Sign in
Sign in
Recover your password.
A password will be e-mailed to you.
ଭାରତ ଉପରେ ନଜର ରଖିବାକୁ ମିଆଁମାରକୁ ପ୍ରସ୍ତୁତ କରୁଛି ଚୀନ
ନୂଆଦିଲ୍ଲୀ : ଭାରତକୁ ଘେରିବା ପାଇଁ ଚୀନ୍ ଦିନକୁ ଦିନ ନୂଆ ନୂଆ ପ୍ରକାରର ଷଡ଼ଯନ୍ତ୍ର କରିଚାଲିଛି । ଏଭଳି ପୁଣି ଏକ ଷଡ଼ଯନ୍ତ୍ର କଥା ଜଣାପଡ଼ିଛି । ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜଠାରୁ ପ୍ରାୟ ୫୫ କିଲୋମିଟର ଦୂର ମିଆଁମାରର କୋକୋ ଦ୍ୱୀପରେ ଏକ ସାମରିକ ଘାଟି ନିର୍ମାଣ କାର୍ଯ୍ୟ ଜୋରସୋରରେ!-->…
କଂଗ୍ରେସକୁ କଟାକ୍ଷ କରି ‘ଗ୍ରାଣ୍ଡ୍ ଓଲ୍ଡ ପାର୍ଟି’ କହିଲେ ମୋଦୀ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମଧ୍ୟପ୍ରଦେଶର ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ୍ ଚଳାଚଳର ଶୁଭାରମ୍ଭ କରିଛନ୍ତି। ଭୋପାଳ-ନୂଆଦିଲ୍ଲୀ ବନ୍ଦେ ଭାରତ ଏକ୍ସପ୍ରେସ୍କୁ ରାଣୀ କମଲପତି ଷ୍ଟେସନରେ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିବା ସୂଚନା ରହିଛି। ଦେଶର ଏହି ୧୧ତମ ବନ୍ଦେ!-->…
ଗୋଟିଏ ସିଦ୍ଧୁକୁ ହତ୍ୟା କରାଗଲା, ଏବେ ଦ୍ବିତୀୟ ସିଦ୍ଧୁକୁ ବି ମାରିଦିଅ; ଜେଲରୁ ମୁକୁଳିବା ପରେ ବର୍ଷିଲେ ନବଜୋତ
ଚଣ୍ଡୀଗଡ଼: ୧୦ ମାସ ଜେଲରେ ରହିବା ପରେ ଆଜି ପଞ୍ଜାବର ପଟିଆଲା ଜେଲ୍ରୁ ମୁକୁଳିଛନ୍ତି ବରିଷ୍ଠ କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁ। ଜେଲରୁ ବାହାରକୁ ଆସିବା ପରେ ପରେ ସିଦ୍ଧୁ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଗଣତନ୍ତ୍ର ଭଳି କିଛି ନାହିଁ। ପଞ୍ଜାବରେ ରାଷ୍ଟ୍ରପତି ଶାସନ ଆଣିବାକୁ!-->…
ଦାରିଙ୍ଗବାଡ଼ି ବରିଷ୍ଠ ନାଗରିକ ସଂଗଠନ ପକ୍ଷରୁ ଉତ୍କଳ ଦିବସ ପାଳନ
ଦାରିଙ୍ଗବାଡ଼ି(୧/୪) : ଦାରିଙ୍ଗବାଡ଼ି ବରିଷ୍ଠ ନାଗରିକ ସଂଗଠନ ପକ୍ଷରୁ ଉତ୍କଳ ଦିବସ ଜାଗୃତି ସଭାଗୃହରେ ପାଳନ କରାଯାଇଛି । ଏଥିରେ ବ୍ଳକର ବରିଷ୍ଠ ନାଗରିକ ମାନେ ଉପସ୍ଥିତ ରହି ଥିଲେ ।କାର୍ଯ୍ୟକ୍ରମରେ ବରିଷ୍ଠ ନାଗରିକ ସଂଗଠନ ସଂପାଦକ ପତିତପାବନ ରାଉତଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ!-->…
ଗୁମାଗଡ଼ ଦଣ୍ଡରେ ଦୁଲୁକିଲା ଭଞ୍ଜସାହି…
ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଲୋକାଦୃତ ଦଣ୍ଡନୃତ୍ୟ ହେଉଛି ଗୁମାଗଡ଼ ଦଣ୍ଡ l ଏହି ଦଣ୍ଡ ନୃତ୍ୟ ଗ୍ରାମାଞ୍ଚଳର ପାରମ୍ପରିକ ଲୋକକଳା ଉପରେ ଆଧାରିତ ଯାହାକୁ କି ସମସ୍ତେ ପସନ୍ଦ କରନ୍ତି l ଏହି ଦଣ୍ଡ ନୃତ୍ୟର ମୁଖ୍ୟ ଆକର୍ଷଣ ହେଉଛି ଜଳନ୍ତା ନିଆଁରେ ଦଣ୍ଡୁଆ ମାନେ ଚାଲି ଚାଲି ଯିବା lତାହା!-->…
କାଳ ବୈଶାଖୀ ପ୍ରଭାବରେ ଉଡ଼ିଲା ସ୍କୁଲ ଛପର
ଦାରିଙ୍ଗବାଡି (୧/୪) : ଶୁକ୍ରବାର ଦିନ ସନ୍ଧ୍ୟାରେ କାଳ ବୈଶାଖୀ ପ୍ରଭାବରେ ଉଡ଼ିଲା ସ୍କୁଲ ଘର ଛପର । ଏଭଳି ଘଟଣା ଦେଖିବାକୁ ମିଳିଛି ଦାରିଙ୍ଗବାଡି ବ୍ଲକ୍ ପର୍ତମହା ପଞ୍ଚାୟତ ଅନ୍ତର୍ଗତ କେର୍କେବାଡି ସ୍କୁଲରେ । ସ୍କୁଲର ୩ଟି ଶ୍ରେଣୀ କକ୍ଷର ଛପର ଉଡିଯାଇଥିବା ଦେଖିବାକୁ ମିଳିଛି । ଟିଣ!-->…
୮୮ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ
ଫୁଲବାଣୀ : ଆଜି ସାରା ଓଡିଶା ରାଜ୍ୟରେ ପାଳିତ ହେଉଛି ଉତ୍କଳ ଦିବସ l ଆଜି ଫୁଲବାଣୀ ସ୍ଥିତ ମାଦି କୁନ୍ଦା ରିଜର୍ଭ ପଡିଆ ପରିସରରେ କନ୍ଧମାଳ ଜିଲ୍ଲା ପୋଲିସ ପକ୍ଷରୁ ପାଳିତ ହୋଇଛି ୮୮ ତମ ପୋଲିସ ପ୍ରତିଷ୍ଠା ଦିବସ l ପୋଲିସ ପକ୍ଷରୁ ଆର ଆଇ ଧର୍ମେନ୍ଦ୍ର ପ୍ରଧାନ ଓ ସର୍ଜେଣ୍ଟ ସରୋଜ ବେହେରାଙ୍କ!-->…
ହିଞ୍ଜିଳିକାଟୁରେ ଓଡିଆ ଭାଷା ସମିତି ପକ୍ଷରୁ ଉତ୍କଳ ଦିବସ ପାଳନ
ହିଞ୍ଜିଳିକାଟୁ (୧।୪) : ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ଅତ୍ୟାଧୁନିକ ମାଛ ମାସଂ ବଜାର ପରିଷରରେ ଶନିବାର ଓଡିଆ ଭାଷା ସାହିତ୍ୟ ସମିତି ପକ୍ଷରୁ ୮୮ ତମ ଉତ୍କଳ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମକୁ ଓଡ଼ିଆ ଭାଷା ସାହିତ୍ୟ ସମିତି ର ଉପସଭାପତି ନିତ୍ୟାନନ୍ଦ ସାହୁଙ୍କ!-->…
ଜିଲ୍ଲାସ୍ତରୀୟ ୮୮ତମ ଓଡିଶା ଦିବସ ମହୋତ୍ସବ ମହାସମାରୋହରେ ପାଳିତ
ଛତ୍ରପୁର : ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁର ଠାରେ ୮୮ତମ ଓଡିଶା ଦିବସ ମହୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ପୂର୍ବାହ୍ନ ଘ.୦୫.୦୦ମି. ସମୟରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ଦ୍ବାରା ଡାକବାଜି ଯନ୍ତ୍ର ଯୋଗେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଦ୍ବାରା ପ୍ରଦତ୍ତ ଓଡିଶା!-->…
ଆସନ୍ତାକାଲି ଯାଏଁ ରାଜ୍ୟର କିଛି ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହିତ ବର୍ଷା ଆଶଙ୍କା…!
ଭୁବନେଶ୍ବର: ପଶ୍ଚିମା ଝଡ଼ ପ୍ରଭାବରେ ଆସନ୍ତାକାଲି ଯାଏଁ ରାଜ୍ୟର କିଛି ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହିତ ବର୍ଷା ହେବାର ଆଶଙ୍କା ରହିଛି। ଏନେଇ ସ୍ବତନ୍ତ୍ର ରିଲିଫ କମିସନ (ଏସ୍ଆରସି) ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏସ୍ଆରସି ପକ୍ଷରୁ ଏନେଇ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ!-->…