ବ୍ୟାନ ହୋଇଥିବା ପିଏଫଆଇର ଆଉ ୨ ସଦସ୍ୟ ଗିରଫ…

ନୂଆଦିଲ୍ଲୀ : ଦେଶ ବିରୋଧୀ କାର୍ଯ୍ୟ ପାଇଁ ବ୍ୟାନ ହୋଇଥିବା ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ (ପିଏଫଆଇ)ର ଆଉ ଦୁଇ ବରିଷ୍ଠ ସଦସ୍ୟଙ୍କୁ ଗିରଫ କରିଛି ପୁଲିସ୍‌। ଏହି ଦୁଇ ବ୍ୟକ୍ତି ପିଏଫଆଇର ଆସାମ ୟୁନିଟ ପାଇଁ କାମ କରୁଥିଲେ। ଉଭୟଙ୍କୁ ବାରପେଟା ଅଞ୍ଚଳରୁ ପୁଲିସ୍‌ ଗିରଫ କରିଛି। ଗିରଫ

ଦିଲ୍ଲୀରେ ପୁଣି ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ପ୍ଲାଷ୍ଟିକ ଗୋଦାମ, ନିଆଁ ଲିଭା ପାଇଁ ୨୫ ଦମକଳ ଗାଡି ନିୟୋଜିତ

ନୂଆଦିଲ୍ଲୀ : ଦିଲ୍ଲୀରେ ଭୟଙ୍କର ଅଗ୍ନିକାଣ୍ଡ । ଜଳିଗଲା ପ୍ଲାଷ୍ଟିକ ଗୋଦାମ । ଚାହୁଁ ଚାହୁଁ ସାରା ଗୋଡାଉନ୍‌ ଜଳିଗଲା । ସାରା ଅଞ୍ଚଳରେ ନିଆଁ ଓ ଧୂଆଁରେ ଆଚ୍ଛାଦିତ ହୋଇଯାଇଛି । ଆକାଶକୁ ଛୁଇଁବା ଭଳି ନିଆଁ ଲାଗିଛି । ଦିଲ୍ଲୀର ଟିକ୍ରି କଲାଣ ଅଞ୍ଚଳରେ ପିଭିସି ମାର୍କେଟରେ ଏହି ଭୟାବହ

ହାଇଦ୍ରାବାଦରେ ସିକନ୍ଦରାବାଦ-ତିରୁପତି ବନ୍ଦେ ଭାରତ ଏକ୍ସପ୍ରେସ୍‌ ଟ୍ରେନ୍‌ ଚଳାଚଳ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ…

ହାଇଦ୍ରାବାଦ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତେଲେଙ୍ଗାନାରେ ବନ୍ଦେ ଭାରତ ଏକ୍ସପ୍ରେସ୍‌ ଟ୍ରେନ୍‌ର ଦ୍ବିତୀୟ ପର୍ଯ୍ୟାୟରେ ‘ସିକନ୍ଦରାବାଦ-ତିରୁପତି ବନ୍ଦେ ଭାରତ ଏକ୍ସପ୍ରେସ୍‌ ଟ୍ରେନ୍‌’ ଚଳାଚଳର ଶୁଭାରମ୍ଭ କରିଛନ୍ତି। ବିବିନଗରରେ ‘ଏମ୍‌ସ୍‌’ ସମେତ ତେଲେଙ୍ଗାନାରେ ୧୧,୩୦୦ କୋଟି

କର୍ଣ୍ଣାଟକରେ ଚଳଚ୍ଚିତ୍ର ପ୍ରଯୋଜକ ବୋନି କପୁର୍‌ଙ୍କ ୩୯ ଲକ୍ଷ ଟଙ୍କାର ରୁପା ସାମଗ୍ରୀ ଜବତ କଲା ନିର୍ବାଚନ କମିସନ୍‌

ଦାବଣଗେରେ: ଗୁରୁବାର ମଧ୍ୟରାତ୍ର ପରେ କର୍ଣ୍ଣାଟକର ଦାବଣଗେରେ ଉପକଣ୍ଠ ଅନ୍ତର୍ଗତ ହେବ୍ବାଲୁ ଟୋଲ୍‌ ନିକଟ ଚେକ୍‌ ପୋଷ୍ଟ୍‌ରେ ‘ଭାରତର ନିର୍ବାଚନ କମିସନ୍‌’ ବଲିଉଡ୍‌ ଚଳଚ୍ଚିତ୍ର ପ୍ରଜଯୋକ ବୋନି କପୁରଙ୍କର ବୋଲି କୁହାଯାଉଥିବା ୩୯ ଲକ୍ଷ ଟଙ୍କା ମୂଲ୍ୟର ୬୬ କିଲୋ ଓଜନର ରୁପା ସାମଗ୍ରୀ ଜବତ

‘ଏନ୍‌ସିଏଫ୍‌’ର ପ୍ରସ୍ତାବ: ୨ୟ ଶ୍ରେଣୀ ପର୍ଯ୍ୟନ୍ତ ରହିବ ନାହିଁ ଲିଖିତ ପରୀକ୍ଷା

ନୂଆଦିଲ୍ଲୀ: ଦ୍ବିତୀୟ ଶ୍ରେଣୀ ପର୍ଯ୍ୟନ୍ତ ପାରମ୍ପରିକ ଲିଖିତ ପରୀକ୍ଷା ସମ୍ପୂର୍ଣ୍ଣ ଅନୁପଯୁକ୍ତ ମୂଲ୍ୟାୟନ ପଦ୍ଧତି ଏବଂ ତାହା ୩ୟ ଶ୍ରେଣୀରୁ ଆରମ୍ଭ ହେବା କଥା ବୋଲି ‘ନ୍ୟାସ୍‌ନାଲ୍‌ କରିକୁଲମ୍‌ ଫ୍ରେମ୍‌ୱାର୍କ’ (ଏନ୍‌ସିଏଫ୍‌) ଡ୍ରାଫ୍ଟ୍‌ରେ ସୁପାରିସ କରାଯାଇଛି। ଗୁରୁତ୍ବାରୋପ କରି

ତେଜପୁର ବିମାନଘାଟିରୁ ପ୍ରଥମ କରି ଲଢୁଆ ବିମାନ ‘ସୁଖୋଇ-୩୦’ରେ ଉଡ଼ିଲେ ରାଷ୍ଟ୍ରପତି ମୁର୍ମୁ

ଗୌହାଟି: ଆଜି ଆସାମର ତେଜପୁରସ୍ଥିତ ବାୟୁସେନା ବିମାନଘାଟିରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରଥମ କରି ସ୍ବଳ୍ପ ସମୟ ପାଇଁ ‘ସୁଖୋଇ ୩୦ ଏମ୍‌କେଆଇ’ ଲଢୁଆ ବିମାନ ଉଡ଼ାଇଛନ୍ତି। ତେଜପୁରସ୍ଥିତ ଭାରତୀୟ ବାୟୁସେନା ଘାଟିରୁ ଗ୍ରୁପ୍‌ କ୍ୟାପ୍ଟେନ୍‌ ନବୀନ କୁମାର ତିୱାରି ରାଷ୍ଟ୍ରପତି

ଦେଶରେ ଦୈନିକ କୋଭିଡ୍‌-୧୯ ସଂକ୍ରମଣ ସଂଖ୍ୟା ୬,୦୦୦ ଉପରେ; ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୩୧,୦୦୦ ଟପିଲା

ନୂଆଦିଲ୍ଲୀ: ଆଜି ମଧ୍ୟ ଦେଶରେ କୋଭିଡ୍‌-୧୯ ସଂକ୍ରମଣ ସଂଖ୍ୟା ୬,୦୦୦ରୁ ଅଧିକ ଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୩୧,୦୦୦ ଉପରେ ଥିବା କଥା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନାରୁ ଜଣାପଡ଼ିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ଶନିବାର ସକାଳ ୮ଟା ସୁଦ୍ଧା

ପୁଣି ଗୋଟାଏ ଆଣବିକ ଅସ୍ତ୍ରବାହୀ ‘ବୁଡ଼ା ଡ୍ରୋନ୍‌’ ପରୀକ୍ଷା କଲା ଉତ୍ତର କୋରିଆ

ସିଓଲ୍‌: ଉତ୍ତର କୋରିଆ ପୁଣି ଗୋଟାଏ ପାଣି ଭିତରେ ଥାଇ ଆକ୍ରମଣ କରିପାରୁଥିବା ଆଣବିକ ଅସ୍ତ୍ରବାହୀ ଡ୍ରୋନ୍‌ ପରୀକ୍ଷା କରିଥିବା କଥା ଆଜି ରାଷ୍ଟ୍ରାୟତ ଗଣମାଧ୍ୟମ ‘କେସିଏନ୍‌ଏ’ ରିପୋର୍ଟ କରିଛି। ‘କେସିଏନ୍‌ଏ’ ରିପୋର୍ଟରେ ଉଲ୍ଲେଖ ଅଛି, ୪ରୁ ୭ ଏପ୍ରିଲ୍‌ ଭିତରେ ଉତ୍ତର କୋରିଆ ପାଣି

ଉଡ଼ନ୍ତା ବିମାନରେ ଜରୁରୀକାଳୀନ ଦ୍ବାର ଖୋଲିବାକୁ ଉଦ୍ୟମ କରି ନିଶାସକ୍ତ ‘ଇଣ୍ଡିଗୋ’ ଯାତ୍ରୀ ଗିରଫ

ନୂଆଦିଲ୍ଲୀ: ଦିଲ୍ଲୀ-ବେଙ୍ଗାଲୁରୁ ‘ଇଣ୍ଡିଗୋ’ ବିମାନର ଜରୁରୀକାଳୀନ ଦ୍ବାର ଖୋଲିବାକୁ ଉଦ୍ୟମ କରିଥିବା ଅଭିଯୋଗରେ ଜଣେ ୪୦ ବର୍ଷିୟ ନିଶାସକ୍ତ ଯାତ୍ରୀଙ୍କୁ ଗିରଫ କରାଯାଇଥିବା କଥା ‘ଇଣ୍ଡିଗୋ ଏୟାର୍‌ଲାଇନ୍‌ସ୍’ ଜାରି କରିଥିବା ପ୍ରେସ୍‌ ବିବୃତିରେ ଉଲ୍ଲେଖ ଅଛି। ପ୍ରେସ୍‌ ବିବୃତି

ତାଇୱାନ୍‌ ପ୍ରଣାଳୀରେ ୩ଦିନିଆ ସମରାଭ୍ୟାସ ଘୋଷଣା କଲା ଚୀନ୍‌

ବେଜିଙ୍ଗ୍‌: ଆଜିଠାରୁ ତାଇୱାନ୍‌ ପ୍ରଣାଳୀରେ ୩ଦିନିଆ ସମରାଭ୍ୟାସ ଆରମ୍ଭ କରିବ ବୋଲି ଚୀନ୍‌ ଘୋଷଣା କରିଛି। ‘ଦି ପିପୁଲ୍‌ସ୍‌ ଲିବରେସନ୍‌ ଆର୍ମି’ର ‘ଇଷ୍ଟର୍ଣ୍ଣ ଥିଏଟର୍‌ କମାଣ୍ଡର୍‌’ କହିଛନ୍ତି, ଯୁଦ୍ଧ ପ୍ରସ୍ତୁତି ନିମନ୍ତେ ୮ରୁ ୧୦ ଏପ୍ରିଲ୍‌ ପର୍ଯ୍ୟନ୍ତ ‘ୟୁନାଇଟେଡ୍‌ ସାର୍ପ