Sign in
Sign in
Recover your password.
A password will be e-mailed to you.
ଝାରସୁଗୁଡ଼ା ଉପନିର୍ବାଚନ: ୧୨ ବରିଷ୍ଠ ନେତାଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦେଲା ବିଜେଡି
ଭୁବନେଶ୍ବର: ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ବରିଷ୍ଠ ନେତାଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦେଇଛି ବିଜେଡି। ୪ ବ୍ଲକ ଓ ଗୋଟିଏ ପୌର ପରିଷଦ ପାଇଁ ୧୨ ବରିଷ୍ଠ ନେତା ଓ ମନ୍ତ୍ରୀଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦିଆଯାଇଛି। ଦଳ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁଯାୟୀ, ଝାରସୁଗୁଡ଼ା ପୌର!-->…
ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ କରି ଜେଲ ଗଲେ ଶିକ୍ଷକ
ପାଟଣାଗଡ: ଗୁରୁ ଶିଷ୍ୟ ପରମ୍ପରାରେ କଳଙ୍କ। ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ କରି ଜେଲ ଗଲେ ଶିକ୍ଷକ। ବଲାଙ୍ଗିର ଜିଲ୍ଲା ପାଟଣାଗଡ ଥାନା ଅଞ୍ଚଳରେ ଏଭଳି ଘଟଣା ଘଟିଛି। ଯୋଗୀମୁଣ୍ଡା ହାଇସ୍କୁଲର ଶିକ୍ଷକ ସତ୍ୟ ନାଏକ ମାର୍ଚ୍ଚ ୨୮ ତାରିଖରେ ସ୍କୁଲର ଜଣେ ଦଶମ ଶ୍ରେଣୀର!-->…
ଗଣତନ୍ତ୍ର ନୁହେଁ, ବଂଶବାଦ ରାଜନୀତି ବିପଦରେ ଅଛି: ଅମିତ ଶାହ
ନୂଆଦିଲ୍ଲୀ : ‘ଦେଶର ଗଣତନ୍ତ୍ର ବିପଦରେ ନାହିଁ। ବିପଦରେ ଅଛି ବଂଶବାଦ ଓ ଜାତିବାଦ ରାଜନୀତି।’ ଶୁକ୍ରବାର ଉତ୍ତର ପ୍ରଦେଶର କୌଶମ୍ବିରେ କୌଶମ୍ବି ମହୋତ୍ସବକୁ ଉଦଘାଟନ କରିବା ଅବସରରେ ଏହି କଥା କହି ବିରୋଧୀ ଦଳଗୁଡ଼ିକୁ ସମାଲୋଚନା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ।ସେ ଆହୁରି!-->…
ଓଡ଼ିଶାରେ ଗତ ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହେଲେ ୧୦୪ ନୂଆ କରୋନା ଆକ୍ରାନ୍ତ
ଭୁବନେଶ୍ୱର: ଓଡ଼ିଶାରେ କରୋନା ସ୍ଥିତି ନିୟନ୍ତ୍ରଣରେ ରହିଛି । କିନ୍ତୁ ଗତ କିଛି ଦିନ ହେବ ସାମାନ୍ୟ ବଢିଛି ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୧୦୪ ନୂଆ ଆକ୍ରାନ୍ତ । ଏହି ସମୟରେ ମୋଟ୍ ୫ହଜାର ୫୨୬ କୋଭିଡ୍ ଟେଷ୍ଟ ହୋଇଛି । ଆଶ୍ୱସ୍ତିକର ଖବର ହେଉଛି,!-->…
ଭାରତ-ପାକ୍ ବିବାଦ ପାଇଁ ବିଶ୍ବକପ୍ ସୂଚୀ ବିଳମ୍ବିତ
ନୂଆଦିଲ୍ଲୀ: ଦିନିକିଆ କ୍ରିକେଟ୍ ବିଶ୍ବକପ୍କୁ ଆଉ ପାଖାପାଖି ୬ ମାସ ସମୟ ରହିଲା। ହେଲେ ଏପର୍ଯ୍ୟନ୍ତ ଏହି କ୍ରିକେଟ ମହାକୁମ୍ଭର ଖେଳସୂଚୀ ପ୍ରସ୍ତୁତ ହୋଇପାରୁନି। ଦୁଇ ପଡ଼ୋଶୀ ରାଷ୍ଟ୍ର ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ରାଜନୈତିକ କନ୍ଦଳକୁ ଏଥିପାଇଁ ଦାୟୀ କରାଯାଉଛି। ସମାନ ଘଟଣା!-->…
କୋଭିଡ୍ ଉତ୍ପତ୍ତି ବୁଝି ହେବା ଭଳି ତଥ୍ୟାବଳି ବେଜିଙ୍ଗ୍ ପାଖରେ ଅଛି: ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ
ଜିନିଭା: ଅନ୍ୟମାନଙ୍କ ଅପେକ୍ଷା କୋଭିଡ୍ ଉତ୍ପତ୍ତି ସଂକ୍ରାନ୍ତରେ ଚୀନ୍ ପାଖରେ ଅଧିକ ତଥ୍ୟାବଳି ଅଛି ବୋଲି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ସୁନିଶ୍ଚିତ ବୋଲି ଡାକ୍ତର ଟେଡ୍ରସ୍ ଆଧନୋମ୍ ଗେବ୍ରେୟେସସ୍ ଗୁରୁବାର ଦିନ କହିଛନ୍ତି।ସେ କହିଛନ୍ତି, ଚୀନ୍ ପାଖରୁ ସମ୍ପୂର୍ଣ୍ଣ ତଥ୍ୟ ନ!-->…
ଟ୍ରେନରେ ପିଟି ହୋଇ ହାତୀ ମୃତ୍ୟୁ ଘଟଣା: ରେଳ ବିଭାଗକୁ ଦାୟୀ କଲା ବନ ବିଭାଗ
ଅନୁଗୁଳୁ: ଟ୍ରେନରେ ପିଟି ହୋଇ ହାତୀ ମରିବା ଘଟଣା । ହାତୀ ମୃତ୍ୟୁ ପାଇଁ ରେଳ ବିଭାଗକୁ ଦାୟୀ କଲା ବନ ବିଭାଗ । ରେଳ ବିଭାଗକୁ ପୂର୍ବରୁ ସୂଚନା ଦିଆ ଯାଇଥିବା ସତ୍ତ୍ୱେ ରେଳର ଗତି ଅଧିକ ଥିଲା । ଯେଉଁଥିପାଇଁ ଦନ୍ତା ହାତୀର ମୃତ୍ୟୁ ହେଲା ବୋଲି ସୂଚନା ଦେଇଛନ୍ତି ଅନୁଗୋଳ ଡିଏଫଓ ବିବେକ!-->…
ନକଲି ମହିଳା ପୋଷ୍ଟାଲ ଏଜେଣ୍ଟ ଗିରଫ
ଭୁବନେଶ୍ୱର : ଠକ ମହିଳା ବରବାଦ କରିଦେଲେ। ଚଳୁ କରିଦେଲେ କୋଟିଏରୁ ଅଧିକ ଟଙ୍କାର ଡାକ ଜମା । ନକଲି ମହିଳା ପୋଷ୍ଟାଲ ଏଜେଣ୍ଟ ସ୍ୱର୍ଣ୍ଣଲତା ଦାସଙ୍କୁ ଜଗତସିଂହପୁରରୁ ଗିରଫ କରିଛି ଭୁବନେଶ୍ୱର ଲିଙ୍ଗରାଜ ଥାନା ପୋଲିସ । ତାଙ୍କ ଘରୁ ୯୮ ଜଣ ଜମାକାରୀଙ୍କ ୧୨୭ଟି ପୋଷ୍ଟାଲ ପାସବୁକ ଜବତ!-->…
ରାହୁଲ୍ ଓ ପ୍ରିୟଙ୍କାଙ୍କୁ ଭେଟି ସାରି ଖଡ୍ଗେଙ୍କୁ ଭେଟିଲେ ନବଜୋତ୍ ସିଦ୍ଧୁ
ନୂଆଦିଲ୍ଲୀ: ରାହୁଲ୍ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ଭେଟିବାର ଦିନକ ପରେ ଆଜି ପଞ୍ଜାବର ପୂର୍ବତନ କଂଗ୍ରେସ ମୁଖ୍ୟ ନବଜୋତ୍ ସିଂହ ସିଦ୍ଧୁ ଆଜି ଦଳର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେ ଓ ଯୋଗାଯୋଗ ଦାୟିତ୍ବରେ ଥିବା ଦଳର ସାଧାରଣ ସଚିବ ଜୟରାମ ରମେଶଙ୍କୁ!-->…
ବିରୋଧୀଙ୍କ ବୈଠକରେ ଯୋଗ ଦେବା ପାଇଁ ଷ୍ଟାଲିନ୍ଙ୍କୁ ନିମନ୍ତ୍ରଣ କଲେ ଖଡ୍ଗେ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବାଧୀନ ସରକାର ବିପକ୍ଷରେ ସମଭାବାପନ୍ନ ବିରୋଧୀ ନେତାମାନଙ୍କୁ ଏକତ୍ର କରି କଂଗ୍ରେସ ଆୟୋଜନ କରିବାକୁ ଯାଉଥିବା ବୈଠକକୁ ତାମିଲ୍ନାଡୁର ମୁଖ୍ୟମନ୍ତ୍ରୀ ଏମ୍. କେ. ଷ୍ଟାଲିନ୍ଙ୍କୁ ଆମନ୍ତ୍ରଣ କରାଯାଇଥିବା କଥା ବିଶେଷ ସୂତ୍ରରୁ!-->…