Sign in
Sign in
Recover your password.
A password will be e-mailed to you.
ସୁନ୍ଦରଗଡ଼ଠାରେ ଜିଲ୍ଲାସ୍ତରୀୟ ଓଡ଼ିଶା ଦିବସ ପାଳିତ…
ସୁନ୍ଦରଗଡ଼ (୦୧/୦୪) : ସୁନ୍ଦରଗଡ଼ ଜିଲ୍ଲା ସଦର ମହକୁମା ଠାରେ ଆଜି ଜିଲ୍ଲା ସ୍ତରୀୟ ଓଡ଼ିଶା ଦିବସ ପାଳିତ ହୋଇଯାଇଛି | ଜିଲ୍ଲା ସଂସ୍କୃତି ଭବନ ପ୍ରେକ୍ଷାଳୟ ଠାରେ ଆଯୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ କୁନ୍ତୀ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ!-->!-->!-->…
ଚେନ୍ନାଇକୁ ଚିତ୍ କରି ବିଜୟରୁ ଅଭିଯାନ ଆରମ୍ଭ କଲା ଗୁଜରାଟ
ଅହମ୍ମଦାବାଦ : ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମଧ୍ୟରେ ଶୁକ୍ରବାର ଠାରୁ ଆରମ୍ଭ ହୋଇଥିବା ଆଇପିଏଲ ୨୦୨୩ର ପ୍ରଥମ ମ୍ୟାଚ୍ରେ ବାଜିମାତ କରିଛି ଡିଫେଣ୍ଡିଂ ଚାମ୍ପିୟନ ଗୁଜରାଟ ଟାଇଟନ୍ସ। ୧୬ତମ ସଂସ୍କରଣର ପ୍ରଥମ ମ୍ୟାଚ୍ରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଗୁଜରାଟ ୫ ୱିକେଟରେ ମହେନ୍ଦ୍ର ସିଂହ ଧୋନିଙ୍କ!-->…
ରାମନବମୀରେ ହିଂସା ପାଇଁ ମମତା ଦାୟୀ: ବିଜେପି
କୋଲକାତା : ପଶ୍ଚିମବଙ୍ଗର ହାୱଡାରେ ରାମ ନବମୀ ଓ ଏହାର ପରଦିନ ହୋଇଥିବା ହିଂସାକୁ ନେଇ ଆରୋପ-ପ୍ରତ୍ୟାରୋପ ଲାଗି ରହିଛି। ହିଂସାର ଯାଞ୍ଚ ସିଆଇଡିକୁ ଦିଆଯିବାକୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ ବିଜେପି ଏଥିରେ ସନ୍ତୁଷ୍ଟ ନୁହେଁ। ହିଂସାର ଯାଞ୍ଚ ଏନଆଇଏ କରୁ!-->…
ଗୁଜରାଟ ହାଇକୋର୍ଟଙ୍କ ରାୟ ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି କରୁଛି: କେଜ୍ରିୱାଲ
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତା ବିଷୟରେ ଗୁଜରାଟ ହାଇକୋର୍ଟଙ୍କ ରାୟକୁ ନେଇ ଲୋକଙ୍କ ମନରେ ଅନେକ ସନ୍ଦେହ ସୃଷ୍ଟି ହୋଇଛି। ଏହା କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ସେ କହିଛନ୍ତି ଯେ, ଗୁଜରାଟ ହାଇକୋର୍ଟଙ୍କର ଗତକାଲି ଅର୍ଡ଼ର ଆସିଛି। ଦେଶର!-->…
ଦିଲ୍ଲୀ ବିମାନ ବନ୍ଦରରେ ଜରୁରୀକାଳୀନ ପରିସ୍ଥିତି
ନୂଆଦିଲ୍ଲୀ : ଆକାଶରେ ପକ୍ଷୀ ସହ ମାଡ଼ ହେଲା ବିମାନ। ବିମାନ ଉଡ଼ାଣ ପରେ ପକ୍ଷୀ ସହିତ ଧକ୍କା ହୋଇଥିଲା। ହେଲେ ଏଥିରେ କିଛି କ୍ଷୟକ୍ଷତି ହୋଇ ନଥିବା ସୂଚନା ମଳିଛି। ଆଜି ଦିଲ୍ଲୀ ବିମାନ ବନ୍ଦରରେ ଏହି ଅଘଟଣ ଘଟିଛି। ଫଳରେ ଦିଲ୍ଲୀ ବିମାନବନ୍ଦରରେ ସମ୍ପୂର୍ଣ୍ଣ ଜରୁରୀକାଳୀନ ପରିସ୍ଥିତି ଘୋଷଣା!-->…
ମଥୁରାରେ ରାମ ନବମୀ ଶୋଭାଯାତ୍ରା ବେଳେ ମସ୍ଜିଦ୍ ନିକଟରେ ଗୈରିକ ପତାକା ଲଗାଇ ୪ ଗିରଫ
ମଥୁରା: ରାମ ନବମୀ ଶୋଭାଯାତ୍ରା ବେଳେ ଜମାଲ୍ ମସ୍ଜିଦ୍ ବାହାରେ ବିଶୃଙ୍ଖଳା ସୃଷ୍ଟି କରିଥିବା କାରଣରୁ ୪ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିବା କଥା ଶୁକ୍ରବାର ଦିନ ପୁଲିସ କହିଛି।ଗୁରୁବାର ଦିନ ରାମ ନବମୀ ଶୋଭାଯାତ୍ରା ଯିବା ବେଳେ ସେମାନେ ଉକ୍ତ ମସ୍ଜିଦ୍ ପାଖରେ ଥିବା କେତେକ ଦୋକାନ!-->…
୨୦୦୮ ଜୟପୁର ସିରିଏଲ୍ ବିସ୍ଫୋରଣ ଅଭିଯୁକ୍ତଙ୍କୁ ଦୋଷମୁକ୍ତ କରାଯିବା ରାୟକୁ ସୁପ୍ରିମ୍ କୋର୍ଟରେ ଚାଲେଞ୍ଜ୍ କରିବ…
ଜୟପୁର: ୨୦୦୮ ଜୟପୁର ସିରିଏଲ୍ ବିସ୍ଫୋରଣ ମାମଲାର ଅଭିଯୁକ୍ତମାନଙ୍କୁ ଦୋଷମୁକ୍ତ କରାଯିବା ରାୟକୁ ରାଜସ୍ଥାନ ସରକାର ସୁପ୍ରିମ୍ କୋର୍ଟରେ ଚାଲେଞ୍ଜ୍ କରିବେ ବୋଲି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ କହିଛନ୍ତି।ଏଥିପାଇଁ ରାଜ୍ୟ ସରକାର ‘ସ୍ପେସାଲ୍ ଲିଭ୍ ପିଟିସନ୍’ (ଏସ୍ଏଲ୍ପି)!-->…
କର୍ଣ୍ଣାଟକ ବିଧାନସଭା ନିର୍ବାଚନ: ଏପ୍ରିଲ୍ ୯ରେ କୋଲାର୍ ରାଲିରେ ଉଦ୍ବୋଧନ ଦେବେ ରାହୁଲ୍ ଗାନ୍ଧୀ…
ନୂଆଦିଲ୍ଲୀ: ମେ ମାସରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଥିବା ବେଳେ ଏପ୍ରିଲ୍ ୯ରେ କଂଗ୍ରେସ ନେତା ରାହୁଲ୍ ଗାନ୍ଧୀ କୋଲାର୍ରେ ହେବାକୁ ଥିବା ରାଲିରେ ଉଦ୍ବୋଧନ ଦେବେ ବୋଲି କଂଗ୍ରେସ ପାର୍ଟି ତରଫରୁ ସୂଚନା ମିଳିଛି।ଏହାଛଡ଼ା, ଏପ୍ରିଲ୍ ୧୧ ତାରିଖ ଦିନ ରାହୁଲ୍ ଗାନ୍ଧୀ ୱାୟନାଡ଼!-->…
ରାହୁଲଙ୍କ ବିରୋଧରେ ଆଉ ଏକ ମାନହାନି ମାମଲା ରୁଜୁ: ଆର୍ଏସ୍ଏସ୍ ସଦସ୍ୟଙ୍କୁ କରିଥିଲେ କୌରବଙ୍କ ସହ ତୁଳନା
ନୂଆଦିଲ୍ଲୀ: ନିକଟ ଅତୀତରେ ଗୋଟାଏ ମାନହାନି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ପୂର୍ବତନ ସାଂସଦ ତଥା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ଆଉ ଏକ ମାମଲା ରୁଜୁ ହୋଇଛି। ରାହୁଲ ଚଳିତବର୍ଷ ଜାନୁଆରି ମାସରେ ଭାରତ ଯୋଡ଼ୋ ଯାତ୍ରା ସମୟରେ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ!-->…
ବିଶ୍ୱର ସବୁଠାରୁ ଦାମୀ ସ୍କୁଲ, ପଢ଼ିବାକୁ ହେଲେ ଦେବାକୁ ପଡ଼ିବ କୋଟିଏ ଟଙ୍କା…!
ନୂଆଦିଲ୍ଲୀ: ବିଭିନ୍ନ ସାମଗ୍ରୀର ଦରଦାମ ଦିନକୁ ଦିନ ଯେପରି ବୃଦ୍ଧି ପାଉଛି, ଠିକ୍ ସେହିପରି ଶିକ୍ଷା ମଧ୍ୟ ମହଙ୍ଗା ହେବାରେ ଲାଗିଛି । ଆଜି ଆମେ ଆପଣଙ୍କୁ ଦୁନିଆର ସବୁଠାରୁ ଦାମୀ ବିଦ୍ୟାଳୟ ବିଷୟରେ କହିବୁ । ଏହାସହିତ ଆମେ କହିବୁ ଯେ, ଏଠାରେ ବର୍ଷକୁ କେତେ ଫି ଆଦାୟ କରାଯାଏ ।!-->…