Sign in
Sign in
Recover your password.
A password will be e-mailed to you.
ଓକେସିଏଲ ପକ୍ଷରୁ ଦକ୍ଷତା ସହଯୋଗ କର୍ମଶାଳା
ଛତ୍ରପୁର : ଛତ୍ରପୁର ସ୍ଥିତ ଡିଆରଡିଏ କାର୍ଯ୍ଯାଳୟର ଜଉଗଡ ସମ୍ମିଳନୀ କକ୍ଷ ଠାରେ ରବିବାର ଦିନ ଓକେସିଏଲର ଗଞ୍ଜାମ ଓ ଗଜପତି ଜିଲ୍ଲା ସ୍ତରୀୟ ଦକ୍ଷତା ସହଯୋଗ କର୍ମଶାଳା ଆୟୋଜିତ ହୋଇ ଯାଇଛି। ଓକେସିଏଲର ଗଞ୍ଜାମ ଜିଲ୍ଲାର ମୁଖ୍ଯ ଏସ ରେଖା ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି!-->!-->!-->…
ପ୍ଲାନିଙ୍ଗ କୋଡିନେଟର ଆକାଉଟେଣ୍ଟ କର୍ମଚାରିଙ୍କୁ ଡେପୁଟେସନକୁ ବିରୋଧ କରି ଦାବିପତ୍ର ପ୍ରଦାନ…
ମାଲକାନଗିରି,୧।୪ ମାଲକାନଗିରି ଜିଲ୍ଲାରେ କାର୍ଯ୍ୟରତ ପ୍ଲାନିଙ୍ଗ କୋଡିନେଟର, ଆକାଉଂଟେଂଟ ଷ୍ଟାଫ ମୁଖ୍ୟ ସଚିବଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତିା ଉକ୍ତ ଦାବିପତ୍ରରେ ଉଲ୍ଲେଖ ରହିଛି ଯେ, ରାଜ୍ୟ ପ୍ରକଳ୍ପ ନିର୍ଦେଶକ, ଓସେପା ସମଗ୍ର ଶିକ୍ଷା, ଓଡିଶାଙ୍କ ଆଦେଶ ମୁତାବକ ଏମ୍.ଆଇଏସ୍.!-->!-->!-->…
କାଳ ବୈଶାଖୀ ପ୍ରଭାବରେ ୩୩ କେଭି ତାର ଛିଣ୍ଡି ତିନି ବଳଦ ମୃତ…
ଦାରିଙ୍ଗବାଡ଼ି, ୨/୪, (ନିପ୍ର) ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ଝିଞ୍ଜିରିଗୁଡା ପଞ୍ଚାୟତର କିରାମା ଗ୍ରାମରେ ଗତକାଲି ସନ୍ଧ୍ୟା ପ୍ରାୟ ୫ଟା ବେଳେ ହୋଇଥିବା କାଳ ବୈଶାଖୀ ପ୍ରଭାବରେ ୩୩ କେଭି ବିଦ୍ୟୁତ ତାର ଛିଣ୍ଡି ୩ଟି ବଳଦର ମୃତ୍ୟୁ ଘଟିଛି। ମୃତ୍ୟୁ ବଳଦ ୩ଟି କିରାମା ଗ୍ରାମ ବାସୀ ବାବୁଲା!-->…
ମ୍ୟାଲେରିଆ ଦୂରିକରଣ ନିମନ୍ତେ ଦୁର୍ଗମ ଅଂଚଳରେ ସାମୁହିକ ରକ୍ତ ପରିକ୍ଷା ସିବିର…
ଫୁଲବାଣୀ :- କନ୍ଧମାଳ ଜିଲ୍ଲା ପାହଡ ଜଙ୍ଗଲ ଘେରା ଅଂଚଳ ହେତୁ ଏବଂ ଜନ ସାଧାରଣଙ୍କ ନିକଟରେ ସଚେତନତା ଅପହଂଚ ହୋଇଥିବାରୁ ମ୍ୟାଲେରିଆ ସଂକ୍ରମଣ ଏକ ସାଧାରଣ ସମସ୍ୟା ହୋଇରହିଛି । ସରକାରଙ୍କ ତରଫରୁ ଏହାର ନିୟନ୍ତ୍ରଣ ନିମନ୍ତେ ଯଥା ସମ୍ଭବ ଚେଷ୍ଟା ଜାରିରହିଛି । ଏହି ପରିପ୍ରେଖିରେ!-->!-->!-->…
ପ୍ରମାଣ ଅଭାବରୁ ଅଭିଯୁକ୍ତ ମାନେ ନିର୍ଦ୍ଦୋଷରେ ଖଲାସ
ଫୁଲବାଣୀ:-ଫୁଲବାଣୀ ଜିଲ୍ଲା ଯେଏମଏଫସି ବିଚାରପତି ସୋମ୍ୟା ଶ୍ରୀ ମହାପାତ୍ର,ଆଜି ବିପି ଆଇ ଟି ଛାତ୍ର ମାନଙ୍କ ମିଳିତ ଆକ୍ରମଣ କରିଥିବା ମାମଲାର ବିଚାରଣା କରି ଘଟଣାର ୧୪ ଜଣଙ୍କର ସାକ୍ଷୀ ପ୍ରମାଣ ଗ୍ରହଣ ଆଧାରରେ ମାମଲାର ଅଭିଯୁକ୍ତ ବିପିଆଇଟି ଛାତ୍ର ମାନଙ୍କୁ ପ୍ରମାଣ ଅଭାବରୁ!-->!-->!-->…
ଟଙ୍କା ପଇସାକୁ କେନ୍ଦ୍ର କରି ହତ୍ୟା…
ଶେରଗଡ଼ : ଗଞ୍ଜାମ ଜିଲ୍ଲା ଶେରଗଡ ଥାନା ଅନ୍ତର୍ଗତ ବରମୁଣ୍ଡଳୀ ପଚାଂୟତ ଅଧିନ ପଟ୍ଟାପାବୁଲି ଗ୍ରାମରେ ଟଙ୍କା ପଇସାକୁ କେନ୍ଦ୍ର କରି ସେହି ଗ୍ରାମର ପିତାବାସ ଗୈାଡର ପୁଅ ସୁଶାନ୍ତ ଗୈାଡ (୨୮) କୁ ଛୁରାରେ ଭୁଶି ହତ୍ୟା କରାଯାଇଥିବା ଜଣାଯାଇଛି । ଏହି ହତ୍ୟା ଘଟଣା ଆଜି ସଂଧ୍ୟା ପ୍ରାୟ ୬ ଘଟଂ!-->…
କାଳ ବୈଶାଖୀର ତାଣ୍ଡବ : ୧୦୦ ଘରର ଛାତ ଉଡିଗଲା, ଗଛ ପଡି ରାସ୍ତା ଅବରୋଧ…
ମାଲକାନଗିରି : ମାଲକାନଗିରି ଜିଲ୍ଲା ସଦର ବ୍ଲକ ପଦ୍ମଗିରି ପଂଚାୟତ ଅଂଚଳରେ ଆଜି କାଳ ବୈଶାଖୀରେ ବହୁ ନଷ୍ଟ ହୋଇଥିବା ଦେଖିବାକୁ ମିଳିଛିା ଆଜି ପଦ୍ମଗିରି ପଂଚାୟତ ଅଂଚଳରେ କାଳ ବୈଶାଖୀ ହେବା ଫଳରେ ଅନେକ ଟିଣ ଘରର ଛପର ଉଡି ଯାଇଥିବା ଦେଖିବାକୁ ମିଳିଛିା ଏଥିସହ ବିଭିନ୍ନ ସ୍ଥାନରେ ବଡ ବଡ!-->!-->!-->…
ତୁମୁଡିବନ୍ଧ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ଉତ୍କଳ ଦିବସ ପାଳିତ
ଫୁଲବାଣୀ :- ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ତୁମୁଡିବନ୍ଧଠାରେ ପବିତ୍ର ଉତ୍କଳ ଦିବସ ଓ ପ୍ରବେଶ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି | ପ୍ରତ୍ୟୁଷରେ ଉତ୍କଳ ରାଜ୍ୟପ୍ରିତି ସଂଗୀତ ଗାନ ପୂର୍ବକ ନଗର ଭ୍ରମଣ କରାଯାଇଥିଲା | ଓଡ଼ିଶାର ବରପୁତ୍ର ମାନଙ୍କ ତୈଳଚିତ୍ରରେ ପୁଷ୍ପମାଳ ପୂର୍ବକ!-->…
ଉତ୍କଳ ବିଶ୍ବବିଦ୍ୟାଳୟ କମ୍ପ୍ୟୁଟର କେନ୍ଦ୍ର ଉଦଘାଟିତ, ଏକାଥରକେ କମ୍ପ୍ୟୁଟର ବ୍ୟବହାର କରିପାରିବେ ୪୮ ଜଣ ଛାତ୍ରଛାତ୍ରୀ
ଭୁବନେଶ୍ୱର : ଉତ୍କଳ ଦିବସ ଅବସରରେ ଉତ୍କଳ ବିଶ୍ବବିଦ୍ୟାଳୟ କମ୍ପ୍ୟୁଟର କେନ୍ଦ୍ର କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ଉଦଘାଟନ କରିଛନ୍ତି। ଏହାସହିତ କମ୍ପ୍ୟୁଟର କେନ୍ଦ୍ରର ଭିଡ଼ିଓ କନଫରେନ୍ସ ରୁମ, କମ୍ପ୍ୟୁଟର ଲାବ, ତଦାରଖ ରୁମ ଏବଂ ଟେକ୍ନିକାଲ ଟିମ କାର୍ଯ୍ୟାଳୟ ମଧ୍ୟ ଉଦଘାଟିତ ହୋଇଯାଇଛି।!-->…
ରାସ୍ତା ନିର୍ମାଣ କାମରେ ନିମ୍ନମାନର ସାମଗ୍ରୀ ବ୍ୟବହାର ନେଇ ଅଭିଯୋଗ କଲେ ଗ୍ରାମବାସୀ
ମାଲକାନଗିରି,(୧।୪) : ରାସ୍ତା ନିର୍ମାଣ କାମରେ ନିମ୍ନ ମାନର ସାମଗ୍ରୀ ବ୍ୟବହାର ନେଇ ଅଭିଯୋଗ କଲେ ଗ୍ରାମବାସୀ । ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଡୁଡାମେଟା ଗ୍ରାମ ପଞ୍ଚାୟତରୁ ଏହିପରି ଅଭିଯୋଗ ଆସିଥିବା ବେଳେ ସୂଚନା ଥାଉକି ଡୁଡାମେଟା ଗ୍ରାମ ପଞ୍ଚାୟତ କୋୟାଗୁଡା ଠାରୁ!-->…