Sign in
Sign in
Recover your password.
A password will be e-mailed to you.
ସହଯୋଗର ହାତ ବଢ଼ାଇଲେ କନ୍ଧମାଳ ଜିଲ୍ଲା ହୋମଗାର୍ଡ ସଂଘ…
ଫୁଲବାଣୀ :- କନ୍ଧମାଳ ଜିଲ୍ଲା ଫୁଲବାଣୀ ଟାଉନ ଥାନାରେ ନିଯୁକ୍ତି ପାଇଥିବା ମହିଳା ହୋମଗାର୍ଡ ବବିତା ପଣ୍ଡାଙ୍କ ବାପାଙ୍କର ପାଖ୍ୟାଘାତ ରୋଗର ଚିକିତ୍ସା ଅଭାବରୁ ଅକାଳ ବିୟୋଗ ହୋଇଛି l ଏଭଳି ଦୁଖଃଦ ଖବର ପାଇ ମାନବାଧିକାର ମିସନ କନ୍ଧମାଳ ଜିଲ୍ଲା ସଭାପତି ବିରାଜ କୁମାର ପ୍ରଧାନ, ଏବଂ!-->!-->!-->…
ଗାଧୋଇବାକୁ ଯାଇ ଗାଁ ପୋଖରୀରେ ବୁଡିଗଲେ ଶାକିନାକା ଜଗନ୍ନାଥ ମନ୍ଦିର ପ୍ରତିଷ୍ଠାତା…
ହିଞ୍ଜିଳିକାଟୁ ୭।୪ ନିଜ ଘର ଆଗରେ ଥିବା ପୋଖରୀକୁ ଗାଧୋଇବାକୁ ଯାଇ ପୋଖରୀ ପାଣିରେ ପହଁରିବା ବେଳେ ଆଉ ଫେରି ପାଳିଲେନି କୂଳକୁ । ଫଳରେ ପୋଖରୀ ପାଣିରେ ବୁଡିଯାଇ ମହାରାଷ୍ଟ୍ର ଶାକିନାକା ଜଗନ୍ନାଥ ମନ୍ଦିର ସଭାପତି ଙ୍କ ପ୍ରାଣହାନୀ ଘଟିଛି। ହିଞ୍ଜିଳି ଥାନା ଅନ୍ତର୍ଗତ ହିଞ୍ଜିଳି ରାଉଳ ସାହି!-->…
ପାରିବାରିକ କଳହରୁ ଆତ୍ମହତ୍ୟା…
ମାଲକାନଗିରି :ମାଲକାନଗିରି ସଦରମହୋକୁମା ନିକଟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ମାଲକାନଗିରି ଜିଲ୍ଲା ସଦରମହକୁମା ନିକଟସ୍ଥ ଏମଭି ୪୨ ଗ୍ରାମ ନିକଟରେଏକ ବର ଗଛରେ ଏପିଆର ପୋଲିସ କନେଷ୍ଟବଳ ଙ୍କ ମୃତ ଦେହ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଛି, ଗ୍ରାମ ନିକଟରେ ଏଭଳି ଘଟଣା!-->!-->!-->…
ଓଡିଶା ଆଦର୍ଶ ବିଦ୍ୟାଳୟ ବାଲିଗୁଡାର ତୃତୀୟ ବାର୍ଷିକ ଉତ୍ସବ “ନାଦବ୍ରହ୍ମ” ପାଳିତ
ବାଲିଗୁଡ଼ା : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଦଣ୍ଡପଦର ଠାରେ ଥିବା ଓଡିଶା ଆଦର୍ଶ ବିଦ୍ୟାଳୟର ତୃତୀୟ ବାର୍ଷିକ ଉତ୍ସବ "ନାଦବ୍ରହ୍ମ" ପାଳିତ ହୋଇଯାଇଛି। ବିଦ୍ୟାଳୟର ଏକ ବର୍ଣ୍ଣାଢ଼୍ୟ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଥିବା ଏହି ଉତ୍ସବରେ ପ୍ରଥମେ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ!-->…
ଚରିତ୍ର ସନ୍ଦେହ କରି ପତ୍ନୀଙ୍କୁ ଆକ୍ରମଣ
ହିଞ୍ଜିଳିକାଟୁ, ୬।୪ : ଚରିତ୍ର ଉପରେ ସନ୍ଦେହ କରି ଶାଶୁଘରେ ପାରିବାରିକ ନିର୍ଯାତନା ସହ ଆକ୍ରମଣ ହୋଇଥିବା ହିଞ୍ଜିଳି ଥାନାରେ ଅଭିଯୋଗ ହୋଇଛି। ହିଞ୍ଜିଳିକାଟୁ ଫାୟାର ଷ୍ଟେସନ ରୋଡ଼ର ସୁମିତ୍ରା ନାୟକଙ୍କ ଅଭିଯୋଗ କ୍ରମେ ଥାନାରେ ନଂ ୨୧୩/୨୩ରେ ପୋଲିସ ସ୍ବାମୀ , ଶାଶୁ ଓ ନଣନ୍ଦଙ୍କ!-->…
ସରକାରୀ ଉଚ୍ଚ ବିଦ୍ୟାଳୟ କଞ୍ଚୁରୁରେ ଯୁକ୍ତଦୁଇ କଳା ଖୋଲିଲା
ହିଞ୍ଜିଳିକାଟୁ ୬।୪ : ହିଞ୍ଜିଳିକାଟୁ ବ୍ଳକ ଅନ୍ତର୍ଗତ କଚୁଂରୁ ସରକାରୀ ଉଚ୍ଚ ବିଦ୍ୟାଳୟରେ ଯୁକ୍ତ ଦୁଇ କଳା ଖୋଲିବା ନେଇ ସରକାରଙ୍କ ପକ୍ଷରୁ ସ୍ଵୀକୃତି ଲାଭ କରିଛି। ଏ ନେଇ ଗୁରୁବାର ସ୍କୁଲ ପରିସର ମଧ୍ୟରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ହାଇସ୍କୁଲରେ ଆରମ୍ଭ ହେବ ଯୁକ୍ତ!-->…
ପ୍ରଶାସନିକ ଅଧିକାରୀଙ୍କୁ ଦଳଗତ କାମରେ ନିୟୋଜିତ କରିବାକୁ ତୀବ୍ର ନିନ୍ଦା
କୁକୁଡ଼ାଖଣ୍ଡି : କୁକୁଡାଖଣ୍ଡି ଡାକ ବଙ୍ଗଳା ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ରେ ରାଜ୍ୟ ସରକାର ଙ୍କୁ ଟାର୍ଗେଟ କରିଛନ୍ତି ବିଜୟ ପଟ୍ଟନାୟକ,। ଦୁଇ ଦିନିଆ ଗଞ୍ଜାମ ଗସ୍ତରେ ଆସିଥିବା ବେଳେ ଗତ କାଲି ଜିଲ୍ଲା କଂଗ୍ରସ କାର୍ଯ୍ୟାଳୟ, ବାପୁଜି ଆଶ୍ରମ ଠାରେ ତାକୁ କଂଗ୍ରେସ କର୍ମୀମାନେ ବିପୁଳ!-->…
ଚିତ୍ରକୋଣ୍ଡା ଡ଼ିଏଭି ଗୁରୁକୁଲରେ ବାର୍ଷିକ ଉତ୍ସବ ଅନୁଷ୍ଠିତ
ମାଲକାନଗିରି : ମାଲକାନଗିରି ଜିଲା ଚିତ୍ରକୋଣ୍ଡା ଡ଼ିଏଭି ଗୁରୁକୁଲ, ଗୁଡ଼ ମର୍ଣ୍ଣିଙ୍ଗ ପ୍ଲେ ସ୍କୁଲ ଓ ସାଇ ଡ୍ୟାନ୍ସ ଏକାଡେମୀ ମିଳିତ ଆନୁକୂଲ୍ୟରେ ବିଦ୍ୟାଳୟର ସମ୍ପାଦକ ରାକେଶ ମହାରଣାଙ୍କ ଆହ୍ୱାନ କ୍ରମେ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମରେ!-->…
କନ୍ଧମାଳରେ ଦିନକୁ ଦିନ ବଢୁଛି ମାନସିକ ଅସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା
ଫୁଲବାଣୀ : କନ୍ଧମାଳ ଏକ ପଛୁଆ ଜିଲ୍ଲାରେ ଅନ୍ତରଭୁକ୍ତ ଥିବା ବେଳେ ଏଠାରେ ମାନସିକ ଅସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାର ଲାଗିଛି । ଏହି ସମସ୍ୟାକୁ ଗୁରୁତର ସହ ଚିନ୍ତା କରି ସ୍ୱାତୀ ଅନୁଷ୍ଠାନ ଓ ବି.ଏନ୍.ଆଇ, ବାଙ୍ଗାଲୁରୁ ମିଳିତ ସହାୟତାରେ ଜିଲ୍ଲା ମଧ୍ୟରେ ମାନସିକ!-->…
ଅନ୍ତୋଦୟ କାର୍ଡରେ ବଣ୍ଟନ ହେଉଥିବା ଚାଉଳ ଦୁର୍ନୀତି ଅଭିଯୋଗ
ଚିକିଟି : ଚିକିଟି ବ୍ଲକ ଅନ୍ତର୍ଗତ କୋଟିଲିଙ୍ଗୀ ପଞ୍ଚାୟତ ଗ୍ରାମବାସୀ ଙ୍କୁ ଆନ୍ତୋଦୟ କାର୍ଡରେ ବଣ୍ଟନ ହେଉଥିବା ଚାଉଳ ଦୁର୍ନୀତି ଅଭିଯୋଗ କରି ଉପଜିଲ୍ଲାପାଳ ଙ୍କୁ ଦାବୀ ପତ୍ର ପ୍ରଦାନ କରାଯାଇଛି। ଆନ୍ତୋଦୟ କାର୍ଡ ହିତାଧିକାରୀଙ୍କୁ ବ୍ୟକ୍ତି ପିଛା ୩୫ କେଜି ଚାଉଳ ବଦଳରେ ୫ କେଜି ଚାଉଳ!-->…