ଟୋକିଓରେ ଓଡ଼ିଶା ବିଜନେସ୍‌ ମିଟ୍‌, ବିଜନେସ୍‌ ମିଟ୍‌କୁ ସମ୍ବୋଧିତ କଲେ ମୁଖ୍ୟମନ୍ତ୍ରୀ…

ଜାପାନରେ ଓଡ଼ିଶା ବିଜନେସ୍‌ ମିଟ୍‌କୁ ସମ୍ବୋଧନ କରିଥିଲେ ମୁଖ୍ୟମନ୍ତ୍ରୀ । ଓଡ଼ିଶାରେ ପର୍ଯ୍ୟାପ୍ତ ନିବେଶ ସୁଯୋଗ ନେଇ ଅବଗତ କରାଇଛନ୍ତି ନବୀନ । ଓଡ଼ିଶାରେ ନିବେଶ କରିବାକୁ ଜାପାନ ନିବେଶକାରୀଙ୍କୁ ନିମନ୍ତ୍ରଣ କରିଛନ୍ତି । ବିଜନେସ୍‌ ମିଟରେ ଯୋଗ ଦେଇଥିଲେ ଜାପାନର ୨୦୦ ଶିଳ୍ପପତିଙ୍କ ସହ

ବିଏସକେୱାଇ କାର୍ଡ କେଳେଙ୍କାରୀ: ଶୋଭା ନର୍ସିଂହୋମ ମାଲିକଙ୍କର ୨୮ ଲକ୍ଷ ଟଙ୍କା ଜବତ

କଟକ: ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା(ବିଏସ୍‌କେୱାଇ) କେଳେଙ୍କାରୀ ଘଟଣାରେ ୨୦୨୨ ନଭେମ୍ବରରୁ ଆରମ୍ଭ ହୋଇଥିବା ଶୋଭା ନର୍ସିଂହୋମର ସମସ୍ତ ବିଏସକେୱାଇ କାର୍ଡ ସ୍ବାପ୍ ସଂକ୍ରାନ୍ତ ତଥ୍ୟ ମଧୁପାଟଣା ଥାନା ପୁଲିସ ଜାଣିବାକୁ ଚାହିଁଛି। କଟକ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ(ସିଡିଏମଓ)ଙ୍କ

ଆଧୁନିକ ଭାରତ ଇତିହାସ ୨୦୧୪ରୁ ଆରମ୍ଭ ହେବା ଉଚିତ୍: କପିଲ ଶିବଲ

ନୂଆଦିଲ୍ଲୀ : ଜାତୀୟ ଶୈକ୍ଷିକ ଗବେଷଣା ଓ ପ୍ରଶିକ୍ଷଣ ପରିଷଦ (ଏନସିଇଆରଟି) ମୋଗଲ ଇତିହାସକୁ ହଟାଇବା ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ବିଭିନ୍ନ ମହଲରେ ସରକାରଙ୍କ ପକ୍ଷରୁ ଏହି ପଦକ୍ଷେପକୁ ନାପସନ୍ଦ କରାଯାଇଛି। ବୁଧବାର ଏହାକୁ ନେଇ ପୂର୍ବତନ କେନ୍ଦ୍ର ମାନବସମ୍ବଳ ବିକାଣ ମନ୍ତ୍ରୀ

ଲାଞ୍ଚ ନେଇଥିଲେ ସିଟି ଜିଏସ୍‌ଟି ଅଫିସ୍‌ର, ବ୍ୟାଙ୍କ ଲକରରୁ ମିଳିଲା ବିପୁଳ ସୁନା ବିସ୍କୁଟ ଓ ଟଙ୍କା

ଭୁବନେଶ୍ୱର : ଆୟବର୍ହିଭୂତ ସମ୍ପତ୍ତି ଠୁଳ ସନ୍ଦେହରେ ଭିଜିଲାନ୍ସ ରେଡ୍ ବେଳେ ପାରଦୀପ ସିଟି ଜିଏସ୍‌ଟି ଅଫିସ୍‌ର ଚିତ୍ତରଂଜନ ମହାନ୍ତିଙ୍କ ବ୍ୟାଙ୍କ ଲକରରୁ ପୁଳାପୁଳା ଟଙ୍କା ଓ ସୁନା ଠାବ ହୋଇଛି। ୨ଟି ଲକରରୁ ୧.୦୬୦ କେଜି ସୁନା ଗହଣା ଓ ୧୯ଟି ସୁନା ବିସ୍କୁଟ ଠାବ ହୋଇଛି। ପ୍ରତି ସୁନା

ପ୍ୟାଣ୍ଟ ସାର୍ଟ ପରେ ଧୋତି ପିନ୍ଧାକୁ ନେଇ ବିବାଦ : ହଟିଲା ନବକୃ‌ଷ୍ଣ ଚୌଧୁରୀଙ୍କ ପ୍ରତିମୂର୍ତ୍ତି

ଅନୁଗୋଳ: ନବକୃ‌ଷ୍ଣ ଚୌଧୁରୀଙ୍କ ପ୍ରତିମୂର୍ତ୍ତିରେ ବିକୃତ ପୋଷାକ ପିନ୍ଧାଇ ଦିଆଗଲା । ସବୁଆଡ଼ୁ ବି‌ରୋଧ ହେଲା ପରେ ନଗରପାଳ ଭୁଲ ମାଗିଲେ । ରାତାରାତି ପ୍ୟାଣ୍ଟକୁ ବଦଳାଇ ଧୋତି ପଞ୍ଜାବୀ ପିନ୍ଧାଇ ଦିଆଗଲା । ତଥାପି ଏହି ପ୍ରତିମୂର୍ତ୍ତିକୁ ନେଇ ବିବାଦ ଥମି ନଥିଲା । ନବବାବୁ ଆଣ୍ଠୁ

ଆଜି ୪,୪୦୦ ଉପରେ କରୋନା କେସ୍‌

ନୂଆଦିଲ୍ଲୀ : ଦେଶରେ ଆଜି କୋଭିଡ୍‌-୧୯ ସଂକ୍ରମଣ ସଂଖ୍ୟା ୪,୪୦୦ ଉପରେ ଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨୩,୦୦୦ ଉପରେ ଅଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ବୁଧବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୪,୪୩୫ କରୋନାଭାଇରସ୍‌ଜନିତ ନୂତନ

ହିନ୍ଦୋଳ ଓ ଅତାବିରା ହାତେଇଲା ବିଜେଡି….

ଢେଙ୍କାନାଳ : ବିଜେଡି ହାତେଇଲା ହିନ୍ଦୋଳ ଏନଏସି। ଲଗାତାର ଦ୍ୱିତୀୟ ଥର ପାଇଁ ହିନ୍ଦୋଳ ଏନଏସି ଅକ୍ତିଆର କରିଛି ବିଜୁ ଜନତା ଦଳ। ହିନ୍ଦୋଳ ଏନଏସି ନିର୍ବାଚନରେ ବିଜୁ ଜନତା ଦଳର ଚେୟାରମ୍ୟାନ ପ୍ରାର୍ଥୀ କେଶବ ଚନ୍ଦ୍ର ପ୍ରଧାନ ୪୨୪ ଖଣ୍ଡ ଭୋଟରେ ବିଜୟୀ।ମୋଟ ୧୬ ରାଉଣ୍ଡରେ ବିଜେପି

ହନୁମାନ ଜୟନ୍ତୀ ପାଇଁ ମମତାଙ୍କୁ ସତର୍କ କରାଇଲେ ହାଇକୋର୍ଟ

କୋଲକାତା : ରାମ ନବମୀ ଅବସରରେ ବେଙ୍ଗଲରେ ଗୋଷ୍ଠୀ ସଂଘର୍ଷ ଘଟି ହିଂସା ଉପୁଜିବା ପରେ କଲିକତା ହାଇକୋର୍ଟ ସତର୍କ କରାଦେଇଛନ୍ତି। ଆଗକୁ ହନୁମାନ ଜୟନ୍ତୀ ଆସୁଥିବା ବେଳେ ପୂର୍ବଭଳି ଯେମିତି ଅପ୍ରୀତିକର ପରିସ୍ଥିତି ନଉପୁଜେ ସେଥିପାଇଁ ସାବଧାନ କରି ଦେଇଛନ୍ତି ଅଦାଲତ। ଏଥିପାଇଁ ଆବଶ୍ୟକ ହେଲେ

ଛତିଶଗଡ଼ରେ ପାଟଣାଗଡ଼ ପାର୍ସଲବୋମା ପ୍ଲାନ ରିପିଟ୍: ପ୍ରେମିକା ହେଲା ବିଧବା

ରାୟପୁର : ପାଟଣାଗଡ଼ରେ ପାର୍ସଲବୋମା ବିସ୍ଫୋରଣ ଭଳି ଛତିଶଗଡ଼ରେ ପୁନରାବୃତ୍ତି। ବିବାହ ପାଇଁ ରାଜି ନହେବାରୁ ଜଣେ ହତୋତ୍ସାହିତ ପ୍ରେମିକ ପ୍ରାୟତଃ ସମାନ ତରିକାରେ ପ୍ରେମିକା ମଥାରୁ ସିନ୍ଦୂର ପୋଛିଦେଇଛି। ବିବାହ ଉପଲକ୍ଷେ ଉପହାର ଦେଇଥିବା ହୋମ ଥିଏଟର ବୋମା ବିସ୍ଫୋରଣ ଘଟି ଯୁବତୀଙ୍କ ବର ଏବଂ

 ‘ସରି ଅଲ୍ ଅଫ୍ ୟୁ’  ଲେଖି ଝୁଲି ପଡ଼ିଲେ ବିଜେଡି ନେତା…

ସୁନ୍ଦରଗଡ଼ : ‘ସରି ଅଲ୍ ଅଫ୍ ୟୁ’  ହ୍ୱାଟସଆପ୍‌ ଷ୍ଟାଟସରେ ଲେଖି ଝୁଲି ପଡ଼ିଲେ ସୁନ୍ଦରଗଡ ଟାଉନ ଯୁବ ବିଜେଡି ସଭାପତି। ଆଜି ସକାଳେ ନିଜ ଘରୁ ତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି।  ତାଙ୍କ ନାଁ ଧୀରଜ୍ ପ୍ରସାଦ। ଧୀରଜଙ୍କ ଘର ଟାଉନ ଥାନା ରାଜବାଟି ଅଞ୍ଚଳରେ।