Sign in
Sign in
Recover your password.
A password will be e-mailed to you.
ସିମନବାଡ଼ିରେ ପଞ୍ଚୁଦଣ୍ଡ ମିଳନ
ଦାରିଙ୍ଗବାଡି,୮/୪, ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ସିମନବାଡ଼ି ଠାରେ ପଞ୍ଚୁଦଣ୍ଡ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଦଣ୍ଡରେ ଗ୍ରୀନବାଡ଼ି, କେଲେମାହା, ବାଲିଗାଡ଼ା, କରଣ୍ଡାଗଡ଼ ଓ ଗୁଞ୍ଜିବାଡ଼ି ଗ୍ରାମର ଦଣ୍ଡ ଯାତ୍ରାର ମିଳନ ହୋଇଥିଲା । ଦିନ ବେଳେ ଧୂଳି ଦଣ୍ଡ ଅନୁଷ୍ଠିତ!-->…
ପଥରବ୍ଲାଷ୍ଟିଂ ବନ୍ଦ ଦାବି କଲେ ପୂର୍ବତନ ବିଧାୟକ
ହିଞ୍ଜିଳିକାଟୁ (୮।୪): ହିଞ୍ଜିଳିକାଟୁ ତହସିଲ ଅନ୍ତର୍ଗତ ସାହପୁର ପଞ୍ଚାୟତର ହନ୍ତସ ଗ୍ରାମ ନିକଟସ୍ଥ ଖୋଳ ପାହାଡ଼ରୁ ବିପଦଜନକ ଭାବେ ପଥର ଫୁଟାଇବା ବନ୍ଦ କରିବା ପାଇଁ ହିଞ୍ଜିଳିର ପୂର୍ବତନ ବିଧାୟକ ଉଦୟନାଥ ନାୟକ ଦାବି କରିଛନ୍ତି। ଉକ୍ତ ଗ୍ରାମବାସୀଙ୍କ ଦାବିକୁ ସେ ଜିଲା ପ୍ରଶାସନ ନିକଟରେ!-->…
ଅପହଞ୍ଚ ଅଞ୍ଚଳରେ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରର ପରିଚାଳନା ଓ ସୁଦୃଢୀକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ
ସୁନ୍ଦରଗଡ଼(୮/୪) : ସୁନ୍ଦରଗଡ଼ ଜିଲ୍ଲାର ୧୪ ଟି ଅପହଞ୍ଚ ତଥା ଅତି ଦୁର୍ଗମ ଅଞ୍ଚଳରେ ସ୍ୱାସ୍ଥ୍ୟ ସେବା ପହଞ୍ଚାଇବା ପାଇଁ ଆଜି ସ୍ଵେଚ୍ଛାସେବୀ ଅନୁଷ୍ଠାନ ସେବକ ରଙ୍ଗିଆମୁଣ୍ଡାର ଆଞ୍ଚଳିକ ସମ୍ବଳ କେନ୍ଦ୍ର ଠାରେ ସୁନ୍ଦରଗଡ଼ ଜିଲ୍ଲାର ମୁଖ୍ୟ ଚିକିତ୍ସା ଅଧିକାରୀ ଡ.ସରୋଜ କୁମାର ମିଶ୍ରଙ୍କ!-->…
ଦଣ୍ଡନାଚ ନାଁରେ ନଗ୍ନତା ପ୍ରଦର୍ଶନକୁ ବିରୋଧ କଲା ପୂଜ୍ୟପୂଜା ସମିତି
ଆୟୋଜକଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବୀବ୍ରହ୍ମପୁର(୮/୪) : ଦଣ୍ଡନାଚ ନାଁ ରେ ସମଗ୍ର ଗଞ୍ଜାମ ଜିଲ୍ଲାରେ ଅଶ୍ଳୀଳ ଭାଷା ଓ ନଗ୍ନତା ର ଯେଉଁଭଳି ଭାବେ ସର୍ବସାଧାରଣରେ ପ୍ରଦର୍ଶନ ଚାଲିଛି, ତାକୁ ଦୃଢ଼ ବିରୋଧ କରିଛି ପୂଜ୍ୟପୂଜା ସମିତି l ପ୍ରକାଶ ଯୋଗ୍ୟଯେ, ଦଣ୍ଡ ନାଚ ଗଞ୍ଜାମ!-->…
ବୌଦ୍ଧରୁ ଶ୍ରୀକ୍ଷେତ୍ର ଅଭିମୁଖେ ଗଲା ପ୍ରଥମ ପର୍ଯ୍ୟାୟ ରଥକାଠ
ବୌଦ୍ଧ : ବୌଦ୍ଧଜିଲାରୁ ଶ୍ରୀକ୍ଷେତ୍ର ଅଭିମୁଖେ ପ୍ରଥମ ରଥକାଠ ପ୍ରେରଣ କରାଯାଇଛି l ବୌଦ୍ଧ ବନଖଣ୍ଡ କଣ୍ଟାମାଳ ରେଞ୍ଜ ମାତାକୁପା ଜଙ୍ଗଲରୁ ସଂଗୃହିତ କାଠ ଜଗନ୍ନାଥ ମହାପ୍ରଭୁଙ୍କ ବିଶ୍ଵପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ ସକାଶେ ପୁରୀ କୁ ଏହି କାଠ ପ୍ରେରଣ କରାଯାଇଛି l ବୌଦ୍ଧ ବନଖଣ୍ଡ!-->…
ଟାଟା ପାୱାରର ମନମୁଖୀ କାର୍ଯ୍ୟ – କାଳବୈଶାଖୀ ବିତି ଯିବାର ୪ ଦିନ ପରେ ମଧ୍ୟ ଗାଁରୁ ବିଜୁଳି ଉଭାନ
ମାଲକାନଗିରି : ମାଲକାନଗିରି ସଦରମହକୁମା ସ୍ଥିତ ମାଲକାନଗିରି ବ୍ଲକ ତଣ୍ଡାପଲ୍ଲୀ ପଞ୍ଚାୟତର ପାନାଗୁଡ଼ା ଗ୍ରାମରେ କିଛି ଦିନ ତଳେ କାଳବୈଶାଖୀ ତାଣ୍ଡବ ରଚିଥିଲା ଯାହାଫଳରେ ଗ୍ରାମରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା।ଗ୍ରାମରେ କିଛି ଘରର ଚାଳଛପର ଉଡିଯିବା ସହ ଗାଁରୁ ବିଦ୍ୟୁତ ସଂଯୋଗ ବିଛିନ୍ନ!-->…
ସନ୍ଦେହ ଘେରରେ ଚମରା ଗଣ୍ଡଙ୍କ ମୃତ୍ୟୁ : ହତ୍ୟା ନା ଆତ୍ମହତ୍ୟା ?
ରାଇଘର : ନବରଙ୍ଗପୁର ଜିଲ୍ଲାର ରାଇଘର ବ୍ଲକ ବୋବେଇ ପଂଚାୟତ ଅନ୍ତର୍ଗତ ବିରିପୁର (ଡିଏନକେ ) ଗ୍ରାମର ପାର୍ଶ୍ୱବର୍ତ୍ତୀ ରିଜର୍ଭ ଜଙ୍ଗଲରେ ଗତ ୫ ତାରିଖରେ ଯେଉଁ ଅଜଣା ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଏକ ଭାଲିଆ ଗଛରେ ଠାବ ହୋଇଥିଲା, ସେହି ବ୍ୟକ୍ତି ଜଣକ ଯୋଡିଙ୍ଗା ପଂଚାୟତ ଅନ୍ତର୍ଗତ ଆଦିପରା!-->…
ଛତ୍ରପୁର ବିଜୁ ଆଇନ ସାମ୍ମୁଖ୍ୟର ବୈଠକ
ଛତ୍ରପୁର : ଛତ୍ରପୁର ନିକଟ ଜାତୀୟ ରାଜପଥ ପାଶ୍ୱର୍ରେ ଥିବା ମା ଉଜ୍ୱଳେଶ୍ୱରୀ ମନ୍ଦିର ପ୍ରାଙ୍ଗଣରେ ଛତ୍ରପୁର ବିଜୁ ଆଇନ ସାମ୍ମୁଖ୍ୟ ପକ୍ଷରୁ ଏକ ବୈଠକ ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ସଭାପତି ସୁରେଶ କୁମାର ପଣ୍ଡାଙ୍କ ପୈାରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଛତ୍ରପୁର ଓକିଲ ସଂଘର!-->…
ଦାସୁଡୁ ସତ୍ୟମ ତୃତୀୟ ଜାତୀୟ ପୁରସ୍କାରରେ ସମ୍ମାନୀତ…
ଛତ୍ରପୁର : ହାଇଦ୍ରାବାଦ ସ୍ଥିତ ବହୁଜନ ସାହିତ୍ୟ ଏକାଡେମୀ ଆନୁକୂଲ୍ୟରେ ଛତ୍ରପୁରର ଶ୍ରୀ ଶ୍ରୀ ଲକ୍ଷ୍ମୀ ନୃସିଂହ କାମିନୀ ଦାସୁଡୁ ସତ୍ୟମ ସେବା ନୃତ୍ୟ କଳାକେନ୍ଦ୍ର ଭାଗବତ ଗାଦୀ ମୁଖ୍ୟ ଗୁରୁ ଆର. ସତ୍ୟମ ରେଡ୍ଡୀଙ୍କୁ ତୃତୀୟ ଥର ପାଇଁ ଜାତୀୟ ପୁରସ୍କାରରେ ସମ୍ମାନୀତ କରାଯାଇଛି । ଅପ୍ରିଲ ୨!-->…
୩ ଘଣ୍ଟା ପରେ ୩୨ ଫୁଟ କୂଅରୁ ଉଦ୍ଧାର ହେଲେ ବୃଦ୍ଧା
ନୟାଗଡ : ଯାହାକୁ ରଖିବେ ଅନନ୍ତ, କି ମାରିପାରେ ବଳବନ୍ତ । ଏପରି ଏକ ଘଟଣା ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ କଇଁଫୁଲିଆ ମଝିସାହିରେ ଘଟିଛି। ଏକ ୩୨ ଫୁଟର କୂଅ ଭିତରେ ଜଣେ ୭୨ ବର୍ଷୀୟା ମହିଳା ପଡ଼ି ଯାଇଥିବା ବେଳେ ପ୍ରାୟ ୩ ଘଣ୍ଟା ପରେ ତାଙ୍କୁ ଉଦ୍ଧାର କରାଯାଇଥିବା ବେଳେ ସେ ଏବେ ସୁସ୍ଥ ଥିବା!-->…