ଅପରେସନ୍ ଅଧାରେ ରୋଗୀକୁ ଛାଡ଼ି ଚାଲିଗଲେ ଡ଼ାକ୍ତର, ସାଂଘାତିକ ଅଭିଯୋଗ ଆଣିଲେ ପରିବାର ଲୋକେ

ବାଲେଶ୍ବର: ଅପରେସନ୍ ଅଧାରେ ରୋଗୀକୁ ଅପରେସନ୍‌ ଟେବୁଲରେ ଛାଡ଼ି ଚାଲିଗଲେ ଡ଼ାକ୍ତର । ରୋଗୀଙ୍କୁ ଅଧା ଅପରେସନ କରି ଡାକ୍ତର ଫେରାଇଦେବା ଯୋଗୁ ପରିବାର ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖିବାକୁ ମିଳିଥିଲା । ବାଲେଶ୍ବର ଆଇଟିଆଇ ଛକରେ ଥିବା ଏକ ଘରୋଇ ନର୍ସିଂହୋମ୍‌ ବିରୁଦ୍ଧରେ ଆସିଛି ଏଭଳି

ସରିଲା ରାବଣ ବଧ ଓ ଶ୍ରୀରାମ ଙ୍କ ଅଭିଷେକ…

ବୌଦ୍ଧ : ବୌଦ୍ଧ ଜିଲ୍ଲା ସମସ୍ତ ବ୍ଲକ ତଥା ହରଭଙ୍ଗା, ବୌଦ୍ଧ ଏବଂ କଣ୍ଟାମଳ ବ୍ଲକ ର ସମସ୍ତ ଅନୁଷ୍ଠାନରେ ପ୍ରଭୁ ଶ୍ରୀରାମ ଭଗବାନ ଙ୍କ ବିଜୟୀ ଏବଂ ରାବଣ ବଧ ହୋଇଯାଇଛି l ହରଭଙ୍ଗା ବ୍ଲକ ଦେବଗଡ଼ ଗ୍ରାମର 200 ବର୍ଷ ର ବୌଦ୍ଧ ଜିଲ୍ଲାର ସର୍ବ ପୁରାତନ ଶ୍ରୀରାମ ଲୀଳା ତଥା ରାବଣ ବଧ

ସମ୍ବଲପୁରକୁ ଲମ୍ବିଛି ନକଲି ସାର୍ଟିଫିକେଟ ଚେର, ୬ ଜଣ ଆଶାୟୀ ନାଁରେ ଅଭିଯୋଗ

ସମ୍ବଲପୁର : ସମ୍ବଲପୁରକୁ ଲମ୍ବିଛି ଫେକ ସାର୍ଟିଫିକେଟ ଚେର। ୬ ଜଣ ଚାକିରି ଆଶାୟୀଙ୍କ ନାଁରେ ଏତଲା ଦେଲା ସମ୍ବଲପୁର ଡାକ ବିଭାଗ । ଏନେଇ ଜଣଙ୍କ ନାଁରେ ଟାଉନ ଥାନାରେ ମାମଲା ରୁଜୁ ହୋଇଛି। ସୂଚନା ଅନୁସାରେ ସମ୍ବଲପୁର ଡାକ ବିଭାଗରେ ବାହାରିଥିବା ୯୬ଟି ପଦବୀ ପାଇଁ ଅନେକ ଆଶାୟୀ

ଟ୍ରକ ପଛକୁ ପିଟିଲା ପିକଅପ ଭ୍ୟାନ୍, ୩ ମୃତ; ୬ ଗୁରୁତର

ଯାଜପୁର: ଭୟଙ୍କର ଦୁର୍ଘଟଣା । ଟ୍ରକକୁ ପଛରୁ ପିଟିଲା ପିକ୍‌ଅପ୍‌ । ଦୁର୍ଘଟଣା ନେଇଛି ୩ଜଣଙ୍କର ଜୀବନ । ଏଥିରେ ୬ ଜଣ ଗୁରୁତର ହୋଇଛନ୍ତି । ଯାଜପୁର ଜିଲ୍ଲା ଚଣ୍ଡିଖୋଲ-ପାରାଦ୍ୱୀପ ୫୩ ନମ୍ବର ଜାତୀୟ ରାଜପଥ ଚାରିନଙ୍ଗଳଠାରେ ଏହି ଦୁର୍ଘଟଣା ଘଟିଛି । ରାସ୍ତାକଡ଼ରେ ଠିଆ ହୋଇଥିବା ଏକ

ବେଙ୍ଗାଳୁରୁରରେ ସଙ୍ଗୀତ ବଜାଇବାକୁ ନେଇ ହତ୍ୟା, ଓଡ଼ିଶା ପୋଲିସ ଡିଏସପିଙ୍କ ୨ ପୁଅ ସମେତ ଅନ୍ୟ ଜଣେ ଗିରଫ…

ବେଙ୍ଗାଳୁରୁ: ଉଚ୍ଚ ଶବ୍ଦରେ ସଙ୍ଗୀତ ବଜାଇବାକୁ ନେଇ ହତ୍ୟା । ବେଙ୍ଗାଳୁରୁରରେ ଗିରଫ ହେଲେ ଓଡ଼ିଆ ପୋଲିସ ଅଧିକାରୀଙ୍କ ଦୁଇ ପୁଅ ସମେତ ୩ ଜଣ ଗିରଫ । ସେମାନଙ୍କ ଭିତରେ ଅଛନ୍ତି ଭୁବନେଶ୍ୱର ସ୍ଥିତ ଷ୍ଟେଟ କ୍ରାଇମ୍‌ ରେକର୍ଡ ବ୍ୟୁରୋ ଡିଏସପି କେଶବ କୁମାର ସାମନ୍ତରାୟଙ୍କ ପୁଅ ବାସୁଦେବ

ବଲାଙ୍ଗିର ଜାଲ ସାର୍ଟିଫିକେଟ ଘଟଣା: ମୁଖ୍ୟ ଅଭିଯୁକ୍ତ ମନୋଜ ମିଶ୍ରର କୋଟିଏରୁ ଅଧିକ ଟଙ୍କାର ସମ୍ପତ୍ତି ଜବତ କଲା…

ବଲାଙ୍ଗିର: ବଲାଙ୍ଗିର ଜାଲ ସାର୍ଟିଫିକେଟ ଘଟଣାରେ ଆଜି ସରୁଛି ଅଭିଯୁକ୍ତଙ୍କ ତିନି ଦିନିଆ ରିମାଣ୍ଡ । ଗୋଟିଏ ସପ୍ତାହରୁ ଅଧିକ ହେବ ବଲାଙ୍ଗିରରେ ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ । ଜାଲ ସାର୍ଟିଫିକେଟ ଘଟଣାର ମାଷ୍ଟର ମାଇଣ୍ଡ ମନୋଜ ମିଶ୍ର, ଆଲୋକ ଉଦଗାତା, ତ୍ରିବିହାରି ପଣ୍ଡା ଓ ପରେସ

କଟକ ସଦର ବ୍ୟବସାୟୀ ବିନୋଦ ବିହାରୀ ଦାସକୁ ଗୁଳି କରି ହତ୍ୟା ଘଟଣା: ୪ ଦୋଷୀଙ୍କୁ ଆଜୀବନ ସଜ୍ଜା

କଟକ: ହତ୍ୟାକାରୀ ଚାରି ଦୋଷୀଙ୍କୁ ଆଜୀବନ ସଜ୍ଜା। ୨୦୧୫ ମସିହା ଡିସେମ୍ବର ୬ ତାରିଖରେ କଟକ ସଦର ଥାନା ବ୍ରାହ୍ମଣ ଝରିଲୋ ବଜାରରେ ବ୍ୟବସାୟୀ କୁଟୁ ଓରଫ ବିନୋଦ ବିହାରୀ ଦାସକୁ ଦିନ ଦ୍ବିପହରରେ ଗୁଳି କରି ଜଘନ୍ୟ ଭାବେ ହତ୍ୟା କରିଥିଲେ କିଛି ଦୁର୍ବୃତ୍ତ । ଏହି ବହୁଚର୍ଚ୍ଚିତ ହତ୍ୟାକାଣ୍ଡ

ଜାତୀୟପଞ୍ଚାୟତପୁରସ୍କାର୨୦୨୩ ହିଞ୍ଜିଳିକାଟୁ ବ୍ଳକ ଶ୍ରେଷ୍ଠ ଘୋଷିତ

ହିଞ୍ଜିଳିକାଟୁ : ଦେଶରେ ଗଞ୍ଜାମ ଜିଲ୍ଲା ବିକାଶ କ୍ଷେତ୍ରରେ ଶ୍ରେଷ୍ଠ ବିବେଚିତ ହୋଇଥିବା ବେଳେ ଦେଶରେ ୬୬୧୨ ଵ୍ଳକ ମଧ୍ୟରୁ ହିଞ୍ଜିଳିକାଟୁ ବ୍ଲକ୍ ଶ୍ରେଷ୍ଠ ଘୋଷିତ ହୋଇଛି। ଏ ନେଇ ପଞ୍ଚାୟତିରାଜ ମନ୍ତ୍ରାଳୟ ପକ୍ଷରୁ ଶୁକ୍ରବାର ଜାତୀୟ ପଞ୍ଚାୟତ ପୁରଷ୍କାର ୨୦୨୩ ବିଜ୍ଞପ୍ତି ପ୍ରକାଶ

ବରିଷ୍ଠ ନାଗରିକଙ୍କୁ ଟ୍ରେନ ଯାତ୍ରା ସମୟରେ ସମସ୍ତ ସୁବିଧା ଯୋଗାଇ ଦେବା ଲାଗି ଦାବୀ

ବ୍ରହ୍ମପୁର : ବରିଷ୍ଠ ନାଗରିକ ଙ୍କୁ ଟ୍ରେନ ଯାତ୍ରା ସମୟରେ ସମସ୍ତ ସୁବିଧା ଯୋଗେଇ ଦେବା ଦାବୀ ରେ ଆଜି ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ଦାବି ପତ୍ର ପ୍ରଦାନ କରାଯାଇଛି। ୫ ଦଫା ଦାବି ରେ ଆଗାମୀ ଏପ୍ରିଲ୨୫ ତାରିଖରେ ଡିଆରଏମ କାର୍ଯ୍ୟଳୟ ଘେରିବ ବରିଷ୍ଠ ନାଗରିକ ମଞ୍ଚ । ମଞ୍ଚ ସଭାପତି

ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ ବିଶ୍ବ ସ୍ବାସ୍ଥ୍ୟ ଦିବସ-୨୦୨୩ ପାଳିତ

ମାଲକାନଗିରି (୭।୪) : ଆଜି ହେଉଛି ବିଶ୍ଵ ସ୍ୱାସ୍ଥ୍ୟ ଦିବସ । ଏହି ଅବସରରେ ମାଲକାନଗିରି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବିଶ୍ଵ ସ୍ଵାସ୍ଥ୍ୟ ଦିବସ-୨୦୨୩ ପାଳିତ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ସ୍ବାସ୍ଥ୍ୟ ଏବଂ ଜନ ସ୍ବାସ୍ଥ୍ୟ ଅଧିକାରୀ ଡ.