ସ୍ୱାମୀ ଉପରେ କିରୋସିନି ଢାଳି ନିଆଁ ଲଗାଇଦେଇଥିବା ଘଟଣା : ବନ୍ଧା ହେଲା ପତି ହନ୍ତା ପତ୍ନୀ

ଭଂଜନଗର : ବନ୍ଧା ହେଲା ପତି ହନ୍ତା । ସ୍ୱାମୀ ଉପରେ କିରୋସିନି ଢାଳି, ନିଆଁ ଲଗାଇ ପୋଡି ମାରିବା ଅଭିଯୋଗରେ ସ୍ତ୍ରୀ ଗିରଫ । ଗଂଜାମ ଜିଲ୍ଲା ଭଂଜନଗର ଥାନା ଅନ୍ତର୍ଗତ କୁଲାଡ଼ ଗାଁରେ ଗତ ୪ ତାରିଖ ଦିନ ଘଟିଥିଲା ଏଭଳି ଅମାନୁଷିକ ଘଟଣା । ମୃତକ କୁଲାଡ଼ ଗାଁର ପ୍ରଫୁଲ୍ଲ ସାବତ।

ବେକରେ ରସି ଲଗାଇ ଝୁଲିପଡିଲେ ପୋଲିସ୍ କନେଷ୍ଟବଳ…

ମାଲକାନଗିରି : ମାଲକାନଗିରି ଜିଲ୍ଲା ସଦର ମହକୁମାର ଏମଭି -୪୨ ଗାଁ ରେ ଜଣେ ପୋଲିସ୍ କନେଷ୍ଟବଳ ଆତ୍ମହତ୍ୟା କରିଛନ୍ତି। ବେକରେ ରସି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି। ମୃତକ ହେଲେ ସୁଶାନ୍ତ ହାଲଦାର୍ ସେ ପୋଲିସ ROରେ କାର୍ଯ୍ୟରତ ଥିଲେ। ମୃତ୍ୟୁର କାରଣ ଅସ୍ପଷ୍ଟ । ପୋଲିସ ଘଟଣା

ବ୍ୟବହାର ପରେ ଭାଇଙ୍କୁ ବିଜେପି ଫୋଫାଡ଼ିଦେବ: ଅଜିତ ଆଣ୍ଟୋନି

ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏକେ ଆଣ୍ଟୋନିଙ୍କ ପୁଅ ଅନିଲ ଆଣ୍ଟୋନି ଗତକାଲି ବିଜେପିରେ ଯୋଗ ଦେଇଥିଲେ । କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ପୀୟୁଷ ଗୋୟଲ, ଭି ମୁରଲୀଧରନ ଏବଂ କେରଳ ବିଜେପି ମୁଖ୍ୟ କେ ସୁରେନ୍ଦ୍ରନଙ୍କ ଉପସ୍ଥିତିରେ ଅନିଲ

ଆଜି ଗୁଡ୍‌ ଫ୍ରାଇଡେ: ଶାନ୍ତି ପାଇଁ ପ୍ରାର୍ଥନା କରିବାର ବାଲୁକା କଳାକୃତି ତିଆରି କଲେ ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ଆଜି ପବିତ୍ର ଗୁଡ୍‌ ଫ୍ରାଇଡେ। ଖ୍ରୀଷ୍ଟ ଧର୍ମଲମ୍ବୀ ମାନଙ୍କ ପାଇଁ ଆଜି ଏକ ବିଶେଷ ଦିନ। ଆଜିର ଦିନରେ ପ୍ରଭୂ ଯୀଶୁ ଖ୍ରୀଷ୍ଠଙ୍କୁ କୃଷୁ ବିଧ କରଯାଇଥିଲା। ଗୁଡ଼ ଫ୍ରାଇଡେ ହେଉଛି ସେହି ଦିନ, ଯେଉଁଦିନ ପ୍ରଭୁ ଜୀଶୁଙ୍କୁ କୁଶବିଦ୍ଧ ବା ହତ୍ୟା କରାଯାଇଥିଲା । ଆଜିର ଦିନରେ ପୁରା ବିଶ୍‌ରେ

ଟ୍ୱିଟରକୁ ଫେରିଲା ନୀଳ ପକ୍ଷୀ, ଗାଏବ ହୋଇଗଲା କୁକୁର

ନୂଆଦିଲ୍ଲୀ : ମାତ୍ର ୩ ଦିନ ବ୍ୟବଧାନରେ ଫେରି ଆସିଲା ନୀଳ ପକ୍ଷୀ, କେଉଁଆଡ଼େ ଗାଏବ ହୋଇଗଲା କୁକୁର। ଗତ ୪ ତାରିଖ ସକାଳେ ମାଇକ୍ରୋ ବ୍ଲଗିଂ ସାଇଟ୍ ଟ୍ୱିଟରର ଲୋଗୋରୁ ନୀଳ ପକ୍ଷୀକୁ ହଟାଇ ତାହା ସ୍ଥାନରେ ଏକ ଡଗିକୁ ବସାଇ ଦିଆଯାଇଥିଲା। ମାତ୍ର ଆଜି ସକାଳେ ପୁଣି ଥରେ ଦେଖିବାକୁ ମିଳିଛି ପୁରୁଣା

ଧରାପଡ଼ୁନି ଅମ୍ରିତପାଲ ସିଂହ, ୧୪ ପର୍ଯ୍ୟନ୍ତ ସମସ୍ତ ପୁଲିସ ଅଧିକାରୀଙ୍କ ଛୁଟି ବାତିଲ

ଚଣ୍ଡୀଗଡ଼ : ପଞ୍ଜାବ ସରକାରଙ୍କ ନିଦ ହଜାଇଛି ଖଲିସ୍ତାନୀ ନେତା ଅମ୍ରିତପାଲ ସିଂହ। ଖଲିସ୍ତାନୀ ଆନ୍ଦୋଳନ ନିଆଁ ପୁଣି ଥରେ ଇନ୍ଧନ ଯୋଗାଇ ପଞ୍ଜାବରେ ଅଶାନ୍ତ ସୃଷ୍ଟି କରି ଫେରାର ଥିବା ଅମ୍ରିତପାଲ ସିଂହ ଏଯାଏ ପୁଲିସ ହାତରେ ଧରାପଡ଼ି ନାହାନ୍ତି। ଅମ୍ରିତପାଲ ସିଂହଙ୍କୁ ଗିରଫ ପାଇଁ ପଞ୍ଜାବ

ଖ୍ରୀଷ୍ଟିଆନ ମିସନାରିଙ୍କ ତୁଳନାରେ ହିନ୍ଦୁ ସାଧୁସନ୍ଥମାନେ ଅଧିକ ସେବାକାର୍ଯ୍ୟ କରିଛନ୍ତି : ମୋହନ ଭାଗବତ

ଜୟପୁର: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ) ମୁଖ୍ୟ ମୋହନ ରାଓ ଭାଗବତ ଆଜି ଜୟପୁରରେ ଆରମ୍ଭ ହୋଇଥିବା ‘ସେବା ସଙ୍ଗମ’ ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି। ଏହି ଅବସରରେ ସେ କହିଥିଲେ ଯେ ସେବା ହିଁ ମଣିଷର ମାନବିକତାର ସ୍ୱାଭାବିକ ଅଭିବ୍ୟକ୍ତି । ଦକ୍ଷିଣ ପ୍ରଦେଶରେ ହିନ୍ଦୁ ଆଧ୍ୟାତ୍ମିକ

କଂଗ୍ରେସର ସେହି ପୁରୁଣା କାହାଣୀ : ମୋ ରାଜା ବୁଦ୍ଧିମାନ

ନୂଆଦିଲ୍ଲୀ: ଅବିଭକ୍ତ ଆନ୍ଧ୍ରପ୍ରଦେଶର ଶେଷ ମୁଖ୍ୟମନ୍ତ୍ରୀ କିରଣ କୁମାର ରେଡ୍ଡୀ ଆଜି ବିଜେପିରେ ଯୋଗ ଦେଇଛନ୍ତି। ତେବେ ବିଜେପିରେ ଯୋଗ ଦେଇ କିରଣ କଂଗ୍ରେସକୁ କଡା ସମାଲୋଚନା କରିଛନ୍ତି | ଆନ୍ଧ୍ରପ୍ରଦେଶର ଏହି ଟାଣୁଆ ନେତା କହିଛନ୍ତି ଯେ କଂଗ୍ରେସ ଲୋକଙ୍କ ପାଖରେ ପହଞ୍ଚିପାରୁନାହିଁ ଏବଂ

ଜେଲରୁ ଥାଇ ପିଏମଙ୍କୁ ଚିଠି ଲେ‌ଖିଲେ ସିସୋଦିଆ, କହିଲେ ଭାରତକୁ ଜଣେ ଶିକ୍ଷିତ ପ୍ରଧାନମନ୍ତ୍ରୀ ଆବଶ୍ୟକ

ନୂଆଦିଲ୍ଲୀ : ଦିଲ୍ଲୀ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ତିହାର ଜେଲରୁ ଥାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆଟାକ୍‌ କରିଛନ୍ତି। ମୋଦିଙ୍କ ଡିଗ୍ରୀ ପ୍ରମାଣପତ୍ରକୁ ନେଇ ପ୍ରସଙ୍ଗ ସରଗରମ ଥିବା ବେଳେ ସିସୋଦିଆ ଜେଲରୁ ଥାଇ ଚିଠିରେ ଚିଠିରେ ପ୍ରଧାନମନ୍ତ୍ରୀଙ୍କୁ ନିଶାନା

ବଢ଼ୁଛି କରୋନା ସଂକ୍ରମଣ : ପୁଡୁଚେରୀରେ ମାସ୍କ ବାଧ୍ୟତାମୂଳକ…

ନୂଆଦିଲ୍ଲୀ : ପୁଣି ବଢ଼ୁଛି କରୋନା ସଂକ୍ରମଣ । ଏନେଇ ଅଗୁଆ ସର୍ତକ ହୋଇଛି ପୁଡୁଚେରୀ । ପୁଡୁଚେରୀରେ ସର୍ବସାଧାରଣ ସ୍ଥାନରେ ମାସ୍କ ବାଧ୍ୟତାମୂଳକ କରାଯାଇଛି । କରୋନା ସଂକ୍ରମଣ ବୃଦ୍ଧି ପରେ ପୁଡୁଚେରୀ ସରକାରଙ୍କ ଏହି ନିଷ୍ପତ୍ତି ନେଇଛନ୍ତି। ସ୍କୁଲରେ ଶିକ୍ଷକ ଓ