Sign in
Sign in
Recover your password.
A password will be e-mailed to you.
ଅତ୍ୟାବଶ୍ୟକ ଔଷଧର ବର୍ଦ୍ଧିତ ଦର ପ୍ରତ୍ୟାହାର ସମେତ ଦଶ ଦଫା ଦାବିନେଇ ମାନବ ଅଧିକାର ସୁରକ୍ଷା ମଞ୍ଚର ବିକ୍ଷୋଭ
ବ୍ରହ୍ମପୁର : ଦେଶରେ ଉତ୍କଟ ଦରିଦ୍ରତା ଓ ଅଭାବ ଜନିତ ସମସ୍ୟାର ସମାଧାନପାଇଁ କୌଣସି ପଦକ୍ଷେପ ନିଆନଯାଇ ବରଂ ନିତ୍ୟବ୍ୟବହାର୍ଯ୍ୟ ଜରୁରୀ ସାମଗ୍ରୀ ଗୁଡିକର ଦରଦାମ ଦିନକୁ ଦିନ ବୃଦ୍ଧି କରାଯାଉଛି l ଏହି ପର୍ଯ୍ୟାୟରେ ଅତ୍ୟାବଶ୍ୟକ ଔଷଧର ଦର ବୃଦ୍ଧି ବିରୁଦ୍ଧରେ ଆଜି ମାନବ ଅଧିକାର ସୁରକ୍ଷା!-->…
ନବକୃଷ୍ଣ ଚୌଧୁରୀଙ୍କ ପ୍ୟାଣ୍ଟ ସାର୍ଟ ପିନ୍ଧା ପ୍ରତିମୂର୍ତ୍ତି ବିବାଦ, ସ୍ପଷ୍ଟୀକରଣ ଦେଲେ ଅନୁଗୋଳ ପୌରାଧ୍ୟକ୍ଷ
ଅନୁଗୁଳ : ଭୁଲ ହୋଇଗଲା। ଭବିଷ୍ୟତରେ ଆଉ ଏମିତି ଭୁଲ କରିବୁନି। ନବକୃଷ୍ଣ ଚୌଧୁରୀଙ୍କ ପ୍ୟାଣ୍ଟ ସାର୍ଟ ପିନ୍ଧା ପ୍ରତିମୂର୍ତ୍ତି ନିର୍ମାଣ ବିବାଦ ପ୍ରସଙ୍ଗରେ ଏହି ସ୍ପଷ୍ଟୀକରଣ ଦେଇଛନ୍ତି ଅନୁଗୋଳ ପୌରାଧ୍ୟକ୍ଷ ଅକ୍ଷୟ କୁମାର ସାମନ୍ତ। ଆଜି ପୌରପରିଷଦ ପକ୍ଷରୁ ସେ ଏହି ଭୁଲ ହୋଇଥିବା ନେଇ !-->…
ଭୁବନେଶ୍ବରରେ ବାଣ ବିସ୍ଫୋରଣ, ଜଣେ ଆହତ
ଭୁବନେଶ୍ବର: ଭୁବନେଶ୍ବର ଭିଏସଏସ ନଗରରେ ବାଣ ବିସ୍ଫୋରଣରେ ଜଣେ ଆହତ ହୋଇଛନ୍ତି। ଘର ଭିତରେ ବାଣ ଭିଡ଼ିବାବେଳେ ବିସ୍ଫୋରଣ ଘଟିଥିଲା। ଏଥିରେ ଜଣେ ବ୍ୟକ୍ତି ଆହତ ହୋଇଥିବାବେଳେ ଘରର ଆଜବେସଟେସ ଉଡ଼ି ଯାଇଥିଲା।
ବାଣ ବିସ୍ଫୋରଣର ପ୍ରଚଣ୍ଡ ଶବ୍ଦ ଶୁଣି ସ୍ଥାନୀୟ ଲୋକେ ଘଟଣାସ୍ଥଳକୁ ଆସି!-->!-->!-->…
ଥାଳିରେ ଭାତ ଧରି ବ୍ଲକ୍ ଅଫିସ୍ରେ ଧାରଣାରେ ବସିଲେ ପିଲା
ମୟୁରଭଞ୍ଜ : ମଧ୍ୟାହ୍ନ ଭୋଜନରେ ତରକାରୀ ଦେଲେନି। ତେଣୁ ଥାଳିରେ ଭାତ ଧରି ପ୍ରାୟ ଦେଢ଼ କିମି ଚାଲିଲେ ପିଲା। ସେମାନେ ଚାଲି ଚାଲି ବ୍ଲକ୍ ଅଫିସ୍ରେ ପହଞ୍ଚି ଧାରଣାରେ ବସିଲେ। ବିଡିଓଙ୍କ ଦେଖାନକଲେ ଉଠିବେ ନାହିଁ ବୋଲି ଶୁଣାଇଦେଲେ। ଏପରି ଚିତ୍ର ଆସିଛି ମୟୂରଭଞ୍ଜ ଜିଲ୍ଲାରୁ।
!-->!-->!-->…
ସୋମାଲିକାଙ୍କ ଅଭିଯୋଗ ବାବଦରେ ମୁଁ ଜାଣିନାହିଁ: ବିଜୟ ଶଙ୍କର
ଭୁବନେଶ୍ୱର: ସୋମାଲିକାଙ୍କ ଅଭିଯୋଗକୁ ନେଇ ବହୁ ଦିନ ପରେ ମୁହଁ ଖୋଲିଛନ୍ତି ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ । ସେ ପ୍ରତିକ୍ରିୟା ରଖି କହିଛନ୍ତି କେସ ବିଚାରଧିନ ରହିଛି । ବିଚାରପତି ଯାହା ନିଷ୍ପତ୍ତି ନେବେ । ସତ୍ୟତା ଅଳ୍ପ ଦିନ ଭିତରେ ଆସିଯିବ। ମାମଲା ବିଚାରାଧିନ ଥିବାରୁ ମୁଁ କିଛି!-->…
ଚାକିରି ଦେବାକୁ କହି ୨ଶହ ଲୋକଙ୍କୁ ଠକେଇ, ୨ ଅଭିଯୁକ୍ତ ଗିରଫ
ଭୁବନେଶ୍ବର: ଚାକିରି ଦେବାକୁ କହି ୨ଶହ ଆଶାୟୀଙ୍କୁ ଠକିଥିବା ୨ ଅଭିଯୁକ୍ତଙ୍କୁ ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲ୍ୟୁ) ଗିରଫ କରିଛି। ୨ ଅଭିଯୁକ୍ତ ରାଜକିଶୋର ପଟ୍ଟନାୟକ ଓ ଅରୁଣ ମହାନ୍ତିଙ୍କୁ ଆଜି ଅର୍ଥନୈତିକ ଅପରାଧ ଶାଖା ପକ୍ଷରୁ ଗିରଫ କରାଯାଇଛି। ଏହି ୨ ଅଭିଯୁକ୍ତ ପିଅନ, କିରାଣୀ,!-->…
କେନ୍ଦୁଝର ଡେଲି ମାର୍କେଟରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୫୦ରୁ ଅଧିକ ଦୋକାନ
କେନ୍ଦୁଝର : କେନ୍ଦୁଝର ସହର ଡେଲି ମାର୍କେଟରେ ଆଜି ସକାଳୁ ଅଗ୍ନିକାଣ୍ତ ଘଟିଛି। ସର୍ଟ ସର୍କିଟ ଦ୍ବାରା ଅଗ୍ନିସଂଯୋଗ ହେବା ଫଳରେ ବଜାର ଭିତରେ ଥିବା ୫୦ରୁ ଅଧିକ ଖୁଚୁରା ଦୋକାନ ଜଳିଯାଇଛି। ନିଆଁ ଖୁବ ଜୋରରେ ମାଡି ଯାଇଥିବାରୁ ଏହାକୁ ଆୟତ୍ତ କରିବା ଅସମ୍ଭବ ହୋଇ ପଡିଥିଲା। ସାଧାରଣଲୋକେ!-->…
ଓଡ଼ିଶା ସରକାରୀ ହାଇସ୍କୁଲ ଚୁକ୍ତିଭିତ୍ତିକ ଶିକ୍ଷକ ସଂଘର ଆନ୍ଦୋଳନ
ଭୁବନେଶ୍ବର: ଗତ ଶନିବାରଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମହାତ୍ମାଗାନ୍ଧୀ ମାର୍ଗରେ ଧାରଣା ଦେଇଛି ଓଡ଼ିଶା ସରକାରୀ ହାଇସ୍କୁଲ ଚୁକ୍ତିଭିତ୍ତିକ ଶିକ୍ଷକ ସଂଘ। ସଂଘ ସଭାପତି ପଞ୍ଚାନନ ଜେନା କହିଛନ୍ତି ଯେ ଗତ ନଭେମ୍ବର ୧୫ ତାରିଖରେ ସରକାର ଚୁକ୍ତିଭିତ୍ତିକ ପ୍ରଥାକୁ ବିଲୋପ କଲେ ବୋଲି!-->…
ମାର୍ଚ୍ଚରେ ଭୁବନେଶ୍ୱରରୁ ୨ କୋଟି ୨୦ ଲକ୍ଷ ଲୁଟିଲେ ସାଇବର ଠକ
ଭୁବନେଶ୍ୱର : ମାର୍ଚ୍ଚରେ ଭୁବନେଶ୍ୱରରୁ ୨ କୋଟି ୨୦ ଲକ୍ଷ ଟଙ୍କା ଲୁଟିଲେ ସାଇବର ଠକ। ଯାହା ଭିତରେ ଅନ୍ଲାଇନ ଟ୍ରେଡିଂ ଓ ଇନଭେଷ୍ଟମେଣ୍ଟ ନାଁରେ ୧.୫୫ କୋଟି ଟଙ୍କା ଠକେଇ ହୋଇଛି। ସେହିପରି ଓଟିପି, କେୱାଇସି ଅପଡେଟ୍ ଲିଙ୍କରେ କ୍ଲିକ୍ ନାଁରେ ୬୫ ଲକ୍ଷ ଟଙ୍କା ଚଳୁ ହୋଇଛି। ଅନ୍ୟପଟେ!-->…
ଶାହରୁଖଙ୍କ ଆଗାମୀ ଫିଲ୍ମ ‘ଯବାନ’ର ଡିଜିଟାଲ ରାଇଟ୍ସ କିଣିବାକୁ ପ୍ରତିଯୋଗିତା…
ମୁମ୍ବାଇ: ଶାହରୁଖ ଖାନଙ୍କ ଫିଲ୍ମ ‘ପଠାନ’ ଆମାଜନ୍ ପ୍ରାଇମ ଭିଡିଓରେ ରିଲିଜ୍ ହୋଇସାରିଛି। ଏହି ଚଳଚ୍ଚିତ୍ରଟି ଓଟିଟିରେ ରିଲିଜ ହେବା ପରେ ଖୁବ୍ ପ୍ରଶଂସା ସାଉଁଟିଛି । ଭାରତ ଏବଂ ବିଦେଶ ବକ୍ସ ଅଫିସରେ କୋଟି କୋଟି ଟଙ୍କାର ଆୟ କରିବା ପରେ ଫିଲ୍ମଟିର ଓଟିଟି ଭର୍ସନ ଏବେ ଦର୍ଶକଙ୍କୁ!-->…