Sign in
Sign in
Recover your password.
A password will be e-mailed to you.
ପ୍ରି-ଇଷ୍ଟର ପାଳନ ନେଇ ଗୁଡ୍ ନ୍ୟୁସ୍ ଚର୍ଚ୍ଚ ପକ୍ଷରୁ ଇଷ୍ଟର କଣ୍ଟାଟା କାର୍ଯ୍ୟକ୍ରମ
ଦାରିଙ୍ଗବାଡ଼ି (୫/୪) : ଦାରିଙ୍ଗବାଡ଼ି ଆଇଟିଆଇ ପଡ଼ିଆରେ ପ୍ରୀ ଇଷ୍ଟର ପାଳନ ନେଇ ଗୁଡ୍ ନ୍ୟୁସ୍ ଚର୍ଚ୍ଚ ପକ୍ଷରୁ ଇଷ୍ଟର କଣ୍ଟାଟା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏଥିରେ ବ୍ଳକର ୨୫ଟି ଗ୍ରାମ ପଞ୍ଚାୟତର ଜାତି ଧର୍ମ ନିର୍ବିଶେଷରେ ବହୁସଂଖ୍ୟକ ପୁରୁଷ ମହିଳା ,ଯୁବକ ଯୁବତୀ,ପୁଅଝିଅ ଓ!-->…
ଅଜଣା ଗାଡ଼ି ଧକ୍କାରେ ୩ଟି ଗାଇ, ଗୋଟିଏ ବଳଦ ମୃତ, ୨ଟି ବାଛୁରି ଆହତ
ଦାରିଙ୍ଗବାଡ଼ି(୫/୪) : ଦାରିଙ୍ଗବାଡ଼ି ୫୯ନଂ ଜାତୀୟ ରାଜପଥ ଡବେରୀ ଠାରେ ଅଜଣା ଗାଡ଼ି ଧକାରେ ୩ଟି ଗାଇ ଓ ଗୋଟିଏ ବଳଦ ମୃତ ହୋଇଥିଲା ବେଳେ ୨ଟି ବାଛୁରି ଆହାତ ହୋଇଥିବା ଜଣା ପଡ଼ିଛି। ଡବେରୀ ଗ୍ରାମର ବିଶ୍ରାମ ପ୍ରଧାନଙ୍କ ଗୋଟିଏ ବଳଦ, ନିରାକାର ପ୍ରଧାନଙ୍କ ଦୁଇଟି ଗାଈ ଓ ଗୋଟିଏ ବାଛୁରି ଆହତ!-->…
ଅସ୍ଥାୟୀ ମଣ୍ଡପରେ ବିଜେ ହେଲେ ଅଧିଷ୍ଠାତ୍ରୀ ଦେବୀ ମା’ ବୁଢ଼ୀ ଠାକୁରାଣୀ
ବ୍ରହ୍ମପୁର : ଅଧିଷ୍ଠାତ୍ରୀ ଦେବୀ ମା ବୁଢ଼ୀ ଠାକୁରାଣୀଙ୍କ ଦ୍ୱିବାର୍ଷିକ ଯାତ୍ରା ମଙ୍ଗଳବାରରୁ ଆରମ୍ଭ ହୋଇଛି। ଦେଶୀ ବେହେରା ସାହିଠାରେ ଅସ୍ଥାୟୀ ମଣ୍ଡପରେ ସାଜସଜ୍ଜା ସରିଥିଲା। ମା’ଙ୍କ ଆଗମନ ନେଇ ମଙ୍ଗଳବାର ପୂର୍ବାହ୍ନରେ ଦେଶୀ ବେହେରାସାହିଠାରେ ସକାଳ ୮ଟାରେ ଧେଣ୍ଡୁରା ଦିଆଯାଇ ୯ଟାରେ!-->…
ଟିକାବାଲି ଡି.ଆଇ.ଇ.ଟି ଠାରେ ଜିଲ୍ଲାସ୍ତରୀୟ ଶିକ୍ଷଣ ଜନିତ ଆଲୋଚନାଚକ୍ର
ଫୁଲବାଣୀ : ବିଦ୍ୟାଳୟ ରେ ଶିକ୍ଷଣ ଜନିତ ସମସ୍ୟା ଓ ତାର ସମାଧାନ ନିମନ୍ତେ ଟିକାବାଲି ଡି.ଆଇ.ଇ.ଟି ଠାରେ କ୍ରିୟାତ୍ମକ ଗବେଷଣାର ଉପସ୍ଥାପନ ଜନିତ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଅଛି l ଏହି କାର୍ଯ୍ୟକ୍ରମରେ ମଞ୍ଚାସିନ ଅତିଥି ରୂପେ କନ୍ଧମାଳ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ଷଡ଼ଙ୍ଗୀ,!-->…
ଗ୍ରାମର ନାଳ ସଫାକଲେ ୩ ଯୁବକ…
ନନ୍ଦାହାଣ୍ଡି : ନନ୍ଦାହାଣ୍ଡି ବ୍ଲକ ବି.ମାଳିଗୁଡା ପଞ୍ଚାୟତ ଚିଲିଗୁଡା ଗ୍ରାମରେ ନାଳ ସଫା କରି ଆଦର୍ଶ ପାଲଟିଛନ୍ତି ତିନି ଯୁବକ | ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ଚିଲିଗୁଡା ଗ୍ରାମର ନାଳ ପୋତି ହୋଇ ଅଇଳା ଆବର୍ଜନା ପୂର୍ଣ ନାଳ ପାଣି ଗ୍ରାମ ସଡ଼କ ଉପରେ ଚାଲୁଥିଲା। ଦୀର୍ଘଦିନ ଧରି ଏଥିପାଇଁ!-->…
ଅଜଣା ବ୍ୟକ୍ତିଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର
ରାଇଘର(୫/୦୪) : ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ବୋବେଇ ପଞ୍ଚାୟତ ଅନ୍ତର୍ଗତ ବିରିପୁର (ଡି ଏନ କେ )ଗ୍ରାମର ପାର୍ଶ୍ୱବର୍ତ୍ତୀ ରିଜର୍ଭ ଜଙ୍ଗଲରେ ଆଜି ଏକ ଅଜଣା ବ୍ୟକ୍ତିଙ୍କର ଝୁଲନ୍ତା ମୃତଦେହ ଉକ୍ତ ଜଙ୍ଗଲର ଏକ ଭାଲିଆ ଗଛରେ ଠାବ ହୋଇଛି l
ସୂଚନା ଅନୁଯାଇ ଉକ୍ତ ଜଙ୍ଗଲର ପାର୍ଶ୍ୱ!-->!-->!-->…
ଓଡ଼ିଶାର ୩ ଜଣଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ
ନୂଆଦିଲ୍ଲୀ: ଆଜି ରାଷ୍ଟ୍ରପତି ଭବନରେ ପ୍ରଦାନ କରାଯାଇଛି ୨୦୨୩ର ଦ୍ଵିତୀୟ ପର୍ଯ୍ଯାୟ ପଦ୍ମ ପୁରସ୍କାର । ବୁଧବାର ରାଷ୍ଟ୍ରପତି ଭବନରେ ଆୟୋଜିତ ଭବ୍ୟ ସମାରୋହରେ ରାଷ୍ଟ୍ରପତି ବିଭିନ୍ନ କ୍ଷେତ୍ରରେ କୃତିତ୍ବ ହାସଲ କରିଥିବା ବ୍ୟକ୍ତିତ୍ବଙ୍କୁ ଏହି ମର୍ଯ୍ଯାଦାଜନକ ପୁରସ୍କାର ପ୍ରଦାନ କରିଛନ୍ତି!-->…
ମାନହାନି ମାମଲାରେ ହାରି ଯିବାରୁ ଟ୍ରମ୍ପ୍ଙ୍କ ଅଦାଲତ ଖର୍ଚ୍ଚ ପୈଠ କରିବାକୁ ଷ୍ଟର୍ମି ଡାନିଏଲ୍ସ୍ଙ୍କୁ ଆଦେଶ
କାଲିଫର୍ଣ୍ଣି୍ଆ: ମାମଲା ବାବଦକୁ ହୋଇଥିବା ଖର୍ଚ୍ଚ ଟ୍ରମ୍ପ୍ଙ୍କ ଆଟର୍ଣ୍ଣିମାନଙ୍କୁ ଦେବା ପାଇଁ ମାନହାନି ମାମଲାରେ ହାରି ଯାଇଥିବା ପର୍ନ ଷ୍ଟାର୍ ଷ୍ଟର୍ମି ଡାନିଏଲ୍ଙ୍କୁ ମଙ୍ଗଳବାର ଦିନ ଅଦାଲତ ଆଦେଶ ଦେଇଛନ୍ତି।ସୂଚନାଯୋଗ୍ୟ, ପ୍ରାପ୍ତ ବୟସ୍କଙ୍କ ନିମନ୍ତେ ଉଦ୍ଦିଷ୍ଟ ଚଳଚ୍ଚିତ୍ରର!-->…
ଶାକିବଙ୍କ ସ୍ଥାନରେ କେକେଆରରେ ସାମିଲ ହେଲେ ଇଂଲଣ୍ଡର ଏହି ଖେଳାଳି…
କୋଲକାତା: ଆଇପିଏଲ ୨୦୨୩ରେ, କୋଲକାତା ନାଇଟ୍ ରାଇଡର୍ସରେ ଶାକିବ ଅଲ ହାସନ ସାମିଲ ହୋଇନଥିଲେ | ଯାହାକି ଦଳ ପାଇଁ ଏକ ବଡ ଝଟକା ବୋଲି କୁହାଯାଉଥିଲା | ବ୍ୟକ୍ତିଗତ କାରଣ ହେତୁ ଶାକିବ କେକେଆରରେ ଯୋଗ ଦେଇପାରିନଥିଲେ | ତେବେ ବର୍ତ୍ତମାନ କେକେଆର୍ ଇଂଲଣ୍ଡର ଦ୍ରୁତ ବ୍ୟାଟ୍ସମ୍ୟାନ୍ ଜେସନ୍!-->…
ଏକାଧିକ କ୍ରସରରେ ଆୟକର ଚଢ଼ଉ
ଭୁବନେଶ୍ୱର :କଳାପଥର କେଳେଙ୍କାରୀକୁ ନେଇ ଚର୍ଚ୍ଚାରେ ଥିବା ଧର୍ମଶାଳା ତହସିଲ ଅଞ୍ଚଳର ୫ କ୍ରସର ଓ ଏକ ପେଟ୍ରୋଲ ପମ୍ପ ଉପରେ ୩ ଦିନ ଧରି ଚଢ଼ାଉ ଜାରି ରହିଛି। ଏହି ମାଲିକଙ୍କ ବିଭିନ୍ନ ସ୍ଥାନରେ ଥିବା କାର୍ଯ୍ୟାଳୟଗୁଡ଼ିକରେ ଏକକାଳୀନ ୩ ତାରିଖଠାରୁ ଆଜି ପର୍ଯ୍ୟନ୍ତ ଆୟକର ବିଭାଗ ପକ୍ଷରୁ!-->…