ସିବିଆଇକୁ ହୀରକ ଜୟନ୍ତୀ ସମାରୋହରେ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି; କହିଲେ, ‘ସତ୍ୟ ଓ ନ୍ୟାୟର ବ୍ରାଣ୍ଡ’

ନୂଆଦିଲ୍ଲୀ: କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)ର ହୀରକ ଜୟନ୍ତୀ ସମାରୋହକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି (ସୋମବାର) ଉଦ୍‌ଘାଟନ କରିବା ସହ ଏହି ଜାତୀୟ ପ୍ରମୁଖ ତଦନ୍ତକାରୀ ସଂସ୍ଥାକୁ ‘ସତ୍ୟ ଓ ନ୍ୟାୟର ବ୍ରାଣ୍ଡ’ ବୋଲି କହିଛନ୍ତି।ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ୧୯୬୩ରେ

ଆଜିଠାରୁ ଆରମ୍ଭ ହେଲା ମାଟ୍ରିକ ଖାତା ଦେଖା, ୫୬ଟି ମୂଲ୍ୟାୟନ କେନ୍ଦ୍ରରେ ପ୍ରାୟ ୧୩ ହଜାର ଶିକ୍ଷକ ଶିକ୍ଷୟିତ୍ରୀ…

ଭୁବନେଶ୍ୱର : ଆଜିଠାରୁ ଆରମ୍ଭ ହେବ ମାଟ୍ରିକ ଖାତା ଦେଖା । ରାଜ୍ୟର ୫୬ଟି ମୂଲ୍ୟାୟନ କେନ୍ଦ୍ରରେ ପ୍ରାୟ ୧୩ ହଜାର ଶିକ୍ଷକ ଶିକ୍ଷୟିତ୍ରୀ ଏହି ମୂଲ୍ୟାୟନ କାର୍ଯ୍ୟରେ ସାମିଲ ହେଉଛନ୍ତି । ଏଥିପାଇଁ ନିୟୋଜିତ ହୋଇଥିବା ଶିକ୍ଷକ ଶିକ୍ଷୟିତ୍ରୀମାନେ ମୂଲ୍ୟାୟନ କେନ୍ଦ୍ର ମାନଙ୍କରେ ଯୋଗ ଦେଇ

‘ବିଜେପି’ ଶାସନ କାଳରେ ଦଙ୍ଗା ହୋଇ ନାହିଁ କହିବାରୁ ଅମିତ ଶାହଙ୍କୁ ସମାଲୋଚନା କଲେ କପିଳ ସିବଲ୍‌

ନୂଆଦିଲ୍ଲୀ: ‘ବିଜେପି’ ଶାସନ କାଳରେ ଦଙ୍ଗା ହୋଇ ନାହିଁ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଦେଇଥିବା ମନ୍ତବ୍ୟକୁ ଆଜି ରାଜ୍ୟସଭା ସାଂସଦ କପିଳ ସିବଲ୍‌ ଆଉ ଗୋଟାଏ ଫମ୍ପା ଆୱାଜ୍‌ ବୋଲି କହିଛନ୍ତି। ବିଜେପି’ ଶାସନ ସମୟରେ ଘଟିଥିବା ଗୁଡ଼ାଏ ଦଙ୍ଗାର ଉଦାହରଣ ବି ସିବଲ୍‌

ଏସବିଆଇ ସର୍ଭର ଡାଉନ୍‌ : ୟୁପିଆଇ, ନେଟ୍‌ ବ୍ୟାଙ୍କିଙ୍ଗ୍‌, ୟୋନୋ ସେବା ଠପ୍‌..!

ନୂଆଦିଲ୍ଲୀ/ ମୁମ୍ବାଇ: ଦେଶର ସର୍ବବୃହତ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଏସ୍‌ବିଆଇ)ର ସର୍ଭର ଅଚଳ ହୋଇପଡ଼ିଛି! ଫଳରେ ସମସ୍ତ ପ୍ରକାରର ଡିଚିଟାଲ ବ୍ୟାଙ୍କିଙ୍ଗ; ନେଟ୍‌ ବ୍ୟାଙ୍କିଙ୍ଗ୍‌, ୟୁପିଆଇ, ୟୋନୋ ଆପ୍‌, କ୍ରେଡିଟ୍‌ କାର୍ଡ ପେମେଣ୍ଟ୍‌ ଭଳି ଅନେକ ସେବା

ପ୍ରଧାନମନ୍ତ୍ରୀ ମୋଦି ପୁଣି ବିଶ୍ୱର ୧ନଂ ଲୋକପ୍ରିୟ ନେତା

ନୂଆଦିଲ୍ଲୀ : ପୂରା ବିଶ୍ୱରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣିଥରେ ସବୁଠାରୁ ଲୋକପ୍ରିୟ ନେତା ହେବାର ରେକର୍ଡ କରିଛନ୍ତି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କୁ ପଛରେ ପକାଇ ମୋଦି ୧ନଂ ସ୍ଥାନରେ ପୂର୍ବଭଳି ରହିଛନ୍ତି। ବିଶ୍ୱସ୍ତରୀୟ

ମନୀଷ ସିସୋଦିଆଙ୍କ ନ୍ୟାୟିକ ହେପାଜତ ୨ ସପ୍ତାହ ବୃଦ୍ଧି

ନୂଆଦିଲ୍ଲୀ : ଅବକାରୀ ନୀତି ଅନିୟମିତତା ମାମଲାରେ ଗିରଫ ହୋଇଥିବା ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ନ୍ୟାୟାୟିକ ହେପାଜତକୁ ଦିଲ୍ଲୀର ଏକ କୋର୍ଟ ଦୁଇ ସପ୍ତାହ ବୃଦ୍ଧି କରିଛନ୍ତି। ସିବିଆଇ ପକ୍ଷରୁ ଏହି ମାମଲାର ଏବେ ତଦନ୍ତ ଚାଲୁଛି। ଆଜି ସିସୋଦିଆଙ୍କୁ ସିବିଆଇ ଦିଲ୍ଲୀ

ଜାମିନ ପାଇବା ପରେ ରାହୁଲ ଗାନ୍ଧି କହିଲେ ସତ୍ୟ ମୋର ଅସ୍ତ୍ର

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରନେମ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ଆଜି ଗୁଜୁରାଟର ଏକ ସେସନ କୋର୍ଟ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଜାମିନ ଦେଇଛନ୍ତି।  ଜାମିନ ପାଇବା ପରେ କଂଗ୍ରେସର ପୂର୍ବତନ ଏମପି ରାହୁଲ ଗାନ୍ଧି ଟ୍ୱିଟ୍‌ କରି କହିଛନ୍ତି ଯେ, ସତ୍ୟ ହେଉଛି

ହନୁମାନ ଜୟନ୍ତୀ ପାଇଁ ସତର୍କ କରାଇଲେ ମମତା

କୋଲକାତା : ରାମ ନବମୀ ଅବସରରେ ବେଙ୍ଗଲରେ ହିଂସା ଓ ଅଶାନ୍ତି ଉପୁଜିବା ପରେ ଆସନ୍ତା ସୋମବାର ହେବାକୁ ଥିବା ହନୁମାନ ଜୟନ୍ତୀ ପାଇଁ ସତର୍କ କରାଇଦେଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଏହି ଉତ୍ସବ ସମୟରେ ଅଘଟଣ ଘଟିବାକୁ ରୋକିବା ପାଇଁ ସେ ଚେତାବନୀ ଦେଇଛନ୍ତି।ସେ କହିଛନ୍ତି ଯେ, ଆସନ୍ତା

ସୁରକ୍ଷାକର୍ମୀଙ୍କ ଗୁଳିରେ ୫ ନକ୍ସଲ ନିହତ…

ରାଞ୍ଚି : ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଛନ୍ତି ୫ କୁଖ୍ୟାତ ନକ୍ସଲ। ନିହତ ୫ ଜଣଙ୍କ ମଧ୍ୟରୁ ୨ ଜଣଙ୍କ ମୁଣ୍ଡରେ ୨୫ ଲକ୍ଷ ଟଙ୍କା ଲେଖାଏ ଓ ବାକି ୩ ଜଣଙ୍କ ସମ୍ପର୍କରେ ସୂଚନା ହାସଲ ପାଇଁ ୫ ଲକ୍ଷ ଲେଖାଏ ପୁରସ୍କାର ରାଶି ରହିଥିଲା। ‌ଆଜି ଝାରଖଣ୍ଡର ଛତ୍ରା ଜିଲ୍ଲାରେ ହୋଇଥିବା ଏନକାଉଣ୍ଟରରେ

୧୭ ଲକ୍ଷ ୫୦ ହଜାର ଟଙ୍କା ଲୁଟି ନେଲେ ଦୃର୍ବୁତ୍ତ…

ଫୁଲବାଣୀ:- କନ୍ଧମାଳ ଜିଲ୍ଲା ସଦର ମହକୁମା ଫୁଲବାଣୀର ଏକଗ୍ରୋସରୀ ଦୋକାନ ମାଲିକ ଅଜୟ ପାତ୍ର ଏବଂ ତାଙ୍କର ଗୁମାସ୍ତା ରମେଶ ପ୍ରଧାନ ଏକ ସ୍କୁଟିରେ ହାଟପଦା ନିକଟ ଏକ୍ସିସ ବ୍ୟାଙ୍କକୁ ୧୭ ଲକ୍ଷ ୫୦ ହଜାର ଟଙ୍କା ଦିପୋଜିଟ କରିବା ପାଇଁ ଯାଉଥିବା ବେଳେ ପଲସର ଗାଡ଼ିରେ ଦୁଇଜଣ ଡକାୟତ ଆସି