହୋଇଥିବା ବେଳେ ପଛପଟୁ ଧକ୍କା ଦେଇଥିଲା ଏକ ଟ୍ରକ୍ । ଟ୍ରକ ଧକ୍କାରେ

ପୁଣି ୫,୮୮୦ କରୋନା ପଜିଟିଭ ଚିହ୍ନଟ, ସଂକ୍ରମଣ ବୃଦ୍ଧିର କାରଣ କ’ଣ..?

ନୂଆଦିଲ୍ଲୀ : ପୁଣିଥରେ ଗତ ୨୪ ଘଣ୍ଟାରେ ଦେଶରୁ ୫,୮୮୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କ ପରେ ଦେଶରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୩୫,୧୯୯କୁ ବୃଦ୍ଧି ପାଇଛି। ତେବେ ଦୈନିକ ପଜିଟିଭିଟି ରେଟ୍‌ ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି। ଏବେ ଦୈନିକ ଟିପିଆର ୬.୯୧% ଥିବା

ଅରୁଣାଚଳ ଗସ୍ତକୁ ନେଇ ଚୀନ୍‌ର ବିରୋଧ ଭିତରେ ଗୃହମନ୍ତ୍ରୀ ଅମିତ ଶାହା କହିଲେ, ‘ଆମ ଜମିରୁ ଛୁଞ୍ଚି ମୂନରେ ମୂନେ ସୁଦ୍ଧା…

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀଙ୍କ ଅରୁଣାଚଳ ପ୍ରଦେଶ ଗସ୍ତକୁ ନେଇ ଚୀନର ବିରୋଧ ମଧ୍ୟରେ ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ ଭାରତର ଆଞ୍ଚଳିକ ଅଖଣ୍ଡତାକୁ କେହି ପ୍ରଶ୍ନ କରିପାରିବେ ନାହିଁ। ଏଥିସହ ସେ କହିଛନ୍ତି, ‘ଆମ ଜମିରୁ ଛୁଞ୍ଚି ମୂନରେ ମୂନେ ସୁଦ୍ଧା କେହି ନେଇପାରିବେ

ଛୁଆର ମୃତଦେହ ଛାଡ଼ି ଯାଉନି ମା’ ହାତୀ

ବଣାଇ: ଆଖି ଆଗରେ ଛୁଆର ମୃତଦେହ ପଡ଼ିଥିବା ବେଳେ ଏହାକୁ ସହଜେ ଗ୍ରହଣ କରିପାରୁନି ମା’ ହାତୀ। ଛୁଆଟି ଉଠିଯିବ ଭାବି ତା’ ପାଖ ଛାଡ଼ି ଯାଉନି।ଛୁଆର ମୃତଦେହ ପାଖେପାଖେ ମା’ଟି ଘୁରି ବୁଲୁଛି। ସନ୍ତାନକୁ ହରାଇ ପାଗଳ ପ୍ରାୟ ହୋଇ ଯାଇଥିବା ମା’ କେତେବେଳେ ଜଙ୍ଗଲକୁ ପଳାଉଛି ତ ପୁଣି

ଅମୂଲ ବନାମ ନନ୍ଦିନୀ: ବଡ଼ ବୟାନ ଦେଇ ବିଜେପିକୁ ଟାର୍ଗେଟ କଲେ ଡିକେ ଶିବକୁମାର…

ବେଙ୍ଗାଲୁରୁ : କର୍ଣ୍ଣାଟକା ମାର୍କେଟରେ ଦୁଗ୍ଧ ଓ ତା’ ସହ ଜଡ଼ିତ ବିଭିନ୍ନ ଜିନିଷର ଉତ୍ପାଦନ କରୁଥିବା ଅମୂଲ ପ୍ରବେଶ କରିବାକୁ ଘୋଷଣା କରିବା ପରେ ବିବାଦ ଦେଖାଦେଇଛି। କର୍ଣ୍ଣାଟକାରେ ନନ୍ଦିନୀ ଦୁଗ୍ଧ ବ୍ୟବସାୟ କରୁଥିବା ବେଳେ ବାହାର ରାଜ୍ୟର କମ୍ପାନୀ ଅମୂଲର ପ୍ରବେଶ କ୍ଷମତାସୀନ ବିଜେପି ଓ

ଝାରସୁଗୁଡାରେ ପୁଣି ନାବାଳକଙ୍କୁ ଅପହରଣ

ଝାରସୁଗୁଡା: ଝାରସୁଗୁଡାରେ ପୁଣି ନାବାଳକଙ୍କୁ ଅପହରଣ ଅଭିଯୋଗ । ବୁରୋମାଲରୁ ନାବାଳକ ନିଖୋଜ ନେଇ ଟାଉନ ଥାନାରେ ଅପହରଣ ମାମଲା ରୁଜୁ ହୋଇଛି । ଏ ନେଇ ଝାରସୁଗୁଡା ଏସପି ସୂଚନା ଦେଇଛନ୍ତି । ପରିବାର ଲୋକଙ୍କ ପକ୍ଷରୁ ଥାନାରେ ଅଭିଯୋଗ ପରେ ଅପହରଣ ମାମଲା ରୁଜୁ ହୋଇଛି । ଘଟଣାର ତଦନ୍ତ

ଏଥର ଦୁର୍ବଳ ମୌସୁମୀ, କମ୍‌ ବର୍ଷା ସମ୍ଭାବନା…!

ନୂଆଦିଲ୍ଲୀ : ଚଳିତ ବର୍ଷ ମୌସୁମୀ ଜନିତ ବର୍ଷା ପରିମାଣ କମିବ। ସ୍ୱାଭାବିକଠାରୁ କମ ବର୍ଷା ହେବ। ଏମିତି କିଛି ଆକଳନ କରିଛି ଘରୋଇ ପାଣିପାଗ ଏଜେନ୍ସି ସ୍କାଏମେଟ । ଚଳିତ ବର୍ଷ ଏଲନିନୋ ଉପୁଜିବାର ସମ୍ଭାବନା ଥିବାରୁ ବର୍ଷାର ପରିମାଣ ହ୍ରାସ ପାଇବ। ସାଧାରଣତଃ ଏଲନିନୋ ସୃଷ୍ଟି ହେଲେ ଏହା

ରାହୁଲ ଗାନ୍ଧିଙ୍କୁ ପରୋକ୍ଷରେ ଟାର୍ଗେଟ କଲେ ଉପରାଷ୍ଟ୍ରପତି, କହିଲେ ବିଦେଶ ଗଲେ ରାଜନୈତିକ ଚଷମା ଛାଡ଼ି ଦେବା ଉଚିତ୍‌

ନୂଆଦିଲ୍ଲୀ : ଭାରତରୁ ବିଦେଶ ଯାତ୍ରା କରୁଥିବା ଲୋକେ ଗଲାବେଳେ ନିଜ ରାଜନୈତିକ ଚଷମାକୁ ଛାଡ଼ିଦେବା ଉଚିତ। ଏହା କହିଛନ୍ତି ଭାରତର ଉପରାଷ୍ଟ୍ରପତି ଜଗଦୀପ ଧନକଡ଼। କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ପରୋକ୍ଷରେ ଟାର୍ଗେଟ କରି ସେ ଏଭଳି ବୟାନ ଦେଇଥିବା ଜଣାପଡ଼ିଛି। ନିକଟରେ ରାହୁଲ ଗାନ୍ଧି ଲଣ୍ଡନ

ଆଜିଠୁ ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟ ଖାତାଦେଖା ଆରମ୍ଭ

ଭୁବନେଶ୍ୱର :ଆଜିଠୁ ଯୁକ୍ତ ଦୁଇ ଖାତାଦେଖା। ଆଜିଠୁ ପ୍ରଥମ ପର୍ଯ୍ୟାୟ ଖାତାଦେଖା ଆରମ୍ଭ ହୋଇ ଏପ୍ରିଲ ୨୩ରେ ସରିବ। ସେହିପରି ଦ୍ୱିତୀୟ ପର୍ଯ୍ୟାୟ ଖାତାଦେଖା ମେ’ ୭ ରେ ସରିବ। ଚଳିତ ଥର ୬୫ ଟି ଅଫଲାଇନ ସେଣ୍ଟର ଓ ୩୯ ଟି ଅନଲାଇନ ସେଣ୍ଟରରେ ଖାତା ଦେଖା ହେବ। ଖାତା ଦେଖାରେ ପାଖାପାଖି ୧୫

ପାକିସ୍ତାନର କ୍ବେଟାରେ ବୋମା ବିସ୍ଫୋରଣ, ୪ ପୁଲିସ କର୍ମୀ ନିହତ

କରାଚି : ବୋମା ବିସ୍ଫୋରଣରେ ପୁଣି ରକ୍ତରଂଜିତ ହୋଇଛି ପାକିସ୍ତାନ । ଦକ୍ଷିଣ-ପଶ୍ଚିମ ପାକିସ୍ତାନର କ୍ବେଟା ସହରରେ ଏକ ପୁଲିସ ଗଡ଼ିକୁ ଲକ୍ଷ୍ୟ କରି କରାଯାଇଥିବା ବୋମା ବିସ୍ଫୋରଣରେ ୪ ପୁଲିସ କର୍ମୀ ନିହତ ହୋଇଛନ୍ତି । ଏହି ଘଟଣାରେ ଅନ୍ୟ ୧୫ ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ମହିଳା ଓ