Sign in
Sign in
Recover your password.
A password will be e-mailed to you.
ଟଙ୍କା ଆବଶ୍ୟକତା ପୂରଣ ନିମନ୍ତେ ଅପହରଣ ଓ ହତ୍ୟା: ଏସ୍ପି ସ୍ମିତ ପରମାର
ଝାରସୁଗୁଡା : ଟଙ୍କା ଆବଶ୍ୟକତା ପୂରଣ ନିମନ୍ତେ ଅପହରଣ ଓ ହତ୍ୟା। ଝାରସୁଗୁଡ଼ା ସମର୍ଥ ଅଗ୍ରୱାଲ ଅପହରଣ ଓ ହତ୍ୟାକାଣ୍ଡ ମାମଲାରେ ପୁଲିସ ତଦନ୍ତ କରି ଏହା ପାଇଥିବା ଆଜି ଏସ୍ପି ସ୍ମିତ ପରମାର ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି। ଟଙ୍କା ଆବଶ୍ୟକତା ପୂରଣ ପାଇଁ ୨ ଅଭିଯୁକ୍ତ!-->…
ଏନୱାଇକେ ପକ୍ଷରୁ ବର୍ଷା ଜଳ ଚିତ୍ରାଙ୍କନ ପ୍ରତିଯୋଗୀତା
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ପୋଲିସ୍ ହାଇସ୍କୁଲ ଫୁଲବାଣୀ ଠାରେ ନେହେରୁ ଯୁବ କେନ୍ଦ୍ର ଫୁଲବାଣୀ ତରଫରୁ ବର୍ଷା ଜଳ ଉପରେ ଚିତ୍ରାଙ୍କନ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା l ଅନୁଷ୍ଠିତ କlଯ୍ୟକର୍ମ କୁ ମୂଖ୍ୟ ଅତିଥି ଭାବରେ ପୋଲିସ ହାଇସ୍କୁଲ ଫୁଲବାଣୀର ପ୍ରଧାନ ଶିକ୍ଷକ!-->…
ଜାପନରେ ନିପ୍ପନ ଷ୍ଟିଲର ଡାଇରେକ୍ଟରଙ୍କ ସହ ସାକ୍ଷତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଆଜି ଜାପାନରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଟୋକିଓ ବିମାନବନ୍ଦରରେ ଭାରତୀୟ ରାଷ୍ଟ୍ରଦୂତ ସିବି ଜର୍ଜ ଏବଂ ଦୂତାବାସର ବରିଷ୍ଠ ଅଧିକାରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ । ଓଡିଶାକୁ ପୁଞ୍ଜି ନିବେଶକକାରୀଙ୍କୁ ଆକୃଷ୍ଟ କରିବା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ!-->…
ରେରା’ ବିଜ୍ଞପ୍ତି ଉପରେ ଲାଗିଲା ହାଇକୋର୍ଟ ଅଙ୍କୁଶ
କଟକ :ବିଲଡରଙ୍କୁ ଆଶ୍ୱସ୍ତି। ପ୍ରୋଜେକ୍ଟ ରେଜିଷ୍ଟ୍ରସନ ଫି ବୃଦ୍ଧି ନେଇ ରେରା ଯେଉଁ ବିଜ୍ଞପ୍ତି ଜରି କରିଥିଲା ତାହା ଉପରେ ଲାଗିଛି ହାଇକୋର୍ଟଙ୍କ ଅଙ୍କୁଶ। ଯଦି ବି ବର୍ଦ୍ଧିତ ହାରରେ ଫି ଆଦାୟ କରାଯାଏ, ତେବେ ବି ଏକ ସ୍ୱତନ୍ତ୍ର ସୁଧଯୁକ୍ତ ଆକାଉଣ୍ଟରେ ଜମା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି!-->…
ମୁଖ୍ୟମନ୍ତ୍ରୀଙ୍କ ବ୍ୟୟବହୁଳ ବିଦେଶ ଗସ୍ତ କାହିଁକି, ପ୍ରଶ୍ନ କଲେ ବିଜୟ
ଭୁବନେଶ୍ୱର :କଂଗ୍ରେସରେ ସାମିଲ ହେବାପରେ ପୂର୍ବତନ ମୁଖ୍ୟ ସଚିବ ବିଜୟ କୁମାର ପଟ୍ଟନାୟକ ପ୍ରଥମଥର ପାଇଁ ସିଧାସଳଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିବା ସହ ଓଡ଼ିଶାରେ ଓଡ଼ିଆ ନିବେଶକଙ୍କୁ କାହିଁକି ହତାଦର କରାଯାଉଛି ଓ ସରକାରୀ ଖର୍ଚ୍ଚରେ ବ୍ୟୟବହୁଳ ବିଦେଶ ଗସ୍ତ କାହା!-->…
ସ୍ୱାମୀକୁ ଜାଳିଦେଲା ଦ୍ୱିତୀୟ ପତ୍ନୀ
ଭଞ୍ଜନଗର : ପ୍ରଥମ ପତ୍ନୀଙ୍କ ପୁଅ ଓ ଦ୍ଵିତୀୟ ପତ୍ନୀଙ୍କ ପୁଅ ମଧ୍ୟରେ ସମ୍ପତ୍ତି ଭାଗ ବଣ୍ଟାକୁ ନେଇ ବିବାଦ ହେଲା। ଯାହାକୁ ନେଇ ଦୁଇଦିନ ତଳେ ଦ୍ୱିତୀୟ ପତ୍ନୀ ସହ ସ୍ୱାମୀର ସାମାନ୍ୟ ବଚସା ହୋଇଥିଲା। ହେଲେ ଆଜି ସ୍ୱାମୀ ଉପରେ କିରାସିନି ଢାଳି ନିଆଁ ଲାଗାଇ ଦେଇଛି ଦ୍ୱିତୀୟ ପତ୍ନୀ । ଗୁରୁତର!-->…
ମନ୍ତ୍ରୀଙ୍କ ସହ ଚୁକ୍ତିଭିତ୍ତିକ ଶିକ୍ଷକ ସଂଘର ଆଲୋଚନା: ବିଜ୍ଞପ୍ତି ପ୍ରକାଶ ପାଇବା ପରେ ସ୍ଥଗିତ ହେବ ଆନ୍ଦୋଳନ
ଭୁବନେଶ୍ବର: ଗତ ଶନିବାରରୁ ଲୋୟର ପିଏମଜିରେ ଧାରଣାରେ ବସିଥିବା ଚୁକ୍ତିଭିତ୍ତିକ ଶିକ୍ଷକମାନେ ଆଜି ଆନ୍ଦୋଳନରୁ ହଟିପାରନ୍ତି। ଆଜି ଚୁକ୍ତିଭିତ୍ତିକ ଶିକ୍ଷକ ସଂଘର ଏକ ପ୍ରତିନିଧି ଦଳ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି। ଏନେଇ ମନ୍ତ୍ରୀ ସମୀରରଂଜନ ଦାଶ କହିଛନ୍ତି,!-->…
ଝାରସୁଗୁଡ଼ା ଉପନିର୍ବାଚନ: ୩ ନେତାଙ୍କୁ ଦାୟିତ୍ୱ ଦେଲା ବିଜେଡି…
ଝାରସୁଗୁଡ଼ା : ଉପନିର୍ବାଚନ ପାଇଁ ୩ ବରିଷ୍ଠ ନେତାଙ୍କୁ ଦାୟିତ୍ୱ ଦେଇଛି ବିଜେଡି। ସେମାନେ ହେଛନ୍ତି ପୂର୍ବତନ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ବିଧାୟକ ଦେବୀ ପ୍ରସାଦ ମିଶ୍ର ଓ ସାରଦା ପ୍ରସାଦ ନାୟକ। ସେମାନଙ୍କୁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦିଆଯାଇଛି। ସୂଚନାଯୋଗ୍ୟ, ସାରଦା ପ୍ରସାଦ ନାୟକ!-->…
ଗାଧୋଇବା ବେଳେ ବୁଡ଼ିଗଲେ ୫ ସାଙ୍ଗ, ୩ ଛାତ୍ରଙ୍କ ସଲିଳ ସମାଧି
ଭଦ୍ରକ: ୩ ଛାତ୍ରଙ୍କ ସଲିଳ ସମାଧି । ଗାଧୋଇବା ବେଳେ ବୁଡ଼ିଗଲେ ୫ଜଣ ସାଙ୍ଗ । ଅଘଟଣ ଘଟିଛି ଭଦ୍ରକ ଜିଲ୍ଲା ଦେଇ ପ୍ରବାହିତ ନାଳିଆ ନଦୀରେ । ଖବର ପାଇ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲା । ସମସ୍ତଙ୍କୁ ସଙ୍କଟାପନ୍ନ ଅବସ୍ଥାରେ!-->…
ବହୁଚର୍ଚ୍ଚିତ ସମର୍ଥ ଅପହରଣ ଓ ହତ୍ୟା ମାମଲା: ଆତ୍ମହତ୍ୟା ଉଦ୍ୟମ କଲା ମୁଖ୍ୟ ଅଭିଯୁକ୍ତ
ଝାରସୁଗୁଡ଼ା: ବହୁଚର୍ଚ୍ଚିତ ସମର୍ଥ ଅପହରଣ ଓ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଅମିତ ଶର୍ମା ପୁଲିସ ହେପାଜତରେ ଆତ୍ମହତ୍ୟା ଉଦ୍ୟମ କରିଥିବାର ସୂଚନା ମିଳିଛି। ତେବେ ଠିକ ସମୟରେ କାର୍ଯ୍ୟରତ ପୁଲିସ କର୍ମୀ ଘଟଣା ସଂପର୍କରେ ଜାଣିପାରିବାରୁ ବଡ଼ ଧରଣର ଅଘଟଣ ବିପଦ ଟଳି ଯାଇଛି।
ସୂଚନା!-->!-->!-->…