Sign in
Sign in
Recover your password.
A password will be e-mailed to you.
ରାଜ୍ୟର ସମସ୍ତ ଦୋକାନ ଏବଂ ବ୍ୟବସାୟିକ ଅନୁଷ୍ଠାନରେ ଓଡ଼ିଆ ଫଳକ ବାଧ୍ୟତାମୂଳକ ନେଇ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି
ଭୁବନେଶ୍ୱର : ରାଜ୍ୟ ସରକାର ଙ୍କ ପୂର୍ବ ନିଷ୍ପତ୍ତି ଅନୁସାରେ ସମସ୍ତ ଦୋକାନ ଓ ବ୍ୟବସାୟୀକ ପ୍ରତିଷ୍ଠାନ ରେ ଓଡ଼ିଆ ଭାଷାରେ ଲେଖିବା ବାଧ୍ୟତାମୂଳକ।ଅଧିନିୟମ୧୯୫୬ରେ ସରକାର ଆବଶ୍ୟକୀୟ ସଂଶୋଧନ କରିଛନ୍ତି।ଏଯାବତ ରାଜ୍ୟରେ ରହିଥିବା ୫୨ ହଜାର ପଞ୍ଜିକୃତ ପ୍ରତିଷ୍ଠାନ ମଧ୍ୟରୁ ୪୭ ହଜାର ଦୋକାନରେ!-->…
ବିଜେପି ସୁନ୍ଦରଗଡ଼ ସାଂଗଠନିକ ଜିଲ୍ଲା ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ
ସୁନ୍ଦରଗଡ଼ (୦୭.୦୬) : ଆଜି ବିଜେପି ସୁନ୍ଦରଗଡ଼ ସାଂଗଠନିକ ଜିଲ୍ଲା ପକ୍ଷରୁ ସୁନ୍ଦରଗଡ଼ସ୍ଥିତ ଜିଲ୍ଲା ବିଜେପି କାର୍ଯ୍ୟାଳୟ ,ଭୋଜପୁର ଠାରେ ଜିଲ୍ଲା ସଭାପତି ତଥା ତଳସରା ବିଧାୟକ ଭବାନୀଶଙ୍କର ଭୋଇଙ୍କ ଅଧ୍ୟକ୍ଷତାରେ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।ଏହି ରକ୍ତ ଦାନ ଶିବିରକୁ ମୁଖ୍ୟ!-->…
ରାଜ୍ୟ ସରକାରଙ୍କ ମାତ୍ର ୧୨ ଟଙ୍କା ଦୈନିକ ମଜୁରୀ ବୃଦ୍ଧି ଶ୍ରମିକ ସମାଜ ପ୍ରତି ଉପହାସ : ଟି.ୟୁ.ସି.ଆଇ
ଭୁବନେଶ୍ୱର, ୦୭/୦୪. ଅତ୍ୟାବଶ୍ୟକୀୟ ସାମଗ୍ରୀ ର ଦରଦାମ୍ ହୁ ହୁ ହୋଇ ବୃଦ୍ଧି ହୋଇ ହୋଇ ଚାଲିଥିବା ସମୟରେ ନବୀନ ସରକାରଙ୍କ ଗୁରୁ ଦାୟିତ୍ବ ଥିଲା ଯେ, ଶ୍ରମିକମାନଙ୍କ ଉପରୁ ଦରଦାମ୍ ବୃଦ୍ଧି କୁ ହାଲକା କରିବା ପାଇଁ ସମୟୋପଯୋଗୀ ଦୈନିକ ମଜୁରୀ ବୃଦ୍ଧି କରିବା ନବୀନ ସରକାରଙ୍କ ଏକ!-->…
ରିମାଣ୍ଡରେ ଆସିବେ ପୋଷ୍ଟାଲ ଏଜେଣ୍ଟ ସ୍ବର୍ଣ୍ଣାଲତା
ଭୁବନେଶ୍ବର: ମାର୍ଚ୍ଚ ୧,୨୦୨୩ । ଲିଙ୍ଗରାଜ ଥାନାକୁ ଆସି ପୋଷ୍ଟାଲ ଏଜେଣ୍ଟଙ୍କ ଦ୍ୱାରା ବଡ଼ ଧରଣର ଠକେଇ ହୋଇଥିବା ଅଭିଯୋଗ କରିଥିଲେ ପୁରୁଣା ଭୁବନେଶ୍ୱରର ସ୍ଵର୍ଣପ୍ରଭା ମହାସୁଆର । ଅଭିଯୋଗ ଅନୁଯାୟୀ ସ୍ବର୍ଣ୍ଣାଲତା ଦାସ ନାମକ ଜଣେ ଏଜେଣ୍ଟ ତାଙ୍କର ୧୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା!-->…
ଆସନ୍ତା ପାଞ୍ଚଦିନ ଯାଏ ଦିନରେ ଖରା ଓ ଅପରାହ୍ଣରେ କାଳ ବୈଶାଖୀ
ଭୁବନେଶ୍ୱର : ଦିନରେ ଖରା, ଅପରାହ୍ଣରେ କାଳ ବୈଶାଖୀର ତାଣ୍ଡବ। ରାଜ୍ୟରେ ବଢୁଛି ତାପମାତ୍ରା। ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ୩୪ରୁ ୩୯ ଡିଗ୍ରି ସେଲସିୟସ ଥିବା ବେଳେ ଉପକୂଳ ଓଡ଼ିଶାରେ ତାପମାତ୍ରା ୩୨ରୁ ୩୭ ଡିଗ୍ରି ମଧ୍ୟରେ ରେକର୍ଡ ହୋଇଛି। ଦିନରେ ଗରମ ଅନୁଭୂତ ହେଉଥିବା ବେଳେ!-->…
ଯାଜପୁରରେ ଦିଅରର ଟାଙ୍ଗିଆ ଚୋଟରେ ଭାଉଜ ମୃତ୍ୟୁ ଘଟଣା: ଦିଅର ସମେତ ଯାଆ ଓ ଅନ୍ୟ ଜଣେ ସହଯୋଗୀ ଗିରଫ
ଯାଜପୁର:ଦିଅରର ଟାଙ୍ଗିଆ ଚୋଟରେ ଭାଉଜ ମୃତ୍ୟୁ ଘଟଣା। ଦିଅର ସମେତ ୩ଜଣ ଗିରଫ। ସୂଚନା ମୁତାବକ, ଗତ ୫ତାରିଖ ସକାଳେ ଯାଜପୁର ଜିଲ୍ଲା ବୈରୀ ଥାନା କପାଷ୍ଟିକିରି ଗ୍ରାମର ଗୌରାଙ୍ଗ ନାୟକଙ୍କ ପତ୍ନୀ ଅନି ନାୟକ ଘର ଦାଣ୍ଡ ପହଁରୁଥିଲେ। ଏହି ସମୟରେ ଦିଅର ଜୟନ୍ତ ନାୟକ ଭାଉଜକୁ ଘର ଭିତରକୁ ଟେକି!-->…
କାର୍ଯ୍ୟରେ ଯୋଗଦେଲେ ଝାରସୁଗୁଡ଼ାର ନୂଆ ଜିଲ୍ଲାପାଳ ଆବୋଲି ସୁନୀଲ ନରବାଣେ
ଝାରସୁଗୁଡା :ବଦଳି ପରେ କାର୍ଯ୍ୟରେ ଯୋଗ ଦେଇଛନ୍ତି ଝାରସୁଗୁଡ଼ାର ନବ ନିଯୁକ୍ତ ଜିଲ୍ଲାପାଳ ଆବୋଲି ସୁନୀଲ ନରବାଣେ।ସୋନପୁରର ଜିଲ୍ଲାପାଳ ଥିବା ନରୱାଣେଙ୍କୁ ଝାରସୁଗୁଡ଼ା ଜିଲ୍ଲାପାଳ ଭାବେ ନିଯୁକ୍ତି ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଗତକାଲି ବିଜ୍ଞପ୍ତି ପ୍ରକାଶ ପାଇଥିଲା। ସୋନପୁର!-->…
ଅନ୍ଲାଇନ୍ ଆପ୍ରେ ଠକେଇ: ଅଭିଯୁକ୍ତ ନିଲେଶକୁ ୪ ଦିନିଆ ରିମାଣ୍ଡରେ ଆଣିଲା ଇଓଡବ୍ଲୁ
ଭୁବନେଶ୍ବର/ବାଲେଶ୍ବର: ଅନ୍ଲାଇନ୍ ଆପ୍ ମାଧ୍ୟମରେ ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗରେ ଭୁବନେଶ୍ବର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ) ଜଣେ ଅଭିଯୁକ୍ତକୁ ଗିରଫ କରିଛି। ଅଭିଯୁକ୍ତ ଜଣକ ହେଲା ବାଲେଶ୍ବର ଜିଲ୍ଲା ଅଙ୍ଗାରଗାଡ଼ିଆ ଗାଁର ନିଲେଶ କୁମାର କର। ନିଲେଶକୁ ଗିରଫ ପରେ ବାଲେଶ୍ବରରେ!-->…
ବିଚ୍ରାସ୍ତାରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଖଣ୍ଡା ଓ ଛୁରୀରେ ଆକ୍ରମଣ କଲେ ଦୁର୍ବୃତ୍ତ
ବ୍ରହ୍ମପୁର: ଯୁବକଙ୍କୁ ଖଣ୍ଡାରେ ହାଣି ପେଟରେ ଛୁରୀ ଭୁସିଲେ ଦୁର୍ବୃତ୍ତ। ବିଚ୍ରାସ୍ତାରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଖଣ୍ଡା ଓ ଛୁରୀରେ ମରଣାନ୍ତକ ଆକ୍ରମଣ। ଖଲ୍ଲିକୋଟ ଥାନା ବାକୁଟୁ ଗାଁର ଆଲୋକ ସାହୁଙ୍କ ଉପରେ ହୋଇଛି ଆକ୍ରମଣ। ଆଲୋକ ଓ ତାଙ୍କ ସାଙ୍ଗ ବାଇକରେ ବାଦପଲ୍ଲୀରୁ ନିଜ ଗାଁକୁ!-->…
କୋରାପୁଟ-ରାୟଗଡା ଲାଇନ ବୁଲି ଦେଖିଲେ ପୂର୍ବତଟ ରେଳପଥର ମହାପ୍ରବନ୍ଧକ
ରାୟଗଡ଼ା: ପୂର୍ବତନ ରେଳପଥ ୱାଲଟିୟର ଡିଭିଜନର ମହାପ୍ରବନ୍ଧକ ମନୋଜ ଶର୍ମା ଆଜି କାରାପୁଟ-ରାୟଗଡା ଲାଇନର ତଦାରଖ କରିଛନ୍ତି। ଏଥିସହ ରେଳ ବିଭାଗର ନୂତନ କାର୍ଯ୍ୟ, ନୂତନ କୋଠାଗୃହ ସହ ରେଳଷ୍ଟେସନର ଉନ୍ନତୀକରଣ ନେଇ ଆଲୋଚନା କରିଥିଲେ। କୋରାପୁଟ ଠାରୁ ରାୟଗଡା ମଧ୍ୟରେ ରହିଥିବା ଟ୍ରାକ କର୍ଭ,!-->…