Sign in
Sign in
Recover your password.
A password will be e-mailed to you.
ପ୍ରଥମଥର ଚନ୍ଦ୍ର ମିଶନରେ ଯିବେ ଜଣେ ମହିଳା…
ନୂଆଦିଲ୍ଲୀ : ନାସାରେ ମିଶନ ଚନ୍ଦ୍ରରେ ସାମିଲ ହୋଇଛନ୍ତି ଜଣେ ମହିଳା। ପ୍ରଥମଥର ଜଣେ ମହିଳା ଚନ୍ଦ୍ରକୁ ଯିବେ। ସୋମବାର ନାସା ଉକ୍ତ ମହିଳାଙ୍କ ନାଁ ଘୋଷଣା କରିଛନ୍ତି। ପ୍ରଥମ ମହିଳା ଭାବେ ଚନ୍ଦ୍ରକୁ ଯିବେ ଖ୍ରୀଷ୍ଟିନା କୋଚ୍। ନାସାର ଆଗାମୀ ଚନ୍ଦ୍ର ମିଶନ୍ ପାଇଁ ତାଙ୍କ ନାଁକୁ ଘୋଷଣା!-->…
ହିଂସା ସମ୍ପର୍କରେ ବେଙ୍ଗଲକୁ ରିପୋର୍ଟ ମାଗିଲା ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ
କୋଲକାତା : ରାମନବମୀ ଓ ଏହାର ପରବର୍ତ୍ତୀ ସମୟରେ ଘଟିଥିବା ହିଂସା ସମ୍ପର୍କରେ ବିସ୍ତୃତ ତଥ୍ୟ ଦେବାକୁ ବେଙ୍ଗଲ ସରକାରଙ୍କୁ ନିର୍ଦ୍ଦେଶ ଦେଇଛି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ। ରାଜ୍ୟରେ ଆଇନଶୃଙ୍ଖଳା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଥିବା ବେଙ୍ଗଲ ବିଜେପି ମୁଖ୍ୟ ସୁକାନ୍ତ ମଜୁମଦାର ଅଭିଯୋଗ!-->…
ବ୍ରହ୍ମପୁର ଠାକୁରାଣୀ ଯାତ୍ରା : ମଧ୍ୟ ରାତିରେ ବାପା ଘରକୁ ଆସିବେ ମାଆ, ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି..
ବ୍ରହ୍ମପୁର : ଚୈତ୍ର ମାସର ଶେଷ ମଙ୍ଗଳବାର । ଆଜି ମଧ୍ୟ ରାତିରେ ଶାଶୁ ଘରୁ ବାପା ଘରକୁ ଆସିବେ ମାଆ ବୁଢି ଠାକୁରାଣୀ । ଏଥିପାଇଁ ବାପ ଘର ଲୋକ ପୁରା ପ୍ରସ୍ତୁତ ଅଛନ୍ତି । ଝିଅ ଆସିବେ ବୋଲି ଘରକୁ ସଜବାଜ କରିଛନ୍ତି ବାପା । ଅସ୍ଥାୟୀ ମଣ୍ଡପ ସହ ପୁରା ଦେଶିବେହେରା ସାହି, ବଜାର ଅଂଚଳ!-->…
ଭୈରବି ମନ୍ଦିରର ଉନ୍ନତି କରଣ ପାଇଁ ବୈଠକ
କାଲିମେଳା : କାଲିମେଳା ଭୈରବୀ ମନ୍ଦିର ପ୍ରାଙ୍ଗଣରେ ଆଜି ମନ୍ଦିର ଉନତିକାରଣ ଲାଗି ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବେ ସ୍ୱତନ୍ତ୍ର ଉନୟନ୍ନ ପରିଷଦ ଅଧ୍ୟକ୍ଷ ମାଲକାନଗିରି ତଥା ଜିଲ୍ଲା ଯୁବ ଜନତା ଦଳ ସଭାପତି ଆଡ଼ମା ରାବା ବୋୖଠକରେ ଯୋଗଦେଇ ଉପସ୍ଥିତ!-->…
୮୦ କେଜି ଗଞ୍ଜେଇ ଜବତ, ଦୁଇ ଅଭିଯୁକ୍ତ ଗିରଫ
ଫୁଲବାଣୀ : କନ୍ଧମାଳ ଜିଲାରେ ଦିନକୁଦିନ ବେଆଇନ ଗଂଜେଇ ଚାଷ ଓ ଚୋରାଚାଲାଣ ବଢିଚାଲିଥିବାରୁ ଏହାକୁ ରୋକିବା ପାଇଁ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ସଚେତନତା ସଭା କରୁଛନ୍ତି l ହେଲେବି ଗଞ୍ଜେଇ ମାଫିଆଙ୍କ ସୁଧୁରିବାକୁ ନାରାଜ l ଗଞ୍ଜେଇ ମାଫିଆମାନେ!-->…
ଜିଲ୍ଲାର ପଛୁଆ ବର୍ଗର ଲୋକଙ୍କ ସର୍ଭେ ନେଇ ଦିନିକିଆ ପ୍ରଶିକ୍ଷଣ ଶିବିର
ମାଲକାନଗିରି (୦୪/୦୪) : ଓଡ଼ିଶା ପଛୁଆ ବର୍ଗ ଆୟୁକ୍ତଙ୍କ ନିର୍ଦ୍ଦେଶ କ୍ରମେ ଓଡ଼ିଶାର ପଛୁଆ ବର୍ଗର ଲୋକଙ୍କ ସାମାଜିକ ଓ ଶିକ୍ଷାଗତ ସ୍ଥିତି ସମ୍ପର୍କରେ ସର୍ଭେ କରିବା ନିମନ୍ତେ ଆଜି ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ଏନୁମେରେଟର ଏବଂ ସୁପରଭାଇଜରଙ୍କ ପ୍ରଶିକ୍ଷଣ!-->…
ସିରିଏଲ ଚୋରି ଓ ଡକାୟତି ଘଟଣାରେ ଦୁଇ ଜଣଙ୍କୁ ଗିରଫ କଲା ପୋଲିସ…
ବ୍ରହ୍ମପୁର : ନିମଖଣ୍ଡି ଥାନା ଏବଂ ସଦର ଥାନା ଅଞ୍ଚଳରେ ହୋଇଥିବା ସିରିଆଲ ଚୋରି ଓ ଡକାୟତି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ନିମଖଣ୍ଡି ଥାନା ପୋଲିସ । ନିମଖଣ୍ଡି ଥାନା ରେ ହୋଇଥିବା ପାଞ୍ଚଟି ଚୋରି ଘଟଣା ଏବଂ ସଦର ଥାନା ରେ ହୋଇଥିବା ଗୋଟିଏ ଚୋରି ଘଟଣାରେ ପୋଲିସ!-->…
ତୋଫାନ ଗୌଡ଼ ହତ୍ୟାକାଣ୍ଡର ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା ପାଇଁ ବ୍ରହ୍ମପୁର ଏସପିଙ୍କୁ ଗୁହାରି
କେ.ନୂଆଗାଁ : କେ. ନୂଆଁଗାଁ ଥାନା ଅନ୍ତର୍ଗତ ଏସ. ଟିକରପଡ଼ା ଗ୍ରାମରେ ଗତ ମାର୍ଚ୍ଚ୨୪ତାରିଖରେ ହୋଇଥିବା ତୋଫାନ ଗୌଡ଼ ହତ୍ୟାକାଣ୍ଡ ର ଅନ୍ୟମୁଖ୍ୟ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫକରି ନ୍ୟାୟ ପ୍ରଦାନ କରିବା ପାଇଁ ବ୍ରହ୍ମପୁର ଏସପି ସର୍ବଣା ବିବେକଙ୍କୁ ଗୁହାରି କରିଛନ୍ତି ପରିବାରବର୍ଗ ଓ!-->…
ମୁକ୍ତେଶ୍ୱର ମନ୍ଦିରରେ ନୃତ୍ୟଶିଳ୍ପୀଙ୍କୁ ବାଡି ଧରି ଗୋଡେଇଲେ ପୂଜାରୀ
ଭୁବନେଶ୍ୱର: ଓଡ଼ିଶୀ ନୃ୍ତ୍ୟଶିଳ୍ପୀଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ଭୁବନେଶ୍ୱର ମୁକ୍ତେଶ୍ୱର ମନ୍ଦିରର ଜଣେ ପୂଜାରୀଙ୍କୁ ପୋଲିସ ଗିରଫ କରିଛି । ଗତକାଲି ସନ୍ଧ୍ୟାରେ ଏହି ଓଡ଼ିଶୀ ନୃତ୍ୟ ଶିଳ୍ପୀ ଫଟୋ ସୁଟ କରୁଥିଲେ । ଏହାକୁ ନେଇ ପାଟିତୁଣ୍ଡ ହୋଇଥିଲା । ଏହାର ଭିଡିଓ ଭାଇରାଲ ହୋଇଛି ।!-->…
ପି. ରାଜେଶ ରାଓଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାରେ ତିନି ଗିରଫ
ବ୍ରହ୍ମପୁର : ଗତ ମାର୍ଚ୍ଚ୨୭ ତାରିଖରେ ପଞ୍ଚୁଦେଉଲ ସାହିର ପି. ରାଜେଶ ରାଓ ଙ୍କ ଉପରେ ହୋଇଥିବା ମରଣାତ୍ମକ ଆକ୍ରମଣ ଘଟଣାରେ ବଡବଜାର ଥାନା ପୋଲିସ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏନେଇ ତାଙ୍କ ମାଁ ଇନ୍ଦିରା ରାଓ ବଡବଜାର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୂର୍ବ ଶତ୍ରୁତାକୁ!-->!-->!-->…