ଉମେଶ ପାଲ୍‌ ହତ୍ୟା ମାମଲା: ଦିଲ୍ଲୀରୁ ଗିରଫ ହେଲେ ଅତୀକ୍‌ ଅହମ୍ମଦ୍‌ଙ୍କ ପୁଅକୁ ସାହାଯ୍ୟ କରିଥିବା ୩ ବ୍ୟକ୍ତି

ନୂଆଦିଲ୍ଲୀ: ଗ୍ୟାଙ୍ଗ୍‌ଷ୍ଟର୍‌ ଅତୀକ୍‌ ଅହମଦ୍‌ଙ୍କ ପୁଅକୁ ସାହାଯ୍ୟ କରିବା ଏବଂ ଉମେଶ ପାଲ୍‌ଙ୍କ ହତ୍ୟା ଷଡ଼ଯନ୍ତ୍ର କରିବାରେ ସମ୍ପୃକ୍ତ ଥିବା ୩ଜଣ ବ୍ୟକ୍ତିଙ୍କୁ ଦିଲ୍ଲୀ ପୁଲିସର ‘ସ୍ପେସାଲ୍‌ ବ୍ରାଞ୍ଚ୍‌’ ଗିରଫ କରିଛି।ଗିରଫ ହୋଇଥିବା ବ୍ୟକ୍ତି ୩ଜଣ ହେଉଛନ୍ତି, ଜାଭେଦ୍‌, ଖାଲିଦ୍‌ ଏବଂ

ଏପ୍ରିଲ ୨୬ରେ ଦିଲ୍ଲୀ ମେୟର ନିର୍ବାଚନ…

ନୂଆଦିଲ୍ଲୀ : ଦିଲ୍ଲୀରେ ଆସନ୍ତା ୨୬ ତାରିଖରେ ପୁଣି ଥରେ ମେୟର ନିର୍ବାଚନ ହେବାକୁ ଯାଉଛି। ପୂର୍ବରୁ ବହୁ ହଙ୍ଗାମା ଓ ଅନେକ ଥର ନିର୍ବାଚନ ସ୍ଥଗିତ ରହିବା ପରେ ଗତ ଫେବ୍ରୁଆରି ୨୨ତାରିଖରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ଆପ୍ ର ଶୈଲି ଓବରୟ ବିଜୟୀ ହୋଇଥିଲେ, କିନ୍ତୁ ବିଳମ୍ବିତ

ନଦୀରେ ଚାଲିଚାଲି ଯାଉଥିବା ମହିଳାଙ୍କୁ ଲୋକେ ନର୍ମଦା ଦେବୀ ବୋଲି ପୂଜା କଲେ… !

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଜବଲପୁରରୁ ଏକ ଭିଡିଓ ସୋସିଆଲ ମିଡିଆରେ ସାମ୍ନାକୁ ଆସିଥିଲା। ଏହି ଭିଡିଓରେ ନର୍ମଦା ନଦୀ ପାଣିରେ ଧଳା ରଙ୍ଗର ଶାଢ଼ି ପିନ୍ଧି ଜଣେ ବୃଦ୍ଧା ମହିଳା ଚାଲୁଥିବା ଦେଖିବାକୁ ମିଳିଥିଲା। ଏଥିରେ ମହିଳାଙ୍କ ପାଦ ପାଣିରେ ବୁଡ଼ି ଯାଇଥିବା ନଜରକୁ ଆସିଥିଲା। ଏହି ଭିଡିଓ

ଏଲଓସି ନିକଟରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମ ବିଫଳ, ସେନା ଗୁଳିରେ ଜଣେ ଆତଙ୍କବାଦୀ ନିହତ

ଜମ୍ମୁ: ଜମ୍ମୁ-କଶ୍ମୀରର ପୁଞ୍ଚ ଜିଲ୍ଲାରେ ନିୟନ୍ତ୍ରଣ ରେଖା (ଏଲ୍ଓସି) ନିକଟରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମକୁ ସେନା ଯବାନମାନେ ବିଫଳ କରିଦେଇଛନ୍ତି । ଏହି ଘଟଣାରେ ଜଣେ ଅନୁପ୍ରବେଶକାରୀ ନିହତ ହୋଇଛି ।ସେନା ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ ଶାହାପୁର ସେକ୍ଟରରେ ଯବାନମାନେ

ଭଗବାନ ରାମଙ୍କ ଆଶିର୍ବାଦ ଆମ ସହ ଅଛି, ଏଣୁ ଧନୁତୀର ଚିହ୍ନ ଆମକୁ ମିଳିଛି : ସିନ୍ଦେ

ଅଯୋଧ୍ୟା : ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ରବିବାର ଅଯୋଧ୍ୟାରେ ପହଞ୍ଚିଛନ୍ତି। ଏଠାରେ ସେ ରାମଲାଲାଙ୍କ ଦର୍ଶନ କରିବେ। ତାଙ୍କ ସହ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଏବଂ ଅନ୍ୟ କ୍ୟାବିନେଟ୍ ମନ୍ତ୍ରୀମାନେ ମଧ୍ୟ ଅଛନ୍ତି। ରାମଲଲାଙ୍କୁ ଦର୍ଶନ କରିବା ପୂର୍ବରୁ

ଦଳିତ ମହିଳାଙ୍କୁ ଦୁଷ୍କର୍ମ ପରେ ଏସିଡ୍‌ ମାଡ଼ କରି ହତ୍ୟା: ୧୮ ଘଣ୍ଟା ପରେ ହଟିଲା ବିକ୍ଷୋଭ

ଜୟପୁର : ରାଜସ୍ଥାନର ବାରମେରରେ ଜଣେ ୪୪ ବର୍ଷୀୟ ଦଳିତ ମହିଳାଙ୍କୁ ଦୁଷ୍କର୍ମ ପରେ ଏସିଡ ମାଡ଼ ଘଟଣାକୁ ନେଇ ବିବାଦ ଘନେଇବାରେ ଲାଗିଛି। ମହିଳା ଜଣଙ୍କ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିବା ପରେ ତାଙ୍କ ପରିବାର ଲୋକ ଶବକୁ ବ୍ୟବଚ୍ଛେଦ ପାଇଁ ନ ଛାଡ଼ି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ତେବେ

ପ୍ରୋଜେକ୍ଟ ଟାଇଗରକୁ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କଲା କଂଗ୍ରେସ

ବେଙ୍ଗାଲୁରୁ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି କର୍ଣ୍ଣାଟକାର ବାନ୍ଦିପୁର ବ୍ୟାଘ୍ର ଅଭୟାରଣ୍ୟ ପହଞ୍ଚି ଜଙ୍ଗଲ ସଫାରୀ କରିଛନ୍ତି। ସେ ହାତୀଙ୍କୁ ଖାଇବାକୁ ଦେବା ସହ ବନ୍ୟଜନ୍ତୁଙ୍କ ପାଇଁ ହୋଇଥିବା ବ୍ୟବସ୍ଥାର ଯାଞ୍ଚ କରିଛନ୍ତି। ସେ ଖୋଲା ଜିପ୍‌ରେ ଜଙ୍ଗଲ ସଫାରୀକୁ ଯାଇ ସବୁ କିଛି

ଗେହଲଟଙ୍କ ବିରୋଧରେ ଅନଶନ କରିବେ ପାଇଲଟ

ଜୟପୁର : ରାଜସ୍ଥାନ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ତାଙ୍କ ପୂର୍ବତନ ଡେପୁଟି ସଚିନ ପାଇଲଟଙ୍କ ମଧ୍ୟରେ ଚାଲିଥିବା ଶୀତଳଯୁଦ୍ଧ ପୁଣି ତେଜିଛି। ଉଭୟ କଂଗ୍ରେସର ନେତା ହୋଇଥିବା ବେଳେ ଜଣେ ଆଉ ଜଣଙ୍କ ବିରୋଧରେ ଅନଶନ କରିବାକୁ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ

ଗ୍ୟାଙ୍ଗଷ୍ଟରମାନେ ଏବେ ଛାନିଆ : ଯୋଗୀ

ଲକ୍ଷ୍ନୌ : ଗ୍ୟାଙ୍ଗଷ୍ଟରରୁ ରାଜନେତା ବନିଥିବା ଅତିକ ଅହମଦ ଓ ଆଉ ୨ ଜଣ ୨୦୦୬ ମସିହା ଉମେଶ ପାଲ ଅପହରଣ ମାମଲାରେ ଦୋଷୀ ସାବ୍ୟସ୍ତ ହେବାର କିଛି ଦିନ ପରେ ବଡ଼ ବୟାନ ଦେଇଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। କୋର୍ଟଙ୍କ ଦଣ୍ଡାଦେଶ ପରେ ଗ୍ୟାଙ୍ଗଷ୍ଟରମାନଙ୍କ ପ୍ୟାଣ୍ଟ ଓଦା

ଦେଶରେ ବଢ଼ିଲା ବାଘଙ୍କ ସଂଖ୍ୟା, ଏବେ ଅଛନ୍ତି ୩୧୬୭…

ନୂଆଦିଲ୍ଲୀ : ଦେଶରେ ବଢ଼ିଛି ବାଘଙ୍କ ସଂଖ୍ୟା। ୨୦୨୨ ବାଘ ଗଣନା ଅନୁଯାୟୀ ଏବେ ଦେଶର ବିଭିନ୍ନ ଜଙ୍ଗଲରେ ମୋଟ ୩୧୬୭ଟି ବାଘ ରହିଛନ୍ତି। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କର୍ଣ୍ଣାଟକାର ମହୀଶୂରରେ ପ୍ରୋଜେକ୍ଟ ଟାଇଗରର ୫୦ ବର୍ଷ ପୂର୍ତ୍ତି ଅବସରରେ ବାଘଙ୍କ ସଂଖ୍ୟା ସାର୍ବଜନୀନ କରିଛନ୍ତି।