Sign in
Sign in
Recover your password.
A password will be e-mailed to you.
ଚାକିରି ନାଁରେ ଚୁନ ମାରିଲେ, ୪୦ ହଜାର ନେଇ ଜାଲ୍ ନିଯୁକ୍ତିପତ୍ର ଧରାଇଦେଲେ
ସୁନ୍ଦରଗଡ଼ :ଚାକିରି ଦେବାକୁ କହି ମାରିଦେଲେ ଚୁନ । ଏପରିକି କିଛି ବେକାର ଯୁବକଯୁବତୀଙ୍କୁ ପ୍ରଲୋଭନ ଦେଖାଇ ୪୦ ହଜାର ଟଙ୍କା ଲେଖାଏ ହାତେଇଲା ଏକ ରାକେଟ। ଏହା ବଦଳରେ ସେମାନଙ୍କୁ ଆପଏଣ୍ଟମେଣ୍ଟ ଲେଟରଠୁ ଆରମ୍ଭ କରି ଏଗ୍ରିମେଣ୍ଟ ଲେଟର , ଆଇ କାର୍ଡ ବି ଧରାଇ ଦେଲେ। ମାତ୍ର ପରେ ଜଣାପଡ଼ିଲା!-->…
କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପୂର୍ବରୁ ‘ଜାତୀୟ ଦଳ’ର ମାନ୍ୟତା ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲା ‘ଆପ୍’
ବେଙ୍ଗାଲୁରୁ/ ନୂଆଦିଲ୍ଲୀ: ଅରବିନ୍ଦ କେଜ୍ରିଓ୍ଵାଲଙ୍କ ନେତୃତ୍ୱାଧୀନ ଆମ୍ ଆଦମୀ ପାର୍ଟି (ଆପ୍) କର୍ଣ୍ଣାଟକ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ବିଧାନସଭା ନିର୍ବାଚନ ପୂର୍ବରୁ ଏହାକୁ ଜାତୀୟ ଦଳ ଭାବେ ମାନ୍ୟତା ଦେବା ପାଇଁ ନିର୍ଦ୍ଦେଶ ମାଗିଛି। ‘ଆପ୍’ ରାଜ୍ୟ ଯୋଗାଯୋଗ ପ୍ରଭାରୀ ବ୍ରିଜେଶ!-->…
ଭବାନୀପାଟଣାରେ ମେଡିକାଲ କଲେଜକୁ ମିଳିଲା ଅନୁମୋଦନ, ଚଳିତ ଶିକ୍ଷାବର୍ଷଠାରୁ ଆରମ୍ଭ ହେବ ପାଠପଢ଼ା
ଭୁବନେଶ୍ବର/ଭବାନୀପାଟଣା: ଓଡ଼ିଶାର ସ୍ବାସ୍ଥ୍ୟ ଶିକ୍ଷା ଓ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଆଉ ଏକ ଫର୍ଦ୍ଦ ଯୋଡ଼ି ହୋଇଯାଇଛି। କଳାହାଣ୍ଡି ଜିଲ୍ଲା ସଦରମହକୁମା ଭବାନୀପାଟଣାଠାରେ ମେଡିକାଲ କଲେଜ ଖୋଲିବା ନେଇ ରାଷ୍ଟ୍ରୀୟ ଆୟୁର୍ବିଜ୍ଞାନ ଆୟୋଗ (ନ୍ୟାସନାଲ୍ ମେଡିକାଲ୍ କମିସନ୍) ଅନୁମୋଦନ!-->…
ଓଡ଼ିଶା ପ୍ରଶାସନ ପୂର୍ବପୁରୁଷଙ୍କୁ ଅସମ୍ମାନ କରନ୍ତୁ ନାହିଁ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର: ଓଡ଼ିଶାର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ନବକୃଷ୍ଣ ଚୌଧୁରୀଙ୍କ ଅନୁଗୁଳର ଗୋପବନ୍ଧୁ ପାର୍କରେ ପୂର୍ଣ୍ଣାଙ୍ଗ ପ୍ରତିମୂର୍ତ୍ତି ସ୍ଥାପନା ନେଇ ଉପୁଜିଥିବା ବିବାଦକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ!-->…
୨୦୨୩ରେ ସିଆରପିଏଫରେ ୧.୩୦ ଲକ୍ଷ କନଷ୍ଟେବଳ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କଲା ଗୃହ ମନ୍ତ୍ରାଳୟ
ନୂଆଦିଲ୍ଲୀ: ଅଗ୍ନିବୀରମାନଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ସହ କେନ୍ଦ୍ରୀୟ ରିଜର୍ଭ ପୁଲିସ ଫୋର୍ସ (ସିଆରପିଏଫ)ରେ ପ୍ରାୟ ୧.୩୦ ଲକ୍ଷ କନଷ୍ଟେବଳ ପଦବୀରେ ନୂତନ ନିଯୁକ୍ତି ଦେବା ପାଇଁ ଗୃହ ମନ୍ତ୍ରାଳୟ ପକ୍ଷରୁ ଗୁରୁବାର ଏକ ବିଜ୍ଞପ୍ତି ଜାରି କରାଯାଇଛି।ଗୃହ ମନ୍ତ୍ରାଳୟ ପକ୍ଷରୁ ଜାରି!-->…
ବଲାଙ୍ଗୀର ନକଲି ସାର୍ଟିଫିକେଟ ମାମଲା: ମୁଖ୍ୟ ଅଭିଯୁକ୍ତ ମନୋଜ ମିଶ୍ରଙ୍କ ପତ୍ନୀଙ୍କୁ ପଚରାଉଚରା
ବଲାଙ୍ଗୀର: ବଲାଙ୍ଗୀର ନକଲି ସାର୍ଟିଫିକେଟ ମାମଲାର ତଦନ୍ତ ପ୍ରକ୍ରିୟାରେ ମୁଖ୍ୟ ଅଭିଯୁକ୍ତ ମନୋଜ ମିଶ୍ରଙ୍କ ପତ୍ନୀ ପୂଜା ମିଶ୍ରଙ୍କୁ ସାମିଲ କରିଛି କ୍ରାଇମବ୍ରାଞ୍ଚ। ଆଜି ବଲାଙ୍ଗୀର ଟାଉନ ଥାନାରେ ପୂଜା ମିଶ୍ରଙ୍କୁ ପୁଲିସ ପଚରାଉଚରା କରିଛି।
ମନୋଜ ପୂଜାଙ୍କ ବ୍ୟାଙ୍କ ଖାତାକୁ ବ୍ୟବହାର!-->!-->!-->…
ସାଇରନ୍ ବାଜିବାରୁ ICICI ବ୍ୟାଙ୍କରୁ ଡାକୟତ ଉଦ୍ୟମ ବିଫଳ
ବାରଙ୍ଗ : ସାଇରନ୍ ବାଜିଲା, ଦୌଡ଼ି ପଳାଇଲେ ଡକାୟତ। ବ୍ୟାଙ୍କ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଲୁଟ୍ ଉଦ୍ୟମ ବିଫଳ। ତ୍ରିଶୁଲିଆ – ବାଙ୍କୀ ମୁଖ୍ୟ ରାସ୍ତାର ଫକୀରପଡା ନିକଟରେ ଥିବା ICICI ବ୍ୟାଙ୍କରୁ ଡାକୟତ ଉଦ୍ୟମ ବିଫଳ ହୋଇଛି।
୩ ଜଣ ଯୁବକ ଏକ ନମ୍ବର ବିହୀନ ମୋଟର ସାଇକେଲରେ!-->!-->!-->…
ଖବରକାଗଜ, ଗଣମାଧ୍ୟମ ପ୍ଲାଟଫର୍ମରେ ‘ବେଟିଂ ବିଜ୍ଞାପନ’ ପ୍ରକାଶ ନ କରିବାକୁ ଚେତାବନୀ ଦେଲେ ସରକାର
ନୂଆଦିଲ୍ଲୀ: ଦେଶର ପ୍ରମୁଖ ତଥା ମୁଖ୍ୟସ୍ରୋତର କିଛି ଇଂରାଜୀ ଓ ହିନ୍ଦୀ ଖବରକାଗଜରେ ‘ବେଟିଂ ବିଜ୍ଞାପନ’ ଭଳି ପ୍ରଚାରମୂଳକ ବିଷୟବସ୍ତୁ ପ୍ରକାଶ ପାଇବାର କିଛି ଦିନ ପରେ ସରକାର ଗୁରୁବାର ଗଣମାଧ୍ୟମ ସଂସ୍ଥାଗୁଡ଼ିକୁ ବେଟିଂ ପ୍ଲାଟଫର୍ମର ବିଜ୍ଞାପନ ପ୍ରକାଶ ନ କରିବାକୁ ଗଣମାଧ୍ୟମ ସଂସ୍ଥାଗୁଡ଼ିକୁ!-->…
୮କୋଟି ଠକେଇ ଅଭିଯୋଗରେ SBI ଡେପୁଟି ମ୍ୟାନେଜର ଗିରଫ
ଭୁବନେଶ୍ୱର : ୮ କୋଟି ଟଙ୍କାର ବ୍ୟାଙ୍କ ଲୋନ୍ ଫ୍ରଡ ମାମଲା । ଫୁଲବାଣୀସ୍ଥିତ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ଡେପୁଟି ମ୍ୟାନେଜର ଗିରଫ । ଆଶୁତୋଷ ଆଚାର୍ଯ୍ୟଙ୍କୁ ୮ କୋଟି ୧ ଲକ୍ଷ ୮୭ହଜାର ଟଙ୍କାର ଫ୍ରଡ ମାମଲାରେ ଗିରଫ କରିଛି କ୍ରାଇମ୍ବ୍ରାଞ୍ଚ EOW । ଗତକାଲି ଗିରଫ ହୋଇଥିବା!-->…
ନିପ୍ପନ ଷ୍ଟିଲ୍ ବୁଲିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…
ଜାପାନ ଗସ୍ତର ତୃତୀୟ ଦିନରେ ନିପ୍ପନ ଷ୍ଟିଲ ପ୍ଲାଣ୍ଟ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତାଙ୍କ ସହ ପ୍ଲାଣ୍ଟ ବୁଲି ଦେଖିଛି ରାଜ୍ୟ ସରକାରଙ୍କ ପ୍ରତିନିଧି ଦଳ । ସେମାନେ କିମିସ୍ତୁ ଷ୍ଟିଲ୍ ଓ୍ଵାର୍କ ପ୍ଲାଣ୍ଟ ଓ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ସେଣ୍ଟର ପରିଦର୍ଶନ କରିଛନ୍ତି ।!-->…