Sign in
Sign in
Recover your password.
A password will be e-mailed to you.
କନ୍ଧମାଳ ର ବରିଷ୍ଠ କଂଗ୍ରେସ ନେତାଙ୍କ ପରଲୋକ
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୋଟଗଡ ବ୍ଲକ ପି.ସି.ସି ସଭ୍ୟ ତଥା ବରିଷ୍ଠ କଂଗ୍ରେସ ନେତା ଗୋବିନ୍ଦ ଚନ୍ଦ୍ର ତ୍ରିପାଠୀଙ୍କ ୭୭ ବର୍ଷରେ ପରଲୋକ ହୋଇଛି l ଏହି ଖବର ପ୍ରଚାରିତ ହେବା ପରେ ସମଗ୍ର କନ୍ଧମାଳ ଜିଲ୍ଲା କଂଗ୍ରେସ ପରିବାର ରେ ଶୋକାକୁଳ ପରିବେଶ!-->…
ଦିଲ୍ଲୀ କ୍ୟାପିଟାଲ୍ସରେ ଯୋଗ ଦେଲେ ନର୍ଖିଆ
ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାର ଧୂଆଁଧାର ପେସ ବୋଲର ଏନ୍ରିକ ନର୍ଖିଆ ଦିଲ୍ଲୀ ଦଳରେ ଯୋଗ ଦେଇଛନ୍ତି। ଆଉ ସିଏ ଆସିବା ପରେ ଦିଲ୍ଲୀର ବୋଲିଂ ଅଧିକ ଘାତକ ହୋଇପାରେ ବୋଲି ଅନୁମାନ କରାଯାଉଛି | ଏନ୍ରିକ ନର୍ଖିଆଙ୍କ ସହ ଲୁଙ୍ଗି ଏନ୍ଗିଡି ମଧ୍ୟ ଦିଲ୍ଲୀ ଦଳରେ ଯୋଗ ଦେଇଛନ୍ତି । ଏହାପୂର୍ବରୁ!-->…
ରୁଷକୁ ଝଟକା, ନାଟୋର ସଦସ୍ୟ ହେଲା ପଡୋଶୀ ଦେଶ ଫିନଲାଣ୍ଡ
ନୂଆଦିଲ୍ଲୀ: ବିଶ୍ୱର ସର୍ବବୃହତ ସୁରକ୍ଷା ମେଣ୍ଟ ନର୍ଥ ଆଟଲାଣ୍ଟିକ୍ ଟ୍ରିଟି ଅର୍ଗାନାଇଜେସନ୍ (ନାଟୋ)ର ୩୧ତମ ସଦସ୍ୟ ହୋଇଛି ଫିନଲ୍ୟାଣ୍ଡ । ମଙ୍ଗଳବାର ଫିନଲାଣ୍ଡ ଔପଚାରିକଭାବେ ନାଟୋରେ ଯୋଗ ଦେଇଛି । ପୁଟିନଙ୍କ ଧମକ ସତ୍ତ୍ବେ ଫନଲାଣ୍ଡ ନାଟୋରେ ଯୋଗ ଦେଇଥିବାରୁ ଏହାକୁ ରୁଷ ପାଇଁ ଏକ ଝଟକା!-->…
ନ୍ୟାୟ ପ୍ରଦାନ କ୍ଷେତ୍ରରେ କର୍ଣ୍ଣାଟକ ଶୀର୍ଷରେ; ସର୍ବନିମ୍ନରେ ଉତ୍ତରପ୍ରଦେଶ
ନୂଆଦିଲ୍ଲୀ: ସମଗ୍ର ଦେଶରେ ନ୍ୟାୟ ପ୍ରଦାନ କ୍ଷେତ୍ରରେ ଶୀର୍ଷରେ ରହିଛି କର୍ଣ୍ଣାଟକ। ଇଣ୍ଡିଆ ଜଷ୍ଟିସ୍ ରିପୋର୍ଟ (ଆଇଜେଆର୍) ଅନୁଯାୟୀ ୨୦୨୨ରେ କର୍ଣ୍ଣାଟକ ରାଜ୍ୟ ଦେଶର ଏକ କୋଟିରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ୧୮ଟି ବୃହତ୍ ଓ ମଧ୍ୟମ ଆକାରର ରାଜ୍ୟ ମଧ୍ୟରେ ଶୀର୍ଷ ସ୍ଥାନ ହାସଲ କରିଛି।ଏହା!-->…
ଚୀନକୁ ନେଇ ଚିନ୍ତା : ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସାକ୍ଷାତ କଲେ ଭୁଟାନ ରାଜା ୱାଙ୍ଗଚୁକ୍
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଭୁଟାନର ରାଜା ଜିଗମେ ଖେସର ନାମଗ୍ୟାଲ ୱାଙ୍ଗଚୁକଙ୍କ ସହ ଅର୍ଥନୈତିକ ସହଯୋଗ ସମେତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ତେବେ ଭୁଟାନ ଉପରେ ଚୀନର ପ୍ରଭାବ ବଢୁଥିବା ଚିନ୍ତା ମଧ୍ୟରେ ଏହି ସାକ୍ଷାତକୁ ଗୁରୁତ୍ବ ଦିଆଯାଉଛି!-->…
୨୦୨୨-୨୩ରେ ନୋଏଡା ଗୌତମବୁଦ୍ଧ ନଗରର ବାସିନ୍ଦା ପିଇଛନ୍ତି ୧,୬୫୨ କୋଟି ଟଙ୍କାର ମଦ…!
ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ଗୌତମବୁଦ୍ଧ ନଗରର ବାସିନ୍ଦାମାନେ ୨୦୨୨-୨୩ ଆର୍ଥିକ ବର୍ଷରେ ୧,୬୫୨ କୋଟି ଟଙ୍କାର ମଦ ପିଇଛନ୍ତି। ଯାହାକି ୨୦୨୦ରେ କୋଭିଡ୍-୧୯ ବ୍ୟାପିବା ପରଠାରୁ ଗୋଟିଏ ଆର୍ଥିକ ବର୍ଷରେ ସର୍ବାଧିକ ରାଜସ୍ୱ।ସେହିପରି ଏହି ସମୟ ମଧ୍ୟରେ ନୋଏଡା ଓ ଗ୍ରେଟର ନୋଏଡା ସମେତ ଗୌତମବୁଦ୍ଧ!-->…
ବେଙ୍ଗାଲୁରୁରେ ପ୍ରବଳ ବର୍ଷା ବିମାନ ଚଳାଚଳ ଠପ୍
ବେଙ୍ଗାଲୁରୁ: ଆଜି (ମଙ୍ଗଳବାର) ସନ୍ଧ୍ୟାରେ କେମ୍ପେଗୌଡା ଅନ୍ତର୍ଜାତୀୟ ବିମାନବନ୍ଦର ଥିବା ସହର ଉପକଣ୍ଠ ଦେବନହଲ୍ଲୀରେ ପ୍ରବଳ ବର୍ଷା ଏବଂ ଖରାପ ପାଗ ହେବା ଯୋଗୁଁ ବିମାନ ଚଳାଚଳ ସଂପୂର୍ଣ୍ଣ ରୂପେ ବାଧାପ୍ରାପ୍ତ ହୋଇଛି ବୋଲି ବିମାନବନ୍ଦର କର୍ତ୍ତୃପକ୍ଷ କହିଛନ୍ତି।ପ୍ରବଳ ବର୍ଷା କାରଣରୁ!-->…
ଡିଗ୍ରୀକୁ ଦେଖି ଲୋକେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭୋଟ ଦେଇଥିଲେ କି ବୋଲି ପ୍ରଶ୍ନ କଲେ ଅଜିତ ପାୱାର…
ମୁମ୍ବାଇ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କଲେଜ ଡିଗ୍ରୀକୁ ନେଇ ବିବାଦ ଚାଲିଥିବା ବେଳେ ଏନସିପି ନେତା ଅଜିତ ପାୱାର ବଡ଼ ବୟାନ ଦେଇଛନ୍ତି। ମନ୍ତ୍ରୀମାନଙ୍କ ଡିଗ୍ରୀକୁ ନେଇ ପ୍ରଶ୍ନ କରିବା ଠିକ ନୁହେଁ ଓ ଲୋକମାନେ ଜଣେ ନେତା ତା’ର ଶାସନକାଳ ମଧ୍ୟରେ କ’ଣ ସବୁ ସଫଳତା ପାଇଛନ୍ତି, ତା’!-->…
ଭୟଙ୍କର ହିମସ୍ଖଳନ, ଗଲାଣି ୬ ପର୍ଯ୍ୟଟକଙ୍କ ଜୀବନ…
ସିକ୍କିମ : ସିକ୍କିମର ନାଥୁଲା ମାଉଣ୍ଟେନ ପାସ୍ରେ ଆଜି ଭୟଙ୍କର ହିମସ୍ଖଳନ ହୋଇଛି। ବରଫ ଅତଡ଼ା ତଳେ ଫସି ବର୍ତ୍ତମାନ ସୁଦ୍ଧା ୬ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଥିବା ବେଳେ ୨୨ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ମୃତକଙ୍କ ମଧ୍ୟରେ ଜଣେ ଛୋଟ ପିଲା ରହିଛି।ଏବେ ବି ଅନେକ ପର୍ଯ୍ୟଟକ ବରଫ!-->…
ପୁଣି କରୋନା ନେଲା ୯ ମୁଣ୍ଡ, ସକ୍ରିୟ ରୋଗୀଙ୍କ ସଂଖ୍ୟା ୨୧ ହଜାର ଟପିଲା
ନୂଆଦିଲ୍ଲୀ : ପୁଣି ଦେଶରେ କାୟା ବିସ୍ତାର କରିବା ଆରମ୍ଭ କଲାଣି ମହାମାରୀ କରୋନା। କରୋନା ଯୋଗୁ କେବଳ ଦେଶର ଦୈନିକ ସଂକ୍ରମଣ ବଢ଼ୁନାହିଁ। ବରଂ ସକ୍ରିୟ ରୋଗୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ସ୍ଥିତି ଏପରି ହୋଇଛି ଯେ ଦେଶରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୨୧ ହଜାର ପାର କରିଛି।ଗତ ୨୪ ଘଣ୍ଟାରେ!-->…